ବିଶ୍ୱର ସବୁଠାରୁ ବିକଶିତ ଦେଶ ଫିନଲାଣ୍ଡରେ ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ସୁରକ୍ଷା ମିଳିଥାଏ । ଏଠାରେ ନାଗରିକମାନଙ୍କୁ ଭତ୍ତା ସହିତ ଅନେକ ପ୍ରକାର ଅଧିକାର ଏବଂ ସୁବିଧା ସୁଯୋଗ ଦିଆ ଯାଇଥାଏ । ଏଠାରେ ଲୋକଙ୍କୁ ନିଜ ସୁରକ୍ଷା ନେଇ ବିଶେଷ କିଛି ଚିନ୍ତା କରିବାକୁ ପଡେନି । ଚାକିରି ହରାଇଲେ କ'ଣ ହେବ, ବାର୍ଦ୍ଧକ୍ୟରେ କେମିତି ଚଳିବେ, ଦୁର୍ଘଟଣା ଘଟିଲେ କିମ୍ବା ଅସୁସ୍ଥ ହେଲେ କେମିତି ଚିକିତ୍ସା ଖର୍ଚ୍ଚ ତୁଲାଇବେ ଏସବୁ ବିଷୟରେ ଚିନ୍ତା କରିବାକୁ ପଡ଼େ ନାହିଁ।
ସତରେ ଦେଶ ମୋର ରଙ୍ଗିଲା। କେଉଁଠି ଦେଖିବାକୁ ମିଳେ ବିଭିନ୍ନତା ମଧ୍ୟରେ ଏକତା। ଆଉ କେଉଁଠିକାର ସୁନ୍ଦରତାକୁ ଯେତେ କହିଲେ ବି ସରିନଥାଏ। ଏମିତି ଏକ ସ୍ଥାନ କାଶ୍ମୀର।