• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Paradeep

Fire
Fire Breaks Out: ବଡ଼ ଅଘଟଣ; କାର୍‌ ସହ ଜଳିଗଲେ ଡ୍ରାଇଭର

ଆଜି ସକାଳେ କାର୍‌ଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ଜଳୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ଭୟଙ୍କର ଅଗ୍ନିକାଣ୍ଡ
Fire Breaks Out: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

ପାରଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ୮ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲେ ।

Paradeep
Paradeep Market Complex: ପାରାଦୀପ ନୂଆବଜାର ମାର୍କେଟର ଦୋକାନ ଗୁଡିକରେ ଝୁଲୁଛି ତାଲା

ସମସ୍ୟା ଘେରରେ ପାରାଦୀପ ନୂଆବଜାର ମାର୍କେଟ ବିଭନ୍ନ ଅବ୍ୟବସ୍ଥା କାରଣରୁ ଏହି ମାର୍କେଟକୁ ଗ୍ରାହକ ଆସୁନଥିବା ଦେଖିବାକୁ ମିଳୁଛି । ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ ମାର୍କେଟ କମ୍ପ୍ଲେକ୍ସରେ ବେପାର ନହେବାରୁ ଦୋକାନ ଗୁଡିକରେ ତାଲା ଝୁଲୁଛି ।

paradeep port
Paradeep Port Scam: ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି ଯୋଜନାରେ ବଡ ଦୁର୍ନୀତି ଅଭିଯୋଗ

ପାରାଦୀପ ପୋର୍ଟରେ ଦୁର୍ନୀତିର ଗନ୍ଧ। ସାମ୍ନାକୁ ଆସିଛି ବଡ ଧରଣର ଠକେଇ ଘଟଣା। ୬୫ କୋଟି ଟଙ୍କାର ଉନ୍ନୟନ କାମରେ ବଡ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି। ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ସାଢେ ୩ କୋଟି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି।

Drunk Youth Creates Chaos
Drunk Youth Creates Chaos: ମଦ୍ୟପର ଜଘନ୍ୟ କାଣ୍ତ; ଚାଖାଣା ବିକାଳିଙ୍କ ମୁଣ୍ଡ ଫଟାଇଲା

ମନ ଇଚ୍ଛା ପେଟେ ପିଇବା ପରେ ଆରମ୍ଭ କଲା ହଙ୍ଗାମା ।  ନିଜ ବୁଲେଟର ଚାବି ନ ପାଇବାରୁ ନିଶାରେ ମଦ ବୋତଲ ଧରି ପିଟାପିଟି କଲା । 

Accident In Odisha
Accident In Odisha: ତିନି ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୯ଜଣ ଗୁରୁତର...

କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଘର । ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 

Accident In Odisha
Accident In Odisha: ସକାଳୁ ୩ଟି ଭୟଙ୍କର ଦୁର୍ଘଟଣା; ୩ ମୃତ, ୧୩ ଆହତ

ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।

ପ୍ରଗତିର ମୁଖଶାଳା ପାରାଦୀପ
Paradeep Boita Bandana Utsav 2024: ‘ପାରାଦୀପ ହେଉଛି ପ୍ରଗତିର ମୁଖଶାଳା, ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଦୁଇଗୁଣା କରିବ’: Mohan Majhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ଏହା ଆଜି ଦେଶରେ ଏକ ନମ୍ବର ବନ୍ଦର ହୋଇପାରିଛି । ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Paradip Fish
ୟୁରୋପ ଯିବ ପାରାଦୀପ ମାଛ, ବିଦେଶରେ ବିକ୍ରି ହେବ ‘ପାରାଦୀପ ବ୍ରାଣ୍ଡ’ ମାଛ

ପାରାଦୀପ ସମୁଦ୍ରରୁ ଧରା ହେଉଥିବା ମାଛ ଏଣିକି ‘ପାରାଦୀପ ବ୍ରାଣ୍ଡ’ରେ ବିକ୍ରି ହୋଇପାରେ ବିଦେଶରେ ।

Kujang Flood
ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା, ଜଳବନ୍ଦୀରେ ଦହଗଞ୍ଜ ଲୋକେ !

ଦୀର୍ଘ ଦିନର ଦାବି ପରେ ବି ଦୂର ହେଉନି ସମାସ୍ୟା । ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅପିଲ୍ ।

BJD
ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! ଭୁବନେଶ୍ୱର-ପାରାଦୀପ-ବଡ଼ଚଣାରେ ଦଳ ଫାଳ ଫାଳ

ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି ।

Paradeep
ମଝି ସମୁଦ୍ରରେ ଅଚଳ ହେଲା ବୋଟ୍; ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍

ସମୁଦ୍ରରେ ୧୪ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ମିଳିଛି। ପାରାଦୀପ-ମହାନଦୀ ମୁହାଣରେ ଘଟିଛି ଏହି ଅଘଟଣ। ଗୋଟିଏ ମାଛଧରା ବୋଟ୍‌କୁ ଉଦ୍ଧାର କରିବାକୁ ଯାଇ ଫସିଯାଇଛି ଆଉ ଏକ ଡଙ୍ଗା।

Paradeep Politics
ବିଲ୍ ପାଇଁ ମହାଭାରତ, କୁଜଙ୍ଗରେ ବିଡିଓଙ୍କୁ ବିଜେଡି ମାଡ଼ !

ତେଜିଲା ପାରାଦୀପ ରାଜନୀତି । ଜାଣିଶୁଣି ବିଲ୍ ବନ୍ଦ କଲେ ନିଆଁ ଜଳିବା ନେଇ ଶଙ୍ଖ ଦଳର ଚେତାବନୀ ।

Vishwakarma Puja 2024
ଆଜି ବିଶ୍ବବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା; ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ...

ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ ।

BJD
ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି, ଦୁଇଦିନ ତଳେ ନେତାଙ୍କୁ ଡାକି ବୁଝାଇଥିଲେ ସୁପ୍ରିମୋ

ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି । ବିଜେଡି ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ମାନସ ବିଶ୍ୱାଳ।

BJD
ବିଜେଡିର ପିଛା ଛା଼ଡୁନି ଗୋଷ୍ଠୀ କନ୍ଦଳ, ସଂଗଠନ ସଜାଡ଼ିବାକୁ ଦଳପତିଙ୍କ ଘନ ଘନ ଉଦ୍ୟମ

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।

Paradeep BJD
ଚରମ ସୀମାରେ ପାରାଦୀପ BJD କଳି, ସମ୍ବିତଙ୍କୁ ଦଳୀୟ କର୍ମୀଙ୍କ ଶାଣିତ ଆକ୍ରମଣ

ସାଙ୍ଗଠନିକ ବୈଠକକୁ ସମ୍ବିତ ରାଉତରାୟଙ୍କୁ ଡକାହେଲାନି । ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବୈଠକ ।

Odisha Politics
ଡାହା ମିଛ ଥିଲା କି ବିଜେଡି ସରକାରର ୫୭ ନୂଆ NAC ଘୋଷଣା ?

ନିର୍ବାଚନ ବେଳେ ଫାଙ୍କା ଘୋଷଣାର ଖୋଲିଗଲା ପୋଲ୍ । ପୋଲ୍ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Naveen Patnaik
ତୃଣମୂଳ ସ୍ତରରେ ଭୁଶୁଡ଼ୁଥିବା ଦୁର୍ଗକୁ ଦେଖି ଟେନସନରେ ବିିଜେଡିି

ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି ।

Ghana citizens
ପାରାଦୀପ ବନ୍ଦରରୁ ଧରାହେଲେ ୩ ଘାନା ନାଗରିକ; ଚାଲିଛି ତନାଘନା

ପାରାଦୀପ ଇମିଗ୍ରେସନ ପକ୍ଷରୁ ଜାହାଜକୁ ନୋଟିସ୍ କରାଯାଇଛି। ଜାହାଜରୁ କାହାକୁ ଓହ୍ଲାଇବାକୁ ଅନୁମତି ଦିଆଯାଉନି । ତନାଘନା କରୁଛି ଇମିଗ୍ରେସନ ବିଭାଗ।

Paradip Port
ଜାହାଜକୁ ଗିରଫ ନିର୍ଦ୍ଦେଶ, ବାଂଲାଦେଶରୁ ପାରାଦୀପ ଆସିଛି ଏମଭି ୱାଡି ଆଲବୋସ୍ତାନ

ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ ।

BJD
ବିଜେଡିକୁ ଘାରୁଛି ଅନାସ୍ଥା ଭୟ, ଗୋଠ ଏକାଠି ରଖିବାକୁ ନବୀନଙ୍କ ପରାମର୍ଶ

ଅନାସ୍ଥା ପଲିଟିକ୍ସ ନେଇ ସରଗରମ ରାଜ୍ୟ ରାଜନୀତି। ସିଟ୍ ହରାଇବା ଭୟ ଘାରିଲାଣି ବିଜେଡିକୁ। ନିଜ ଗଡ଼ ବଞ୍ଚାଇବା ପାଇଁ ପୌର ପ୍ରତିନିଧିଙ୍କୁ ନେଇ ବୈଠକ କରିଛି ଦଳ।

Coastal Odisha
ଅଶାନ୍ତ ବାଂଲାଦେଶ, ଆଲର୍ଟରେ ଓଡ଼ିଶା... ସମୁଦ୍ର ପଥ ଦେଇ ଆସିପାରନ୍ତି ଅନୁପ୍ରବେଶକାରୀ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ, ଭାରତ ଭିତରକୁ ବଢ଼ିଛି ଅନୁପ୍ରବେଶ ଆଶଙ୍କା । ସ୍ଥଳପଥ ଅପେକ୍ଷା ଜଳପଥ ସହଜ ଅନୁପ୍ରବେଶର ମାଧ୍ୟମ ହୋଇଥିବାରୁ, ବାଂଲା ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଓଡ଼ିଶା।

Illigal Ice Cream Factory
ସାବଧାନ ! ଆଇସକ୍ରିମ ବି ନକଲି

ଅମଲଭିଟା ନାଁରେ ଆଇସକ୍ରିମ୍‌ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ। ଆଇସକ୍ରିମ୍‌ ତିଆରି ପାଇଁ ଉଦ୍ଧିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଏବଂ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା ।