• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heart Disease

Healthy Heart
Mediterranean Diet: ହୃଦୟ ସୁରକ୍ଷା ଓ ସୁସ୍ଥ ଜୀବନ ପାଇଁ ମେଡିଟେରେନିଆନ୍ ଖାଦ୍ୟ ପ୍ରଣାଳୀ

ଖାଦ୍ୟ ହିଁ ମଣିଷର ଉର୍ଜା ବା ଶକ୍ତିର ସ୍ରୋତ। ଆମେ ଯାହା ଖାଉ ତାହା ଶରୀରରେ ଉର୍ଜାରେ ପରିଣତ ହୁଏ ଏବଂ ପ୍ରତ୍ୟେକ ଖାଦ୍ୟସାର ଶରୀରରେ ଥିବା ଭିନ୍ନ ଭିନ୍ନ ଜୀବକୋଷକୁ ଭିନ୍ନ ଭିନ୍ନ ଉପାୟରେ ସୁସ୍ଥ ରଖେ। ଖାଦ୍ୟର ମଣିଷ ଶରୀର ଉପରେ ପ୍ରଭାବ ଏବଂ ସଠିକ୍ ଖାଦ୍ୟର ତାଲିକା ଓ ମାତ୍ରାକୁ ନେଇ ଲଗାତାର ଗବେଷଣା ଚାଲିଥାଏ। ସେମିତି ବର୍ଷବର୍ଷର ଗବେଷଣା ଦ୍ବାରା ମଣିଷର ସୁସ୍ଥ ହୃତପିଣ୍ଡ ପାଇଁ ବର୍ତ୍ତମାନ ମେଡିଟେରେନିଆନ୍ ଡାଏଟ୍ ପ୍ଲାନ୍ କୁ ଗୁରୁତ୍ୱ ଦିଆ ଯାଉଛି। ଏହାର ଆଉ ଏକ ଉପକାରିତା ହେଲା ଆପଣ ଖାଦ୍ୟ ଖାଇବା ବନ୍ଦ ନକରି ମଧ୍ୟ ଓଜନହ୍ରାସ କରି ପାରିବେ।

Heart Disease
କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ?

ବିଶ୍ୱରେ ନମ୍ବର ୱାନ୍ କିଲର୍ ପାଲଟିଛି ହୃଦରୋଗ । ହୃଦରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବଗୋଷ୍ଠୀ । ଭାରତରେ ପ୍ରତି ଲକ୍ଷେ ଲୋକରେ ୨୮୨ ଜଣଙ୍କ ମୃତ୍ୟୁ । କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ? ।

Heart Disease
ବିଶ୍ବରେ ନମ୍ବର ୱାନ୍ କିଲର୍ ପାଲଟିଛି ହୃଦରୋଗ; କ’ଣ କଲେ ଜଣେ ଦୂରେଇ ରହିପାରିବ ? ଜାଣନ୍ତୁ...

ହାର୍ଟ ଆଟାକ୍, ହାର୍ଟ ଫେଲ୍ୟୁର, ହାର୍ଟ ଷ୍ଟ୍ରୋକ୍। ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଏହି ତିନି ହୃଦରୋଗ ବିଶ୍ବର ନମ୍ବର ୱାନ୍ କିଲର। ଉଦବେଗର କଥା ହେଲା, ଏହି ରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ।

heart attack
ଆପଣଙ୍କର ରହିଛି କି ଗ୍ୟାସ ସମସ୍ୟା ? ହୋଇପାରେ ହୃଦଘାତ !

ଦେଶରେ ବର୍ତ୍ତମାନ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଦିଲ୍ଲୀରେ ବିଶେଜ୍ଞମାନେ ଏକ ଆଲୋଚନା କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ମାନେ ଦିଲ୍ଲୀରେ ଆୟୋଜିତ ହୋଇଥିବା ‘କାର୍ଡିଓଲୋଜି ସୁମା ୨୦୨୩’ରେ ଯୋଗଦେଇ ସେମାନେ ସେମାନଙ୍କ ମତ ରଖିଛନ୍ତି ।

Cisf officers saved a persons life by giving cpr
ହୃଦଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବଞ୍ଚାଇ ଦେଲେ CISF ଯବାନ

ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ଜଣେ ବ୍ୟକ୍ତି ହୃଦ୍ଘାତରେ ପୀଡିତ ହୋଇ ଯନ୍ତ୍ରଣା ଭୋଗିବାକୁ ଲାଗିଲେ। ସେହି ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି CISF ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି ତାଙ୍କୁ CPR ଦେଇ ତାଙ୍କ ଜୀବନ ବଞ୍ଚାଇ ଦେଲେ।