• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Asia Cup
Asia Cup Title: ଏସିଆ କପ୍‌ରେ ରେକର୍ଡ ନବମ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ

ଭାରତ ଏବେ ବିଶ୍ୱର ଏକ ନମ୍ବର ଟି-୨୦ ଟିମ୍ । ତେବେ କ୍ଷୁଦ୍ରତମ ଫର୍ମାଟ୍‌ରେ ପ୍ରଭାବିତ କରୁଥିବା ଭାରତର ଯୁବ ଖେଳାଳିମାନେ ଏସିଆ କପ୍‌ରେ କରିପାରିବେ କି ଅନୁରୂପ ପ୍ରଦର୍ଶନ? ପ୍ରଥମ ଥର ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ନେତୃତ୍ୱ ନେଉଥିବା ସୂର୍ଯ୍ୟକୁମାର ଯାଦବ ଭାରତକୁ ଜିତାଇପାରିବେ କି ରେକର୍ଡ ନବମ ମୁକୁଟ?

firing
Firing: ଅନ୍ଧାରରେ ଆଖିବୁଜା ଗୁଳିମାଡ଼, ଫୁଟିଲା ୬ ରାଉଣ୍ଡ ଗୁଳି

ଚାରିଆଡେ ଥିଲା ଶୂନ୍‌ଶାନ, ଆଉ ନିଛାଟିଆ। ଘରେ ଶୋଇ ରହିଥିଲେ ସମସ୍ତେ। ଠିକ୍‌ ଏତିକି ବେଳେ ଫୁଟିଲା ଗୁଳି। ଘର ବାହାରେ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ଘର ଉପରକୁ ଟାର୍ଗେଟ୍‌ କରି ଫୁଟାଇଲେ ଗୁଳି।

Shot while sleeping at home
Firing: ଘରେ ଶୋଇଥିଲେ, ହେଲା ଗୁଳିମାଡ଼

ମୟୂରଭଞ୍ଜ ମାଣିକପୁର ଗାଁରେ ଗୁଳିମାଡ଼, ଘର ଉପରକୁ ଗୁଳିମାଡ଼ କଲେ ୪ ଦୁର୍ବୃତ୍ତ । ୨ ବାଇକ୍ ରେ ୪ ଦୁର୍ବୃତ୍ତ ଆସି ଗୁଳିମାଡ଼ , ଗୋଟିଏ ଗୁଳି ଜବତ ସହ ପୋଲିସର ତଦନ୍ତ। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସନ୍ଦେହ ।

  • Sunday, 07 September 2025
Student missing again in Bhubaneswar
Student Missing : ରାଜଧାନୀରେ ଚାଞ୍ଚଲ୍ୟ, ୪ ଦିନ ହେଲା ଛାତ୍ର ନିଖୋଜ

ଭୁବନେଶ୍ବରରେ ପୁଣି ଛାତ୍ର ନିଖୋଜ, ୪ ଦିନ ହେଲା ୧୬ ବର୍ଷର ନାବାଳକ ନିଖୋଜ । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ସୂଚନା, କରାଟେ କ୍ଲାସ୍ ଯାଇ ଫେରିନି ପୁଅ। ନାବାଳକଟି ଚାଲିଚାଲି ଯାଉଥିବା ସିସିଟିଭିରେ ରେକର୍ଡ।

Body of missing minor girl recovered in Angul.
Minor Girl : ନାବାଳିକାକୁ ମାରି ଟାଙ୍ଗି ଦେଲେ !

ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୂର୍  ର 10 ବର୍ଷର ନାବାଳିକା ଗତକାଲି 3ଟା ଠାରୁ ନିଖୋଜ ଥିଲେ। ଏ ନେଇ ସଦର ଥାନାରେ ତାଙ୍କ ବାପା ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ସକାଳେ ଘର ପାଖରେ ଥିବା ଏକ ନାଳରୁ କ୍ଷତାକ୍ତ ଅବସ୍ଥାରେ ମୃତ ଦେହ ମିଳିବ ପରେ ସ୍ଥାନୀୟ ଲୋକେ ଦୋଷୀକୁ ଦଣ୍ଡ ସହ ନ୍ୟାୟ ପାଇଁ ବନ୍ତଳା ଅନୁଗୁଳ ରାସ୍ତାକୁ ଟାୟାର ଜଳି ଅବରୋଧ କରିଛନ୍ତି।

Baby elephant squirming inside the canal
Baby elephant: କେନାଲ ଭିତରେ ଛୁଆ ହାତୀ ଛଟପଟ

କେନାଲରେ ହାତୀ ଛୁଆ, ବାହାରିବାକୁ ଛଟପଟ । ରେଙ୍ଗାଲୀ କେନାଲରେ ଦୀର୍ଘ ସମୟ ଧରି ଫସି ରହିଲା , ଅଧିକ ପାଣି ଥିବାରୁ ବେଶ୍ କିଛି ସମୟ ଯାଏଁ ବାହାରି ପାରିଲାନି । କେନାଲରୁ ବାହାରିବାକୁ ସଙ୍ଘର୍ଷ କଲା ଛୁଆ ହାତୀ ।

  • Sunday, 07 September 2025
Special OTET to be held on 27th
Special OTET : ୨୭ରେ ସ୍ପେଶାଲ୍ OTET

ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍ OTET, ଦୁଇଟି ସିଟିଂରେ ହେବ ପରୀକ୍ଷା । ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ, ଦିନ ୨ଟାରୁ ଅପରାହ୍ମ ୪.୩୦ ଯାଏଁ ଦ୍ବିତୀୟ ସିଟିଂ। ଆସନ୍ତା ୧୭ରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ କାର୍ଡ, ପରୀକ୍ଷା କେନ୍ଦ୍ର ବଦଳି ନଥିବା BSEର ସୂଚନା ।

  • Sunday, 07 September 2025
Sarpanch dies after being bitten by a snake
Snake BIte: ସାପ କାମୁଡାରେ ସରପଞ୍ଚଙ୍କ ମୃତ୍ୟୁ

ବିଳମ୍ବରେ ଆସିଲା ଆମ୍ବୁଲାନ୍ସ, ସାପ କାମୁଡ଼ାରେ ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ। ରାୟଗଡ଼ା ଜିଲ୍ଲା କୁଲିସଦର ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ମୃତ ସରପଞ୍ଚ ହେଲେ ମାଙ୍ଗି କାଡ୍ରାକା । ଗତକାଲି ରାତିରେ ଶୋଇଥିବାବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା । ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଲାଇଟ୍ ସମସ୍ୟା ଥିବାରୁ ଆମ୍ବୁଲାନ୍ସଟି ଡେରିରେ ପହଞ୍ଚିଥିଲା । ପ୍ରାୟ ଘଣ୍ଟାଏ ବିଳମ୍ବରେ ମାଙ୍ଗିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

Fertilizer crisis, road blockade
Road Block: ଏଯାଏ ମିଳିନି ସାର, NH ଅବରୋଧ କଲେ ଚାଷୀ

ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୂଲ୍ୟ ଠାରୁ  ଅଧିକ ମୂଲ୍ୟ ରେ ସାର ବିକ୍ରି ହେହୁଥିବାରୁ ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ବିଗତ ଦିନେ ମାଥିଲି, କାଲିମେଳା, ପଡିଆ ରେ ରାସ୍ତା ରୋକ ଦେଖିବାକୁ ମିଳିଥିଲା l 

Demand to save Kapilendra Deb's stone inscription from Andhra Pradesh
Kapilendra Deb: ଫେରିବ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲେଖା !

ଆନ୍ଧ୍ରପ୍ରଦେଶରୁ କପିଳେନ୍ଦ୍ର ଦେବଙ୍କ ଶିଳାଲେଖା ଉଦ୍ଧାର ଦାବି, ଆନ୍ଧ୍ର ଯାଇ ଶିଳାଲେଖର ଅବସ୍ଥା ଦେଖିଲା ଉତ୍କଳ ସମ୍ମିଳନୀ। ଏନଟିଆର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଲେ , ଓଡ଼ିଶାର ସଂଗ୍ରହାଳୟକୁ ସ୍ଥାନାନ୍ତର କରିବାକୁ ଦାବି।

  • Sunday, 07 September 2025
DJ's' fight in Berhampur
DJ vehicles : ଚାଲିଥିଲା ଭସାଣି, ଲାଗିଗଲେ ଦୁଇ ଡିଜେ

ବ୍ରହ୍ମପୁରରେ `ଡିଜେ' ଲଢେଇ , ଶକ୍ତିଶାଳୀ ଦେଖେଇହେବାକୁ ପ୍ରତିଯୋଗିତା । ପରସ୍ପରକୁ ଧକ୍କା ଦେଇ ଚାଲିଲା ଶକ୍ତି ପରୀକ୍ଷା, ବ୍ରହ୍ମପୁର ନିମଖଣ୍ଡି ତାନା ଫୁଲଟା ଗାଁର ଦୃଶ୍ୟ । ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଲଢେଇ, ଉଭୟ ଡିଜେ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ ।

Blood Moon will be visible today
Blood Moon : ଆଜି ଦେଖାଯିବ ଲାଲ ଜହ୍ନ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତିର ଆୟୋଜନ । ଦିନ ୧୨ଟା ସୁଦ୍ଧା ନୀତିନିର୍ଘଣ୍ଟ ଶେଷ, ସର୍ବମୋକ୍ଷ ପରେ ରାତି ୨ଟାରେ ଦ୍ବାରଫିଟା। ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବ।

  • Sunday, 07 September 2025
Gold
Gold Rate: ଲଗାମଛଡା ସୁନା ଦର, ୫ ଦିନରେ ୨୫୦୦ ବଢିଛି ସୁନା

ଲକ୍ଷେ ମୁହାଁ ହେଲାଣି ୨୨ କ୍ୟାରେଟ ସୁନା ।  ହୁ ହୁ ବଢୁଛି ଦାମ, ନିଇତି କରୁଛି ନୂଆ ରେକର୍ଡ । ବର୍ଷ ଶେଷ ସୁଦ୍ଧା ଦେଢ ଲକ୍ଷ ଛୁଇଁବ କି ସୁନା ଦର ?

Mahanadi Flood touched Maa Bhattarika temple
Flood Water: ମା'ଙ୍କ ବେଢାରେ ମହାନଦୀର ଢେଉ !

ମାଡ଼ି ଆସିଲା ମହାନଦୀ ବନ୍ୟା ପାଣି , କଟକ ବଡ଼ମ୍ବା ଭଟ୍ଟାରିକା ମନ୍ଦିରକୁ ଛୁଇଁଲା ଭଟ୍ଟାରିକା ମନ୍ଦିରରେ ଉଛୁଲିଲା ବନ୍ୟା ପାଣି ।

State BJP President Manmohan Samal visits Delhi
Delhi Visit: ଦିନକ ପୂର୍ବରୁ ଫେରିଥିଲେ, ପୁଣି ଦିଲ୍ଲୀ ଗଲେ ମନମୋହନ

ପୁଣି ଦିଲ୍ଲୀ ଗସ୍ତରେ ମନମୋହନ ସାମଲ, ବଢ଼ିଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା । ରାଜ୍ୟ କମିଟି ଗଠନ, ବୋର୍ଡ ଓ ନିଗମ ନିଯୁକ୍ତି ଚର୍ଚ୍ଚା। ଗତକାଲି ରାତିରେ ଦିଲ୍ଲୀ ଗଲେ ବିଜେପି ସଭାପତି, ଦିନକ ପୂର୍ବରୁ ହିଁ ଦିଲ୍ଲୀରୁ ଫେରିଥିଲେ। ଗତ ଗସ୍ତ ବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇଥିଲା ଆଲୋଚନା।

Naveen has visited Delhi before the Vice Presidential elections
Naveen in Delhi: ଦିଲ୍ଲୀ ଗଲେ ନବୀନ, କାହାକୁ ସମର୍ଥନ ଦେବ ବିଜେଡି ?

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗଲେ ନବୀନ । ବିଜେଡି ସାଂସଦଙ୍କ ସହ ଆଲୋଚନା କରିବେ । ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ନାନା ଚର୍ଚ୍ଚା । ନବୀନଙ୍କ ଗସ୍ତକୁ ନେଇ ସରଗରମ ଜାତୀୟ ରାଜନୀତି ।

Importance of Sunday in Astrology and Vastu Shastra
Importance Of Sunday: ରବିବାର କରନ୍ତୁ ନାହିଁ ଏହି ୭ଟି କାମ, ନହେଲେ ଆସିପାରେ ବିପଦ, ଜାଣନ୍ତୁ ଏହି ଦିନଟିର ଗୁରୁତ୍ୱ

ରବିବାର ଚୁଟି ଓ ନିଶଦାଢ଼ି କାଟିବା ଉଚିତ କି? ରହିବାର ଆମିଷ ଖାଇବା ଉଚିତ ନା ଅନୁଚିତ? ଭାରତୀୟ ସଂସ୍କୃତିରେ ରବିବାର ଏକ ବିଶ୍ରାମ ଓ ପୁନର୍ଜନନର ଦିନ ଭାବେ ମଧ୍ୟ ବିବେଚିତ। ଏହି ଦିନ ପରିବାର ଓ ସମାଜ ସହ ସମୟ କାଟିବା, ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଏବଂ ଆତ୍ମଚିନ୍ତନ ପାଇଁ ଉତ୍ତମ।

Panchang
Today Panchang 7th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି – ପୂର୍ଣ୍ଣିମା ରାତ୍ରି ୧୧.୩୮ ଗତେ ପ୍ରତିପଦ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର । ଘାତବାର –  ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୪୦ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 07 September 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 07 September 2025
Spiritual Significance of Bhagavat Janma
Bhagabata Janma: ଅତିବଡ଼ି ଜଗନ୍ନାଥ ଦାସଙ୍କ ଅଲୌକିକ ଜୀବନ କାହାଣୀ, ସମୁଦ୍ରକୁ କହିଲେ ପଛେଇ ଯାଆ, ସାତ ଲହଡ଼ି ଫେରିଗଲା ସମୁଦ୍ର

ପୁରୀ ବଡ଼ଦେଉଳର ପୁରାଣପଣ୍ଡା ଥିଲେ ଭଗବାନ ଦାସ। ସେ ତାଙ୍କ ପୁଅ ନିକଟରେ ମହାପୁରୁଷର ଲକ୍ଷଣ ସବୁ ଦେଖି ପୁଅର ନାମ ରଖିଛନ୍ତି ଜଗନ୍ନାଥ। ଚାରି ବର୍ଷଠାରୁ ଆଠ ବର୍ଷ ମଧ୍ୟରେ ଜଗନ୍ନାଥଙ୍କ କର୍ଣ୍ଣବେଧ, ବ୍ରତୋପନୟନ ଆଦି କାର୍ଯ୍ୟ ଶେଷହୋଇଛି। ବାରବର୍ଷ ବୟସରେ ପିତାମାତା ଜଗନ୍ନାଥଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାକୁ ସ୍ଥିର କରିଛନ୍ତି; ମାତ୍ର ସେ ରାଜି ହୋଇନଥିଲେ।

Customer Thrashed Inside Private Bank
Customer Thrashed Inside Bank: ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଦାଦାଗିରି; ଗ୍ରାହକଙ୍କୁ ମାରିଲେ ନିସ୍ତୁକ ମାଡ଼...

ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଦାଦାଗିରି। ବ୍ୟାଙ୍କ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ମିଶି ଗ୍ରାହକଙ୍କୁ ନିସ୍ତୁକ ପିଟିଛନ୍ତି।

Road repair work to be completed before 20th.
Big Update: ପୂଜା ପୂର୍ବରୁ ସବୁ ରାସ୍ତା ଚକାଚକ୍‌

ପୂଜା ପୂର୍ବରୁ ସରିବ ରାସ୍ତା ମରାମତି କାମ। ଆସନ୍ତା ୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ। କେବଳ କଟକ ଓ ଭୁବନେଶ୍ବର ନୁହେଁ, ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ କାମ ହେବ।

Arun
Arun Sahoo: ବିଜେଡିର ବିଦ୍ରୋହ ଭିତରେ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା, ପାଣ୍ଡିଆନଙ୍କ ନାଁ ନନେଇ ପରୋକ୍ଷରେ ବର୍ଷିଲେ ଅରୁଣ ସାହୁ !

ମନ ଭିତରେ ଆମ ବିବେକ, କେଉଁଠି ନା କେଉଁଠି ବିଦ୍ରୋହ କରୁଛି। ଏ ସବୁ କହିବା ବେଳେ ମୋ ମନ ଭିତରେ ବିଦ୍ରୋହର ନିଆଁ ଜଳୁଛି ବୋଲି କହିଛନ୍ତି ଅରୁଣ ସାହୁ।

Biometric
Biometric: ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ, ପଞ୍ଚାୟତ କର୍ମଚାରୀଙ୍କଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଲାଗୁ

ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ମେସିନ୍। ତୁରନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ସ୍ଥାପନ ସହ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 06 September 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 06 September 2025