ପିଲାମାନେ ଅନେକ ସମୟରେ ଡରିଯିବା ଏକ ସାଧାରଣ କଥା। ଏଭଳି ପରିସ୍ଥିତିରେ ଆପଣ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ସେମାନଙ୍କ ମନରୁ ଭୟ ଦୂର ହୋଇପାରିବ।
ଘରେ ଛୋଟ ଛୋଟ ବାସ୍ତୁ ତ୍ରୁଟି ବହୁତ ପ୍ରଭାବ ପକାଏ। ଏହି ଭୁଲ କାରଣରୁ ଘରେ ନକାରାତ୍ମକ ଶକ୍ତି ବଢିବାରେ ଲାଗେ ଆଉ ପ୍ରଗତିରେ ବାଧା ସୃଷ୍ଟି କରେ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ନିଜ ଘରେ ଏପରି କିଛି ଭୁଲ୍ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଆସନ୍ତୁ ସେ ବିଷୟରେ ଜାଣିବା।
10 Ways to Save Money According To Acharya Chanakya- ଟଙ୍କା ସଂଚୟ କରିବେ କେମିତି? ଚାଣକ୍ୟଙ୍କ ୧୦ଟି ଟିପ୍ସ
ମଣିଷର ଚୁଟି ଗୋଟିଏ ମାସରେ ୧ ସେଣ୍ଟିମିଟର ଏବଂ ହାତ ଆଙ୍ଗୁଠିର ନଖ ୩ ମିଲିମିଟର ବଢିଥାଏ।...
ଅନେକ ପିଲା ସ୍କୁଲ୍ ଯିବା ବେଳେ କାନ୍ଦନ୍ତି। ଆପଣ କିଛି ସହଜ ଏବଂ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରି ସେମାନଙ୍କ ଚିନ୍ତା ହ୍ରାସ କରିପାରିବେ, ଯାହା ଦ୍ୱାରା ସେମାନେ ଖୁସିରେ ସ୍କୁଲ୍କୁ ଯିବେ ଏବଂ ମନରେ ଦୃଢତା ଅନୁଭବ କରିବେ।
ବୟସ୍କଙ୍କ ପାଇଁ Kanazawa University ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଆସିଛି ଗ୍ରୀନ୍ ଚା ସଂପର୍କିତ କିଛି ଭଲ ତଥ୍ୟ।
ଅଧ୍ୟୟନରୁ ଜଣାପଡିଛି ନିୟମିତ ଭାବରେ ସବୁଜ ଚା (Green Tea) ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।
ଅନେକ ପିଲା ସ୍କୁଲ୍ ଯିବା ବେଳେ କାନ୍ଦନ୍ତି। ଆପଣ କିଛି ସହଜ ଏବଂ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରି ସେମାନଙ୍କ ଚିନ୍ତା ହ୍ରାସ କରିପାରିବେ, ଯାହା ଦ୍ୱାରା ସେମାନେ ଖୁସିରେ ସ୍କୁଲ୍କୁ ଯିବେ ଏବଂ ମନରେ ଦୃଢତା ଅନୁଭବ କରିବେ।
ଶୀତ ଦିନେ ଥଣ୍ଡା ଏବଂ ଜ୍ୱର ହେବା ସ୍ୱଭାବିକ କଥା। ଏବେ ପ୍ରଶ୍ନ ଉଠୁଛି କାଶ ଏବଂ ଥଣ୍ଡା ହେଲେ ପ୍ରଥମେ କ’ଣ କରିବା ଉଚିତ? ଥଣ୍ଡା ଏବଂ କାଶରେ କେଉଁ ଉପଚାର ଉପଯୋଗୀ ହୋଇପାରେ? ତେବେ ଏନେଇ ବିଶେଷଜ୍ଞମାନେ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ଯଦି ଆପଣ ଫିଟ୍ ଏବଂ ପାଇନ୍ ରହିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଯୋଗ ଅଭ୍ୟାସ କରନ୍ତୁ। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଲଗା ସମୟ ବାହାର କରିବାକୁ ପଡିବ ନାହିଁ। କେବଳ ଯିଆ-ଆସିବା ଏବଂ ଆପଣଙ୍କର ଦୈନନ୍ଦିନ କାମ କରିବା ଭିତରେ କିଛି ସହଜ ଯୋଗାସନ କରାଯାଇପାରିବ।
ପିତାମାତା ଭାବେ ପିଲାଙ୍କୁ ଶିଖାନ୍ତୁ ଜୀବନ ବଞ୍ଚିବାର କଳା. ଏମିତି କଥା ଶିଖାନ୍ତୁ, ପିଲା ଜୀବନରେ ସଫଳତାର ଶିଖର ଛୁଇଁବ
ପିଲାମାନଙ୍କୁ ସଠିକ୍ ବନ୍ଧୁ ବାଛିବା ବିଷୟରେ ଶିକ୍ଷା ଦେବା ଜରୁରୀ। ଏଠାରେ ଆମେ ଆପଣଙ୍କୁ ଏମିତି ୫ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ କହୁଛୁ ଯାହାକୁ ଆପଣଙ୍କ ପିଲାଙ୍କୁ ଶିଖାଇବା ଜରୁରୀ।
ଆଜିର ସମୟରେ ସାଧାରଣତଃ ସମେସ୍ତ ଫିଟ ରହିବାକୁ ପସନ୍ଦ କରନ୍ତି। ତେଣୁ ମର୍ଣ୍ଣିଂ ୱାକ ସାଧାରଣତଃ ସମସ୍ତଙ୍କ ଜୀବନର ଏକ ଅଂଶ ରହିଛି। ମାତ୍ର ଏହାକୁ କରିବାର ସଠିକ ଉପାୟ ଅଧିକ ଲୋକଙ୍କୁ ଜଣା ନ ଥାଏ। ମର୍ଣ୍ଣିଂ ୱାକ ଶରୀରର ପାଚନ ପ୍ରକ୍ରିୟାକୁ ତ୍ବରିତ କରିଥାଏ ଯାହା ଫଳରେ ଶରୀର ରୋଗମୁକ୍ତ ରହିଥାଏ।
ଚାଣକ୍ୟଙ୍କ ମତରେ ଅର୍ଥ ଉପାର୍ଜନ କରିବା ଯେତିକି କଠିନ ତା’ଠାରୁ ଅଧିକ କଠିନ ଏହାକୁ ସଠିକ ରୂପରେ ଖର୍ଚ୍ଚ କରିବା। ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇଥାଏ।
ଶରୀରର ପ୍ରତି ଆଭ୍ୟନ୍ତରୀଣ ବ୍ୟବସ୍ଥା ଓ ଜୈବ-ରାସାୟନିକ ପ୍ରକ୍ରିୟାଗୁଡ଼ିକ ପାଇଁ ଉପଯୁକ୍ତ ପରିମାଣର ଭିଟାମିନ୍, ଆୟୋଡିନ୍, ସେଲେନିୟମ୍ ଓ ଆଇରନ୍ ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ଲିପିଡ୍, ପ୍ରୋଟିନ୍ ତଥା କାର୍ବୋହାଇଡ୍ରେଟ୍ ପରି ମାକ୍ରୋନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ। ଏବେ ନିମ୍ନରେ କେତେକ ଅତ୍ୟାବଶ୍ୟକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଓ ଅନ୍ୟ ପୋଷକ ବିଷୟରେ ଜାଣିବା।
ସାଧାରଣତଃ ଜଣେ ମଣିଷର ଚୁଟି ଗୋଟିଏ ମାସରେ ଗୋଟିଏ ସେଣ୍ଟିମିଟର ବଢିଥାଏ । ସେହିପରି ହାତ ଆଙ୍ଗୁଠିର ନଖ ମାତ୍ର ୩ ମିଲିମିଟର ବଢିଥାଏ । ଉଭୟ କେଶ ଏବଂ ଚୁଟି କେରାଟିନରେ ତିଆରି ହୋଇଥାଏ ଏବଂ ଉଭୟ ଶରୀର ଭିତରେ ଥିବା ମାଟ୍ରିକ୍ସ ସେଲରୁ ତିଆରି ହୋଇଥାନ୍ତି । ହେଲେ ଏମାନଙ୍କର ସେଲ ଫର୍ମେସନ ପଦ୍ଧତି ଭିନ୍ନ ହୋଇଥାଏ । ନଖର କୋଷିକା ଚମଡା ଭିତରେ ଥିବା ନଖର ମୂଳରୁ ତିଆରି ହୋଇଥାଏ ଏବଂ ବିଭାଜିତ ହୋଇଥାଏ । ଫଳରେ ପୁରୁଣା କୋଷିକା ଆଗକୁ ବାହାରି ଯାଇଥାଏ । ଯଦ୍ୱାରା ନଖ ବଢିଥାଏ ।
ଭାରତ ସମେତ ସମଗ୍ର ବିଶ୍ୱରେ HMPVକୁ ନେଇ ଚିନ୍ତା। ଅନେକ ଦେଶରେ HMPV ସମ୍ବନ୍ଧୀୟ ଶ୍ୱାସକ୍ରିୟାଜନିତ ରୋଗର ରିପୋର୍ଟ ହୋଇଛି। ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ, ଆପଣ ଘରେ ଥିବା କିଛି ଜିନିଷଗୁଡିକ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା…
These 9 life lessons of Acharya Chanakya can change our thinking about life and people. ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୯ଟି ମୂଲ୍ୟବାନ ନୀତିବାଣୀ ଆମ ଜୀବନର ଗତିପତ ବଦଳେଇ ଦେଇପାରେ
ଶରୀରର ଅନେକ ପ୍ରକାର କାର୍ଯ୍ୟକାରିତା ମଧ୍ୟରୁ ପ୍ରତିରକ୍ଷା କାର୍ଯ୍ୟକାରିତା ନିୟନ୍ତ୍ରଣ ପାଇଁ ମଧ୍ୟ ଖାଦ୍ୟ ଓ ପୋଷକ ତତ୍ତ୍ୱର ଅତ୍ୟନ୍ତ ଆବଶ୍ୟକତା ରହିଛି। ଆମର ପ୍ରତିରକ୍ଷା ବ୍ୟବସ୍ଥା ଦୁଇ ପ୍ରକାର ହୋଇଥାଏ।
ଆମେରିକାର ସର୍ଜନ ଜେନେରାଲଙ୍କ ଅନୁଯାୟୀ, ତମାଖୁ ଏବଂ ମେଦବହୁଳତା ପରେ ମଦ୍ୟପାନ ଯୁକ୍ତରାଷ୍ଟ୍ରରେ କର୍କଟ ରୋଗର ତୃତୀୟ ପ୍ରମୁଖ କାରଣ । ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ୨୦୨୪ ରିପୋର୍ଟ ଅନୁଯାୟୀ, କର୍କଟ ରୋଗର ସମସ୍ତ ପ୍ରକାର କେସ୍ରୁ ୫% କେବଳ ମଦ୍ୟପାନ ସହିତ ଜଡିତ। ମଦ୍ୟପାନ କରିବା ଦ୍ୱାରା ୭ ପ୍ରକାର କର୍କଟ ରୋଗ ହେବାର ସମ୍ଭାବନା ରହିଛି ।
ପ୍ରକୃତିର କେତେକ ଅମୂଲ୍ୟ ଉପହାର ମଧ୍ୟରେ ତୁଳସୀ ଅନ୍ୟତମ। ଜାଣନ୍ତୁ ତୁଳସୀର ଆଶ୍ଚର୍ଯ୍ୟ ମାହାତ୍ମ୍ୟ ବିଷୟରେ ୮ଟି କଥା। ତୁଳସୀଙ୍କୁ ବିଷ୍ଣୁପ୍ରିୟା କହନ୍ତି। ହିନ୍ଦୁମାନଙ୍କର ପ୍ରତ୍ୟେକ ଶୁଭ କାର୍ଯ୍ୟରେ ତୁଳସୀ ପତ୍ରକୁ ଭଗବାନଙ୍କର ପ୍ରସାଦ ରୂପେ ବ୍ୟବହାର କରାଯାଏ। ଯେଉଁଠି ତୁଳସୀ ଗଛ ଅଧିକ ମାତ୍ରାରେ ଥାଏ, ସେଠାକାର ବାତାବରଣ ଶୁଦ୍ଧ ଏବଂ ପବିତ୍ର ରହେ। ତୁଳସୀ ପତ୍ରରୁ ପ୍ରସ୍ତୁତ ତୈଳ, କୀଟାଣୁ ନାଶ କରି ବାତାବରଣକୁ ଶୁଦ୍ଧ କରେ। ତୁଳସୀ ଗଛ ମୂଳେ ବସି ପ୍ରାୟାଣାମ କଲେ କୀଟାଣୁ ନାଶ ହୋଇ ଶରୀରରେ ବଳ, ବୁଦ୍ଧି ଏବଂ ଓଜ ବୃଦ୍ଧି ହୁଏ।
ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।
ସଫଳତାର ସିଡ଼ି ଚଢ଼ୁଥିବା ମଣିଷ ଧୀରେ ଧୀରେ ନିଜର ପରମ୍ପରା, ସସ୍କୃତି ଓ ମୂଳଦୁଆକୁ ଭୁଲିଯାଏ । ହେଲେ ଆନନ୍ଦ ମହିନ୍ଦ୍ରା ଏସବୁର ଉର୍ଦ୍ଧ୍ୱରେ । ଟଙ୍କାର ପାହାଡ଼ ଉପରେ କମ୍ପାନୀ ଚଳାଉଥିଲେ ବି ନୀତି ନୈତିକତା, ମୂଳ ତଥା ପୁରୁଣା ଘରକୁ ଭୁଲିନାହାନ୍ତି । ରଜା ଘରକୁ ଖଜା ମହରଗ ପରି ସେ ଚାହିଁଥିଲେ ନିଜ ପାଇଁ ରାଜଉଆସ ତୋଳି ଦେଇ ପାରିଥାଆନ୍ତେ । କିନ୍ତୁ ଆଜି ବି ସେ ବାପା ଅଜା ଅମଳର ପୁରୁଣା ଘରେ ରୁହନ୍ତି ।
ନୂତନ ଅଧ୍ୟୟନରେ ସିଗାରେଟ୍ ବିଷୟରେ ଏପରି କିଛି ପ୍ରକାଶ ପାଇଛି, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତିଦିନ କେବଳ ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ଆପଣଙ୍କ ଜୀବନର ୨୦ ମିନିଟ୍ ହ୍ରାସ ପାଇବ।