• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Land Registration

Precious Land
Precious Land: ସୁନାର ମୋହର ବିଛାଇ କିଣା ଯାଇଥିଲା ୪ ଗଜ ଜମି: ଯେତିକି ମୂଲ୍ୟବାନ ସେତିକି ପବିତ୍ର ଏ ମାଟି

ନବାବ ବଜିର ଖାନଙ୍କ ଦରବାରରେ ଦେୱାନ ଥିବା ଜୈନ ପଣ୍ଡିତ ଟୋଡରମଲ ଏଠାରେ ଚାରିଗଜ ଜମିକୁ କିଣିଥିଲେ । ସେ ଏହି ଜମି ଉପରେ ୭୮,୦୦୦ ସ୍ୱର୍ଣ୍ଣ ମୁଦ୍ରା ରଖି ମୋଗଲ ବାଦଶାହଙ୍କଠାରୁ ଏହି ଜମି କିଣିଥିଲେ । ଏହି ଜମିରେ ଗୁରୁ ଗୋବିନ୍ଦ ସିଂହଙ୍କ ଛୋଟ ପୁତ୍ର ୬ ବର୍ଷର ଜୋରାବର ସିଂହ, ୯ ବର୍ଷର ଫତେହ ସିଂହ ଏବଂ ମା’ ଗୁଜରୀ ଦେବୀଙ୍କ ଅନ୍ତିମ ସଂସ୍କାର କରିଥିଲେ ।

Land Registration
ଜମି କିଣାବିକା ପାଇଁ ଅନଲାଇନ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ, ଜାଣନ୍ତୁ କେମିତି କରିବେ ବୁକିଂ ?

ଜମି କିଣାବିକାରେ ବଦଳିଲା ନିୟମ । ଏଣିକି ଜମି ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ୍ ବୁକିଂ । ବିନା ସ୍ଲଟ ବୁକିଂରେ ହୋଇ ପାରିବନି ଜମି କିଣାବିକା । ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁ ପକ୍ଷରୁ ପ୍ରକାଶିତ ହୋଉଛି ଏହି ବିଜ୍ଞପ୍ତି।

online slot booking
ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ

ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ । ଯେଉଁ ସମୟ ପାଇଁ ସ୍ଲଟ୍ ନେଇଥିବେ ସେଇ ସମୟରେ ରେଜିଷ୍ଟାର ଅଫିସରେ ହୋଇପାରିବ ବିକ୍ରିଖର୍ଦ୍ଦି, ଇଣ୍ଟରନେଟ୍ କାମ କରୁନଥିବା ଅଞ୍ଚଳରେ କେମିତି କାମ କରିବ ବ୍ୟବସ୍ଥା ଉଠିଲା ପ୍ରଶ୍ନ

Paddy Procurement
ସାଟେଲାଇଟ୍ ସର୍ବେକ୍ଷଣରେ ଚାଂଚଲ୍ୟକର ତଥ୍ୟ; ୯୦% ଜମିରେ ନାହିଁ ଧାନ ଚାଷର ନାଁ ଗନ୍ଧ

ନୀଳଗିରି ଚାଷ ଜମିରେ ଚାଲିଛି ସାଟେଲାଇଟ୍ ସର୍ବେକ୍ଷଣ । କେଉଁଠି ସମବାୟ ସମିତିର କର୍ମଚାରୀ ତ ଆଉ କେଉଁଠି, ରାଜସ୍ୱ ନୀରିକ୍ଷକ ବିଲ ଭିତରକୁ ଯାଇ ଫିଜିକାଲ ସର୍ବେକ୍ଷଣରେ ଲାଗି ପଡିଛନ୍ତି ଅଧିକାରୀ ।