• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Art And Culture

Horn Craft
Horn Craft: ଓଡ଼ିଶାର ଚମତ୍କାର ଶିଙ୍ଗ କାମ, କିନ୍ତୁ ଏବେ ନାହିଁ ଚାହିଦା...

କାରିଗର ପାଖରେ ପଡିଥିବା ମଳିଛିଆ, ଆବୁଡା ଖାବୁଡା ଶିଙ୍ଗକୁ ଦେଖି କେହି ଆଦୌ ବିଶ୍ୱାସ କରିପାରିବେନି ଯେ ଏଇଥିରୁ ଏତେ ସୁନ୍ଦର କଳା ମଚମଚ ଚିକ୍କଣ ଶିଙ୍ଗ କାମ ହେଉଛି ବୋଲି । ଏବେ କିନ୍ତୁ ଶିଙ୍ଗ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍ ମିଳିବାରେ ଅଭାବ ଓ ଆମ ଅବହେଳାରୁ ଏହାର ଚାହିଦା କମି କମି ଆସିଲାଣି । ଆଗାମୀ ପିଢି ପାଇଁ ତାକୁ ବଞ୍ଚାଇ ରଖିବାକୁ ଏଇ ଛୋଟ ପ୍ରୟାସ। ସେ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ।

ରଙ୍ଗରେ ଝଲସୁଛି ପିପିଲି
Holi Celebration: ଦୋଳ ପାଇଁ ରଙ୍ଗବେରଙ୍ଗ ଚାନ୍ଦୁଆରେ ଝଲସୁଛି ଓଡ଼ିଶାର ପିପିଲି ବଜାର

ପିପିଲିର କାରିଗରୀ ବିଶ୍ୱ ପ୍ରସିଦ୍ଧ। ୨୦୦୮ରେ ପିପିଲିର ଚାନ୍ଦୁଆକୁ ତା'ର ସ୍ୱତନ୍ତ୍ରତା ପାଇଁ ମିଳିଛ ଜି.ଆଇ ଟ୍ୟାଗ୍ । ତେବେ ରଙ୍ଗର ପର୍ବରେ ଜାଣିବା ଆସନ୍ତୁ ଓଡ଼ିଶାର ଏହି ରଙ୍ଗ ବେରଙ୍ଗର କାରିଗରୀ ବିଷୟରେ ।

ଲିଭି ଲିଭି ଯାଉଛି ଅସଲି ସଉରା କଳା
Art and Culture: ରହସ୍ୟମୟ ଇଡ଼ିତାଲ୍ ଚିତ୍ରକଳା: ସଉରା ଆଦିବାସୀଙ୍କ ଗାଁରେ କାହିଁକି ନାହିଁ ଆଉ ଅସଲି ସଉରା କଳା ?

ଅସଲି ସଉରା ଚିତ୍ରକଳା ଇଡ଼ିତାଲ୍ ଦେଖିବାକୁ ଯାଇ ଲାଞ୍ଜିଆ ସଉରା ଆଦିମ ଜନଜାତିଙ୍କ ଗାଁ ରେଜିଂତାଲ୍ ରେ ବିତେଇଥିବା ଦିନ କେଇଟାର ଅନୁଭୂତି ଓ ଇଡ଼ିତାଲ୍ ସମ୍ପର୍କରେ କିଛି ତଥ୍ୟ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ । 

Contemporary Art: ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କଳାକାର, ବଖାଣିଲେ ଅନୁଭୂତି

ଥାଇଲାଣ୍ଡର ନାଥାଫୋନ୍ ଚାଲୱୋରୱାଟ, ଆମେରିକାର ସିନ୍ଥିଆ ପୋଷ୍ଟ ହଣ୍ଟ, ଶ୍ରୀଲଙ୍କାର ଗଡୱିନ୍ କନଷ୍ଟାଣ୍ଟିନ, ଜାପାନର ଡାଏସୁକେ ଟେକିଆ, ଭାରତର ଜି ଭିଗ୍ନେଶ୍ ଓ ଆମେରିକାର ହେକ୍ଟର କାନୋଙ୍ଗେ ପ୍ରମୁଖ ଯୋଗଦେଇଥିଲେ ।

ଓଡ଼ିଶାର ଢୋକରା କଳା
Dhokra Craft Odisha: ଓଡ଼ିଶାରେ ଏବେବି ବଞ୍ଚି ରହିଛି ୪,୫୦୦ ବର୍ଷ ତଳର ଢୋକରା କଳା, ଜାଣନ୍ତୁ ଏହାର ଗଢ଼ଣ କୌଶଳ

ଢୋକରା କାଷ୍ଟିଂ ପାଇଁ ଓଡ଼ିଶାର ନାଁ ଅଛି। ମହେଞ୍ଜୋଦାରୋର ଖନନରୁ ମିଳିଥିବା ପ୍ରାୟ ୪୫୦୦ ବର୍ଷ ତଳର ଡ୍ୟାନ୍ସିଂଗାର୍ଲ ମଧ୍ୟ ଆମ ଢୋକରା ପରି ଲଷ୍ଟୱାକ୍ସ ପ୍ରକ୍ରିୟାରେ ତିଆରି ହୋଇଥିବା ଜଣାପଡ଼ିଛି। ତେବେ କେମିତି ତିଆରି ହୁଏ ଏହି ଢୋକରା? ଚାଲନ୍ତୁ ଆମ ଓଡ଼ିଶାର ହସ୍ତଶିଳ୍ପକୁ ଟିକେ ପାଖରୁ ଜାଣିବା।

A unique effort by anti-addiction organization New-Life
‘ହର୍‌ ଘର୍‌ ହକିଷ୍ଟିକ୍‌’ ଅଭିଯାନ ଆରମ୍ଭ କଲେ ସୁଧାର ଓ ବେକାର ବ୍ୟକ୍ତି

ନିଶାର ଅନ୍ଧକାରରୁ ଆଣି ଯୁବଗୋଷ୍ଠୀଙ୍କୁ ଆଲୋକର ଦିଶା ଦେଖାଉଥିବା ସଂସ୍ଥା ‘ନିୟୁ-ଲାଇଫ୍‌’ ନେଇଥିବା ନିଆରା ପ୍ରୟାସ ଏବେ ଚର୍ଚ୍ଚାରେ। ନିଶାର ନାଗଫାସରୁ ମୁକୁଳି ପୁନଃ ସାଧାରଣ ଜୀବନକୁ ଫେରିଥିବା କିଛି ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳର ମହାନ ଉଦ୍ଦେଶ୍ୟରେ ସଂସ୍ଥା ଆରମ୍ଭ କରିଛି ‘ହର୍‌ ଘର୍‌ ହକିଷ୍ଟିକ୍‌’ ଅଭିଯାନ।

Attempt for the World's Biggest Sand Art By Padmashree Sudarsana Pattnaik
ବାଲିଯାତ୍ରା ପଡିଆରେ ତିଆରି ହେଉଛି ବିଶ୍ୱର ସବୁଠାରୁ ବଡ ବାଲୁକା କଳା!

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାତିଦିନ ଏକ କରି ବିଶ୍ୱ ଦରବାରରେ କଟକର ବାଲିଯାତ୍ରାକୁ ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାସରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ।