• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Opinion Updates

Aircraft
Flight Nose Damage: କେଉଁ ଧାତୁରେ ଗଢ଼ା ଯାତ୍ରୀ ବିମାନର ନୋଜ୍ ? ମଝି ଆକାଶରେ ଭାଙ୍ଗିଗଲେ ରହିଛି କି ବିପଦ ?

ବିମାନ ନୋଜ ଅଗ୍ରଭାଗରେ ରାଡର, ପାଣିପାଗ ସେନ୍ସର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଥାଏ । ଯଦି ନୋଜର ଅଗ୍ରଭାଗ କ୍ଷତିଗ୍ରସ୍ତ ହୁଏ ତେବେ ଏସବୁ ଉପକରଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ । ଯଦ୍ୱାରା ପାଇଲଟକୁ ଦିଗ ଏବଂ ପାଣିପାଗର ସଠିକ ତଥ୍ୟ ମିଳି ପାରେ ନାହିଁ । ଏହା ଫଳରେ ବିମାନର ନେଭିଗେସନ ଏବଂ କମ୍ୟୁନିକେସନ କ୍ଷମତା ପ୍ରଭାବିତ ହେବାର ଆଶଙ୍କା ରହିଥାଏ ।

Legacy
Political Legacy:ଓଡ଼ିଶା ରାଜନୀତିରେ 'ଲିଗାସୀ' ଗୋଟି, କାହା ପଲା ଭାରି

ପାଞ୍ଚ ପାଞ୍ଚ ଥର ଏହି ଆଞ୍ଚଳିକ ଦଳକୁ କ୍ଷମତାସୀନ କରାଇଲେ । ହେଲେ ଏହି ୨୪ ବର୍ଷ ଶାସନ ମଧ୍ୟରେ ବିଜୁ ଜନତା ଦଳ ‘ବିଜୁ ଲିଗାସୀ’ ମଧ୍ୟରୁ ବାହାରି ଆଉ ଏକ ଲିଗାସୀ ସୃଷ୍ଟି କରିବାରେ ଲାଗି ପଡ଼ିଲା । ପ୍ରଥମରୁ ବିଜୁଙ୍କ ଫଟୋଚିତ୍ର ଲଗାଇ ଏବଂ ଅନେକ ଯୋଜନାକୁ ବିଜୁଙ୍କ ନାମରେ ନାମିତ କରାଗଲା । ଦଳ ଧିରେ ଧିରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କର ଏକ ଲିଗାସୀ ସୃଷ୍ଟି କରିବା ପାଇଁ ଚେଷ୍ଟା କଲା ।

Asim Munir
Asim Munir becomes Field Marshal: ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶଲ କରିବାର ଉଦ୍ଦେଶ୍ୟ କ’ଣ...ଛଡାଇ ନେବେ କି ସରକାରଙ୍କ କ୍ଷମତା ?

ଅପରେଶନ ସିନ୍ଦୂରରେ ଭାରତ-ପାକିସ୍ତାନ ସେନା ଚାରିଦିନ ମୁହାଁମୁହିଁ ସ୍ଥିତିରେ ଥିଲେ । ଏମିତି ଏକ ଚରମ ସମୟରେ ଆର୍ମି ଚିଫ ଗାଏବ ହୋଇ ଯାଇଥିଲେ । ତଥାପି ତାଙ୍କୁ ଏତେ ସମ୍ମାନ କାହିଁକି ?

Vastu Tips
Panchmahabhut and Vastu Effects: ଡ଼ାଳିମ୍ବ ଗଛ ଏହି ଦିଗରେ ଲଗାଇଲେ ଅଟକି ରହିଥିବା ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥାଏ

ଏହି ସୃଷ୍ଟିରେ ଯାହାବି ଦେଖୁଛନ୍ତି ଏହା ସବୁ ଆମ ମାନଙ୍କ ସାହାଯ୍ୟ ପାଇଁ ଭଗବାନଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । ଆଜି ଜାଣିବା ଡ଼ାଳିମ୍ବ ଗଛ କେଉଁ ଦିଗରେ ଲଗାଇଲେ କ’ଣ ସବୁ ଶୁଭ ଓ ଅଶୁଭ ଫଳ ମଳିଥାଏ ।

Health Insurance Fraud
Health Insurance Fraud Alert: ସ୍ବାସ୍ଥ୍ୟବୀମା ନାଁରେ ଆସୁଛି ଅଜଣା କଲ୍... ସତର୍କ ରହିବାକୁ FBIର ଚେତାବନୀ

ଏହି ଘୋଟାଲାର କିପରି ପର୍ଦ୍ଦାଫାଶ ହୋଇଛି ସେନେଇ ନ୍ୟୁୟର୍କ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ପୀଡ଼ିତଙ୍କୁ ହଠାତ ଅଜଣା କମ୍ପାନୀରୁ କଲ ଆସୁଛି, ଆଉ ସେମାନେ ନିଜକୁ ବୈଧ ଚିକିତ୍ସା ବୀମା ପ୍ରଦାନ କରୁଥିବା କମ୍ପାନୀ ବୋଲି କହି ଲୋକଙ୍କୁ ଠକୁଛନ୍ତି ।

Testing
Pokhran-1 Nuclear Test: ପୂରା ଟିମ ଚାହିଁ ରହିଥିଲା, ୫ ମିନିଟ ଯାଏ ହେଲାନି ବିସ୍ଫୋରଣ: ଜାଣନ୍ତୁ, ପୋଖରାନ-୧ ପରୀକ୍ଷଣର ପୂରା କାହାଣୀ

ପରୀକ୍ଷଣ କରାଯିବାର ଦିନକ ପୂର୍ବଯାଏ ଏହି ପୂରା ଅପରେସନକୁ ଗୋପନୀୟ ରଖାଗଲା । ଏପରିକି ପରୀକ୍ଷଣ ସମ୍ପର୍କରେ ଆମେରିକା ମଧ୍ୟ ଏ ସମ୍ପର୍କରେ ସାମାନ୍ୟ ପ୍ରାକ ସୂଚନା ପାଇ ପାରିଲା ନାହିଁ । ପରୀକ୍ଷଣ ପରେ ସାରା ବିଶ୍ୱ ଚମକି ପଡିଥିଲା । ଆମେରିକ ଭାରତ ଉପରେ ପୂରା ରାଗି ଯାଇଥିଲା । ଏପରିକି ଭାରତ ଉପରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା । ଭାରତର ଏହି ସଙ୍କଟ ମୁହୂର୍ତ୍ତରେ ସୋଭିଏତ ଋଷ ହିଁ ସାଥ ଦେଇଥିଲା । 

Mohan Majhi
Odisha Chief Minister's Stand on Bureaucratic Reform: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ, ସତରେ କ'ଣ ରହିଛି ଅଡୁଆ ?

ମୁଖ୍ୟମନ୍ତ୍ରୀଙ୍କର ଏହି ତାଗିଦକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ଉଠୁଛି ଓ ପଡ଼ୁଛି । ଏହିଭଳି ଏକ ପ୍ରତିକ୍ରିୟା ବି ବେଶ୍ ସ୍ୱାଭାବିକ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପଛର ଉଦ୍ଦେଶ୍ୟ ହେଲା ଯେ, ଅମଲାମାନେ ସେମାନଙ୍କର କ୍ଷେତ୍ର ପରିଦର୍ଶନ କର୍ତ୍ତବ୍ୟ ସମ୍ପାଦନ ନକରି ଅଧିକାଂଶ ସମୟରେ ନିଜର କାର୍ଯ୍ୟାଳୟରେ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟରେ ବସି ରହୁଛନ୍ତି ।

Will india’s ban strategy affect turkey & Azerbaijan
Will India's Ban Strategy Work: କାମ କରିବ କି ଭାରତର ବ୍ୟାନ ଷ୍ଟ୍ରାଟେଜୀ? କାଙ୍ଗାଳ ହୋଇଯିବେ କି ତୁର୍କୀ ଓ ଆଜରବାଇଜାନ୍?

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ପାକିସ୍ତାନ ଓ ଏହାର ମିତ୍ରଦେଶ ତୁର୍କୀ ଓ ଆଜରବାଇଜାନ ଉପରେ ବ୍ୟାନ ଲଗାଇ ଭାରତ ସତରେ ଲାଭବାନ ହୋଇପାରିବ କି?

Mahabharat
Odia Mythology Legend: ବାଲି ତଳେ ଶୋଇଥିବା ଦାନବ ଓ ବ୍ୟାଧର ତତ୍ତ୍ୱ ଜ୍ଞାନ କଥା

ମଧୁ କୈଟଭ କିଏ? ବିଷ୍ଣୁଙ୍କୁ ସେମାନେ କ'ଣ ବର ଦେଲେ? ବାଲି ତଳେ ଶୋଇ ରହୁଥିଲା କେଉଁ ଅସୁର? ନିଆଁ ବାହାର କରୁଥିବା ସେ ଦାନବ ମଲା କେମିତି? ବେଦଜ୍ଞ ବ୍ରାହ୍ମଣ ମାଂସ କାଟି ବିକୁଥିବା ବ୍ୟାଧ ପାଖରୁ କେମିତି ପାଇଲେ ତତ୍ତ୍ୱ ଜ୍ଞାନ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Farmer
Odisha Farmer Crisis Solution: ଚାଷୀ ସମସ୍ୟାର ଦୀର୍ଘକାଳୀନ ସମାଧାନ ଲୋଡ଼ା

ବିଜେପି ନେତୃତ୍ୱାଧୀନ ଓଡିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟ ବିପର୍ଯ୍ୟୟ ଭାବରେ ଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଯାହାକୁ ରାଜ୍ୟର ବିଭିନ୍ନ ମହଲ ପ୍ରଶଂସା କରିବା ଦେଖାଗଲା । କାରଣ ଅଦିନିଆ ଚାଷ ଓ ଫସଲ କ୍ଷୟକ୍ଷତି ପାଇଁ ଚାଷୀ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ସିଧାସଳଖ ସହାୟତା ପାଇପାରିବେ । ପାଣ୍ଠିର ୧୦ ପ୍ରତିଶତ ଏ କ୍ଷେତ୍ରରେ ବିନିଯୋଗ ହେବ ।

how did danish trap youtubers and collect secret information from the Indian Army
Indian Youtuber Jyoti Spying For Pak: କିଏ ଏହି ପାକିସ୍ତାନୀ ପ୍ରେମିକ ଦାନିଶ? କେମିତି ୟୁଟ୍ୟୁବରଙ୍କୁ ଫସାଇ ଆଦାୟ କରୁଥିଲେ ଭାରତୀୟ ସେନାର ଗୁପ୍ତ ତଥ୍ୟ

ଭାରତର ଝିଅ, ପଡ଼ିଥିଲେ ପାକିସ୍ତାନୀ ଅଫିସରଙ୍କ ପ୍ରେମରେ। ପ୍ରେମ ପଛର ଅସଲ ଖେଳ ବୁଝିପାରୁ ନଥିଲେ ନା, ବୁଝିକି ଅବୁଝା ଥିଲେ ଜ୍ୟୋତି ମାଲହୋତ୍ରା? ସେହି ଅଫିସର ଜ୍ୟୋତିଙ୍କ ପାଇଁ ପାକିସ୍ତାନ ବୁଲିବାର ବ୍ୟବସ୍ଥା କରିଥିଲେ, ତା ସହିତ ଚୀନ୍ ଅଧିକାରୀଙ୍କ ସହ ଦେଖା ମଧ୍ୟ କରାଇ ଦେଇଥିଲେ। ତଥାପି ଜ୍ୟୋତି କେମିତି ବୁଝିପାରି ନଥିଲେ ପାକ୍ ଅଫିସରଙ୍କ ଷଡ଼ଯନ୍ତ୍ର?

Menstruation
Summer Menstrual Health Tips: ଗ୍ରୀଷ୍ମରେ ଋତୁସ୍ରାବ ସମୟରେ ସତେଜ ଓ ସୁସ୍ଥ ରହିବାର ଉପାୟ

ଋତୁସ୍ରାବ ସମୟରେ ଏମିତି ସାଧାରଣ ଭାବରେ ମହିଳାମାନେ ଅଣ୍ଟା-ପେଟ ବଥା, ଗୋଡହାତ ଘୋଳାବିନ୍ଧା, ମୁଡ୍ ସ୍ବିଙ୍ଗ ଭୋଗିଥା’ନ୍ତି। କିନ୍ତୁ ଗ୍ରୀଷ୍ମ ଋତୁରେ ଏହି କଷ୍ଟ ଦ୍ୱିଗୁଣିତ ହୋଇଯାଏ। କେବଳ ଯେ ଗରମ କିମ୍ବା ଝାଳ କାରଣରୁ ସାନିଟାରୀ ପ୍ୟାଡ୍ ବ୍ୟବହାର କରିବା କଷ୍ଟଦାୟକ କିମ୍ବା ଅସହଜ ଲାଗେ ତା’ ନୁହେଁ, ଅନେକ ସମୟରେ ସ°କ୍ରମଣର ଆଶଙ୍କା ମଧ୍ୟ ବଢିଯାଏ। ଆଜିର ଆଲୋଚନା କେମିତି କେତୋଟି ସହଜ ଓ ସରଳ ଉପାୟ ମାଧ୍ୟମରେ ଜଣେ ମହିଳା ଗ୍ରୀଷ୍ମ ଋତୁରେ ଋତୁସ୍ରାବ ସମୟରେ ନିଜକୁ ସୁସ୍ଥ ରଖି ପାରିବେ ।

History of puri narendra puskarini & chapa khela or srikhetra bhaunri of srijagannath
Cultural Traditions of Puri: କିଏ ଖୋଳାଇଥିଲେ ନରେନ୍ଦ୍ର ପୁଷ୍କରିଣୀ, ଏଠାରେ କାହିଁକି ଓ କେଉଁ ବିଧିରେ ହୁଏ ଚାପଖେଳ?

ମୋଟ ୪୨ ଦିନ ଧରି ଅନୁଷ୍ଠିତ ହେଉଥିବା 'ଚନ୍ଦନ ଯାତ୍ରା' ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳନ ହେଉଥିବା ପର୍ବ। ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ଏବଂ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ପାଳନ ହୁଏ।

Israel Attack
Israel-Gaza Conflict Crisis: ଭୋକର ତାଣ୍ଡବ.. ନର୍କଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା, କାହିଁକି ଯୋଗାଣ ବନ୍ଦ କରିଛି ଇସ୍ରାଏଲ ?

ଆକାଶରୁ ହେଉଛି ଗୁଳି ବର୍ଷା । ଲକ୍ଷ୍ୟ ଆତଙ୍କବାଦର ମୂଳୋତ୍ପାଟନ । ଯାହା କିଛି କରିବାକୁ ପଡୁଛି କରୁଛି ଏହି ଦେଶ । ଏବେ ଖାଦ୍ୟ ଯୋଗାଣ ବି ବନ୍ଦ କରିଦେଲା । ଖାଦ୍ୟାଭାବରୁ ଶୁଭିଲାଣି ବିକଟାଳ ଶବ୍ଦ ।

Border
Border Tension Impact on Civilians: ‘ବାପା, ସତରେ କ’ଣ ମୁଁ ମରିଯିବି ’, କୁନି ଝିଅର ଏ ପ୍ରଶ୍ନର ଉତ୍ତର ଖୋଜୁଛି ଅସହାୟ ବାପା

କୁନି ଝିଅଟି ଆଖିରେ ଦେଖିଛି ଏ ଆକ୍ରମଣର ବିଭୀଷିକା । ଭୟରେ ଜିଦ୍ କରୁଛି ଶ୍ରୀନଗର ଫେରିଯିବା ପାଇଁ । କୁନି ମନକୁ ଘାରି ବସିଛି ମୃତ୍ୟୁର ଭୟ । ବାପାକୁ ପଚାରୁଛି ‘ବାପା, ସତରେ କ’ଣ ମୁଁ ମରିଯିବି ?’ କୁନି ଝିଅର ଅବୁଝା ମନକୁ କ’ଣ କହି ସାନ୍ତ୍ୱନା ଦେବେ ବାପା ? କେବଳ ଲୁହ ପୋଛି ଝିଅକୁ ଛାତିରେ ଚାପି ଧରୁଛନ୍ତି ।

mahabharat
Indradyumna's Quest: ସ୍ବର୍ଗରୁ ଆସିଥିବା ଜଣେ ରାଜା ଓ ସବୁଠାରୁ ବୟସ୍କ ବୁଢ଼ା ଖୋଜିବାର କାହାଣୀ

କ'ଣ ପାଇଁ ରାଜର୍ଷି ଇନ୍ଦ୍ରଦୁମ୍ନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫେରିବାକୁ ହେଲା? ସଂସାରରେ ମାର୍କଣ୍ଡେୟ ଋଷିଙ୍କ ଠାରୁ କିଏ ଅଧିକ ବୟସ୍କ ଥିଲେ? ବିଷ୍ଣୁଙ୍କୁ ଦର୍ଶନ କରି ବି ଜଣେ ଋଷି କିଛି ମାଗିଲେନି କାହିଁକି? କିଏ ସେଇ ରାକ୍ଷସ ଯିଏ ବାଲି ତଳେ ଶୋଇ ରୁହେ? ମହାଭାରତ ଭିତରେ ଏମିତି ଅନେକ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।

Glorifying history of the battle of longewala fought between India-Pakistan
Battle of Longewala 1971: ୧୨୦ ଭାରତୀୟ ଯବାନଙ୍କ ରଣହୁଙ୍କାରରେ ଛାନିଆ ହୋଇ ପଳାୟନ କରିଥିଲେ ୪୦୦୦ ପାକିସ୍ତାନୀ ସୈନ୍ୟ

୧୯୭୧ ମସିହାର ଏକ ଅବିସ୍ମରଣୀୟ ଯୁଦ୍ଧ କାହାଣୀ। ଭାରତ-ପାକିସ୍ତାନ ମଧ୍ୟରେ ଲଢ଼ା ଯାଇଥିବା ଏହି ଯୁଦ୍ଧରେ ଭାରତୀୟ ଯୱାନଙ୍କ ଗୌରବମୟ ବିଜୟ ଗାଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

gambhir
Future of Indian Test Cricket: ଅଶ୍ୱିନ-ରୋହିତ-ବିରାଟଙ୍କ ପରେ କିଏ ନେବେ ଟେଷ୍ଟ କ୍ରିକେଟ୍‌ରୁ ଅବସର

ଟିମ୍ ଇଣ୍ଡିଆର ତିନି ଭେଟେରାନ୍ - ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟ୍ ଛାଡ଼ିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଆଗକୁ କିଏ ନେବେ ଅବସର? କାହାର ପଡ଼ିବ ପାଳି? କ୍ରିକେଟ୍ ମହଲରେ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି, ହେଲେ ସମ୍ଭାବ୍ୟ ତାଲିକାରେ ଅଛନ୍ତି ଅନେକ ଖେଳାଳି ।

Role of Pakistani Army in 1976 Indian Airlines Hijack when food poisoned
1976 Indian Airlines Hijack: ଏକ ବିମାନ ଅପହରଣର ଲୋମଟାଙ୍କୁରା କାହାଣୀ, କରାଚୀରେ ଓହ୍ଲାଇଲା, ଖାଦ୍ୟରେ ବିଷ ମିଶାଇଥିଲା ପାକ୍ ସେନା

୪୮ ବର୍ଷ ତଳର ଏହି ଭୟଙ୍କର ବିମାନ ଅପହରଣ ଘଟଣାରେ ଥିଲା ଏକ ନାଟକୀୟ ମୋଡ଼। ଆକାଶରେ ବିମାନ ଉଡୁଥିଲା ବେଳେ ଇନ୍ଧନ ସରି ଆସୁଥିଲା, କିନ୍ତୁ କେଉଁଠି ଏହା ଅହରଣ କରିବ ତାହା ଠିକ୍ କରିପାରୁ ନଥିଲେ ଅପହରଣକାରୀମାନେ। ଶେଷରେ ପାକିସ୍ତାନ ମାଟିରେ ଏହା ଅବତରଣ ତ କରିଥିଲା, କିନ୍ତୁ ପାକ୍ ସେନା ଖେଳିଥିଲା ଏକ ଚତୁର ଖେଳ। ପଢ଼ନ୍ତୁ ପୂରା କାହାଣୀ।

Digital filter
Digital Dysmorphia Causes Mental Health Issues: ଡିଜିଟାଲ୍ ଡିସମୋର୍ଫିଆ: ଫେସ୍ ଫିଲ୍ଟର କାହିଁକି ଆପଣଙ୍କୁ ନିଜଠୁ ଦୂରେଇ ଦିଏ ?

ଆପଣ କେବେ ନିଜର ପ୍ରକୃତ ଚେହେରା ଦେଖି ଭାବିଛନ୍ତି କି - "ସେତେ ଭଲ ଦିଶୁନି ତ"। ଫେସ୍ ଫିଲ୍ଟର, ମେନ୍ କେରେକ୍ଟର୍ ସିଣ୍ଡ୍ରୋମ ଏବଂ FOMOର ଦୁନିଆରେ, ନିଜ ପ୍ରତି ସମ୍ମାନ ଓ ଭଲପାଇବା ଏଡିଟ୍ କରାଯାଇଥିବା ସେଲଫି ପଛରେ ଭାଙ୍ଗିରୁଜି ଚାଲିଛି। କିନ୍ତୁ ଯଦି ସତସତିଆ ରିଏଲ୍ ହେବାକୁ ଆପଣ ପସନ୍ଦ କରୁଥାଆନ୍ତି, ତେବେ କଣ' ହେବ? ଆସନ୍ତୁ ଡିଜିଟାଲ୍ ଡିସମୋର୍ଫିଆ, ଶାରୀରିକ ନିରପେକ୍ଷତା ଏବଂ ଫିଲ୍ଟର ହୋଇନଥିବା "ଅସଲ ଆପଣ" କାହିଁକି ସର୍ବାଧିକ ପ୍ରଶଂସାର ଯୋଗ୍ୟ ସେ ବିଷୟରେ ଆଲୋଚନା କରିବା।

ପଲିଟିକାଲ ଆଫେୟାର୍ସ କମିଟି
BJD Political Affairs Committee: ରାଜନୈତିକ ବ୍ୟାପାର କମିଟିରେ ପ୍ୟାରୀ, ନବୀନ ଓ ପାଣ୍ଡିଆନଙ୍କ ଅନୁଗତ, ବରିଷ୍ଠ ଉଭାନ୍

ରାଜନୈତିକ ବ୍ୟାପାର କମିଟି ସଦସ୍ୟମାନଙ୍କ ନାମକୁ ଦେଖିଲେ ଏଥିରେ ଗୋଟିଏ କଥା ଦେଖାଯାଏ । ତାହା ହେଲା ‘ପି’ ବା ‘ପ’ ଫ୍ୟାକ୍ଟରର ପ୍ରଭାବ । କ’ଣ ଏହି ‘ପି’ ବା ‘ପ’ ଫ୍ୟାକ୍ଟର? ନବୀନଙ୍କର ଡାକ ନାମ ପପୁ ।

Mahabharat Story
Mahabharat Story : ବେଙ୍ଗ ରାଜାଙ୍କ ଅଭିଶାପ ଓ ଘୋଡ଼ା ପାଇଁ ରାଜାଙ୍କ ଜୀବନ ଯିବା କଥା 

କାହିଁକି ରାଜାଙ୍କ ନୂଆ ରାଣୀ କହିଲେ ସେ ପାଣି ପାଖକୁ ଯିବେନି? କେମିତି ପୋଖରୀ ଭିତରୁ ଗାୟବ ହେଲେ ରାଣୀ? କାହିଁକି ରାଜା ଦେଶରୁ ବେଙ୍ଗ ବଂଶ ଲୋପ କରିବାକୁ ଆଦେଶ ଦେଲେ? କାହିଁକି ଜାଣେ ରାଜା ଋଷିଙ୍କ ପାଖରୁ ଧାର୍ କରିଥିବା ଘୋଡ଼ା ନଫେରାଇ ମୃତ୍ୟୁ ଲାଭ କଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

Kirana hills
Pakistan Kirana Hills: କିରାନା ହିଲ୍ସରେ ରହିଛି ୧୦ ରୁ ଅଧିକ ଭୂତଳ ସୁଡ଼ଙ୍ଗ...ଗଚ୍ଛିତ ଅଛି ଆଣବିକ ଅସ୍ତ୍ର !

ରିପୋର୍ଟ ଅନୁଯାୟୀ, କିରାନା ହିଲ୍ସରେ ୧୦ ରୁ ଅଧିକ ଭୂତଳ ସୁଡ଼ଙ୍ଗ ଅଛି, ଏହି ସୁଡ଼ଙ୍ଗ ଗୁଡ଼ିକ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ପାଇଁ ବ୍ୟବହୃତ ହେଉଥିବା ଅନୁମାନ କରାଯାଏ। ଏହା ବ୍ୟତୀତ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଗୁଡ଼ିକର ବହୁତ ନିକଟରେ ଅବସ୍ଥିତ କିରାନା ହିଲ୍ସ, ଯେପରିକି ସରଗୋଧା ବାୟୁସେନା ଘାଟି, ଯାହା ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ ।

Tension in Pak
Pakistan and Bangladesh Division: ପାକିସ୍ତାନକୁ ଘାରିଛି ଖଣ୍ଡବିଖଣ୍ଡିତ ହେବାର ଭୟ; ବାଂଲାଦେଶ ବି ହେବ ଦୁଇଖଣ୍ଡ !

ଖାଲି ପାକିସ୍ତାନ ନୁହେଁ, ସପେଟେ ବାଂଲାଦେଶର ଦକ୍ଷିଣ-ପୂର୍ବ ଇଲାକାରେ ଚଟଗାଁଓ ପାହାଡି କ୍ଷେତ୍ରରେ ଜଳୁଛି ବିଦ୍ରୋହର ନିଆଁ । ସ୍ୱାଧୀନ ହେବା ପାଇଁ ଚଟଗାଓଁବାସୀଙ୍କ ସ୍ୱର ଢାକାରେ ଥିବା କ୍ଷମତା କେନ୍ଦ୍ର ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।

Vector Borne Diseases
Vector Borne Diseases in Summer: ଗ୍ରୀଷ୍ମ ଋତୁରେ ମଶା-ମାଛି ଜନିତ ରୋଗରୁ ସୁରକ୍ଷାର ଉପାୟ 

ଗ୍ରୀଷ୍ମ ଋତୁରେ ଯେ କେବଳ ଖରା, ଗରମ, ଝାଳ, ଘିମିରି କିମ୍ବା ଡିହାଇଡ୍ରେସନର ସମ୍ଭାବନା ବଢିଯାଏ ତା’ ନୁହେଁ। ଗ୍ରୀଷ୍ମ ଋତୁରେ ଡେଙ୍ଗି, ମେଲେରିଆ, ଚିକନ୍-ଗୁନିଆ ଏବଂ ଡାଏରିଆ ସ°କ୍ରମଣ ମଧ୍ୟ ବଢିଯାଏ। ଏହାର କାରଣ ଜାଣି ବେଳହୁଁ ସାବଧାନ ରହିଲେ ହିଁ ଉକ୍ତ ରୋଗ ଗୁଡ଼ିକ ଦ୍ବାରା ଦେଖା ଯାଉଥିବା ବିଭିନ୍ନ ସା°ଘାତିକ ଏବଂ ପ୍ରାଣଘାତକ ସମସ୍ୟାରୁ ରକ୍ଷା ମିଳି ପାରିବ।