ଯୁବ ଖେଳାଳିଙ୍କୁ ଅଧିନାୟକ କରିବା ଉପରେ ବିସିସିଆଇ ଗୁରୁତ୍ବ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ବ ମିଳିପାରେ।
ଟେଷ୍ଟରେ କିଏ ହେବେ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ? ଦୁଇ ଯୁବ ଖେଳାଳି - ଶୁବମନ ଗିଲ୍ ଓ ରିଷଭ ପନ୍ତଙ୍କ ମଧ୍ୟରୁ କାହାକୁ କରାଯିବ ଚୟନ? ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଗିଲ୍ ହେବେ କି ଟିମ୍ର ଉପ-ଅଧିନାୟକ?
ଚଳିତ ଆଇପିଏଲ୍ ସିଜନ୍ରେ ବ୍ୟାଟିଂରେ ବାରମ୍ବାର ବିଫଳ ହେଉଛନ୍ତି ଏଲ୍ଏସ୍ଜିର ଅଧିନାୟକ ରିଷଭ ପନ୍ତ । ଏହା ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍ ଉପରେ ବି ଲଗାଇଦେଇଛି ପ୍ରଶ୍ନଚିହ୍ନ । ଏବେ ଚର୍ଚ୍ଚା ହେଉଛି ଯେ ଆଗାମୀ ଦିନରେ ପନ୍ତଙ୍କୁ ଅପସାରିତ କରି ଟି-୨୦ ଟିମ୍କୁ ଫେରିବେ କି ଇନ୍-ଫର୍ମ ଲୋକେଶ ରାହୁଲ?
ମିଚେଲ ମାର୍ଶଙ୍କ ଅନୁପସ୍ଥିତି ଯୋଗୁଁ ଋଷଭ ପନ୍ତ ଗୁଜରାଟ ବିପକ୍ଷ ମ୍ୟାଚ୍ରେ ଓପନିଂ କରିବାକୁ ଆସିଥିଲେ । ପନ୍ତ ନିଜ ବ୍ୟାଟିଂ ଅର୍ଡର ବଦଳାଇଥିଲେ କିନ୍ତୁ ତାଙ୍କ ଭାଗ୍ୟ ବଦଳି ନଥିଲା ।
ଦିଲ୍ଲୀ ପକ୍ଷରୁ ଆଶୁତୋଷ ମିଶ୍ର ଅପରାଜିତ ୬୬ ରନ୍ କରିଥିବା ବେଳେ ବିପରାଜ୍ ନିଗମ ୧୫ ବଲ୍ ୩୯ ରନ୍ କରିଥିଲେ ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ରିଷଭ ପନ୍ତଙ୍କ ଠାରୁ ଲୋକେଶ ରାହୁଲଙ୍କୁ ଦିଆଯାଇଥିଲା ଅଗ୍ରାଧିକାର । ସେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ତାଙ୍କ ଚୟନକୁ ସଠିକ୍ ସାବ୍ୟସ୍ତ କରିଥିଲେ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଦିନିକିଆରେ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ରାହୁଲ?
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ ଝଟକା ଲାଗିଛି। ପ୍ରଥମରୁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଆହତ ହୋଇ ବାଦ ପଡିଥିଲେ। ଭାରତୀୟ ଦଳ ଶନିବାର ଦୁବାଇ ଗସ୍ତ କରିଥିଲା। ଦୁବାଇରେ ପ୍ରଥମ ଦିନର ନେଟ୍ସରେ ଭାରତକୁ ଆଉ ଏକ ବଡ ଝଟକା ଲାଗିଛି।
ରଜତ ଓ ମନୁ ପରସ୍ପରକୁ ପ୍ରେମ କରୁଥିଲେ । ମାତ୍ର ଜାତି ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ।
ରିଟେସନ୍ କଥା ଆସିଲେ ବିରାଟ କୋହଲି ସଦାବେଳେ ଶୀର୍ଷରେ ରହିଥାଆନ୍ତି । ଚଳିତ ବର୍ଷ ପାଇଁ ବିରାଟଙ୍କୁ ପୁଣି ଥରେ ନିଜ ଦଳରେ ରଖିବା ପାଇଁ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟଙ୍କୁ ୨୧ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛି ।
ରିଷଭ ପନ୍ତ IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି । ୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍ ।
ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ଟେଷ୍ଟ ଟିମ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ କିଏ ହେବେ, ତାହାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ଓ ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ।
ଆଉ କେହିଁ ନୁହେଁ ଧୋନିଙ୍କ ଅତି ଘନିଷ୍ଠ ତଥା ପ୍ରିୟ ବନ୍ଧୁ ସୁରେଶ ରୈନା କହିଛନ୍ତି ଯେ, ପନ୍ତ ଖୁବଶୀଘ୍ର ଚେନ୍ନାଇର ହଳଦିଆ ଜର୍ସି ପିନ୍ଧିଥିବାର ନଜର ଆସିବେ ।
ଆଜି ପ୍ରକାଶ ପାଇଥିବା ରିଟେନ୍ ଲିଷ୍ଟରେ ସବୁଠୁ ବଡ଼ ଖବର କ୍ୟାପଟେନଙ୍କୁ ନେଇ ଆସିଛି । ଆଗାମୀ ଆଇପିଏଲ ସିଜିନ୍ ପାଇଁ ୪ ଫ୍ରାଞ୍ଚାଇଜ୍ ସେମାନଙ୍କ କ୍ୟାପଟେନ୍ଙ୍କୁ ରିଟେନ୍ କରିନାହିଁ ।
ବାଂଲାଦେଶ ସାମ୍ନାରେ ୫୧୫ ରନର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ରହିଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୫୮ ରନରେ ୪ଟି ୱିକେଟ ହରାଇ ସାରିଛି ଭ୍ରମଣକାରୀ ଟିମ ।
ନୀରଜ ଚୋପ୍ରାଙ୍କ ପାଇଁ ବଡ଼ ଅଫର ଘୋଷଣା କଲେ କ୍ରିକେଟର ରିଷଭ ପନ୍ତ । ଗୋଲ୍ଡ ଜିତିଲେ ଲକି ବିଜେତାଙ୍କୁ ମିଳିବ ।
ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅର୍ଥାତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ ?
କେକେଆର୍ ମ୍ୟାଚ୍ ଜିତିବା ପରେ ପ୍ରାୟ ଖେଳାଳି ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଖୁସିବ୍ୟକ୍ତ କରିଥିଲେ। ଏହି ସମୟରେ ରିଙ୍କୁ ସିଂ କିନ୍ତୁ ଟିମ୍ ଇଣ୍ତିଆର ୱିକେଟ୍ କିପର୍ ଋଷଭ ପନ୍ତକୁ କଲ୍ କରି ମ୍ୟାଚ୍ ଜିତିବାର ଖୁସି ଜଣାଇଥିଲେ।
ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟର ଉଲ୍ଲଂଘନ କରିଥିବାରୁ ଋଷଭ ପନ୍ତଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତକାଲି ଖେଳା ଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଡିସି ଅଧିନାୟକ ଋଷଭ ପନ୍ତ ବଢ଼ିଆ ପ୍ରଦର୍ଶନ କରିଥିଲେ ।
ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍କାର ସମ୍ମୁଖୀନ ହୋଇଛନ୍ତି ।
ପ୍ରାୟ ୧୫ ମାସ ପରେ ଆଘାତରୁ ସୁସ୍ଥ ହୋଇ ଆଇପିଏଲ୍ ଜରିଆରେ କ୍ରିକେଟ୍କୁ ଫେରିଛନ୍ତି ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ। ଏହି ଲିଗ୍ ତାଙ୍କ ପାଇଁ ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍ରେ ସ୍ଥାନ ପାଇବା ଲାଗି ଶେଷ ସୁଯୋଗ। ଏଥିରେ ତାଙ୍କୁ ନିଜ ଫର୍ମ ଓ ଫିଟ୍ନେସ୍ ସାବ୍ୟସ୍ତ କରିବାକୁ ହେବ।
ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ।
ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ। ଆଜି ଆଇପିଏଲର ପ୍ରଥମ ମ୍ୟାଚ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ବେଳେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଦିଲ୍ଲୀ ଟିମ୍ କ୍ୟାପଟେନ୍ ତଥା ୱିକେଟକିପର ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ବେଳେ ‘ୱେଲକମ୍ ବ୍ୟାକ୍ ରିଷଭ’ ବୋଲି ଦର୍ଶକ ଗ୍ୟାଲେରିରେ ଚିତ୍କାର କରିଥିଲେ।
ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ।
ଆଇପିଏଲର ଆଗାମୀ ସିଜିନ୍ରେ ବିଶେଷ ଭାବରେ ତିନିଜଣ ଅଧିନାୟକଙ୍କ ପାଇଁ କଠିନ ପରୀକ୍ଷା ହେବ। ଏହି ଅଧିନାୟକମାନେ ହେଉଛନ୍ତି- ଋଷଭ ପନ୍ଥ, ଶ୍ରେୟସ୍ ଆୟର ଏବଂ ଶୁବମନ ଗିଲ।