• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd

BJDକୁ ଧୋଇଲେ ରାଜା
ବିଜେଡି ନେତା ଓ ନେତୃତ୍ବକୁ ରଣେନ୍ଦ୍ରଙ୍କ ଟାର୍ଗେଟ

ବିଜୁ ବାବୁଙ୍କ ଅସ୍ତିତ୍ବ ଥିଲା SC, ST, OBCଙ୍କ ଭିତରେ ଚାହିଦା । ସେ ଚାହିଦାକୁ ଯେଉଁମାନେ ଅଗଲ ବଗଲ କରିଛନ୍ତି ତାଙ୍କୁ ସିଧା କରିବାକୁ ବିଜେଡି ନେତୃମଣ୍ଡଳୀଙ୍କୁ ଆହ୍ବାନ ଦେଇଛନ୍ତି ରଣେନ୍ଦ୍ର । 

BJD Stages Protest Demanding 27% OBC Reservation Outside Raj Bhavan
OBCଙ୍କୁ ୨୭% ସଂରକ୍ଷଣ ଦାବିକୁ ନେଇ BJDର ଆନ୍ଦୋଳନ

OBCଙ୍କୁ ୨୭% ସଂରକ୍ଷଣ ଦାବିକୁ ନେଇ BJDର ଆନ୍ଦୋଳନ। ରାଜଭବନ ସମ୍ମୁଖରେ BJDର ଆନ୍ଦୋଳନ । ପଛୁଆବର୍ଗଙ୍କୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ

Chit Fund Scam Odisha
Chit Fund Scam Odisha: ବିଜେପି ସଭାପତିଙ୍କ ମନ୍ତବ୍ୟ, ତେଜିଲା ରାଜନୀତି; ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଆଉ ମିଳିବନି କି ସେମାନଙ୍କ ଟଙ୍କା ?

ରାଜ୍ୟର ଲକ୍ଷ ଲକ୍ଷ ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଆଉ ମିଳିବନି କି ସେମାନଙ୍କ ଟଙ୍କା ? କଣ ନ୍ୟାୟ ପାଇବେନି କି ଓଡ଼ିଶାର ସବୁଠୁ ବଡ଼ ଆର୍ଥିକ ଠକେଇର କ୍ଷତିଗ୍ରସ୍ତ ? ବହୁ ଚର୍ଚ୍ଚିତ ଚିଟଫଣ୍ଡ୍ ମହାଘୋଟାଲାକୁ ୟା ଭିତରେ ବିତିଗଲାଣି ଦଶନ୍ଧିରୁ ଅଧିକ ସମୟ।

Political Meet Photo Goes Viral
Political Meet Photo Goes Viral: ବିଜେପିରେ ମିଶିଯିବ କି ବିଜେଡି, କାହିଁକି ଏ ମେଳି ?

ବିଜେଡି ଓ ବିଜେପି ନେତାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି ।

Odisha Politics
Odisha Politics: ଚର୍ଚ୍ଚାରେ ବିଜେଡି-ବିଜେପି ନେତାଙ୍କ 'ବନ୍ଧୁ ମିଳନ'

ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ରହିଛି ସମସ୍ତଙ୍କ ମୁହଁରେ ଭରା ହସ । ବିଜେଡି ବିଜେପି ନେତାଙ୍କ ଏଇ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି ।

u turn
Retirement Policy Change in Odisha: ରିଟାୟାର୍ଡ ଅଫିସରଙ୍କୁ ପୁନଃ ନିଯୁକ୍ତି ନୀତିରେ ସରକାରଙ୍କ ୟୁ-ଟର୍ଣ୍ଣ, ବିଜ୍ଞପ୍ତି ପରେ ଘେରିଲେ ବିରୋଧୀ

ବଦଳିଲା ରାଜ୍ୟ ସରକାରଙ୍କ ନୀତି। ଅବସର ପରେ ବି OAS ଅଧିକାରୀଙ୍କୁ ଦିଆଯିବ ଚୁକ୍ତି ଭିତ୍ତିକ ପୁନଃ ନିଯୁକ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ରିଟାର୍ଡ ଓଏଏସ୍ ଅଧିକାରୀଙ୍କଠାରୁ ଆବେଦନ ଆହ୍ବାନ କରିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଜବାବରେ ବିଜେପି କହିଛି, ପୂର୍ବ ବିଜେଡି ସରକାର ଅମଳରେ ବହୁ ସରକାରୀ ପଦବି ଖାଲି ପଡ଼ିଥିବାରୁ ତାକୁ ସଜାଡ଼ିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

sashi
BJD Internal Discord: ବିଜେଡିରେ ଅବହେଳିତ ବରିଷ୍ଠ, ଶଶୀଭୂଷଣ ଆଣିଲେ ସଙ୍ଗୀନ ଅଭିଯୋଗ

ବିଜେଡିରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ ବେହେରା। ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡ଼ା, କିନ୍ତୁ ତାଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି। ଫଳରେ ଗତ ବିଧାନସଭା ନିର୍ବାଚନରେ ଫଳ ଭୋଗିଲା ବିଜେଡି ବୋଲି ଶଶିଭୂଷଣ ବେହେରା କହିଛନ୍ତି।

କଂଗ୍ରେସ ଆଡକୁ ଢଳୁଛନ୍ତି କି ଭୂପିନ୍ଦର ?
BJD's Internal Conflicts: ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ; କହିଲେ, ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା ବିଜେଡି

ମୁନା ଖାନ୍‌ଙ୍କ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଭୂପିନ୍ଦର ସିଂ । ସେ କହିଛନ୍ତି, ମୁନା ଖାନ୍ ନିଜ ପଦକୁ ନେଇ ଖୁସିନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଅନେକ ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖେ ଖବର ଅଛି ।

ପଲିଟିକାଲ ଆଫେୟାର୍ସ କମିଟି
BJD Political Affairs Committee: ରାଜନୈତିକ ବ୍ୟାପାର କମିଟିରେ ପ୍ୟାରୀ, ନବୀନ ଓ ପାଣ୍ଡିଆନଙ୍କ ଅନୁଗତ, ବରିଷ୍ଠ ଉଭାନ୍

ରାଜନୈତିକ ବ୍ୟାପାର କମିଟି ସଦସ୍ୟମାନଙ୍କ ନାମକୁ ଦେଖିଲେ ଏଥିରେ ଗୋଟିଏ କଥା ଦେଖାଯାଏ । ତାହା ହେଲା ‘ପି’ ବା ‘ପ’ ଫ୍ୟାକ୍ଟରର ପ୍ରଭାବ । କ’ଣ ଏହି ‘ପି’ ବା ‘ପ’ ଫ୍ୟାକ୍ଟର? ନବୀନଙ୍କର ଡାକ ନାମ ପପୁ ।

BJD Senior Leader Mahesh Sahu Speaks Out on Party Organisation Functioning
କେମିତି ଚାଲିଛି ବିଜୁ ଜନତା ଦଳର ବିଭିନ୍ନ ସଂଗଠନ

ବିଜୁ ଜନତା ଦଳର ବିଭିନ୍ନ ସଂଗଠନ କେମିତି ଚାଲିଛି। ମୁହଁ ଖୋଲିଲେ ବରିଷ୍ଠ ବିଜେଡ଼ି ନେତା ମହେଶ ସାହୁ !

ନୂଆ ତାଲିକାରେ ପାଣ୍ଡିଆନ ଛାପ
Political Crisis in Odisha: ମିଳେଇଗଲା ପାଣ୍ଡିଆନ ବିରୋଧୀ ନାରା...ଅବସ୍ଥା ଯଥା ପୂର୍ବଂ ତଥା ପରଂ

ଏବେ ଦଳର ନୂଆ ସାଂଗଠନିକ ତାଲିକାରେ ପାଣ୍ଡିଆନଙ୍କ ଛାପ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ପ୍ରତିଷ୍ଠାରୁ ଯେଉଁ ବରିଷ୍ଠ ନେତାମାନେ ଦଳରେ ରହିଛନ୍ତି, ଦଳର କ୍ରାଇସିସ ବେଳେ ଠିଆ ହୋଇଛନ୍ତି, ଦଳୀୟ ବ୍ୟାପାରରେ ସେମାନେ ମୁଣ୍ଡ ପୁରାଇ ପାରିବେ ନାହିଁ ।

BJD Leader Muna Khan Resigns
BJD Leader Muna Khan Resigns: ନବୀନ ନିବାସରେ ମୁନା ଖାନ୍; BJD ସଂଖ୍ୟାଲଘୁ ସେଲ୍‌ରୁ ଇସ୍ତଫା ଦେଇଥିବା ଚର୍ଚ୍ଚା !

ନବୀନଙ୍କ ଘନିଷ୍ଠ ଥିଲେ ମୁନ୍ନା। ୱାକଅଫ୍‌ ବିଲ୍‌ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ବେଶ ଚର୍ଚ୍ଚାକୁ ଆସିଥିଲେ ମୁନ୍ନା। ଏପରିକି ଯେଉଁ ବିଜେଡି ସାଂସଦମାନେ ୱାକଅଫ୍‌କୁ ସମର୍ଥନ କରିଥିଲେ, ନୀବନ ନିବାସ ଆସି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ପାଣ୍ଡିଆନ ମାର୍କା ନେତାଙ୍କୁ ଗୁରୁତ୍ୱ
ସମାଲୋଚନାରେ ମୁଖର ନେତାଙ୍କ ପକ୍ଷଛେଦନ

କାହା ଗୁଡ୍ ବୁକ୍ ? ଗୁଡ୍ ବୁକ୍‌ରେ ରହିବାର ମାପ ଦଣ୍ଡ କ’ଣ ? କାହାକୁ ଇଙ୍ଗିତ କଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ? ୨୫ ବର୍ଷ ପରେ ବିଜେଡି ପଲିଟିକାଲ ଆଫେୟାର୍ସ କମିଟି ବା ପିଏସି ଗଢିଛି ।

ପାଣ୍ଡିଆନ ମାର୍କା ନେତାଙ୍କୁ ଗୁରୁତ୍ୱ
BJD Political Affairs Committee Formation: ସମାଲୋଚନାରେ ମୁଖର ନେତାଙ୍କ ପକ୍ଷଛେଦନ, ପାଣ୍ଡିଆନ୍ ମାର୍କା ନେତାଙ୍କୁ ପ୍ରାଧାନ୍ୟ

କାହା ଗୁଡ୍ ବୁକ୍ ? ଗୁଡ୍ ବୁକ୍‌ରେ ରହିବାର ମାପ ଦଣ୍ଡ କ’ଣ ? କାହାକୁ ଇଙ୍ଗିତ କଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ? ୨୫ ବର୍ଷ ପରେ ବିଜେଡି ପଲିଟିକାଲ ଆଫେୟାର୍ସ କମିଟି ବା ପିଏସି ଗଢିଛି ।

Special Story: Naveen Patnaik Reshapes BJD: Loyalists Elevated, Dissenters Sidelined
ଯିଏ ପାଟି ଖୋଲିଥିଲେ, ତାଙ୍କ ପାଇଁ ନାହିଁ ବଡ଼ ପଦବୀ

ନବୀନଙ୍କ ଗୋଚ୍ଛି କଟା ପଲିଟିକ୍ସ । ଯିଏ ପାଟି ଖୋଲିଥିଲେ, ତାଙ୍କ ପାଇଁ ନାହିଁ ବଡ଼ ପଦବୀ । ଯିଏ ଚୁପ୍‌ ତାଙ୍କୁ ଦଳରେ ମିଳିଲା ଗୁରତ୍ୱ । ମୁହଁ ଖୋଲୁଥିବା ବାପାଙ୍କ ପାଇଁ ପୁଅ ପଡ଼ିଲେ ବଳି । ଆଉ କିଏ ନିଜ ପାଇଁ ପାଟି ଖୋଲି ନବୀନଙ୍କ ଗୁଡବୁକ୍‌ରେ ହଟାଇଲେ ନାଁ । ନିଜର ପକାନ୍ତୁ ଏ ସବୁ ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକାକୁ । କେଉଁଥିରେ ୧୦ଜଣ, କେଉଁଥିରେ ୧୫ ଜଣ ଏବଂ ଆଉ ପୁଣି କେଉଁ ତାଲିକାରେ ରହିଛି ୭୧ ବରିଷ୍ଠ ଓ କନିଷ୍ଠ ନେତାଙ୍କ ନାଁ ।

Naveens New Team
ନବୀନ ଘୋଷଣା କଲେ ଟିମ୍

ସଭାପତି ଭାବେ ନିର୍ବାଚିତ ହେବାର ପ୍ରାୟ 15 ଦିନ ପରେ ଆଜି ନିଜ ଟିମ ଗଢିଛନ୍ତି ନବୀନ । ଗଢିଲେ ପଲିଟିକାଲ୍ ଆଫାୟାର୍ସ କମିଟି । ଅସନ୍ତୁଷ୍ଟ ବରିଷ୍ଠଙ୍କୁ କଲେ ଥଇଥାନ । ସଂଗଠନ ସଂପାଦକ ପଦବୀ ଉଚ୍ଛେଦ କରି ବିଦ୍ରୋହୀଙ୍କ ମନ ଜିଣିବାକୁ ପ୍ରୟାସ ।

BJD
BJD Organizational Restructuring Responsibilities: ବିଜେଡିକୁ ପୁଣି ଫେରିଲା ରାଜନୈତିକ ବ୍ୟାପାର କମିଟି, ନିଜେ ଦଳ ସଭାପତି ଅଧ୍ୟକ୍ଷ

ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

BJP, BJD, and Congress in Odisha Struggle to Form State Committees Amid Leadership Vacuums
କିଏ ମଙ୍ଗୁଆଳ ଖୋଜୁଛି ତ ଆଉ କାହାର ଛାମୁଆ ସଂଗଠନ ହୋଇପାରୁନି

କିଏ ମଙ୍ଗୁଆଳ ଖୋଜୁଛି ତ ଆଉ କାହାର ଛାମୁଆ ସଂଗଠନ ହୋଇପାରୁନି। ବିଜେପି, ବିଜେଡି ଓ କଂଗ୍ରେସର ରାଜ୍ୟରେ ଏବେ ଏଭଳି ସ୍ଥିତି। ସବୁଠାରୁ ଚର୍ଚ୍ଚାରେ ବିଜୁ ଜନତା ଦଳ। ଏପ୍ରିଲ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ବିଜେଡି, ନିର୍ବାଚନ କମିଶନଙ୍କ ଠାରୁ ସମୟରେ ମାଗିଥିଲା। କିନ୍ତୁ ଡେଡ୍ ଲାଇନ୍ ସରିଥିଲେ ବି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇପାରୁ ନାହିଁ। ଯେଉଥିପାଇଁ ଗୋଷ୍ଠୀ କନ୍ଦଳ ଆହୁରି ତେଜୁଛି। ଓଡ଼ିଶା କଂଗ୍ରେସରେ ବି କମିଟି ଅଙ୍କ ଛିଡି ପାରୁନଥିବା ବେଳେ ରାଜ୍ୟ ବିଜେପିର ନୂଆ ସଭାପତି ମଧ୍ୟ ଏଯାଏଁ ଚୟନ ହୋଇପାରିନି।

BJP BJD Congress in Odisha Struggle to Form State Committees
BJD Faces Internal Jitters: ଅକଳରେ ବିଜେଡି; ସରିଲାଣି ଡେଡଲାଇନ୍, ଘୋଷଣା ହୋଇପାରୁନି କାର୍ଯ୍ୟକାରଣୀ... 

ବିଜେଡି ସଭାପତି ନିର୍ବାଚନ ସରିଲା। ହେଲେ ଏଯାଏ ଘୋଷଣା ହୋଇପାରିଲାନି ରାଜ୍ୟ କାର୍ଯ୍ୟକାରିଣୀ। ବଢୁଛି ଅସନ୍ତୋଷ, ବଢୁଛି କନ୍ଦଳ !

mohan
Bjp Govt one Year: ମାସକ ପରେ ମୋହନ ସରକାରର ପ୍ରଥମ ବର୍ଷ ପୂରାଣି, ଅକଳରେ ପକାଇଛି ବିଜେଡି ଉପରେ ନୋ-ଆକ୍ସନ ନୀତି

ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ଏବଂ ବିଭାଗମାନଙ୍କୁ ବାର୍ଷିକ ରିପୋର୍ଟ ତିଆରି କରିବାକୁ ନିର୍ଦ୍ଦେଶ। ସରକାରଙ୍କ ସଫଳତାର ଦସ୍ତାବିଜ ପ୍ରସ୍ତୁତ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ କମିଟି। ଗ୍ରାଉଣ୍ଡ ଜିରୋକୁ ଯାଇ ରଖାଯିବ ରିପୋର୍ଟ କାର୍ଡ। କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର?

ଜାତିଭିତ୍ତିକ ଜନଗଣନା
Caste-Based Census : ଜାତିଭିତ୍ତିକ ଜନଗଣନା...ଶ୍ରେୟ ନେବାକୁ ଚାଲିଛି ରାଜନୈତିକ ଟଣାଓଟରା

ଜାତିଭିତ୍ତିକ ଜନଗଣନା ଦାବି ଓଡ଼ିଶାରେ ନୂଆ ନୁହେଁ । ବହୁ ଦିନର ଏହି ଦାବି ହୋଇଆସୁଥିଲା । ଏହାର କାରଣ ଥିଲା ବି ବେଶ୍ ସ୍ପଷ୍ଟ । ରାଜ୍ୟର ୫୦ ପ୍ରତିଶତରୁ ଉର୍ଦ୍ଧ ଲୋକ ହେଉଛନ୍ତି ପଛୁଆ ବର୍ଗ ଯାହାକୁ ସାଧାରଣ ଭାବେ ‘ଅଦର ବ୍ୟାକ୍‌ୱାର୍ଡ କ୍ଲାସ’ (ଓବିସି) ବୋଲି ଆମେ କହୁଛୁ । ହେଲେ ଏହି ଓବିସିମାନଙ୍କୁ ସରକାରୀ ପଦରେ ନିଯୁକ୍ତି ଓ ଉଚ୍ଚଶିକ୍ଷାରେ ଧାର୍ଯ୍ୟ ୨୭ ପ୍ରତିଶତ ସଂରକ୍ଷଣ ଦଶନ୍ଧି ଦଶନ୍ଧି ଧରି ମିଳୁନାହିଁ ।

cast
Caste Census India 2025: ଜାତିଗତ ଜନଗଣନା ପାଇଁ ତେଜିଲା କ୍ରେଡିଟ୍ ପଲିଟିକ୍ସ

ଜାତିଗତ ଜନଗଣନା ପଛରେ ଶ୍ରେୟ କାହାର? ଏଥିପାଇଁ ବିରୋଧୀ ନିଜକୁ ନିଜେ ଶ୍ରେୟ ନେଉଥିବା ବେଳେ ତେଜିଛି ରାଜନୀତି। ଓଡ଼ିଶାରେ ବିଜେଡି ଓ କଂଗ୍ରେସ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ଏହାର ମୋଡାଲିଟିଜ୍ ବା ମାନଦଣ୍ଡ କିପରି ରହୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

Biju Janata Dal
Caste-Based Census in India: ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତି ପରେ ବିଜେଡି ନେତା ଏମିତି କହିଲେ...

ଶାସନରେ ଥିବା ବେଳେ କେନ୍ଦ୍ରୀୟ ଯୋଜନାକୁ ନିଜର କହି ପଲିଟିକାଲ ମାଇଲେଜ ନେଉଥିଲା ବିଜେଡି । ଏବେ ବିରୋଧୀ ଦଳ ଆସନରେ ବସିବା ପରେ ମଧ୍ୟ ସମାନ ତରିକା ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି ।

BJD’s Snehangini Chhuria Criticizes BJP Over Law and Order Crisis in Odisha
'ଡବଲ୍ ଇଂଜିନ୍ ଅଚଳ'

'ବିଜେପି ସରକାର ଆସିବାର 10 ମାସ ଭିତରେ ରାଜଧାନୀ ସମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି।ପ୍ରତିଦିନ ମହିଳା, ନାବାଳିକାଙ୍କୁ ଧର୍ଷଣ ଓ ହତ୍ୟା କରାଯାଉଛି। ଗଞ୍ଜାମରେ ଚାରି ବର୍ଷ ଝିଅ ସହ ବି ଏପରି ହୋଇଛି। ଡବଲ୍ ଇଂଜିନ୍ ଅଚଳ।' -ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ନେତ୍ରୀ

ଲକ୍ଷେ କୋଟିର ଶିଳ୍ପ ଆସୁଛି ।
CM Mohan Charan Majhi Big Announcement: ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି, 'ଫାଇଭ୍-ଟି ସ୍କୁଲ ଏକ ପ୍ରହସନ ଥିଲା । ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରି ଡିଜିଟାଲ୍ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା । ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉନ୍ନତ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ ।'