• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Yoga asanas for covid 19 new variant
Yogasana: ପୁଣି ଡରାଇଲାଣି କରୋନା ଭାଇରସ୍; ସଂକ୍ରମଣରୁ ରକ୍ଷା ପାଇଁ କରନ୍ତୁ ଏହିସବୁ ଯୋଗାସନ

ଫେରିଛି କୋଭିଡ୍ । ଏହି ଖବର ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତେବେ କୋଭିଡ୍ ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ହେଲେ ଆପଣଙ୍କୁ ଏବେଠାରୁ ସତର୍କ ହେବାକୁ ପଡିବ । ଏଥିପାଇଁ କିଛି ଯୋଗ ଆସନ ଖୁବ ଲାଭଦାୟକ ।

Sperm Count at Home
Sperm Count at Home: ସ୍ପର୍ମ କାଉଣ୍ଟ୍ ପାଇଁ କ୍ଲିନିକ୍ ଯିବାକୁ ଅସହଜ ଲାଗୁଛି କି… ଘରେ କରନ୍ତୁ ଏମିତି ଟେଷ୍ଟ୍

ଏବେ ଆପଣଙ୍କୁ ଆପଣଙ୍କର ସ୍ପର୍ମ କାଉଣ୍ଟ୍‌ ଯାଞ୍ଚ କରିବା ପାଇଁ କ୍ଲିନିକ୍ କିମ୍ବା ଲ୍ୟାବ୍‌କୁ ଯିବାକୁ ପଡିବ ନାହିଁ? ଆପଣ ଘରେ ସ୍ପର୍ମ କାଉଣ୍ଟ୍‌ ପରୀକ୍ଷା କରିପାରିବେ। ତେବେ ଆସନ୍ତୁ ଏହା କିପରି କରିବେ ଜାଣିବା।

Toilet commode can blast know tips to check this risk
Tips and Tricks: ଟଏଲେଟ୍ କମୋଡ୍ ବି ହେଉଛି ବିସ୍ଫୋରଣ; ଜାଣନ୍ତୁ କିପରି ରକ୍ଷା ପାଇବେ

ଆପଣ କ’ଣ ଜାଣନ୍ତି ବାଥ୍‌ରୁମ୍‌ରେ ବ୍ୟବହୃତ କମୋଡ୍ ମଧ୍ୟ ଅନେକ ସମୟରେ ବିସ୍ଫୋରଣ ଘଟାଇପାରେ? ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ କିନ୍ତୁ ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଶୌଚାଳୟରେ ବସିଥିବା ବ୍ୟକ୍ତି ହଠାତ୍ ବିସ୍ଫୋରଣ ଯୋଗୁଁ ଆହତ ହୋଇଛନ୍ତି।

Digital filter
Digital Dysmorphia Causes Mental Health Issues: ଡିଜିଟାଲ୍ ଡିସମୋର୍ଫିଆ: ଫେସ୍ ଫିଲ୍ଟର କାହିଁକି ଆପଣଙ୍କୁ ନିଜଠୁ ଦୂରେଇ ଦିଏ ?

ଆପଣ କେବେ ନିଜର ପ୍ରକୃତ ଚେହେରା ଦେଖି ଭାବିଛନ୍ତି କି - "ସେତେ ଭଲ ଦିଶୁନି ତ"। ଫେସ୍ ଫିଲ୍ଟର, ମେନ୍ କେରେକ୍ଟର୍ ସିଣ୍ଡ୍ରୋମ ଏବଂ FOMOର ଦୁନିଆରେ, ନିଜ ପ୍ରତି ସମ୍ମାନ ଓ ଭଲପାଇବା ଏଡିଟ୍ କରାଯାଇଥିବା ସେଲଫି ପଛରେ ଭାଙ୍ଗିରୁଜି ଚାଲିଛି। କିନ୍ତୁ ଯଦି ସତସତିଆ ରିଏଲ୍ ହେବାକୁ ଆପଣ ପସନ୍ଦ କରୁଥାଆନ୍ତି, ତେବେ କଣ' ହେବ? ଆସନ୍ତୁ ଡିଜିଟାଲ୍ ଡିସମୋର୍ଫିଆ, ଶାରୀରିକ ନିରପେକ୍ଷତା ଏବଂ ଫିଲ୍ଟର ହୋଇନଥିବା "ଅସଲ ଆପଣ" କାହିଁକି ସର୍ବାଧିକ ପ୍ରଶଂସାର ଯୋଗ୍ୟ ସେ ବିଷୟରେ ଆଲୋଚନା କରିବା।

Yoga Increasing Height
Yoga Increasing Height: ଆପଣଙ୍କ ପିଲାର ଉଚ୍ଚତା ବଢୁନି କି… ଏହିସବୁ ବ୍ୟାୟାମ କରିବାକୁ କୁହନ୍ତୁ

କିଛି ବ୍ୟାୟାମ ଏବଂ ସକ୍ରିୟ ଦିନଚର୍ଯ୍ୟା ଦ୍ୱାରା ପିଲାମାନଙ୍କ ଉଚ୍ଚତାକୁ ବଢାଯାଇପାରିବ। ତେବେ ଏଠାରେ ଆମେ ଆପଣଙ୍କୁ ୫ଟି ସହଜ ଏବଂ ପ୍ରଭାବଶାଳୀ ବ୍ୟାୟାମ ବିଷୟରେ କହିବୁ, ଯାହାକୁ ଦୈନିକ ମାତ୍ର ୧୫-୨୦ ମିନିଟ୍ ପାଇଁ କଲେ, ପିଲାମାନଙ୍କର ଉଚ୍ଚତା ବୃଦ୍ଧି ହୋଇପାରିବ।

New Concern
Trauma Dumping: ଟ୍ରମା ଡମ୍ପିଂ କାହିଁକି ଘଟେ ଏବଂ ଅନ୍ୟମାନଙ୍କୁ ଆଘାତ ନ ଦେଇ ଏଥିରୁ ସୁସ୍ଥ ହେବେ କିପରି?

ଟ୍ରମା ଡମ୍ପିଂ କ'ଣ? ଏହା କାହିଁକି ବଢ଼ୁଛି? ସୋସିଆଲ୍ ମିଡିଆ ସହ ଏହାର ସମ୍ପର୍କ କ'ଣ? ଏହା କାହାକୁ ଓ କେମିତି ପ୍ରଭାବିତ କରେ? ଆପଣ ଟ୍ରମା ଡମ୍ପିଂ କରୁଥିଲେ ତାହା ନକରି ମଧ୍ୟ ଟ୍ରମାରୁ ବାହାରିବେ କିପରି ଓ ଯଦି ଆପଣ ଟ୍ରମା ଡମ୍ପିଂର ଶିକାର ତେବେ ସେଥିରୁ ନିଜକୁ ମୁକୁଳେଇବେ କିପରି ଜାଣିବା ପାଇଁ ପଢ଼ନ୍ତୁ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଜିର ଅଧ୍ୟାୟ ।

Five oil best for hair know how to apply it correctly
Hair Care Tips: ଚୁଟି ପାଇଁ ରାମବାଣ ଏହି ୫ ତେଲ; ଜାଣନ୍ତୁ କେତେବେଳେ, କିପରି କରିବେ ବ୍ୟବହାର

ଗୋଟିଏ ଦିନରେ ୧୦୦ରୁ ଅଧିକ ଚୁଟି ଝଡିବା ନିଶ୍ଚିତ ଏକ ଗମ୍ଭୀର ଲକ୍ଷଣ। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଚୁଟି ନ ଝଡୁ, ତେବେ ଚୁଟିରେ ତେଲ ଲଗାଇବା ସହିତ କିଛି କଥା ମାନିବାକୁ ପଡିବ।

extra marital affairs even after marriage
Relationship Tips: ବିବାହ କରି ବି ଲୋକେ କାହିଁକି ରଖନ୍ତି ଅତିରିକ୍ତ ବୈବାହିକ ସମ୍ପର୍କ; ଜାଣନ୍ତୁ ୬ କାରଣ

ଅନେକ ଲୋକ ବିବାହ କରିଥିଲେ ବି ବାହାର ଶାରିରୀକ ସମ୍ପର୍କ ରଖନ୍ତି। ବିବାହ ପରେ ମଧ୍ୟ ଲୋକେ କାହିଁକି ଅତିରିକ୍ତ ବୈବାହିକ ସଂପର୍କ ରଖିବାକୁ ପସନ୍ଦ କରନ୍ତି ଆସନ୍ତୁ ଏହାର କିଛି ମୁଖ୍ୟ କାରଣ ଉପରେ ନଜର ପକାଇବେ।

Mobile Threat
Screen Time and Teen Brains: ପିଲା ଅଧିକ ସମୟ ମୋବାଇଲ୍ ଦେଖିଲେ, ହୁଏ ଏହି ସବୁ ସମସ୍ୟା

କେବଳ ଯେ ଆଜିର ଯୁବପିଢି ସ୍ମାର୍ଟ ଫୋନ, ଡିଜିଟାଲ୍ ଦୁନିଆରେ ମଗ୍ନ କିମ୍ବା କେବଳ ଯେ ଯୁବପିଢି ହିଁ ଦିନରେ ଅଧିକ ସମୟ ଅନଲାଇନ୍ କିମ୍ବା ସ୍କ୍ରିନକୁ ସ୍କ୍ରଲ୍ କରିବାରେ ବ୍ୟସ୍ତ ରହୁଛନ୍ତି ତା' ନୁହେଁ। ଆଜିର କିଶୋର ମାନେ ମଧ୍ୟ ଦିନର ଅଧିକା°ଶ ସମୟ ସ୍କ୍ରିନକୁ ସ୍କ୍ରଲ୍ କରି କିମ୍ବା ଚାହିଁ ସମୟ ବିତାଉଛନ୍ତି। ଅନେକ ସମୟରେ ମା’-ବାପା ମଧ୍ୟ ନିଜ ବ୍ୟସ୍ତବହୁଳ ଜୀବନରେ ସନ୍ତାନଙ୍କୁ ସମୟ ନଦେଇ ପାରିବା ଏବଂ ସେମାନଙ୍କୁ ବ୍ୟସ୍ତ ରଖିବା ପାଇଁଁ ହାତରେ ସ୍ମାର୍ଟ ଫୋନ୍ ଧରାଇ ଦେଉଛନ୍ତି। କିନ୍ତୁ ଏହା ଯେ ସେହି କିଶୋର ମାନଙ୍କ ମସ୍ତିଷ୍କ ଓ ମାନସିକ ବିକାଶ ଉଭୟଙ୍କୁ ପ୍ରଭାବିତ କରିପାରେ ତାହା ଭାବୁ ନାହାନ୍ତି। ସ୍କୁଲର ଗ୍ରୀଷ୍ମାବକାଶ ସମୟରେ ମା’-ବାପା ଏ ବିଷୟରେ ଆଗୁଆ ସାବଧାନ ହେବା ଉଚିତ।

War Effect
Impact of War on Mental Health: ଯୁଦ୍ଧ ପରିସ୍ଥିତି କେବଳ ସୀମା ନୁହେଁ, ମନକୁ ବି ପ୍ରଭାବିତ କରେ କିପରି ?

ଯୁଦ୍ଧ ଦୂରରେ କେଉଁଠି ହେଲେ ବି, ଏହାର ମାନସିକ ପ୍ରଭାବ ବ୍ୟାପକ। ସୀମାରେ ସେନା ଲଢ଼ୁଥିବା ସମୟରେ, ଘର, ସ୍କୁଲ୍, ଅଫିସ୍ - ଏବଂ ଲୋକଙ୍କ ମନରେ ବି ଅଦୃଶ୍ୟ ଯୁଦ୍ଧ ଦେଖାଯାଉଛି। ଲୋକ ରାତିରାତି ଉଜାଗର ରହୁଛନ୍ତି। ସେ ବିଷୟରେ ବିଷଦ ଭାବରେ ଜାଣିବା ପାଇଁ ଓ ସେଥିରୁ ମୁକୁଳିବା ପାଇଁ ପଢ଼ନ୍ତୁ ଆଜିର ବିଷୟ ।

Home remedies to remove cavity from teeth
Dental Care Tips: ୪ ସହଜ ଉପାୟ; ଦାନ୍ତରେ ରହିବ ନାହିଁ କ୍ୟାଭିଟି, ପୋକ ଖାଉଥିଲେ ଭଲ ହେଇଯିବ

ଆଜିକାଲି ଦାନ୍ତରେ କ୍ୟାଭିଟି ହେବା କିମ୍ବା ପୋକ ଖାଇବା ଏକ ସାଧାରଣ ସମସ୍ୟା ହୋଇଯାଇଛି। ତେବେ ଏମିତି କିଛି ଘରୋଇ ଉପଚାର ଅଛି ଯାହା ଏହି ସମସ୍ୟାରୁ ମୁକ୍ତି ଦେବ। ଆସନ୍ତୁ ଏହି ଉପାୟଗୁଡିକ କ’ଣ ଜାଣିବା।

Health benefits of eating lady finger in summer
Health Tips: ଭେଣ୍ଡି ଖାଇବାକୁ ପସନ୍ଦ କରୁ ନାହାନ୍ତି କି… ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଯେଉଁମାନେ ଭେଣ୍ଡି ଖାଇବାକୁ ପସନ୍ଦ ନ କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତି ଗୁରୁତ୍ୱପୂର୍ଣ୍ଣ। ଭେଣ୍ଡି ଖାଲି ସ୍ୱାଦରେ ଉତ୍କୃଷ୍ଟ ନୁହେଁ, ଏଥିରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏହା ଖାଇବାରେ କ’ଣ ଲାଭ ଅଛି।

Vastu tips never do these mistakes while sleeping
Vastu Tips: ଶୋଇବା ବେଳେ କରନ୍ତୁ ନାହିଁ ଏମିତି ଭୁଲ୍, ହୋଇଯିବେ ଦରିଦ୍ର

ଜାଣତରେ ହେଉ ବା ଅଜାଣତରେ ଶୋଇବା ବେଳେ ଆମେ ଏପରି କିଛି ଭୁଲ କରୁ, ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଭୁଲ ଏବଂ ଏହି ଭୁଲଗୁଡ଼ିକ ସମସ୍ୟା ବୃଦ୍ଧିକରେ ଏବଂ ଘରେ ଦାରିଦ୍ର୍ୟ ଆଣେ। ଆସନ୍ତୁ ଜାଣିବା ଶୋଇବା ବେଳେ କରୁଥିବା ଏହିସବୁ ଭୁଲ କ’ଣ।

Yoga asanas for pcod pcos and hormonal imbalance
Yogasana: PCOD-PCOS ସମସ୍ୟା ପାଇଁ ୩ ପ୍ରଭାବଶାଳୀ ଯୋଗାସନ

କିଛି ଯୋଗ ଆସନ ଅଛି ଯାହା PCOD କିମ୍ବା PCOS ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। PCOD ଏବଂ PCOSର ଲକ୍ଷଣଗୁଡ଼ିକୁ କମାଇବା ପାଇଁ ଆସନ୍ତୁ କିଛି ପ୍ରଭାବଶାଳୀ ଯୋଗାସନ ବିଷୟରେ ଜାଣିବା।

Health Tips
Health Tips: ଖାଲି ପେଟରେ ଚାଲିଲେ ଶରୀର ପାଇଁ ହୋଇପାରେ କ୍ଷତି

ଲୋକଙ୍କ ମଧ୍ୟରେ ଫିଟନେସ ପ୍ରତି ସଚେତନତା ବୃଦ୍ଧି ପାଇଛି । ଅନେକ ଲୋକ ନିଜକୁ ଫିଟ୍ ରଖିବା ପାଇଁ ନିୟମିତ ଚାଲନ୍ତି । ଚାଲିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । କିନ୍ତୁ ଅନେକ ଲୋକ ଚାଲିବା ସମୟରେ କିଛି ସାଧାରଣ ଭୁଲ କରନ୍ତି । ଯାହା କ୍ଷତିର କାରଣ ହୁଏ ।

  • Sunday, 04 May 2025
World Laughter Day
World Laughter Day 2025: ହସିଲେ ଫୁସ୍‌ଫୁସ୍‌ର କ୍ଷମତା ବୃଦ୍ଧି ହୁଏ; ଜାଣନ୍ତୁ ହସିବାର ଟ୍ରିକ୍ସ

ହସର ଗୁରୁତ୍ୱକୁ ବୁଝାଇବା ପାଇଁ, ପ୍ରତିବର୍ଷ ମେ ମାସର ପ୍ରଥମ ରବିବାରରେ ‘ବିଶ୍ୱ ହାସ୍ୟ ଦିବସ’ ପାଳନ କରାଯାଏ। ଏହି ବର୍ଷ ବିଶ୍ୱ ହାସ୍ୟ ଦିବସ ୪ ମେ ୨୦୨୫ରେ ପଡୁଛି। ତେବେ ଆସନ୍ତୁ ଜାଣିବା ହାସ୍ୟ ଯୋଗର ଆଶ୍ଚର୍ଯ୍ୟଜନକ ଲାଭ ଏବଂ ଏହାକୁ ଅଭ୍ୟାସ କରିବାର ସଠିକ୍ ଉପାୟ।

Allergic to sunscreen then use these things to avoid tanning
Tips and Tricks: ସନ୍‌ସ୍କ୍ରିନ୍ ବ୍ୟବହାର କଲେ ଆଲର୍ଜି ହେଉଛି କି… ଆପଣଙ୍କ ପାଇଁ ଘରୋଇ ଟିପ୍ସ

ଗ୍ରୀଷ୍ମ ଋତୁରେ ଚର୍ମରୁ ଟ୍ୟାନିଂକୁ ଏଡାଇବା ପାଇଁ, ଅଧିକାଂଶ ଲୋକ ସନ୍‌ସ୍କ୍ରିନ୍ ବ୍ୟବହାର କରନ୍ତି। ଅନେକ ଲୋକଙ୍କୁ କିନ୍ତୁ ସନ୍‌ସ୍କ୍ରିନ୍ ପ୍ରତି ଆଲର୍ଜି ଥାଏ। ଏପରି ପରିସ୍ଥିତିରେ, ଟ୍ୟାନିଂ ଏଡାଇବା ପାଇଁ ଆହୁରି ଅନେକ ଜିନିଷ ବ୍ୟବହାର କରାଯାଇପାରିବ।

Benefits of Consuming Dates With Milk
Health Tips: କାମ କରି କରି ଦୁର୍ବଳ ଅନୁଭବ କରୁଛନ୍ତି କି… କ୍ଷୀର ସହ ଖାଆନ୍ତୁ ଏହି ଜିନିଷ, ମିଳିବ ଶକ୍ତି

ଯଦି ଆପଣ କାମ କରି ଥକ୍କି ପଡୁଛନ୍ତି ମଧ୍ୟ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଆପଣ ଏଥିପାଇଁ କିଛି ଆୟୁର୍ବେଦିକ ଉପଚାର ଗ୍ରହଣ କରିବା ଉଚିତ। ଏହା ଦ୍ଵାରା କିଛି ଦିନ ମଧ୍ୟରେ ଦୁର୍ବଳତା ଦୂର ହୋଇଯିବ ଏବଂ ଶରୀର ନୂଆ ଜୀବନ ପାଇବ।

Morning bed yoga poses without getting out of bed
Yogasana: ଯୋଗ କରିବାକୁ ଇଛା, କିନ୍ତୁ ବେଡ୍ ଛାଡି ହେଉନି; ବିଛଣାରେ କରନ୍ତୁ ଏହି ଆସନ

ଅଳସୁଆମୀ ହେଉ କି ସମୟ ଅଭାବ, ଏହି କାରଣରୁ ପ୍ରାୟ ଲୋକ ଯୋଗ କରିପାରୁ ନାହାଁନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆପଣ ବିଛଣାରେ ଶୋଇ ମଧ୍ୟ କିଛି ଆସନ କରିପାରିବେ? ଆସନ୍ତୁ ଜାଣିବା…

Pink flag in relationship is warning sign
Relationship Tips: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହେଉନି କି ଝଗଡା… ଭାଙ୍ଗିପାରେ ସଂପର୍କ

ଗୋଲାପୀ ପତାକା ସମ୍ପର୍କରେ ଥିବା ସମସ୍ୟାର ପ୍ରତୀକ। ଯଦି ଦମ୍ପତି ଠିକ୍ ସମୟରେ ଏହାକୁ ବୁଝିପାରନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିବାରୁ ରକ୍ଷା କରାଯାଇପାରିବ। ଏହା କ’ଣ ଆସନ୍ତୁ ଜାଣିବା…

6 power packed flour for every season
Health Tips: ଭୀଷଣ ଗରମରେ ଖାଆନ୍ତୁ ଏହି ଅଟା; ଶରୀର ରହିବ ଥଣ୍ଡା, ମିଳିବ ଶକ୍ତି

ଆପଣ ଗହମ ଅଟାକୁ ଅନ୍ୟ କିଛି ଶସ୍ୟର ଅଟା ସହିତ ମିଶାଇ ଖାଇପାରିବେ। ଆମେ ଆପଣଙ୍କୁ ଏପରି କିଛି ପୁଷ୍ଟିକର ଅଟା ବିଷୟରେ କହିବୁ, ଯାହା ଭାରତରେ ବହୁତ ବ୍ୟବହାର କରାଯାଏ। ଏହା ଏପରି ଅଟା ଯାହାକୁ ଆପଣ ଯେକୌଣସି ଋତୁରେ ଖାଇପାରିବେ।

Heatwave and heat stroke risk know how save from it
Heat Stroke Risk: ଆପଣ ଅଂଶୁଘାତରୁ ସୁରକ୍ଷିତ ତ… ଜାଣିବା ପାଇଁ ନିଜକୁ ନିଜେ ପରୀକ୍ଷା କରନ୍ତୁ

ଗରମ ବଢୁଥିବାରୁ ଅଂଶୁଘାତର ଭୟ ମଧ୍ୟ ବଢୁଛି। ଏବେ ପ୍ରଶ୍ନ ଉଠେ ଯେ ଆପଣ ହିଟ୍‌ଷ୍ଟ୍ରୋକ୍‌ରୁ ସୁରକ୍ଷିତ କି ନାହିଁ କିପରି ଜାଣିବେ? ଏଥିପାଇଁ, ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ଆପଣ ନିଜେ ଏହାର ମୂଲ୍ୟାଙ୍କନ କରନ୍ତୁ।

Work Pressure
Toxic Productivity and Blight Quitting: ଟକ୍ସିକ ପ୍ରଡକ୍ଟିଭିଟି ଆପଣଙ୍ଗ ଜୀବନକୁ କେତେ ଗ୍ରାସ କରିଛି ଓ ସେଥିପାଇଁ କ'ଣ କରିହେବ?

ଚାକିରି କ୍ଷେତ୍ରରେ ଅନେକ ଲୋକଙ୍କୁ ମରିପଡି କାମ କରିବାକୁ ହୁଏ । କେତେ ସମୟ କାମ କରିହେବ, ମାନସିକ ପରିଶ୍ରମ କେତେ କରିହେବ, ଜଣଙ୍କର ସାମର୍ଥ୍ୟ କେତେ, ଜୀବନ ଓ କାମ ଭିତରେ ସନ୍ତୁଳନ ରହୁଛି କି ନାହିଁ ସେସବୁ କେହି ଭାବନ୍ତି ନାହିଁ । ଏବେ ଏହାର ବିରୋଧ କରାଯାଉଛି । ଯୁବପିଢି ନିଜକୁ ସେଥିରୁ ଓହରେଇ ନେଉଛି । ସେଇ ପ୍ରକ୍ରିୟାରୁ ଜନ୍ମ ନେଇଛି ଟକ୍ସିକ ୱାର୍କ କଲଚର, ଟକ୍ସିକ ପ୍ରଡକ୍ଟିଭିଟି, ବର୍ଣ୍ଣଆଉଟ, ବ୍ଲାଇଟ୍ କୁଇଟିଙ୍ଗ ପରି ଟ୍ରେଣ୍ଡିଙ୍ଗ ଶବ୍ଦ । ସେସବୁ ବିଷୟରେ ଜାଣିବା ପାଇଁ ଓ ନିଜକୁ ସେଥିରୁ ବଞ୍ଚେଇ ରଖିବା ପାଇଁ ଆଗକୁ ପଢନ୍ତୁ ।

Bad Combination with Papaya
Health Tips: ଅମୃତଭଣ୍ଡା ସହିତ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ହେବ କୋଷ୍ଠକାଠିନ୍ୟ-ଡାଏରିଆ

ବିଶେଷଜ୍ଞଙ୍କ ମତରେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଅମୃତଭଣ୍ଡା ସହିତ ଖାଇବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଲାଭ ବଦଳରେ କ୍ଷତି ସହିବାକୁ ପଡ଼ିପାରେ। ଏବେ ପ୍ରଶ୍ନ ଉଠୁଛି ଅମୃତଭଣ୍ଡା ସହିତ କ'ଣ ଖାଇବା ଉଚିତ୍ ନୁହେଁ? ବିଶେଷଜ୍ଞମାନେ କ’ଣ କୁହନ୍ତି ଆସନ୍ତୁ ଜାଣିବା।

ସାଇଲେଣ୍ଟ ଡିପ୍ରେସନ
Emotional Stress Causes and Solutions: ଆବେଗଗତ ଚାପ କ'ଣ ? ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ କ’ଣ ?

ଆପଣଙ୍କୁ ଏକାସାଙ୍ଗରେ ଦୁଃଖ, ହତାଶା, ଭୟ, ଅପରାଧବୋଧ, ଅସହାୟତା ପରି ଅନେକଗୁଡିଏ ଭାବନା ଘେରିଯାଉଛି କି? ଆପଣ ନିଜ ଭାବନା ପ୍ରକାଶ କରିବାରେ ଅକ୍ଷମ ହେଉଛନ୍ତି କି? ଏହା ଆବେଗଗତ ଚାପର ଲକ୍ଷଣ, ଯାହା ବିଷୟରେ ଖୁବ୍ କମ ଆଲୋଚ଼ନା ହେଉଛି । ଏହା କ'ଣ, ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।