• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress

Himanta Biswasarma Targets Congress MP
Himanta Biswa's Political Stir: କଂଗ୍ରେସ ସାଂସଦଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍, ପାକିସ୍ତାନ ଲିଙ୍କ ଦର୍ଶାଇ କଲେ ସମାଲୋଚନା

ହିମନ୍ତଙ୍କ ନିଶାନାରେ କଂଗ୍ରେସ ସାଂସଦ । ପାକିସ୍ତାନ ଲିଙ୍କ ଥିବା ଅଭିଯୋଗ ଆଣି ଲିଷ୍ଟରୁ ନାଁ କାଟିବାକୁ ରାହୁଲ ଗାନ୍ଧୀଙ୍କୁ ନିବେଦନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସାଂସଦଙ୍କ ପତ୍ନୀ ଭାରତରେ ରହି ପାକିସ୍ତାନ NGOରୁ ଦରମା ନେଉଥିବା ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଶଶିଙ୍କୁ ନେଇ କଂଗ୍ରେସରେ କେଁ
Congress Shashi Tharoor Controversy: ଶଶିଙ୍କୁ ନେଇ କଂଗ୍ରେସ ଦୁଇ ଫାଳ, ଜୟରାମ ରମେଶଙ୍କ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା

ଦଳର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ୍ ମିଡିଆ ସାଇଟ୍ X ରେ ଲେଖିଛନ୍ତି କି, ଗତକାଲି କେନ୍ଦ୍ର ସରକାରଙ୍କୁ ୪ କଂଗ୍ରେସ ସାଂସଦଙ୍କ ନାଁ ପଠାଯାଇଥିଲା। ଯେଉଁମାନେ ହେଲେ ଆନନ୍ଦ ଶର୍ମା, ଗୌରବ ଗୋଗୋଇ, ସୟଦ୍ ନାସିର୍ ହୁସେନ୍ ଏବଂ ରାଜା ବ୍ରାର୍ ।

କଂଗ୍ରେସ ଆଡକୁ ଢଳୁଛନ୍ତି କି ଭୂପିନ୍ଦର ?
BJD's Internal Conflicts: ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ; କହିଲେ, ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା ବିଜେଡି

ମୁନା ଖାନ୍‌ଙ୍କ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଭୂପିନ୍ଦର ସିଂ । ସେ କହିଛନ୍ତି, ମୁନା ଖାନ୍ ନିଜ ପଦକୁ ନେଇ ଖୁସିନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଅନେକ ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖେ ଖବର ଅଛି ।

BJP BJD Congress in Odisha Struggle to Form State Committees
BJD Faces Internal Jitters: ଅକଳରେ ବିଜେଡି; ସରିଲାଣି ଡେଡଲାଇନ୍, ଘୋଷଣା ହୋଇପାରୁନି କାର୍ଯ୍ୟକାରଣୀ... 

ବିଜେଡି ସଭାପତି ନିର୍ବାଚନ ସରିଲା। ହେଲେ ଏଯାଏ ଘୋଷଣା ହୋଇପାରିଲାନି ରାଜ୍ୟ କାର୍ଯ୍ୟକାରିଣୀ। ବଢୁଛି ଅସନ୍ତୋଷ, ବଢୁଛି କନ୍ଦଳ !

cast
Caste Census India 2025: ଜାତିଗତ ଜନଗଣନା ପାଇଁ ତେଜିଲା କ୍ରେଡିଟ୍ ପଲିଟିକ୍ସ

ଜାତିଗତ ଜନଗଣନା ପଛରେ ଶ୍ରେୟ କାହାର? ଏଥିପାଇଁ ବିରୋଧୀ ନିଜକୁ ନିଜେ ଶ୍ରେୟ ନେଉଥିବା ବେଳେ ତେଜିଛି ରାଜନୀତି। ଓଡ଼ିଶାରେ ବିଜେଡି ଓ କଂଗ୍ରେସ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ଏହାର ମୋଡାଲିଟିଜ୍ ବା ମାନଦଣ୍ଡ କିପରି ରହୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

 Poster War
PM Gayab Post: 'ପିଏମ୍‌ ଗାୟବ୍' ପୋଷ୍ଟ; କଂଗ୍ରେସ୍ ଛାପିଲା, ବିଜେପି ଧୋଇଦେଲା

ସମ୍ୱେଦନଶୀଳ ଘଟଣାରେ ବି ହୀନ ରାଜନୀତି ଛାଡୁନି କଂଗ୍ରେସ । ସୋଶାଲ ମିଡିଆରେ କଂଗ୍ରେସର 'ଗାଏବ ପୋଷ୍ଟ'କୁ ନେଇ ଘନଉଛି ବିବାଦ । ବିଜେପି ଦେଲା କଡ଼ା ଜବାବ ।

congress
National Herald Money Laundering Case: ଅଡୁଆରେ ସୋନିଆ-ରାହୁଲ; ଦାଖଲ ହେଲା ଚାର୍ଜସିଟ୍

ଇଡିର ଚାର୍ଜସିଟରେ ସୁମନ ଦୁବେ ଏବଂ ଅନ୍ୟ କେତେଜଣଙ୍କ ନାଁ ମଧ୍ୟ ସାମିଲ ରହିଛି, ଯାହା ଉପରେ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ। ମାମଲାରେ ପୂର୍ବରୁ ମଧ୍ୟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ଜେରା ହୋଇଛି।

robert bhadra
Robert Vadra Land Controversy: ଜମି ଦୁର୍ନୀତି ମାମଲା, ଇଡି ସମ୍ମୁଖରେ ହାଜର ହେଲେ ରବର୍ଟ ଭଦ୍ରା

ଜମିଜମା କାରବାର ଓ ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରା ଯାଇଥିଲା। ଏହା ସହିତ ତାଙ୍କୁ ମଙ୍ଗଳବାର ହାଜର ହେବାକୁ କୁହାଯାଇଥିଲା।

Special Story: Congress MLA Sofia Firdous, MP Debashish Samantaray Face Off Over Waqf Bill
Waqf Bill Row: ୱାକଫ୍ ବିଲ୍‌କୁ ନେଇ ସୋଫିଆ-ଦେବାଶିଷ ମୁହାଁମୁହିଁ

ୱାକଫ୍ ବିଲକୁ ନେଇ ସୋଫିଆ ଦେବାଶିଷ ମୁହାଁମୁହିଁ । ସାଂସଦ ଦେବାଶିଷ ଜାଣିଶୁଣି ଭୋଟ ଦେଇନାହାନ୍ତି । ମିଛରେ କହୁଛନ୍ତି କଟକ-ବାରବାଟୀ ଲୋକଙ୍କ ପାଇଁ ଭୋଟ ଦେଇନି ।

Cuttack Politics
Sofia Targets Debashis : ୱକଫ୍ ସଂଶୋଧନ ବିଲକୁ ନେଇ କଟକ ରାଜନୀତି ସରଗରମ, ସୋଫିଆ-ଦେବାଶିଷ ମୁହାଁମୁହିଁ

ଦେବାଶିଷ ବାବୁ ବିଜେପିକୁ ସମର୍ଥନ କରିଛନ୍ତି । ଗୋଟିଏ ଭୋଟର ବି ମୂଲ୍ୟ ଥାଏ, ବିରୋଧରୁ ଗୋଟିଏ ଭୋଟ କମିଲା ମାନେ ବିଜେପିର ସଂଖ୍ୟା ଗଣିତରେ ଗୋଟିଏ ବଢିଲା । ଏହାଦ୍ୱାରା ବିଜେପିର ୱେଟେଜ୍ ବଢ଼ିଲା । ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ମୁଁ ମୋ ଦଳର ନିଷ୍ପତ୍ତି ବିରୋଧରେ ଯାଇଛି । କିନ୍ତୁ ଏହି ବିଲକୁ ମୁଁ କେବେ ବି ସମର୍ଥନ କରିନାହିଁ ।

ଏବେ ନବୀନଙ୍କ ମଉନବ୍ରତ !
Special Story: ସବୁ ଜାଣି ନବୀନ ଚୁପ୍‌, କେବେ ଖୋଲିବ ତୁଣ୍ଡ ?

ନବୀନ ବସିଛନ୍ତି ଚୁପ୍‌ । ନା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ନା ଦଳ ଭିତରେ ଶୃଙ୍ଖଳାର ପାଠ ପଢ଼ାଉଛନ୍ତି । ଫଳରେ ପଦାରେ ପଡ଼ୁଛି କନ୍ଦଳ, ମୁହଁ ଖୋଲୁଛନ୍ତି ନେତା ।

ରାଜ୍ୟ ରାଜନୀତି
Odisha Budget Session : କେମିତି ଥିଲା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ...କାହାର ହେଲା ଫାଇଦା

କଗ୍ରେଂସ ସଦସ୍ୟମାନଙ୍କ ଉପରେ ଦୃୃୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଗୃହରେ ଏକ ପ୍ରକାର ଶାନ୍ତି ଫେରିଲା । ‘ବିରିମାଡ଼ ଦେଖି କୋଳଥ ଚେପା’ ନ୍ୟାୟରେ ବିଜେଡ଼ି ସଦସ୍ୟମାନେ ଶାନ୍ତ ପଡ଼ିଗଲେ । ବୋଧହୁଏ ସେମାନେ କେଉଁଠି ନା କେଉଁଠି ଅନୁଭବ କଲେ ଯେ ସରକାରଙ୍କ ସହିତ ଆଉ ମୁକାବିଲାମୂଳକ ପରିସ୍ଥିତିର ସାମ୍ନା କରିପାରିବେ ନାହିଁ ।

BJD
Rajya Sabha Waqf Bill Controversy: ବଦ୍ରି କହିଲେ, ଖେଳ ହୋଇଛି...! କଂଗ୍ରେସ କହିଲା ଏବେ ବି ବଳବତ୍ତର ବିଜେପି-ବିଜେଡି ମେଣ୍ଟ

BJD Politics: କିଛି ଗୋଟାଏ ଖେଳ ହୋଇଥାଇପାରେ । ସେ କହିଛନ୍ତି, ୱାକଫ୍ ପ୍ରସଙ୍ଗରେ ଦଳର ନିଷ୍ପତ୍ତି ବିଷୟରେ ସଭାପତି ନବୀନ ପଟ୍ଟନାୟକ ସାଂସଦ ମୁନା ଖାନଙ୍କ ସହ ପୂର୍ବରୁ କଥା ହୋଇଥିଲେ । କିନ୍ତୁ ଦଳ ରାଜ୍ୟସଭାରେ କାହିଁକି ଗୋଟିଏ ଲାଇନରେ ଗଲାନାହିଁ । କାହିଁକି ହ୍ୱିପ୍ ଜାରି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବଦ୍ରି ପାତ୍ର । ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବଦ୍ରି ପାତ୍ର ଖୋଲାଖୋଲି କହିଛନ୍ତି ।

Odisha Assembly
Assembly: ସରିଲା ବିଧାନସଭା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ରାତି ତମାମ ଚାଲିବା ପରେ ଶେଷ ହୋଇଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଏବେବି ଚାଲୁଛି ପାଣ୍ଡିଆନ ରାଜ ?
Odisha Politics: ସୁଜାତା କାର୍ତ୍ତିକେୟନଙ୍କ VRS ପରେ, ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି

ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନଙ୍କ VRSକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ । ପିସିସି ସଭାପତି ଦେଲେ ସାଂଘାତିକ ବୟାନ । ଆଜି ବିସ୍ଫୋରକ ବୟାନ ଦେଇ ବିଜେପି-ବିଜେଡି ସଂପର୍କରେ ପ୍ରଶ୍ନବାଚୀ ଲଗାଇଛନ୍ତି ଭକ୍ତ ।

ବନ୍ଧା ହେବେ କଂଗ୍ରେସ ନେତା
ବନ୍ଧା ହେବେ କଂଗ୍ରେସ ନେତା

ଲୋୟର ପିଏମଜିରେ ହିଂସାକାଣ୍ଡ ଘଟଣା I ମିର୍ଜା ଇସଲାମ ବାଗ ଗିରଫ। ଇସଲାମ ବାଗ୍‌ ନାଁରେ ପୂର୍ବରୁ ରହିଛି ମାଳମାଳ ମାମଲା ।

chura
ଆମେ କଣ ଚୁର?

ଆମେ କଣ ଚୁର? ତାଲା ଖୋଲ ଆମେ ଭିତରକୁ ଯିବୁ। କିଏ କହିଛି ତାଲା ପକାଇବାକୁ

kadam
ଆମେ କଣ ଚୋର ଡକାୟତ?

ଆପଣ ମୋ ଗାଡିକୁ କାଇଁ ଅଟକାଉଛନ୍ତି? ମୁଁ ହାଉସ୍ କୁ ନ ଯାଇ ପାରେ, ବିଧାନସଭା ପରିସରକୁ କାଇଁ ନ ଯିବୁ? ଆମେ କଣ ଚୋର ଡକାୟତ?

ବଦଳୁଛି ରାଜନୀତିର ଚିତ୍ର
Odisha Politics : ଋତୁ ବଦଳିବା ଭଳି ବଦଳୁଛି ଓଡ଼ିଶା ରାଜନୀତିର ଚିତ୍ର...କେଉଁଠି ପରଝଡ଼ା ତ କେଉଁଠି ପତ୍ରଝଡ଼ା

କଂଗ୍ରେସର ପୁନରୁତ୍‌ଥାନ ଉଦ୍ୟମ କୌଶଳ ଆଗରେ ବିଜୁ ଜନତା ଦଳ ଏକ ପ୍ରକାର ଚକ୍‌ମା ଖାଇଯାଇଛି । ଯେବେ ଠାରୁ ଭକ୍ତ ଚରଣ ଦାସ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱ ନେଇଛନ୍ତି, ସେବେ ଠାରୁ ଦଳ ବଳ ଗୋଟାଇବା ଆରମ୍ଭ କରିଛି । ଯାହା ଜଣାପଡୁଛି, ଭକ୍ତ ବର୍ତ୍ତମାନ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ରହିଛନ୍ତି – ତାହା ହେଲା କଂଗ୍ରେସକୁ ଜନସାଧାରଣଙ୍କ ଧାରଣାରେ ଏକ ନିରୋଳା ତଥା ଖାଣ୍ଟି ବିରୋଧୀ ଦଳ ତଥା ବିଜେପିର ବିକଳ୍ପ ଭାବରେ ଉପସ୍ଥାପିତ କରିବା ।

congress
Congress Protest: ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ: ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ

ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ପୋଲିସ ଆଡ଼କୁ ଢେଲାପଥର-ଅଣ୍ଡା ଟମାଟୋ ବର୍ଷା କରିବା ସାଙ୍ଗକୁ ଗାଡ଼ିରେ ବି ନିଆଁ ଲଗେଇଲେ। ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ ଆଜି ପୁଣି ଉଗ୍ର ଓ ହିଂସ୍ର ହୋଇଛି କଂଗ୍ରେସ ବିକ୍ଷୋଭ। ଫଳରେ 15 ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଏମିତିକି କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ ମଧ୍ୟ ଆହତ ହୋଇଛନ୍ତି।

‘ପୋଲିସ୍‌  ଗାଡ଼ି ପୋଡ଼ିବାକୁ ଉଦ୍ୟମ’
Congress Protest: ଲୋୟର PMGରେ କଂଗ୍ରେସର ଆନ୍ଦୋଳନ, ପୋଲିସ୍‌ ଗାଡ଼ି ପୋଡ଼ିବାକୁ କରିଥିଲେ ଉଦ୍ୟମ

ପୋଲିସ୍‌ ଗାଡ଼ି ପୋଡ଼ିବାକୁ କିଏ ଉଦ୍ୟମ କରିଥିଲେ ସେନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ଏହାସହ ଆନ୍ଦୋଳନସ୍ଥଳର ସିସିଟିଭି ଯାଞ୍ଚ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଡିସିପି ଜଗମୋହନ ମୀନା ।

ଭକ୍ତ, ମୋକିମଙ୍କୁ ଉଠାଇ ନେଲା ପୋଲିସ୍
Congress Protest: ରଣକ୍ଷେତ୍ର ପାଲଟିଲା ଗାନ୍ଧିମାର୍ଗ, ଭକ୍ତ-ତାରା-ମୋକିମଙ୍କୁ ଉଠାଇ ନେଲା ପୋଲିସ

ପୋଲିସ ଆନ୍ଦୋଳନର ନେତୃତ୍ବ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଛି ।

Congress Protest Intensifies
Congress Protest Intensifies: କଂଗ୍ରେସ କର୍ମୀଙ୍କ ଭୟଙ୍କର କାଣ୍ତ; ଫାଟିଲା ଗଣମାଧ୍ୟମ ପ୍ରତିନିଧିଙ୍କର ମୁଣ୍ତ...

ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କ ମୁଣ୍ତ ଫାଟି ଯାଇଛି । ଖବର ସଂଗ୍ରହ କରୁଥିବା ସମୟରେ କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କର ମୁଣ୍ତ ଫାଟିଥିବା ସୂଚନା ।

ଟେକା, ପଥର ମାଡ଼
Congress Protest: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

ବ୍ୟାରିକେଡ୍‌ ଭାଙ୍ଗିବା ପରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଟିୟର ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଥିଲା।

BJP President Targets Congress
BJP President Targets Congress: ‘କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ, ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି’

ଆଜି ପ୍ରେସମିଟ୍ କରି ବିରୋଧୀଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କିଛିଦିନ ହେଲା ବିଧାନସଭାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାର ଅପଚେଷ୍ଟା କରାଯାଇଛି। ଏମିତି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ।