• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

AI Girlfriend
AI Girlfriend: ପାଗଳ କଲା AI ପ୍ରେମ, ଡିଜିଟାଲ ରୋମାନ୍ସ ଦେଖି ଚିନ୍ତାରେ ଗାର୍ଲଫ୍ରେଣ୍ଡ୍

AIକୁ ପ୍ରେମ ନିବେଦନ କଲେ ଜଣେ ବ୍ୟକ୍ତି । ଆଉ ପ୍ରପୋଜାଲ ସ୍ୱୀକାର ମଧ୍ୟ କରିଛି AI ଗାର୍ଲଫ୍ରେଣ୍ଡ । ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ସେପଟେ ଏଭଳି AI ପ୍ରେମ ଦେଖି ସେହି ବ୍ୟକ୍ତିଙ୍କ ପ୍ରେମିକା ଚିନ୍ତାରେ ପଡ଼ିଯାଇଛନ୍ତି ।

Upi transactions will be faster in phonepe google pay and paytm
Technology: ବଦଳିଗଲା UPI ପେମେଣ୍ଟ୍‌ ତରିଖା; ବ୍ୟବହାର କରିବା ପୂର୍ବରୁ ଜାଣିନିଅନ୍ତୁ…

ବଦଳିଯାଇଛି UPI ପେମେଣ୍ଟ୍‌ ତରିଖା। ସାରା ଭାରତରେ UPI କାରବାର ପୂର୍ବ ଅପେକ୍ଷା ଦ୍ରୁତ ହୋଇଯାଇଛି। ଏବେ UPI ପେମେଣ୍ଟ୍‌ ମାତ୍ର ୧୫ ସେକେଣ୍ଡରେ ପୂରା ହେବ।

UPI Transaction
UPI Transaction: ଖୁସି ଖବର, ଏଣିକି ଆହୁରି ସହଜ ହେବ UPI ଟ୍ରାନଜାକ୍ସନ

ଏଣିକି ଫଟାଫଟ ହେବ ଯୁପିଆଇ ଟ୍ରାନଜାକ୍ସନ। ପେମେଣ୍ଟରୁ ଆରମ୍ଭ କରି ବାଲାନ୍ସ ଚେକ୍, ସବୁ କିଛି ମାତ୍ର ୧୦ରୁ ୧୫ ସେକେଣ୍ଡ ଭିତରେ ହୋଇଯିବ । ୟୁଜର୍ସଙ୍କୁ ଆଉ ୩୦ ସେକେଣ୍ଡ ବି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ୧୦-୧୫ ସେକେଣ୍ଡରେ ସବୁ ତଥ୍ୟ ପାଇଯିବେ ।

Urgent warning delete these 10 apps
Urgent Warning: ଭାରତ ସରକାରଙ୍କ ଚେତାବନୀ; ମୋବାଇଲ୍‌ରୁ ତୁରନ୍ତ ଡିଲିଟ୍ କରନ୍ତୁ ଏହି ଆପ୍ସ, ନଚେତ…

ଭାରତ ସରକାର ଏକ ନୂଆ ଚେତାବନୀ ଜାରି କରିଛନ୍ତି । ଏଥିରେ ନକଲି ଫାଇନାନ୍ସିଆଲ୍ ଆପ୍ସରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

 Which is the safest seat in flight no one wants to sit on seat 11
Flight Safety: ଆପଣ ବିମାନ ଯାତ୍ରା କରୁଛନ୍ତି କି… ଜାଣନ୍ତୁ କେଉଁ ସିଟ୍‌ ଅଧିକ ସୁରକ୍ଷିତ…

ଯାତ୍ରୀ ବିମାନକୁ ନେଇ ସର୍ବଦା ଏକ ପ୍ରଶ୍ନ ଉଠେ ଯେ ବିମାନରେ ସବୁଠାରୁ ସୁରକ୍ଷିତ ସିଟ୍ କେଉଁଟି। ଅନେକ ଅଧ୍ୟୟନ ଅନୁସାରେ, ବିମାନରେ ଆପଣ ଯେଉଁ ସିଟ୍‌ରେ ବସିଛନ୍ତି ତାହା ଜରୁରୀକାଳୀନ ପରିସ୍ଥିତିରେ ଆପଣଙ୍କ ବଞ୍ଚିବାର ସମ୍ଭାବନାକୁ ପ୍ରଭାବିତ କରିପାରେ।

ACs won't go below 20°C
ACs won't go below 20°C: ଏସି ତାପମାତ୍ରା ନିୟନ୍ତ୍ରଣରେ ନୂଆ ନିୟମ ଆଣିବେ ସରକାର; ଜାଣନ୍ତୁ କ’ଣ...

ଘର, ଅଫିସ୍ ଓ କାରରେ ବ୍ୟବହାର ହେଉଥିବା ଏସିର ତାପମାତ୍ରା ସର୍ବନିମ୍ନ ୨୦ ଡିଗ୍ରୀ ସେଲସିୟସ ଓ ସର୍ବାଧିକ ୨୮ ଡିଗ୍ରୀ ସେଲସିୟସ ରହିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ଓୟାରଲେସ୍ ଚାର୍ଜର
Best 5G Phones with Wireless Charging: ଏହି ଫୋନ କିଣନ୍ତୁ ରହିବନି ଚାର୍ଜିଂର ଝାମେଲା

ଏବେ ୱାୟରଲେସ ଚାର୍ଜିଂର ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । ବିଭିନ୍ନ ଫୋନରେ 5G ସହ ୱାୟରଲେସ ଚାର୍ଜିଂର ସୁବିଧା ରହିଛି । ଆଣ୍ଡ୍ରଏଡ ନା ଆଇଫୋନ କେଉଁ ଫୋନ୍ କିଣିବେ ତାକୁ ନେଇ ୟୁଜର କନଫ୍ୟୁଜ ଅଛନ୍ତି ।

The Indian armys ai machine gun
AI Machine Gun: ଭାରତ ବଡ଼ ପଦକ୍ଷେପ; ବାହାର କଲା AI-ମେସିନ୍ ଗନ୍, ପ୍ରତି ମିନିଟରେ ମାରିବ ୮୫୦ରୁ ୧୦୫୦ ରାଉଣ୍ଡ ଗୁଳି

ଭାରତ ସୀମାବର୍ତ୍ତୀ ଅଞ୍ଚଳରେ AI-ଚାଳିତ ନେଗେଭ୍‌ ଲାଇଟ୍ ମେସିନ୍ ଗନ୍ (LMG) ର ସଫଳ ପରୀକ୍ଷଣ କରିଛି। ଗ୍ୟାସ୍-ଚାଳିତ ରୋଟେଟିଂ ବୋଲ୍ଟ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି ବନ୍ଧୁକ ପ୍ରତି ମିନିଟରେ ୮୫୦ରୁ ୧୦୫୦ ରାଉଣ୍ଡ ଗୁଳି ଚଳାଇପାରିବ। ଏହା ସୈନ୍ୟ ବଳକୁ ରକ୍ଷା କରିବ।

If you do not want to install AC in kitchen cooling for solution
Tips and Tricks: ରୋଷେଇ ଘରେ ଏସି ନ ଲଗେଇ ବି ରଖି ପାରିବେ ଥଣ୍ଡା, ଜାଣନ୍ତୁ କେମିତି

ସମସ୍ତେ ନିଜ ରୋଷେଇ ଘରେ ଏୟାର କଣ୍ଡିସନର ଲଗାଇପାରିବେ ନାହିଁ ଏବଂ ଏହା ମଧ୍ୟ ଟେକ୍ନିକାଲ୍ ଦୃଷ୍ଟିରୁ ଫାଇଦା ନୁହେଁ, ତେଣୁ କିଛି ଶସ୍ତା ଏବଂ ସହଜ ଉପାୟ ଗ୍ରହଣ କରିବା ଠିକ୍ ହେବା ଯାହା ରୋଷେଇ ଘରକୁ ଥଣ୍ଡା ରଖି ପାରିବ।

Starlink gets licence to offer satellite communication services in India
ଭାରତରେ ଏଲନ ମସ୍କଙ୍କ ଷ୍ଟାର ଲିଙ୍କ କମ୍ପାନୀକୁ ଗ୍ରୀନ ସିଗନାଲ...

ସ୍ପେଶ ଏକ୍ସ ମାଲିକ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀକୁ ଭାରତରେ ସାଟେଲାଇଟ୍ କମ୍ୟୁନିକେସନ୍ ସେବା ଯୋଗାଇବା ପାଇଁ ଲାଇସେନ୍ସ ମିଳିଛି। ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି। ଏହା ସହିତ ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପ୍ରଦାନ କରିବାରେ ତୃତୀୟ କମ୍ପାନୀ ହୋଇଛି ! 

correct distance between fridge and wall
Tips and Tricks: କାନ୍ଥ ପାଖରେ ରଖନ୍ତୁ ନାହିଁ ଫ୍ରିଜ୍‌; ହେବ ଏହିସବୁ ଅସୁବିଧା

ଅନେକ ଲୋକ ଫ୍ରିଜ୍‌କୁ କାନ୍ଥ ପାଖରେ ରଖନ୍ତି, ଯାହା ଏହି ମେସିନ୍ ପାଇଁ ଭଲ ନୁହେଁ। ତେବେ ଆସନ୍ତୁ ଜାଣିବା ଫ୍ରିଜ୍ ଏବଂ କାନ୍ଥ ମଧ୍ୟରେ କେତେ ଦୂରତା ରହିବା

Facebook users data is in danger
Facebook: ବିପଦରେ ଫେସବୁକ୍ ୟୁଜର୍; ସୋସିଆଲ ମିଡିଆ ଇତିହାସରେ ସବୁଠାରୁ ବଡ଼ ଡାଟା ଚୋରି

ଫେସବୁକ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ପ୍ରାୟ ୧.୨ ବିଲିୟନ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି, ଯେଉଁଥିରେ ମୋବାଇଲ୍ ନମ୍ବର, ନାଁ, ଠିକଣା, ଜନ୍ମ ତାରିଖ, ସହର ଏବଂ ଦେଶ ଭଳି ସୂଚନା ରହିଛି।

Whatsapp will stop working on these older phones
Technology: ଜୁନ୍ ୧ରୁ ଏହି ୧୪ ଫୋନ୍‌ରେ ଆଉ କାମ କରିବ ନାହିଁ Whatsapp; ତାଲିକାରେ ଥିଲେ କ’ଣ କରିବେ ଜାଣନ୍ତୁ

ଜୁନ୍ ୧ରୁ କିଛି ପୁରୁଣା ଫୋନ୍‌ରେ ଆଉ କାମ କରିବ ନାହିଁ WhatsApp। ଏହା ମେଟାର ଏକ ନିୟମିତ ଅପ୍‌ଡେଟ୍ ପ୍ରକ୍ରିୟା। ଆପଣଙ୍କ ଫୋନ ଯଦି ଏହି ତାଲିକାରେ ଅଛି ତେବେ ଜାଣନ୍ତୁ କ’ଣ କରିବେ।

Whatsapp adds collages photo stickers to its status
WhatsAppର ନୂଆ ଫିଚର୍; ଏବେ ଗୀତ ଆଉ ଫଟୋ ହୋଇଯିବ ଷ୍ଟିକର୍

WhatsApp ୟୁଜରଙ୍କ ପାଇଁ ମେଟା ନୂଆ ଅପ୍‌ଡେଟ୍ ଜାରି କରିଛି। ଏବେ କୋଲାଜ୍, ସଂଗୀତ ଏବଂ ଫଟୋକୁ ଷ୍ଟିକର କରି ଷ୍ଟୋରୀ ବା ଷ୍ଟାଟସ୍‌ରେ ଦେଇ ପାରିବେ

Smartphone lock fingerprint face unlock or pass code which is best
Technology: ସ୍ମାର୍ଟଫୋନ୍ ଲକ୍; ଫିଙ୍ଗର୍‌ପ୍ରିଣ୍ଟ ସେନ୍ସର-ଫେସ୍ ଅନ୍‌ଲକ୍-ପାସ୍‌କୋଡ୍, କିଏ ସବୁଠାରୁ ବେଶି ସୁରକ୍ଷିତ…

ସ୍ମାର୍ଟଫୋନ୍ ଆମର ବ୍ୟକ୍ତିଗତ ଡାଟା ବ୍ୟାଙ୍କ ହୋଇଯାଇଛି। ଏପରି ପରିସ୍ଥିତିରେ ଫୋନକୁ ସୁରକ୍ଷିତ ରଖିବା ଅତ୍ୟନ୍ତ। ଯଦି କିଛି ବି ଏପଟ ସେପଟ ହୁଏ ତେବେ କଥା ସରିଲା। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଆପଣଙ୍କ ଫୋନକୁ ସୁରକ୍ଷିତ ରଖିବା ପାଇଁ କେଉଁ ଲକ୍ ସର୍ବୋତ୍ତମ?

WhatsApp Image Scam
Technology: WhatsAppରେ କେବଳ ଗୋଟିଏ ଫଟୋ ଆପଣଙ୍କ ଆକାଉଣ୍ଟକୁ କରିଦେବ ଖାଲି

କଲ୍ ଏବଂ ଫିସିଂ ଲିଙ୍କ୍ ପରେ, ହ୍ୟାକର୍ସ ଏବେ ଏକ ନୂଆ ପଦ୍ଧତି ଆପଣାଇଛନ୍ତି । ହ୍ୟାକର୍‌ମାନେ ଇମେଜ୍ ଫାଇଲ୍ ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ସୂଚନା ଏବଂ ଟଙ୍କା ଚୋରି କରୁଛନ୍ତି ।

Aircraft
Flight Nose Damage: କେଉଁ ଧାତୁରେ ଗଢ଼ା ଯାତ୍ରୀ ବିମାନର ନୋଜ୍ ? ମଝି ଆକାଶରେ ଭାଙ୍ଗିଗଲେ ରହିଛି କି ବିପଦ ?

ବିମାନ ନୋଜ ଅଗ୍ରଭାଗରେ ରାଡର, ପାଣିପାଗ ସେନ୍ସର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଥାଏ । ଯଦି ନୋଜର ଅଗ୍ରଭାଗ କ୍ଷତିଗ୍ରସ୍ତ ହୁଏ ତେବେ ଏସବୁ ଉପକରଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ । ଯଦ୍ୱାରା ପାଇଲଟକୁ ଦିଗ ଏବଂ ପାଣିପାଗର ସଠିକ ତଥ୍ୟ ମିଳି ପାରେ ନାହିଁ । ଏହା ଫଳରେ ବିମାନର ନେଭିଗେସନ ଏବଂ କମ୍ୟୁନିକେସନ କ୍ଷମତା ପ୍ରଭାବିତ ହେବାର ଆଶଙ୍କା ରହିଥାଏ ।

Anti-drone Technology
Anti-Drone Technology: ଶ୍ରୀମନ୍ଦିର ଜଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି, ଡ୍ରୋନ ଉଡିଲେ ଖସାଇଦେବ

ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡିପାରିବନି ଡ୍ରୋନ । ପୁରୀ ଜଗନ୍ନାଥ ମନ୍ଦିର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି । ଡ୍ରୋନ ଉଡିଲେ ତଳକୁ ଖସାଇ ଦେବ ।

Golden Dome
Trump unveils $175-billion 'Golden Dome' defence plan: ଆମେରିକା ଆଣିବ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ‘ଗୋଲ୍ଡେନ ଡୋମ୍‌’: ଚାଇନା ଓ ଋଷିଆକୁ ଦେବ ମାତ୍‌

୧୭୫ ବିଲିୟନ ଡଲାର ବିନିମୟରେ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ‘ଗୋଲ୍ଡେନ ଡୋମ୍‌’ ଆଣିବ ଆମେରିକା । ‘ଗୋଲ୍ଡେନ ଡୋମ୍‌’ ରେ ହାଇ-ଟେକ୍ ଡିଟେକ୍ସନ ସେନ୍ସର୍ସ, ଟ୍ରାକିଂ ଟୁଲ୍ସ, ଇଣ୍ଟରସେପ୍ଟର ମିସାଇଲ୍ସ ଏବଂ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ନେଟୱାର୍କ ଭଳି ଏକାଠି କାମ କରିବ । ପ୍ରତ୍ୟେକ କମ୍ପୋନେଣ୍ଟ ସ୍ୱଂୟଚାଳିତ ଭାବେ କାର୍ଯ୍ୟ କରିବା ସହିତ ବିପଦକୁ ତୁରନ୍ତ ଚିହ୍ନଟ କରି ପ୍ରତିହତ କରିବା ପାଇଁ ଠିକ୍ ସମୟରେ ସୂଚନା ପ୍ରଦାନ କରିବ ।

AI
Future of Education with AI: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!

ଭବିଷ୍ୟତରେ ସ୍କୁଲରେ ଶିକ୍ଷକମାନଙ୍କ ପରିବର୍ତ୍ତେ AI ଶିକ୍ଷାଦାନ କରିବ । ଶିକ୍ଷକମାନେ ଏକାଥରକେ ବହୁ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ପାଠ ପଢାଇବା ସମ୍ଭବପର ହୋଇ ପାରୁ ନଥିବା ବେଳେ ଏଆଇ ଆଗକୁ ପ୍ରତି ପିଲାଙ୍କୁ ବ୍ୟକ୍ତିଗତ ଭାବେ ପାଠ ପଢାଇବ ବୋଲି ଡୁଓଲିଙ୍ଗୋ ସିଇଓ ଲୁଇସ ୱୋନ ଆହାନ୍ କହିଛନ୍ତି ।

Aadhaar card rules these things need to update in 5 and 15 years old
Aadhaar Update Rules: ଆଧାର ଅପଡେଟ୍‌ର ଜରୁରୀ ନିୟମ; ଜାଣିବା ପାଇଁ ପଢନ୍ତୁ

ଆଧାର କାର୍ଡକୁ ନେଇ ଭାରତରେ UIDAI ଦ୍ୱାରା ଅନେକ ନିୟମ ତିଆରି କରାଯାଇଛି। ଏହାକୁ ୫ ବର୍ଷ ବୟସ ପରେ ଏବଂ ୧୫ ବର୍ଷ ପରେ ଅପଡେଟ୍ କରିବାକୁ ପଡିବ। ଆସନ୍ତୁ ଏ ବିଷୟରେ ପୂରା ଜାଣିବା।

PSLV C61 EOS 09 Satellite
ISRO Satellite Launch : ପାୱାରଫୁଲ ସାଟେଲାଇଟ୍ EOS-09, ସବୁ ସ୍ଥିତିରେ ଦେଶକୁ ଜଗିବା ସହ ଦେବ ହାଇ ରିଜୋଲ୍ୟୁସନ ଇମେଜ

ଦେଶକୁ ଜଗିବ ଏହି ସାଟେଲାଇଟ୍ । ଇସ୍ରୋ ଲଞ୍ଚ କରିବାକୁ ଯାଉଛି ପାୱାରଫୁଲ ସାଟେଲାଇଟ୍ EOS-09 । ଖରା, ବର୍ଷା, ଶୀତ ହେଉ କି ଦିନ ରାତି ସବୁ ସମୟରେ ଉନ୍ନତମାନର ଫଟୋ ଉଠାଇ ତୀକ୍ଷ୍ଣ ନଜର ରଖିବ ଏହି ଉପଗ୍ରହ ।

Digital filter
Digital Dysmorphia Causes Mental Health Issues: ଡିଜିଟାଲ୍ ଡିସମୋର୍ଫିଆ: ଫେସ୍ ଫିଲ୍ଟର କାହିଁକି ଆପଣଙ୍କୁ ନିଜଠୁ ଦୂରେଇ ଦିଏ ?

ଆପଣ କେବେ ନିଜର ପ୍ରକୃତ ଚେହେରା ଦେଖି ଭାବିଛନ୍ତି କି - "ସେତେ ଭଲ ଦିଶୁନି ତ"। ଫେସ୍ ଫିଲ୍ଟର, ମେନ୍ କେରେକ୍ଟର୍ ସିଣ୍ଡ୍ରୋମ ଏବଂ FOMOର ଦୁନିଆରେ, ନିଜ ପ୍ରତି ସମ୍ମାନ ଓ ଭଲପାଇବା ଏଡିଟ୍ କରାଯାଇଥିବା ସେଲଫି ପଛରେ ଭାଙ୍ଗିରୁଜି ଚାଲିଛି। କିନ୍ତୁ ଯଦି ସତସତିଆ ରିଏଲ୍ ହେବାକୁ ଆପଣ ପସନ୍ଦ କରୁଥାଆନ୍ତି, ତେବେ କଣ' ହେବ? ଆସନ୍ତୁ ଡିଜିଟାଲ୍ ଡିସମୋର୍ଫିଆ, ଶାରୀରିକ ନିରପେକ୍ଷତା ଏବଂ ଫିଲ୍ଟର ହୋଇନଥିବା "ଅସଲ ଆପଣ" କାହିଁକି ସର୍ବାଧିକ ପ୍ରଶଂସାର ଯୋଗ୍ୟ ସେ ବିଷୟରେ ଆଲୋଚନା କରିବା।

Check PF Balance Without Internet
Check PF Balance Without Internet: ବିନା ଇଣ୍ଟରନେଟ୍‌ରେ ଚେକ୍‌ କରନ୍ତୁ PF ବାଲାନ୍ସ ଜାଣନ୍ତୁ ସହଜ ଓ ସରଳ ଉପାୟ... 

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ କିମ୍ବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ଏକ ସରକାରୀ ସୁରକ୍ଷା ଯୋଜନା ଯାହାକି EPFO ​​(କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ) ଦ୍ୱାରା ପରିଚାଳିତ ହୁଏ । ଏହି ପାଣ୍ଠିରେ, ଦରମା ପ୍ରାପ୍ତ ବ୍ୟକ୍ତିଙ୍କ ବେତନରୁ PF କଟାଯାଇ ସଞ୍ଚୟ କରାଯାଇଥାଏ ।

  • Thursday, 15 May 2025
  • EPFO
Indian Defence Exports Growing
India's Growing Defense Exports: ଭାରତକୁ ବଡ଼ ସଫଳତା, ବର୍ଷକରେ ବିକ୍ରି ହେଲାଣି ୨୪ ହଜାର କୋଟିର ଯୁଦ୍ଧାସ୍ତ୍ର

ବିଶ୍ୱରେ ଭାରତୀୟ ଯୁଦ୍ଧାସ୍ତ୍ରର ପ୍ରବଳ ଡିମାଣ୍ଡ । ୨୦୨୪-୨୫ ବର୍ଷରେ ୨୪ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ରପ୍ତାନୀ ହୋଇଛି । ୨୦୨୯ ସୁଦ୍ଧା ଏହା ୫୦ ହଜାର କୋଟିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖିଛି ପ୍ରତିରକ୍ଷା ବିଭାଗ ।