• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

Gold Price
Gold Price Today: କାଲି କମିଥିଲା, ଆଜି ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ କେତେ ?

ଆଜି ବି ବଢ଼ିଲା ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୬୦ ଟଙ୍କା ବୃଦ୍ଧି ପାଇ ୯୫,୬୨୦ ଟଙ୍କା ହୋଇଛି ।

gold
Gold Prices Drop in Bhubaneswar and Cuttack: ଶସ୍ତା ହେଲା ସୁନା; ଆଜି ଏତିକି କମିଲା ଦର

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୧୮୦୦ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮,୬୮୦ ଟଙ୍କା ରହିଥିଲା ।

sensex
Share Market Surge After India-Pakistan Tensions: ନିବେଶକଙ୍କ ପାଇଁ ଖୁସି ଖବର: ସେୟାର ବଜାରରେ ଧମାକା ,୮୧ ହଜାର ଟପିଲା ସେନସେକ୍ସ

ଶୁକ୍ରବାର ସେନସେକ୍ସରେ ହ୍ରାସ ଦେଖିବାକୁ ମିଳିଥିଲା। ୧ହଜାର ୪୮ ଅଙ୍କ ଖସି ୭୯ହଜାର ୪୫୪ ପଏଣ୍ଟରେ ବନ୍ଦ ହୋଇଥିଲା କାରବାର। ଆଜି ୧୫ଶହ ପଏଣ୍ଟ ବୃଦ୍ଧି ସହ ଆରମ୍ଭ ହୋଇଥିଲା କାରବାର। ପରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଥିଲା।

Gold price
Gold Prices Update India: ଆଜିର ସୁନା ଦର କେଉଁଠି କେତେ ?

ଗତ ବର୍ଷଠାରୁ ସୁନା ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆଜି ରୁପା ଦରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।

Gold Rate
Gold Price Increasing in Bhubaneswar and Cuttack: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା...

୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ‍ବୃଦ୍ଧି ପାଇଛି।

gold rate
Gold Price Hike in Bhubaneswar and Cuttack: ସୁନା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଅଛି ଦାମ୍‌ ?

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା୫୦୦ ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନା ୫୪୦ଟଙ୍କା ବୃଦ୍ଧି ପାଇଛି।

Gold Price Today
Gold Price Fluctuations in Bhubaneswar: ସୁନା ମୂଲ୍ୟରେ ହେଲା ବଡ଼ ପରିବର୍ତ୍ତନ; ଜାଣନ୍ତୁ ଦର...

ଗତକାଲି କଟକରେ ୨୪ କ୍ୟାରେଟ୍ ସୁନା  ୧୦ ଗ୍ରାମକୁ ୯୫,୭୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୭୩୦ ଟଙ୍କା ବୃଦ୍ଧି ପାଇ ୯୮,୪୬୦ ଟଙ୍କା ରହିଛି ।

Gold rate slips
Gold Price Today: ସପ୍ତାହ ଆରମ୍ଭରୁ ସୁନା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଅଛି ଦାମ୍‌ ? 

ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୫,୫୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୨୦ ଟଙ୍କା ବୃଦ୍ଧି ପାଇ ୯୫,୭୩୦ ଟଙ୍କା ରହିଛି ।

ବାଇକ୍‌ ଖର୍ଚ୍ଚରେ ଚାଲିବ କାର୍‌ !
Maruti Suzuki Alto 800 New Version Launched: ମଧ୍ୟବିତ୍ତଙ୍କ ପାଇଁ ଆସିଲା Alto 800ର ନୂଆ ମଡେଲ: ମାଇଲେଜ୍ ଜାଣିଲେ ଆଉ କିଣିବେନି ଦୁଇ ଚକିଆ

ନୂଆ ଅଲ୍ଟୋ-୮୦୦ କାର୍ ୩୫ କିଲୋମିଟର ମାଇଲେଜ ପ୍ରଦାନ କରିବା ନେଇ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଦୀର୍ଘ ବର୍ଷରୁ ଅଲ୍ଟୋ-୮୦୦ ଭାରତୀୟ ଅଟୋମୋବାଇଲ ବଜାରରେ ଏକ ପ୍ରିୟ ନାମ ହୋଇ ରହିଛି ।

Gold Rate
Gold Rate Bhubaneswar Today: ସୁନା କିଣିବା ପୂର୍ବରୁ ଜାଣନ୍ତୁ, ଆଜି କେତେ ଅଛି ଦର ?

ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ଏବେ ବି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...

Gold
Gold Price Decrease in Bhubaneswar: ଦିନକୁ ଦିନ ଶସ୍ତା ହେଉଛି ସୁନା; ଆଜି ବି କମିଲା

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୭୩୦ଟଙ୍କା ରହିଥିଲା।

ମହୁଲ ଫୁଲର ଅଭାବୀ ବିକ୍ରି
Mahul Flower Business Issues: ମହକୁଛି ମହୁଲ...ମୂଲ ପାଉନି ଗୋଟାଳି, ମାଲେମାଲ ଦଲାଲ୍

ଏହି ଚୋରା ଚାଲାଣ ଉପରେ ଅବକାରୀ ବିଭାଗ ନଜର ରଖିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିବା ବେଳେ ଆଗକୁ ମଣ୍ଡି ବ୍ୟବସ୍ଥା ପାଇଁ କେନ୍ଦ୍ରକୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ସେପଟେ ବରଗଡ଼ ଅବକାରୀ ଅଧିକ୍ଷକ କହିଛନ୍ତି ମହୁଲଫୁଲର ଅଭାବୀ ବିକ୍ରି ନାହିଁ l

Gold
Gold Price Drop: ଅକ୍ଷୟତୃତୀୟା ପରେ ଶସ୍ତା ହେଲା ସୁନା; ଆଜି ଏତିକି କମିଲା ଦର

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୧୮୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୯୧୦ ଟଙ୍କା ରହିଥିଲା।

unlimited
Unlimited Calls and 5G Data in One Recharge: ବର୍ଷେ ଯାଏ ଅନଲିମିଟେଡ କଲ ଓ ୫ଜି ଡାଟା, ଥରେ ରିଚାର୍ଜ କଲେ ମାଗଣା IPL ମଧ୍ୟ ଦେଖି ପାରିବେ

ଗ୍ରାହକଙ୍କୁ ମିଳିବ ଦୈନିକ ୨.୫ ଜିବିର ଅନଲିମିଟେଡ ୫ଜି ଡାଟା। ଅନଲିମିଟେଡ କଲ ବ୍ୟତୀତ ମାଗଣାରେ ଆଇପିଏଲ ଦେଖିବାକୁ ମିଳିବ। ଜିଓର ୩୫୯୯ ଟଙ୍କାର ରିଚାର୍ଜ ପ୍ଲାନରେ ପ୍ରତିଦିନ ୨.୫ ଜିବି ଡାଟାର ସୁବିଧା ମିଳୁଛି।

  • Wednesday, 30 April 2025
  • 5G
  • Jio
gold
Gold Price Drop in Akshaya Tritiya: ଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ କମିଲା ?

ଲୋକମାନେ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ବିଚାର କରିଥାଆନ୍ତି। ବର୍ଷକରେ ଥରେ ଏଥିପାଇଁ ଏହିଦିନକୁ ସମସ୍ତେ ଅନାଇ ବସିଥାନ୍ତି। ଏଥିସହ ଗହଣା ଦୋକାନୀମାନେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଅଫର ରଖିଥାନ୍ତି।

Gold Price
Gold Investment Tips in Akshaya Tritiya: ଅକ୍ଷୟତୃତୀୟାରେ ସୁନା କିଣିବାକୁ ଚାହୁଁଛନ୍ତି କି... କେମିତି କରିବେ ନିବେଶ ?

ଆସୁଛି ଅକ୍ଷୟ ତୃତୀୟା । ସୁନାଦର ୧୦ ଗ୍ରାମ ପିଛା ରହିଛି ପାଖାପାଖି ଲକ୍ଷେ ଟଙ୍କା । ଦର ବଢ଼ିଥିବା ବେଳେ ଏ ସମୟରେ ଅନେକ ଲୋକ ଭାବୁଛନ୍ତି, ସୁନାରେ ନିବେଶ କରିବା ଠିକ୍ ହେବ କି ନାହିଁ ? କ’ଣ ରହିଛି ବିକଳ୍ପ, ଜାଣନ୍ତୁ ।

Gold Price Today
Gold Price in Bhubaneswar: ପୁଣି ସୁନା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଅଛି ଦାମ୍‌...

ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ତେବେ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Gold
କରନ୍ତୁ ଟିକିଏ ଅପେକ୍ଷା, ସୁନା ହେବ ବହୁତ ଶସ୍ତା

ଯତିକି ଶୀଘ୍ର ବଢ଼ିଛି, ସେତିକି ଶୀଘ୍ର କମିବ ! ସୁନା ଦରରେ ଲାଗିବ ଲଗାମ । ୧୨ ମାସ ଭିତରେ ଖୁବ୍‌ ଖସିବ ସୁନା ଭାଉ । ଆଗାମୀ ଦିନରେ ସୁନାଦର ବହୁତ କମିଯିବ ବୋଲି ଆକଳନ କରାଗଲାଣି । ୧୨ ମାସ ଭିତରେ ସୁନାଦର ନିମ୍ନଗାମୀ ହେବ ବୋଲି କହିଛନ୍ତି କାଜାକସ୍ତାନରେ ସୁନା ଉତ୍ତୋଳନ କରୁଥିବା ଏକ କଂପାନୀର ସିଇଓ ବା ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର୍ ।

Gold Price
Gold Price Decline Prediction: ଆଗକୁ ଆହୁରି ଖସିବ ସୁନାଦର, ଜାଣନ୍ତୁ କେତେ ?

ସୁନାଦର ଆଗକୁ କମିବ ବୋଲି ଆକଳନ କରାଯାଉଛି । କେତେ କମିବ, କେତେ ଦିନ ଭିତରେ କମିବ ଓ କାହିଁକି କମିବ ? ଏହା ଉପରେ କହିଛନ୍ତି ସୁନା ଖଣି କଂପାନୀର ଜଣେ ସିଇଓ ।

gold rate
Gold Rate Update: ପୁଣି ଶସ୍ତା ହେଲା ସୁନା, ଆଜି ଏତିକି କମିଲା ଦର

ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮,୨୧୦ ଟଙ୍କା ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୮୦ ଟଙ୍କା ହ୍ରାସ ପାଇବା ସହ ୯୭,୫୩୦ଟଙ୍କା ରହିଛି ।

କାନ୍ଦୁଛି କାଶ୍ମୀର
Pahalgam Attack on Tourism: ପର୍ଯ୍ୟଟନ ଉଦ୍ୟୋଗକୁ ବଡ଼ ଝଟକା, କାଶ୍ମୀର ବୁକିଂ ବାତିଲ...ଶହ ଶହ ହୋଟେଲ୍ ଖାଲି

ପ୍ରାୟ ଏକ ଦଶନ୍ଧିର ପ୍ରୟାସ ପରେ କାଶ୍ମୀରର ଅର୍ଥନୀତି ପୁଣିଥରେ ଟ୍ରାକକୁ ଫେରିଥିଲା । ଗତ ତିନି ଆର୍ଥିକ ବର୍ଷରେ ରେକର୍ଡ ହୋଇଥିବା ପ୍ରକୃତ ଅଭିବୃଦ୍ଧି ହାର ଏହା ପୂର୍ବରୁ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କେବେ ଦେଖାଯାଇ ନଥିଲା । କିନ୍ତୁ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣ ପୃଥିବୀର ଏହି ସ୍ୱର୍ଗର ଭବିଷ୍ୟତ ଚିତ୍ରକୁ ଝାପ୍ସା କରିଦେଇଛି।

Kashmir Tourism
Kashmir Tourism Impact: ପୁଣି ମାଟି କାମୁଡ଼ିବ କି ଭୂସ୍ବର୍ଗ ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ?

ଗ୍ରୀଷ୍ମର ପ୍ରକୋପକୁ ଚକମା ଦେଇ ଛୁଟି କାଟିବାକୁ କାଶ୍ମୀର ଯିବାକୁ ବେଶ୍ ପସନ୍ଦ କରନ୍ତି ପର୍ଯ୍ୟଟକ । ଯେଉଁ ସମୟରେ କାଶ୍ମୀରକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଗତକାଲିର ଘଟଣା ପରେ ସେହି ସମୟରେ ଦେଖିବାକୁ ମିଳିଛି ଓଲଟା ଚିତ୍ର ।

  • Thursday, 24 April 2025
ଆମେରିକାକୁ ଉଡ଼ାଣ ଶସ୍ତା
Cheap Flights During Summer: ଟ୍ରମ୍ପ ପ୍ରଭାବ... ହ୍ରାସ ପାଇଲା ଦିିଲ୍ଲୀ-ଆମେରିକା ବିମାନ ଭଡ଼ା, ଆମେରିକାରେ ରହୁଥିବା ଭାରତୀୟ ଖୁସି

ବିଗତ ବର୍ଷ ଗୁଡ଼ିକରେ, ଚାହିଦା-ଯୋଗାଣର ଅସ୍ଥିରତା ଯୋଗୁଁ ଭାରତ ଏବଂ ଆମେରିକା ମଧ୍ୟରେ ବିମାନ ଭଡ଼ା ଅଧିକ ଥିଲା। କିନ୍ତୁ ଏହି ଗ୍ରୀଷ୍ମ ଋତୁରେ ସମ୍ପୂର୍ଣ୍ଣ ଦୃଶ୍ୟ ବଦଳି ଯାଇଛି। ବୈଧ ଭିସା ଥିବା ଲୋକଙ୍କ ପାଇଁ, ଆମେରିକା ଯାତ୍ରା କରିବା ଏବେ ଆର୍ଥିକ ଦୃଷ୍ଟିରୁ ସମ୍ଭବ, ଅତି କମରେ ବିମାନ ଭଡ଼ା ଦୃଷ୍ଟିରୁ । ଗ୍ରୀଷ୍ମ ଋତୁ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ସର୍ବାଧିକ ଛୁଟିଦିନ ହୋଇଥାଏ, ଏହି ସମୟରେ ପିଲାମାନଙ୍କର ମଧ୍ୟ ସ୍କୁଲ ବନ୍ଦ ରହିଥାଏ ।

Gold Price Drop
Gold Price in Bhubaneswar Drop: ଖୁସି ଖବର; ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ କେତେ କମିଲା ?

ପୁଣି ଶସ୍ତା ହେଲା ସୁନା । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୭୫୦ ଟଙ୍କା ହ୍ରାସ ପାଇଛି ।

Tata EV Nano
Tata EV Nano: ଆସୁଛି ଇଭି ନାନୋ, ଲୁକ୍‌ ଦେଖି ଆପଣ ବି କିଣିନେବେ !

ଦମଦାର୍‌  ଲୁକ୍‌ । ସାନ୍‌ ଦାର୍‌  ଡିଜାଇନ୍‌ । ନୂଆ ରୂପରେ ଆପଣଙ୍କ ନାନୋ । କିଛି ନୂଆ ଡିଜାଇନ୍‌ ସହ ନାନୋକୁ ଇଭିର ରୂପ ଦେଇ ଖୁବଶୀଘ୍ର ବଜାରକୁ ଛାଡ଼ିବାକୁ ଯାଇଛି ଟାଟା କମ୍ପାନୀ ।