୧୯୮୪ରେ ସେ ଇସ୍ରୋରେ ସାମିଲ ହୋଇଥିଲେ ଭି ନାରାୟଣନ । ବର୍ତ୍ତମାନ ସେ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC)ର ନିର୍ଦ୍ଦେଶକ ଅଛନ୍ତି। ପ୍ରାୟ ୪ ଦଶନ୍ଧିର କ୍ୟାରିଅରରେ ସେ ଇସ୍ରୋରେ ଅନେକ ପ୍ରମୁଖ ପଦ ପଦବୀରେ ରହିଆସିଛନ୍ତି।
ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।
ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।
ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବଡ଼ ସଫଳତା। ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି।
ଚଳିତ ଜାନୁଆରୀରେ ଇସ୍ରୋର ବାହୁବଳୀ ରକେଟ୍ GSLV ମାର୍କ-ଥ୍ରୀ ସହାୟତାରେ ଏହି ଉତକ୍ଷେପଣ ହେବ । GSLV-F15ରେ ମହାକାଶକୁ ଯିବ ନାଭିଗେସନ୍ ସାଟେଲାଇଟ୍ NVS-02 / IRNSS-1K ।
ଗତକାଲି ରାତି ୧୦ଟା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା।
ଆଉ ମାତ୍ର କିଛି ସମୟର ଅପେକ୍ଷା । କୀର୍ତ୍ତିମାନ ରଚିବାକୁ ଇସ୍ରୋ ପ୍ରସ୍ତୁତ । ରାତି ୧୦ଟାରେ ଲଞ୍ଚ୍ ହେବ ସ୍ପେଡେକ୍ସ ମିଶନ । ମହାକାଶରେ ଦୁଇଟି ସ୍ପେଶ୍ କ୍ରାଫ୍ଟକୁ ଯୋଡ଼ିବ ଇସ୍ରୋ । ପ୍ରଥମ ଥର ପାଇଁ ଇସ୍ରୋ କରିବ ସ୍ପେଶ୍ ଡକିଂ । ସଫଳ ହେଲେ ବିଶ୍ୱରେ ଚତୁର୍ଥ ଦେଶ ହେବ ଭାରତ ।
ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ ।
ବିଶ୍ୱସ୍ତରୀୟ ସ୍ପେସ୍ ଷ୍ଟେସନରେ କରାଯାଇଥିବା ବିଶାଳ ଜୈବିକ ପରୀକ୍ଷଣ ତୁଳନାରେ ଏ ପରୀକ୍ଷଣ ଛୋଟ ଲାଗିପାରେ । କିନ୍ତୁ ମହାକାଶରେ ଜୀବନ କିପରି କାର୍ଯ୍ୟ କରୁଛି, ସେଥିପାଇଁ ମଝିରେ ହିଁ ଇସ୍ରୋକୁ ଅଧ୍ୟୟନ ଆରମ୍ଭ କରିବାର ଆବଶ୍ୟକତା ପଡ଼ିଲା।
ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା। କେବଳ ଇନସ୍ପେଶ୍ ଡକିଂ ବା ଦୁଇଟି ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବା ନୁହେଁ, ଏହି ଅଭିଯାନରେ ଅନେକ କିଛି ନୂଆ କରିବାକୁ ଯାଉଛି ଇସ୍ରୋ।
ଖୁବ୍ ଶୀଘ୍ର ଆଉ ଏକ ବଡ଼ ମିଶନକୁ ସଫଳ କରିବାକୁ ଜୋରଦାର୍ ହୋଇଛି କସରତ। 'ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ'ସ୍ଥାପନ ଦିଗରେ ଆଗକୁ ବଢୁଛି ଭାରତୀୟ ମହାକାଶ ଗବେଷଣ ସଂସ୍ଥା।
ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ ।
ଗଗନଯାନ ଶେଷ ପର୍ଯ୍ୟାୟରେ କ୍ରୁ ମଡ୍ୟୁଲ ସମୁଦ୍ରରେ ଖସିବା ପରେ, ଏହାକୁ କିପରି ଯଥାଶୀଘ୍ର ଉଦ୍ଧାର କରାଯାଇ ପାରିବ, ତାର ଅଭ୍ୟାସ କରାଯାଇଛି ।
ପ୍ରୋବା-୩ ସ୍ପେସ୍କ୍ରାଫ୍ଟରେ ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା । ଏହାର ଦୁଇଟିଯାକ ଅଂଶ ଗୋଟିଏ ଥରରେ ଲଞ୍ଚ ହେବାକୁ ଥିବା ବେଳେ, ଗୋଟିଏ ଅଂଶ ଅନ୍ୟଟି ପାଇଁ କୃତ୍ରିମ ପୂର୍ଣ୍ଣ ସୂର୍ଯ୍ୟପରାଗ ଭଳି ସ୍ଥିତି ସୃଷ୍ଟି କରିବ ।
ଖୁବଶୀଘ୍ର ଆକ୍ସିଅମ୍-୪ ମିଶନରେ ସ୍ପେଶ ଏକ୍ସ ରକେଟରେ ସେଠାକୁ ଯିବେ ଗଗନଯାତ୍ରୀ । ଏଥିପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ପ୍ରାଇମ୍ କ୍ରୁ ଥିବା ବେଳେ, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ବ୍ୟାକଅପ୍ କ୍ରୁ ଅଛନ୍ତି ।
୪ ହଜାର ୭୦୦ କିଲୋଗ୍ରାମର ଏହି ଭାରତୀୟ ଉପଗ୍ରହ ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଡିଜାଇନ୍ କରାଯାଇଛି । ଦେଶରେ କମ୍ୟୁନିକେଶନ କ୍ଷେତ୍ରରେ ୧୪ ବର୍ଷ ଧରି ଏହା ମହାକାଶରେ ରହି କାମ କରିବ ।
ବାହୁବଳୀ ରକେଟ୍ LVM-3ରେ ଶୁକ୍ରଯାନ-୧ ଉତକ୍ଷେପଣ କରାଯିବ। ଏହା ଶୁକ୍ର ଗ୍ରହର କକ୍ଷପଥରେ ପହଞ୍ଚିବା ପାଇଁ ୧୧୨ ଦିନ ଲାଗିବ ।
ସତର୍କ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । କଣ୍ଟିନେଣ୍ଟାଲ୍ ସ୍କେଲ୍ ଡିଭାଷ୍ଟେସନ୍ ରିସ୍କ ଥିବା କହିଲେ ।
ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ ।
ଚଳିତବର୍ଷ ପାଳନ ହେଉଛି ପ୍ରଥମ ନ୍ୟାସନାଲ ସ୍ପେଶ୍ ଡେ । ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ରହିଛି ବର୍ଣ୍ଣାଢ୍ୟ ଉତ୍ସବ ।
ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ । ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ ।
ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।
ସ୍ୱାଧୀନତା ଦିବସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।
ବାଇଓଲୋଜିକାଲ ସାଇନ୍ସ ପାଇଁ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ମିଳିବ ବିଜ୍ଞାନ ରତ୍ନ । ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ ।
ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉଚ୍ଚତାରେ ପରିକ୍ରମା କରୁଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସେମାନେ ବୈଜ୍ଞାନିକ ଗବେଷଣା ଏବଂ ଟେକ୍ନୋଲୋଜି ଡେମନଷ୍ଟ୍ରେସନ କରିବେ ।