• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kidney Disease

World Kidney Day know 5 foods to keep kidney healthy naturally
World Kidney Day 2024: କିଡ୍‌ନୀକୁ ସୁସ୍ଥ ରଖିବାକୁ ଖାଆନ୍ତୁ ଏହି ପାଞ୍ଚଟି ଶସ୍ତା ଖାଦ୍ୟ

ଦିନକୁ ଦିନ କିଡ୍‌ନୀଜନିତ ସମସ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜର ଖାଦ୍ୟରେ କିଛି ଜିନିଷ ସାମିଲ୍ କରିବା ଅତ୍ୟନ୍ତ ଜରୁରୀ। ଏହା ମଧ୍ୟ ବେଶି ଦାମ ନୁହେଁ। ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ ଯାହା କିଡ୍‌ନୀକୁ ସୁସ୍ଥ ରଖେ।

World Kidney Day 2024 here are some effective yogasana for the kidney
World Kidney Day 2024: କିଡ୍‌ନୀ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦୈନିକ କରନ୍ତୁ ଏହି ୪ ଯୋଗାସନ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ଉତ୍ତମ ଖାଦ୍ୟ ବଜାୟ ରଖିବା ସହିତ ଦୈନନ୍ଦିନ ଜୀବନରେ ଯୋଗାସନ ଅଭ୍ୟାସ କିଡ୍‌ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଜଣେ ଯଦି ଦୈନନ୍ଦିନ କାର୍ଯ୍ୟରେ କିଛି ଯୋଗାସନକୁ ସାମିଲ କରେ ତେବେ କିଡ୍‌ନୀର ସ୍ୱାସ୍ଥ୍ୟ ନିଶ୍ଚିତ କରିବା ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ତେବେ ଆସନ୍ତୁ ଆଜି ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଏମିତି କିଛି ଯୋଗାସନ ବିଷୟରେ ଜାଣିନେବା।

Kidney patients increasing due to wrong eating habits
Health Tips: କିପରି ଜାଣିବେ ଆପଣ କିଡ୍‌ନୀ ରୋଗରେ ପୀଡିତ କି ନାହିଁ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଭୁଲ ଖାଦ୍ୟ ଅଭ୍ୟାସ ଯୋଗୁଁ ଲୋକମାନେ କିଡ୍‌ନୀ ରୋଗର ଶିକାର ହେଉଛନ୍ତି। ତେବେ ଡାକ୍ତରଙ୍କ କହିବାନୁସାରେ, ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନଟ ହୁଏ ଏବଂ ଏହାର ଚିକିତ୍ସା ଆରମ୍ଭ ହୁଏ, ତେବେ ରୋଗୀର ଜୀବନ ଦୀର୍ଘାୟୁ ହୋଇପାରେ।

Kidney disease
ଭାଇରାଲ ହେଉଛି କୁନିଝିଅର କୋହଭରା ଭିଡିଓ; ‘ମୋ ବାପାଙ୍କୁ ବଞ୍ଚାଇ ଦିଅ’

ଗୋଟିଏ ପଟେ ପରିବାରର ବୋଝ ତ ଅନ୍ୟ ପଟେ ନିଜର ଚିକିତ୍ସା ଖର୍ଚ୍ଚ । ଏହାରି ଭିତରେ ପେଷି ହେଉଛନ୍ତି ଗଣେଶ । ୨୦୧୩ ମସିହାରେ ଗଣେଶ ବିବାହ କରିଥିଲେ । ବାହାଘରର ଠିକ ଦୁଇବର୍ଷ ପରେ ଗଣେଶଙ୍କ ପାଦ ଫୁଲିବା ଆରମ୍ଭ ହୋଇଥିଲା ।

Parents Beg To Finance Treatment
ଭେଣ୍ଡିଆ ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମାଆ

ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ବାପା-ମାଆ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଦୃଶ୍ୟ ।

kidney
କଲବଲ କରୁଛି କିଡନୀ ରୋଗ : ୩୫ ବର୍ଷ ବୟସରେ ବୁଢ଼ା ପରି ଦିଶୁଛନ୍ତି ରୋଗୀ

ଯୌବନରେ ବୃଦ୍ଧ ଅବସ୍ଥା । କିଛି ବୁଝିବା ଆଗରୁ ଆକ୍ରାନ୍ତ କଲାଣି କିଡିନୀ ରୋଗ । ଗାଁରୁ ଗାଁ,ଏଘରୁ ସେଘର ମାଡିଲା ଭଳି ଆକ୍ରାନ୍ତ କରୁଛି ରୋଗ । ରେଢାଖୋଲ ବ୍ଲକର ବଂଶାଜାଲ ପଚାଂୟତର ହେଲେଇ ଗାଁରେ କିଡନୀ ରୋଗ ପାଇଁ ହନ୍ତସନ୍ତ ହେଲେଣି ଲୋକେ

Administration Extends Helping Hand To Man Suffering From Kidney Disease
ସ୍ୱାମୀର ଚିକିତ୍ସା ପାଇଁ ଭିକ ମାଗୁଥିଲେ ସ୍ତ୍ରୀ-ପୁଅ, ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ

ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଚିନ୍ତାମଣୀଙ୍କ ପାଖରେ ପହଂଚିଲା ପ୍ରଶାସନା। କିଡନୀ ରୋଗରେ ପୀଡିତ ଥିବା ଚିନ୍ତାମଣୀଙ୍କ ଘରକୁ ପହଂଚି ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ। ଗତବର୍ଷ ୨୦୨୧ ଡିସେମ୍ବର ୧୫ ତାରିଖରେ ଆପଣ ଏକା ନୁହନ୍ତ ଟିମ୍‍ ଦ୍ୱାରା ଚିନ୍ତାମଣୀ କିଡନୀ ରୋଗରେ ପୀଡ଼ିତ ଥିବା ପରେ ମଧ୍ୟ ସରକାରୀ ଯୋଜନାରୁ ବଂଚିତ ଥିଲେ।

need help
ଦିନେ ହସାଉଥିଲେ, ଆଜି କାନ୍ଦୁଛନ୍ତି ! ବଞ୍ଚିବା ପାଇଁ ଗୁହାରୀ କରୁଛନ୍ତି ନୃତ୍ୟ କଳାକାର ଦୀପକ

ହସଖୁସିରେ ଦିନ ବିତୁଥିଲା। କରୋନା ସବୁ ଉଜାଡ଼ି ଦେଲା। ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ। ଫେଲ୍ ହୋଇଯାଇଛି ଦୁଇଟିଯାକ କିଡନୀ। ଗରିବ କଳାକାର ବଞ୍ଚିବା ପାଇଁ କରୁଛନ୍ତି ନିବେଦନ। ସହାୟତା ମିଳିଲେ ବଞ୍ଚିଯିବେ ପ୍ରତିଭାବାନ ଦୀପକ ନାୟକ।

Kidney Ailments
ଏମିତି ଏକ ଗାଁ, ଯେଉଁଠି ଅଧାରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ

କିଡନୀ ରୋଗର ସଠିକ କାରଣ ଜଣା ପଡୁ ନଥିଲେ ମଧ୍ୟ ପାଣି ପାଇଁ ଏସବୁ ହେଉଛି ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି । ଗତ ଦୁଇ ତିନି ବର୍ଷ ଭିତରେ କିଡନୀ ରୋଗରେ ଗଲାଣି ଅନେକ ଜୀବନ ।

kamakhyanagar
କିଡନୀ ରୋଗରେ କଲବଲ ହେଉଛନ୍ତି ରବି : ବାପାଙ୍କ ପାଇଁ ପର ଘରେ ମୁଲ ଲାଗୁଛନ୍ତି ଦୁଇ କୁନି ଝିଅ

ହେଲେ ଏହାରି ଭିତରେ ବିଧାତା ରବିଙ୍କ ପରିବାର ଉପରେ ସତେ ଯେପରି ଦାଉ ସାଜିଲା । ସେ କିଡନୀ ରୋଗରେ ଆକ୍ରାନ୍ତ ହେଲେ । ଆଜକୁ ୪ ବର୍ଷ ଧରି କଟକ ବଡ଼ ମେଡ଼ିକାଲକୁ ଯାଇ ଯାଇ ସବୁ କିଛି ହରେଇ ସାରିଲେଣି, ତଥାପି ରୋଗ ଭଲ ହେଉନି । ଅର୍ଥାଭାବରୁ ବର୍ଷେ ହେବ ମେଡ଼ିକାଲ ଯାଇପାରୁ ନାହାନ୍ତି , କେବଳ ଭଗବାନଙ୍କ ଭରଷାରେ ଘରେ ପଡ଼ି ରହିଛନ୍ତି ।