ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି… ଏ କି ରାସ୍ତା, ଜରାଜୀର୍ଣ୍ଣ ଭାବେ ରହିଛି ଟିଣ ଛପର ଘର । କିଭଳି ବଞ୍ଚୁଛନ୍ତି ୫୦ଟି ଆଦିମ ଜୁଆଙ୍ଗ ଜନଜାତିର ପରିବାର । ୨୫ ବର୍ଷର ନବୀନ ସରକାର ବଦଳାଇପାରିଲାନି ତାଙ୍କର ଭାଗ୍ୟ। ସବୁ ସରକାରୀ ଯୋଜନାରୁ ଏମାନେ ବଞ୍ଚିତ। ସରକାରୀ ବାବୁ ମାନେ କିଭଳି ଶୋଷଣ କରୁଥିଲେ ବର୍ଷ ବର୍ଷ ଧରି ଜୁଆଙ୍ଗକୁ । ନିଜେ ବିଧାୟକ ସେହି ଗାଁକୁ ଗଲା ପରେ ଅନୁଭବ କଲେ ସରକାରୀ ବାବୁଙ୍କ ଦ୍ୱାରା କିଭଳି ଶୋଷିତ । ନୀରିହ ଜୁଆଙ୍ଗ ମାନେ ତାଙ୍କ ନିର୍ଯାତନାର କାହଣୀ ଶୁଣାଇଛନ୍ତି ବିଧାୟକଙ୍କୁ।
ଇସ୍ରାଏଲ୍ ନାଗରିକ ଅଭିରାମ ରୋଜିନ ଭାରତରେ ଥିବା ଏକ ବନ୍ଧ୍ୟା ଜମିକୁ ସବୁଜ ଜଙ୍ଗଲରେ ପରିଣତ କରିଛନ୍ତି। ୨୦୦୦ ମସିହାରେ ଯେତେବେଳେ ସେ ଭାରତ ଗସ୍ତ କରିଥିଲେ, ସେତେବେଳେ ଜଙ୍ଗଲ ନଷ୍ଟ ହୋଇଯିବା ଦେଖି ସେ ସମ୍ପୂର୍ଣ୍ଣ ବିସ୍ମିତ ହୋଇପଡିଥିଲେ। ଏନେଇ ସେ କିଛି କରିବାକୁ ଚିନ୍ତା କରିଥିଲେ।
ମୁନ୍ଦିବାହେଲି ଜଙ୍ଗଲ ପାଲଟିଛି ଫଗଣୁଙ୍କ ଆଶ୍ରୟସ୍ଥଳୀ।
ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଓଡ଼ିଶାର ଜଙ୍ଗଲ ବୟ ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଜୋକ ଯାହାକୁ ଦେଖିଲେ ଖାଉଛନ୍ତି । ଆଉ ପାଣିରୁ ଜୋକ ଆଣି ତାହାର ରକ୍ତ ପିଉଛନ୍ତି ।
ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଏ ଲୋକଟି। ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଯୋକ ଯାହାକୁ ଦେଖିଲେ ଖାଉଛନ୍ତି। ଆଉ ପାଣିରୁ ଯୋକ ଆଣି ତାହାର ରକ୍ତ ପିଉଛନ୍ତି। ଏମିତି ନିଆରା ବିଷୟରେ ଜାଣନ୍ତୁ ଆହୁରି ଅନେକ କଥା...