ସ୍ୱୟଂବରରେ ଭାଗ ନେବାକୁ ଯାଉଥିବା ରାଜାଙ୍କୁ ଅଧା ରାସ୍ତାରେ ଦୂତ କଲା କିଏ? ଆକାଶରୁ ଓହ୍ଲାଇ ସୁନା ରଙ୍ଗର ହଂସ ପକ୍ଷୀ ରାଜକୁମାରୀଙ୍କୁ କ'ଣ କହିଲା ଯେ ସେ ଅସୁସ୍ଥ ହୋଇପଡିଲେ? ମର୍ତ୍ତ୍ୟର ଜଣେ ରାଜକୁମାରୀଙ୍କ ସ୍ୱୟମ୍ବରରେ ଭାଗ ନେବାକୁ କେଉଁ ଦେବତାମାନେ ସ୍ୱର୍ଗରୁ ଆସିଥିଲେ? ଏଇ ସବୁ କାହାଣୀକୁ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଦ୍ରୌପଦୀଙ୍କୁ ଖୋଜି ଖୋଜି ବଣକୁ ଆସିଥିଲେ ସିନ୍ଧୁ ନରେଶ ଜୟଦ୍ରଥ? କୋଉ ପାପ ଥିଲା ତାଙ୍କ ମନରେ? କ'ଣ କହିଲେ ସେ ଦ୍ରୌପଦୀଙ୍କୁ? କାହିଁକି ଅର୍ଜୁନ ତୀର ମାରି ଜୟଦ୍ରଥଙ୍କ ରଥ ଭାଙ୍ଗିଲେ? ଭୀମଙ୍କ ଗଦା ପ୍ରହାରରୁ କାହିଁକି ତାଙ୍କୁ ବଞ୍ଚେଇଲେ ଯୁଧିଷ୍ଠିର? ଏମିତି ଆହୁରି ଘଟଣା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଦ୍ରୌପଦୀଙ୍କ ପୁଅ ପରି ଥିଲେ ଘଟୋତ୍କଚ। ସେ ଭୀମ-ହିଡିମ୍ବାଙ୍କର ପୁଅ ଥିଲେ। ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ ଭୀମ ଦ୍ରୌପଦୀଙ୍କ ଅଧିକ ଯତ୍ନ ନେଉଥିଲେ। ତେବେ ସେ କାହିଁକି ତାଙ୍କ ସ୍ୱାମୀଙ୍କ ପୁଅ ଉପରେ ଏତେ ରାଗିଗଲେ ଯେ ଆଉ ମୃତ୍ୟୁ ଅଭିଶାପ ଦେଇଦେଲେ?
କେଵେ କେଵେ ନିଜ ଧ୍ବଂସର ରାସ୍ତାକୁ ଟାଣି ହେଇଯାଏ ମଣିଷ । ସବୁ ଜାଣି ସବୁ ବୁଝି ତଥାପି ନୀରବ ରୁହନ୍ତି ଅନ୍ୟମାନେ। ପାଖରେ ରହି ନିଜର ଲାଗୁଥିବା ଲୋକଟି ବିନାଶ କାଳେ ବିପରୀତ ବୁଦ୍ଧି ଦେଉଥାଏ । କିଏ ନିଜର କିଏ ପର ବୁଝାପଡ଼େନି । କାହିଁକି ରାଜପ୍ରସାଦରେ ପଶା ଖେଳକୁ ଅନୁମତି ଦିଅନ୍ତି ରାଜା ? କାହିଁକି ଓ କେମିତି ପଶା କାଠି ବଦଳି ଯାଏ ? ଏଇ ସବୁ ବିଷୟରେ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଆଜିଠୁ ତେର ବର୍ଷ ପରେ ଘଟିବାକୁ ଥିବା କୋଉ ଅଘଟଣ ବିଷୟରେ ଚେତେଇଦେଲେ ବ୍ୟାସଦେବ? ଇନ୍ଦ୍ରପ୍ରସ୍ଥରେ କାହିଁକି ଅପଦସ୍ଥ ହେଲେ ଦୁର୍ଯ୍ୟୋଧନ? କ'ଣ ପାଇଁ କୌରବ ଭାଇମାନଙ୍କୁ ବିଧବାର ପୁଅ କହିଲେ ଭୀମସେନ? ମହାଭାରତ ମହାକାବ୍ୟରେ ବର୍ଣ୍ଣିତ ଏମିତି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
କାହିଁକି ଜଣେ ରାଜା ଅନ୍ୟ ଛୟାଅଶୀ ରାଜାଙ୍କୁ ବନ୍ଦୀ କରି ରଖିଥିଲା? କାହିଁକି ଗଧ ପାଦ ଧରିଲେ କୃଷ୍ଣ? କାହିଁକି ଗୋଟେ ଖେଣ୍ଟା ଶିମିଳି ଗଛ ରାଜାଙ୍କ ଦ୍ୱାରପାଳ ଥିଲା? ସୁନ୍ଦରୀ ଅପସରୀ ପୁଣି କାହିଁକି ଭେରୀ ହୋଇ ଜନ୍ମ ନେଲା? ମହାଭାରତ ପୃଷ୍ଠା ଭିତରେ ଥିବା ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ବଲିଉଡ୍ ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସିରିଏଲ୍ ମହାଭାରତରେ ‘ଭୀମ’ ଚରିତ୍ରରେ ପ୍ରବୀଣ କୁମାର ଅଭିନୟ କରିଥିଲେ।