• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Astrology Updates

Daily Horoscope
Daily Horoscope 24th June 2025: ଏହି ରାଶିଙ୍କୁ ମିଳିବ ଶୁଭ ଖବର, ଅଚାନକ ଧନଲାଭ ସୁଯୋଗ; ଜାଣନ୍ତୁ ଆପଣଙ୍କ ରାଶିଫଳ...

ଅଶ୍ୱନୀ – ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ ।

Panchang
Panchang Today 24rd June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମିଥୁନ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୪ ତାରିଖ ମଙ୍ଗଳବାର ।ଚନ୍ଦ୍ର- ବୃଷ ରାତ୍ରି ୧୧.୪୬ ଗତେ ମିଥୁନ।ତିଥି – ୧୪ଶୀ ସନ୍ଧ୍ୟା ୦୬.୫୯ ଗତେ ଅମାବାସ୍ୟା।ଘାତଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୪୬ ଗତେ କନ୍ୟା ରାଶିର।

Weekly Horoscope
Weekly Horoscope From 23rd June 2025 To 29th June 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ଜୀବନରେ କିଛି ପରିବର୍ତ୍ତନ ଆସିବ। କୌଣସି ସମାରୋହରେ ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯାହା ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବେ। ନିଜକୁ ଆର୍ଥିକ ରୂପେ ସୁଦୃଢ଼ କରିବାରେ ସଫଳ ହେବେ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ୍ ହେବ। ଚାକିରିରେ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରେ।

Daily Horoscope
Daily Horoscope 23rd June 2025: ଏହି ରାଶିଙ୍କୁ ମିଳିବ ଶୁଭ ଖବର, ଅଚାନକ ଧନଲାଭ ସୁଯୋଗ; ଜାଣନ୍ତୁ ଆପଣଙ୍କ ରାଶିଫଳ...

ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଘରକୁ ଅତିଥୀ ଆସିବାର ସମ୍ଭାବନା ରହିଛି । ଶିକ୍ଷାର୍ଥୀମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ସରକାରୀ ସଂସ୍ଥା କାମରେ ସହଯୋଗ କରିପାରନ୍ତି ।

Panchang
Panchang Today 23rd June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୩ ତାରିଖ ସୋମବାର ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୧୩ଶୀ ରାତ୍ରି ୧୦.୧୦ ଗତେ ୧୪ଶୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର– ମିଥୁନ ରାଶିର ।

Baba Vanga shocking prediction hunger will end from world
Baba Vanga Prediction: ବାବା ଭେଙ୍ଗାଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ; ବଦଳିଯିବ ବିଶ୍ୱ… ଆଉ ମାତ୍ର ଏତିକି ଦିନ

୨୦୨୮କୁ ନେଇ ବାବା ଭେଙ୍ଗା ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଯଦି ସତ ହୁଏ ତେବେ ସମଗ୍ର ବିଶ୍ୱର ରୂପ ବଦଳାଇ ଦେଇପାରେ। ସେ ୨୦୨୮ ବର୍ଷ ପାଇଁ ତିନୋଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଥିଲେ।

Daily Horoscope
Daily Horoscope 22nd June 2025: ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ...

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୨ ତାରିଖ ରବିବାର । ଚନ୍ଦ୍ର- ମେଷ ରାତ୍ରି ୧୧.୦୩ ଗତେ ବୃଷ । ତିଥି - ୧୨ଶୀ ରାତ୍ରି ୦୧.୨୨ ଗତେ ୧୩ଶୀ । ଘାତଚନ୍ଦ୍ର- ମେଷ ରାଶିର , ରାତ୍ରି ୧୧.୦୩ ଗତେ ବିଛା ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୦୧.୨୨ ଗତେ ୧ପାଦ - କୃଷିହାନି-ଭୂମିଦାନ । ସନ୍ଧ୍ୟା ୦୫.୩୮ ଗତେ ୨ପାଦ- କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ ।

Panchang
Panchang Today 22nd June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୨ ତାରିଖ  ରବିବାର । ଚନ୍ଦ୍ର- ମେଷ ରାତ୍ରି ୧୧.୦୩ ଗତେ ବୃଷ । ତିଥି - ୧୨ଶୀ ରାତ୍ରି ୦୧.୨୨ ଗତେ ୧୩ଶୀ । ଘାତଚନ୍ଦ୍ର- ମେଷ ରାଶିର , ରାତ୍ରି ୧୧.୦୩ ଗତେ ବିଛା ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୦୧.୨୨ ଗତେ ୧ପାଦ - କୃଷିହାନି-ଭୂମିଦାନ । ସନ୍ଧ୍ୟା ୦୫.୩୮ ଗତେ ୨ପାଦ- କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ ।

Daily Horoscope
Daily Horoscope 21th June 2025: ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ...

ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ । ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ ।

Panchang
Panchang Today 21th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ  ଶନିବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି - ୧୦ମୀ ପ୍ରାତଃ ୦୭.୧୯ ଗତେ ୧୧ଶୀ ରାତ୍ରି ୦୪.୨୭ ଗତେ ୧୨ଶୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର।

Daily Horoscope
Daily Horoscope 20th June 2025: ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ...

ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ। କୃତିକା- ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ । ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ। ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ । ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ।

Panchang
Panchang Today 20th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ରାତ୍ରି ୦୯.୪୪ ଗତେ ମେଷ। ତିଥି - ୯ମୀ ଦିବା ୦୯.୪୯ ଗତେ ୧୦ମୀଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୯.୪୪ ଗତେ ମେଷ ରାଶିର। ଘାତବାର – ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ନାସ୍ତି।

Daily Horoscope
Daily Horoscope 19th June 2025: ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ...

ଅଶ୍ୱନୀ- ସାଂସାରିକ ସ୍ୱାଧିନତା ରହିବ । ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ ।

Panchang
Panchang Today 19th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ  ଗୁରୁବାର । ଚନ୍ଦ୍ର- ମୀନ ଅହୋରାତ୍ର।ତିଥି - ୮ମୀ ଦିବା ୧୧.୫୫ ଗତେ ୯ମୀ।ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ନାସ୍ତି।

New Baba Vanga Prediction
New Baba Vanga Prediction: ଭୟଙ୍କର ଭବିଷ୍ୟବାଣୀ; ଜୁଲାଇ ୫ରେ ମହାତାଣ୍ଡବ, କରିବ ସବୁ ଛାରଖାର୍!

୫ ଜୁଲାଇ, ୨୦୨୫ରେ ଜାପାନରେ ଏକ ମହାବିପର୍ଯ୍ୟୟ ଆସିବ। ଭବିଷ୍ୟବାଣୀରେ କୁହାଯାଇଛି ଯେ 'ଜାପାନ ଏବଂ ଫିଲିପାଇନ୍ସ ମଧ୍ୟରେ ସମୁଦ୍ର ତଳେ ଏକ ଫାଟ ସୃଷ୍ଟି ହେବ ଏବଂ କୂଳରେ ‘ଟୋହୋକୁ’ ଭୂମିକମ୍ପ ଅପେକ୍ଷା ତିନି ଗୁଣ ଅଧିକ ଉଚ୍ଚ ତରଙ୍ଗ ଆଘାତ କରିବ'।

Daily Horoscope
Daily Horoscope 18th June 2025: ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ...

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୩୪ ଗତେ ମୀନ । ତିଥି - ୭ମୀ ଦିବା ୦୧.୩୫ ଗତେ ୮ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶୀର , ସନ୍ଧ୍ୟା ୦୬.୩୪ ଗତେ ଧନୁ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ – ୨ପାଦ - ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୩୫ ଗତେ । ୧ପାଦ- କୁଟୁମ୍ବହାନି – ତିଳକାଞ୍ଚନ ଦାନ ରାତ୍ରି ୧୨.୨୧ ପର୍ଯ୍ୟନ୍ତ ।

Panchang Today
Panchang Today 18th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ  ବୁଧବାର । ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୩୪ ଗତେ ମୀନ । ତିଥି - ୭ମୀ ଦିବା ୦୧.୩୫ ଗତେ ୮ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶୀର , ସନ୍ଧ୍ୟା ୦୬.୩୪ ଗତେ ଧନୁ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ – ୨ପାଦ - ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୩୫ ଗତେ । ୧ପାଦ- କୁଟୁମ୍ବହାନି – ତିଳକାଞ୍ଚନ ଦାନ ରାତ୍ରି ୧୨.୨୧ ପର୍ଯ୍ୟନ୍ତ ।

Daily Horoscope
Daily Horoscope 17th June 2025: କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ...

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରସ୍ଥିତି ରହିପାରେ । ଘରୋଇ କଳହକୁ ନେଇ ଜମିକୁ ଭାଗ କରି ପାରନ୍ତି

Panchang
Panchang Today 17th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ  ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି - ୬ଷ୍ଠୀ ଦିବା ୦୨.୪୬ ଗତେ ୭ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶୀର ଅହୋରାତ୍ର

Hair Loss Astrological Solutions
Hair Loss Solutions: ଯେତେ ଚେଷ୍ଟା କଲେ ବି ଚୁଟି ଝଡିବା ବନ୍ଦ ହେଉନି; କରନ୍ତୁ ଏହି ଗୋଟିଏ କାମ, ହୋଇଯିବ ସମାଧାନ

କେଶକୁ ଶନିଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଯେତେବେଳେ ଜୀବନରେ ବାରମ୍ବାର ବାଧା, ମାନସିକ ଚାପ କିମ୍ବା ବିଫଳତା ଆସେ, କେଶର ଅବସ୍ଥା ମଧ୍ୟ ଖରାପ ହେବାକୁ ଲାଗେ। ଯଦି ଆପଣଙ୍କ ସହିତ ମଧ୍ୟ ଏପରି କିଛି ହେଉଛି, ତେବେ ଏହା ପଛରେ ଆପଣଙ୍କ ଜନ୍ମ କୁଣ୍ଡଳୀରେ ଶନିଙ୍କ ସ୍ଥିତି ହୋଇପାରେ।

Weekly Horoscope
Weekly Horoscope From 16 June 2025 To 22th june 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ସକାରାତ୍ମକତା ଆପଣଙ୍କୁ ବହୁତ ଆଗକୁ ନେଇଯିବ। ଲୋକଙ୍କର ଧ୍ୟାନ ଆକର୍ଷଣ କରିବାରେ ସଫଳ ହେବେ। ବେପାରରେ ଭାଗୀଦାରିଙ୍କ ମାଧ୍ୟମରେ ବହୁତ ଲାଭ ପାଇବେ। ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଉତ୍ତମ ଯୋଗ ରହିଛି। ଅଫିସରେ ଭଲଭାବେ ଦାୟିତ୍ବ ନିର୍ବାହ କରିବେ। ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନତା ବଜାୟ ରଖନ୍ତୁ।

Daily Horoscope
Daily Horoscope 16th June 2025: କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ...

ଜ୍ୱର କିମ୍ବା ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ଅନୁଭବ କରିପାରନ୍ତି । ବିଦେଶୀ ବାଣିଜ୍ୟ ସମୃଦ୍ଧ ହେବ ଏବଂ ବ୍ୟବସାୟ ବୃଦ୍ଧି ପାଇବ । ଭଲ ଲୋକଙ୍କ ସହିତ କାମ କରିବା ମଧ୍ୟ ଲାଭଦାୟକ ହେବ ।  ପରସ୍ପର ପ୍ରତି ଥିବା ପ୍ରେମ ଭାବନା ବଢିବ । ପିଲାମାନଙ୍କ ସହିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରିରେ ଭଲ ଟଙ୍କା ରୋଜଗାର କରିବେ ।

Panchang
Panchang Today 16th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ସୋମବାର । ଚନ୍ଦ୍ର- ମକର ଦିବା ୦୧.୦୯ ଗତେ କୁମ୍ଭ । ତିଥି - ୫ମୀ ଦିବା ୦୩.୩୧ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ସିଂହ ରାଶିର , ଦିବା ୦୧.୦୯ ଗତେ ମିଥୁନ ଓ ମୀନ ରାଶୀର ।

Daily Horoscope
Daily Horoscope 15th June 2025: କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ...

ଅଶ୍ୱନୀ- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପିଡା ଅପେକ୍ଷାକୃତ କମ ରହିବ । ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ ।

Panchang
Panchang Today 15th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ  ରବିବାର । ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୪ର୍ଥୀ ଦିବା ୦୩.୫୧ ଗତେ ୫ମୀ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୧ପାଦ- କୃଷିହାନି-ଭୂମିଦାନ