• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ଭାରତରେ ଜନଗଣନା
How India Conducts Census: ଭାରତରେ କିପରି ହୁଏ ଜନଗଣନା ? ୨୦୧୧ ତୁଳନାରେ ୨୦୨୭ରେ କ’ଣ ହେବ ଭିନ୍ନ...

୨୦୧୧ରେ ଦେଶରେ ଶେଷଥର ପାଇଁ ଜନଗଣନା ଅନୁଷ୍ଠିତ ହୋଇଥିଲା । ଭାରତରେ ପ୍ରତି ୧୦ ବର୍ଷକୁ ଥରେ ଜନଗଣନା କରାଯାଏ । ସାରା ଦେଶରେ ଜନଗଣନା ଶେଷ କରିବାକୁ ପ୍ରାୟ ୨୧ ମାସ ସମୟ ଲାଗିବ। ଜନଗଣନାରେ ସାରା ଦେଶର ଜନସଂଖ୍ୟା ସମେତ ଅନ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ । ଏହି କାର୍ଯ୍ୟରେ ଲକ୍ଷ ଲକ୍ଷ କର୍ମଚାରୀ ନିୟୋଜିତ ହେବେ ।

Air India
Air India Flight : ଏୟାର ଇଣ୍ଡିଆକୁ ପଡିଛି କି ଶନିଦଶା ? କାହିଁକି ବାରମ୍ୱାର ଘଟୁଛି ଏମିତି ?

ପୁଣି ଅହମଦାବାଦ ବିମାନବନ୍ଦରରେ ଘଟିଲା ଏମିତି । ଲଣ୍ଡନ ଯାଇପାରିଲାନି ଏୟାର ଇଣ୍ଡିଆ ବିମାନ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ । ସବୁ ରେଡି ଥିଲା କିନ୍ତୁ ଯାଇପାରିଲାନି ।

Miseriest King
Miseriest King: ୩୫ବର୍ଷ ଧରି ପିନ୍ଧିଥିଲେ ଗେ।ଟିଏ ଟେ।ପି, ଲୁଗାପଟାରେ ଦେଉନଥିଲେ ଆଇରନ୍

ରାଜାଙ୍କ ପାଖରେ ୧୮୫ କ୍ୟାରେଟର ଜାକବ ହୀରା ଥିଲା ଯାହାକୁ ସେ ପେପର ୱେଟ ଭାବେ ବ୍ୟବହାର କରୁଥିଲେ । ଯାହାର ମୂଲ୍ୟ ଥିଲା ୧୩୫୦ କେ।ଟି ଟଙ୍କା ।

Thug Life
Supreme Court On Thug Life: ଫିଲ୍ମ ରିଲିଜ୍ ହେବାକୁ କେହି ଅଟକାଇପାରିବେ ନାହିଁ, ଲୋକ ଦେଖିବେ ନଦେଖିବେ ସେମାନଙ୍କ ଇଚ୍ଛା

ସୁପ୍ରିମକୋର୍ଟ କହିଛନ୍ତି, କିଛି ଆନ୍ଦୋଳନକାରୀଙ୍କ ଧମକରେ ଆଇନକୁ ପଣବନ୍ଦୀ କରି ରଖାଯାଇପାରିବ ନାହିଁ । ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି, ଥିଏଟରରେ କଣ ରିଲିଜ୍ ହେବ, ତାହା ଗୁଣ୍ଡା ଗୋଷ୍ଠୀଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇପାରିବ ନାହିଁ । ଯଦି କେହି କିଛି ମନ୍ତବ୍ୟ ରଖିଛନ୍ତି, ତାହାକୁ ଆଉ ଏକ ମନ୍ତବ୍ୟ ଜରିଆରେ କାଉଣ୍ଟର କର । ଆମେ ଥିଏଟର ଜାଳିଦେବୁ ବୋଲି କହିପାରିବ ନାହିଁ ।

merge with India
Merge With India: ଖଣ୍ଡ ଖଣ୍ଡ ହେ।ଇଯିବ ପାକିସ୍ତାନ ! ଆରଏସଏସ ନେତାଙ୍କ ବଡ଼ ବୟାନ

ସିନ୍ଧ, ବଲୁଚିସ୍ତାନ, ପଖତୁନିସ୍ତାନ ଓ ଗିଲଗିଟ ବାଲ୍ଟିସ୍ତାନ ଭଳି ଅଞ୍ଚଳ ଯାହା ବର୍ତ୍ତମାନ ପାକ୍ ନିୟନ୍ତ୍ରଣରେ ରହିଛି ଓ ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନ ବିରେ।ଧରେ ବିଦ୍ରେ।ହ କରିପାରନ୍ତି । ନିଜର ସ୍ବାଧିନତା କିମ୍ବା ଭାରତ ସହ ମିଶିବା ନେଇ ଦାବି କରିପାରନ୍ତି ।

MEA sets up 24×7 control room
Advisory for Indian Nationals: ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ:୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଗଠନ କଲା ବୈଦେଶିକ ମନ୍ତ୍ରାଳୟ

ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବା ବେଳେ ଇରାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଡ୍‌ଭାଇଜରି ଜାରି କରିବା ସହ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

Emergency Landing
Bomb Threat: ମଝି ଆକାଶରେ ଇଣ୍ଡିଗୋ ବିମାନକୁ ବୋମା ଧମକ, ନାଗପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ

ଗୋଟିଏ ପରେ ଗୋଟିଏ ବିମାନକୁ ମିଳୁଛି ବୋମା ଧମକ । କିଛି ଦିନ ତଳେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଥିବାବେଳେ ଆଜି ଇଣ୍ଡିଗୋ ବିମାନକୁ ବୋମା ଧମକକୁ ମିଳିଛି । ଫଳରେ ନାଗପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି ।

army
ସେନା ପୋଷାକରେ ସ୍ବାମୀଙ୍କୁ ଶେଷ ବିଦାୟ

ସେନା_ପୋଷାକରେ_ସ୍ବାମୀଙ୍କୁ_ଶେଷ_ବିଦାୟ କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମୃତ ପାଇଲଟଙ୍କୁ ସେନାରେ କାର୍ଯ୍ୟରତ ପତ୍ନୀଙ୍କ ଅଶ୍ରୁଳ ବିଦାୟ। ସେନା ପୋଷାକରେ ସ୍ବାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଜବୀର ସିଂ ଚୌହ୍ବାନଙ୍କ ଫଟୋ ଧରି ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ପତ୍ନୀ। ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ କୋହ ସମ୍ଭାଳି ପାରି ନଥିଲେ ସେନାରେ କାର୍ଯ୍ୟରତ ପତ୍ନୀ ଲେଫ୍ଟେନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ବାନ।

  • Tuesday, 17 June 2025
Last Rites
Pilot Rajveer Singh’s Funeral: ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ପତ୍ନୀ, ଫଟୋ ଧରି ପଦଯାତ୍ରା କଲେ କର୍ଣ୍ଣେଲ ଦୀପିକା

ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ପତ୍ନୀ ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ । ଆଖିରେ ଲୁହ ବୋଲ ମାନୁନଥିଲେ ବି ଧୈର୍ଯ୍ୟହରା ନହୋଇ ସ୍ୱାମୀଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । କାରଣ ସ୍ୱାମୀ ଆଉ ଫେରିବେନି । ଦୀପିକାଙ୍କ କାନ୍ଧରେ ଏବେ ଦୁଇ ସନ୍ତାନଙ୍କ ସହ ପରିବାରର ବୋଝ । ସେପଟେ ଅନ୍ତିମ ଶୋଭାଯାତ୍ରାବେଳେ 'ରାଜବୀର ସିଂ ଅମର ରହେଗା...ବନ୍ଦେ ମାତରମ' ଧ୍ୱନିରେ କମ୍ପି ଉଠିଛି ଚତୁର୍ଦ୍ଦିଗ ।

Chopper Crash
Helicopter Crash: କେତେ ସୁରକ୍ଷିତ ହେଲିକପ୍ଟର ଯାତ୍ରା ? 'ଉଡ଼ନ୍ତା କଫିନ୍' କହିଲେ ଯାତ୍ରୀ

କେଦାରନାଥରେ ବାରମ୍ବାର ହେଉଛି ହେଲିକପ୍ଟର ଦୁର୍ଘଟଣା । ଏଠାରେ କେତେ ସୁରକ୍ଷିତ ହେଲିକପ୍ଟର ଯାତ୍ରା ? ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି ତ ? ଗୌରୀକୁଣ୍ଡରେ ହେଲିକପ୍ଟର କ୍ରାସ୍ ପରେ ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ପ୍ରତ୍ୟକ୍ଷ ଦର୍ଶୀ ବଖାଣିଛନ୍ତି ଅନୁଭୂତି ।

flight
ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

#ଯାନ୍ତ୍ରିକ_ତ୍ରୁଟି, #ଅଟକିଲା_ବିମାନ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି। ଏଥି ଯୋଗୁଁ କୋଲକାତାରେ ବିମାନର ଜରୁରୀ ଅବତରଣ କରିଛି। ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିଲା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ କୋଲକାତାରେ ଓହ୍ଲାଇଥିବା ସୂଚନା।

  • Tuesday, 17 June 2025
Special Story: He Married Her After Death | Heartbreaking Love Story From Uttar Pradesh
ମଲା ପ୍ରେମିକା ମୁଣ୍ଡରେ ସିନ୍ଦୂର

ମଲା_ପ୍ରେମିକା_ମୁଣ୍ଡରେ_ସିନ୍ଦୂର ଚାରିଆଡେ ରୁଣ୍ଡ ହୋଇଛନ୍ତି ଲୋକେ। ମନ୍ତ୍ର ପଢ଼ୁଛନ୍ତି ପଣ୍ଡିତ। ହାତରେ ସିନ୍ଦୂର ଆଉ ମଙ୍ଗଳ ସୂତ୍ର ଧରି ଠିଆ ହୋଇଛି ପ୍ରେମିକ। କୋକେଇରେ ଶୋଇଛି ପ୍ରେମିକା। ମନ୍ତ୍ର ଉଚ୍ଚାରଣ ଓ କାନ୍ଦ ବୋବାଳି ଭିତରେ ପ୍ରେମିକା ମଥାରେ ସିନ୍ଦୁର ଦେଉଛି ପ୍ରେମିକ। ଖାଲି ସେତିକି ନୁହେଁ ହଳିଦୀ ଲଗାଉଛି, ମୃତଦେହ ଚାରିପଟେ ସାତ ଫେରା ବି ନେଉଛି।

  • Tuesday, 17 June 2025
Air India
Emergency Landing: ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, କୋଲକାତାରେ ଏମରଜେନ୍ସି ଲ୍ୟାଣ୍ଡିଂ

କୋଲକାତାରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ବାମ ପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିଥିଲା । ବିମାନ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ହୋଇଥିବା ପାଇଲଟ କହିଛନ୍ତି ।

Black Box Decoding Begins in Ahmedabad Plane Crash; 120 Victims Identified via DNA
ବ୍ଲାକବକ୍ସ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ

ବ୍ଲାକବକ୍ସ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ। ବିମାନର ଦ୍ୱିତୀୟ ବ୍ଲାକ ବକ୍ସ ମିଳିଥିବା ବେଳେ ସେଥିରେ ରହିଛି କକପିଟ୍ ଭଏସ୍ ରେକର୍ଡ । ଏହାକୁ ଡିକୋଡ୍ କରାଯାଉଛି । ସେପଟେ DNA ଟେଷ୍ଟରେ ଏଯାଏ ୧୨୦ ମୃତଦେହ ଚିହ୍ନଟ ହୋଇସାରିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଜଳନ୍ତା ବିମାନରୁ ଜଣେ ମାତ୍ର ଜୀବିତ ଯାତ୍ରୀ ବିଶ୍ୱାସ କୁମାର ବାହାରି ଆସୁଥିବା ବେଳର ଭିଡିଓ । 

Iskcon
Iskcon Disrespecting Jagganath: ହିନ୍ଦୁଙ୍କ ଧର୍ମୀୟ ଭାବନା ସହ ଖେଳୁଛି ଇସ୍କନ, ରଥଯାତ୍ରା ପରେ ଏବେ ଅଦିନିଆ ସ୍ନାନଯାତ୍ରା

ଆଗେ ଅଦିନିଆ ରଥଯାତ୍ରା କରୁଥିଲା ଏବେ ସ୍ନାନଯାତ୍ରା ବି ତିଥି ବାହାରେ ଆୟୋଜନ କଲାଣି ଇସ୍କନ। ଯାହାକୁ ନେଇ ପୁଣି କ୍ଷୁବ୍ଧ ଗଜପତି ମହାରାଜା। ଏଥିରୁ ବିରତ ରହିବାକୁ ପୁଣି ମାୟାପୁର ଇସ୍କନ କର୍ତ୍ତୃପକ୍ଷଙ୍କୁ ଗତକାଲି ଲେଖିଛନ୍ତି କଡ଼ା ଚିଠି।

flight
Black Box Revealation: ବ୍ଲାକ ବକ୍ସ ଖୋଲିବ ଦୁର୍ଘଟଣାର କାରଣ, DNA ଟେଷ୍ଟରୁ ମିଳିଲାଣି ୧୨୦ ଯାତ୍ରୀଙ୍କ ପରିଚୟ

ବ୍ଲାକବକ୍ସ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ। ବିମାନର ଦ୍ବିତୀୟ ବ୍ଲାକ ବକ୍ସ ମିଳିଥିବା ବେଳେ ସେଥିରେ ରହିଛି କକପିଟ୍ ଭଏସ୍ ରେକର୍ଡ। ଏହାକୁ ଡିକୋଡ୍ କରାଯାଉଛି। ସେପଟେ DNA ଟେଷ୍ଟରେ ଏଯାଏ ୧୨୦ ମୃତଦେହ ଚିହ୍ନଟ ହୋଇସାରିଛି।

modi
PM Modi Honoured: ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ପରୋକ୍ଷରେ ତୁର୍କୀକୁ ଦେଲେ ଚେତାବନୀ

ଏହି ସମ୍ମାନ ପାଇଁ ସାଇପ୍ରସ ରାଷ୍ଟ୍ରପତି, ସାଇପ୍ରସ ସରକାର ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଥିଲେ, ଏହି ସମ୍ମାନ ମୋର ନୁହେଁ, ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଆମ ଦେଶର ଭାଇଚାରା ଓ ବସୁଧୈବ କୁଟୁମ୍ବକମ ବିଚାରଧାରାର ସମ୍ମାନ।

rapido
Women attacked in Bengaluru: ଓଭର ସ୍ପିଡିଙ୍ଗକୁ ନେଇ ମହିଳା କଲେ ଅଭିଯୋଗ, ରାସ୍ତା ମଝିରେ ଚାପୁଡା ମାରିଲେ ରାପିଡୋ ଡ୍ରାଇଭର

ଉତକ୍ଷିପ୍ତ ରାପିଡୋ ରାଇଡର ଜଣଙ୍କ ଯୁବତୀଙ୍କ ସହ ଯୁକ୍ତି ତର୍କ କରିଥିଲେ। ପରେ ଯୁବତୀଙ୍କୁ ସେ ଏକ ଶକ୍ତ ଚାପୁଡା ମାରିଥିଲେ। ଯୁବତୀ ଜଣଙ୍କ ତଳେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ।

ଭୟଙ୍କର ନିଆଁରୁ ବାହାରି ଆସିଲେ
Air India Plane Crash: ହୁ ହୁ ଜଳୁଥିଲା ନିଆଁ, ଜୀବନ ବଞ୍ଚାଇ ଏମିତି ଖସି ଆସିଥିଲେ ରମେଶ ବିଶ୍ୱାସ; ଦେଖନ୍ତୁ ଭିଡିଓ...

ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର ଭୟାବହତା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଚିତ୍କାର ବିଷୟରେ ସବୁକିଛି ବର୍ଣ୍ଣନା କରୁଛି।

India trade
India trade : ଏହି ସବୁ ଶତ୍ରୁ ଦେଶଙ୍କ ସହ ବ୍ୟବସାୟ କରୁଛି ଭାରତ, ପାକିସ୍ତାନରୁ ବି କରୁଛି ଆମଦାନୀ

ଭାରତ ଚମଡା ଜିନିଷ ଓ ବହୁଳ ପରିମାଣରେ ତୁଳା ଆମଦାନୀ କରିଥାଏ ପାକିସ୍ତାନରୁ । ଚୀନ ଠାରୁ ଇଲେକଟ୍ରେ।ନିକ୍ସ ସାମଗ୍ରୀ, ତୁର୍କୀରୁ ହାତ ତିଆରି କାରପେଟ୍ , ବିଭିନ୍ନ ଡିଜାଇନର ମେ।ଜାଇକ ଲ୍ୟାମ୍ପ ଭାରତ ଆସିଥାଏ । ବିଭିନ୍ନ ପ୍ରକାର ମସଲା ପାଇଁ ନେପାଳ ଉପରେ ନିର୍ଭରଶୀଳ ।

Largest rice Exporter
Largest Rice Exporter: ଅନେକ ଦେଶଙ୍କୁ ପଛରେ ପକାଇଛି ଭାରତ, ଷଷ୍ଠ ସ୍ଥାନରେ ଅଛି ଆମେରିକା

ଚାଉଳ ରପ୍ତାନୀରେ ଭାରତ ପ୍ରଥମ ସ୍ଥାନରେ, ଦ୍ବିତୀୟ ସ୍ଥାନରେ ଥାଇଲାଣ୍ଡ, ତୃତୀୟ ସ୍ଥାନରେ ଭିଏତନାମ ରହିଛି । ମୁଖ୍ୟତଃ ମଧ୍ୟ-ପୂର୍ବ ଆଫ୍ରିକା, ୟୁରେ।ପ ଓ ଆଫ୍ରିକାର କିଛି ଅଞ୍ଚଳରେ ସୁଗନ୍ଧିତ ବାସୁମତୀ ଚାଉଳରୁ ଆରମ୍ଭ କରି ଉଷୁନା ଚାଉଳର ଚାହିଦା ରହିଛି ।

second black box found
ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ ଉଦ୍ଧାର

କକପିଟ୍ ଭଏସ୍ ରେକର୍ଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି।ଏଥିରୁ ଜଣାପଡ଼ିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ। ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍ ଦିଆଯାଇଛି ।

ଜନଗଣନା ପାଇଁ ବିଜ୍ଞପ୍ତି ଜାରି
ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

ଚଳିତ ଜନଗଣନା ପ୍ରକ୍ରିୟାରେ ପ୍ରାୟ ୩୪ ଲକ୍ଷ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ୍ ଗ୍ୟାଜେଟ୍ ସହିତ କାର୍ଯ୍ୟ ପରିଚାଳନା କରିବେ।

ଦେଖୁଥିଲେ ପାଣି, ଟାଣି ନେଲା ଯମ
ଦେଖୁଥିଲେ ପାଣି, ଟାଣି ନେଲା ଯମ

କିଏ ସେଲ୍ଫି ନେଉଥିଲା ତ ଆଉ କିଏ ରିଲ୍ସ ଭିଡିଓ କରିବାରେ ଥିଲେ ବ୍ୟସ୍ତ। ସେହିପରି ଆଉ କିଏ ମଜି ଯାଇଥିଲେ କଥାବାର୍ତ୍ତାରେ। ଠିକ୍‌ ଏତିକି ବେଳେ ହଠାତ୍‌ ଶୁଭିଥିଲା ଚିତ୍କାର ଆଉ କାନ୍ଦ ବୋବାଳି।

pune bridge collapse
pune bridge collapse: ଓଜନ ସମ୍ଭାଳିନପାରି ଭୁଶୁଡିପଡିଲା, ସର୍ତକ କରିଥିଲେ ପେ।ଲିସ ଓ ସ୍ଥାନୀୟ ଲେ।କ

ବ୍ରିଜଟିକୁ ପୂର୍ବରୁ ଅସୁରକ୍ଷିତ ଘେ।ଷଣା କରାଯାଇଥିଲା । ବ୍ରିଜ ଭୁଶୁଡିବା ପଛରେ ପର୍ଯ୍ୟଟକଙ୍କ ଭିଡକୁ ବି ଦାୟୀ କରାଯାଉଛି । ଏବେ ବି କିଛି ଲେ।କ ନିଖେ।ଜ ଅଛନ୍ତି, ସର୍ଚ୍ଚ ଅପରେସନ ଜାରି ରହିଛି ।