• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

Arun Bothra
India-Pakistan Social Media Conflict: ପାକିସ୍ତାନୀ ସୋସିଆଲ ମିଡିଆ ୟୁଜରଙ୍କୁ ଆଇପିଏସ ଅରୁଣ ବୋଥ୍ରାଙ୍କ ମଜାଳିଆ ଜବାବ

ପାକିସ୍ତାନ ନୌସେନା ଭାରତରେ ବିଭିନ୍ନ ବନ୍ଦରକୁ ଧ୍ୱଂସ କରି ଦେଇଥିବା ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ୟୁଜର୍ସ ମିଥ୍ୟା ପ୍ରଚାର କରୁଛନ୍ତି । ଏହି ଦାବି ଭିତରେ ଥିଲା ବେଙ୍ଗାଲୁରୁ ବନ୍ଦର । ଏହାକୁ ଏମିତି କଟାକ୍ଷ କରି ସୋସିଆଲ୍ ମିଡିଆରେ ଧୋଇଦେଲେ ବରିଷ୍ଠ ଆଇପିଏସ୍ ଅଫିସର୍ ଅରୁଣ ବୋଥ୍ରା ।

Huge black anaconda seen in amazon forest
Viral Video: ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!

ଏବେ ଆମାଜନ ଜଙ୍ଗଲରେ ଆଉ ଏକ ବିଶାଳ ଆନାକୋଣ୍ଡା ଦେଖାଯାଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଆମାଜନ ଜଙ୍ଗଲରେ ନିର୍ମିତ ଏକ କେନାଲରେ ହେଲିକପ୍ଟରରୁ ଏହି ବିଶାଳ କଳା ଆନାକୋଣ୍ଡାକୁ ଦେଖାଯାଉଛି।

Ranveer Allahbadia says sorry to Pakistani people
Ranveer Allahbadia: ପାକିସ୍ତାନୀ ଲୋକଙ୍କୁ Sorry ମାଗିଲେ ରଣବୀର; ଲୋକେ କହିଲେ ସୁଧିରିବ ନାହିଁ

ଅନ୍‌ଲାଇନ୍‌ରେ ସମାଲୋଚନାର ଶିକାର ହେଉଛନ୍ତି ପୋଡକାଷ୍ଟର ରଣବୀର ଆଲ୍ଲାହାବାଦିଆ। ସେ ସୋସିଆଲ୍ ମିଡିଆରେ ପାକିସ୍ତାନୀ ଲୋକଙ୍କୁ Sorry ମାଗିବା ନେଇ ପୋଷ୍ଟ୍ କରିଥିଲେ। ଏହା ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।

Salman khan reaction on india Pakistan ceasefire
Salman Khan: ଅସ୍ତ୍ରବିରତିକୁ ନେଇ ସଲମାନ ଖାନ କହିଲେ ଏମିତି; ଲୋକେ ତାତିଲେ, ଟ୍ରୋଲ୍ କଲେ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଉପରେ ଆଶ୍ୱସ୍ତି ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ସଲମାନ ଖାନ। ଏହାକୁ ନେଇ ଲୋକେ ରାଗିଯାଇଛନ୍ତି। ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

Youtuber
YouTuber Unexpected Experiment: ୫ ଦିନ ଛିଡା ହୋଇ ରହିଲେ ୟୁଟ୍ୟୁବର

ଶରୀରକୁ ନେଇ ଏକ୍ସପେରିମେଂଟ କଲେ ଜଣେ ଆମେରିକୀୟ ୟୁଟ୍ୟୁବର । ୫ ଦିନ ଧରି ଛିଡା ହୋଇ ରହିଲେ ।

Javed Akhtar refuse to comment on operation sindoor
Javed Akhtar: ‘ଅପରେସନ୍ ସିନ୍ଦୂର’କୁ ନେଇ ଏମିତି କହିଲେ ଜାଭେଦ ଅଖତର; ଲୋକେ କଲେ ଟାର୍ଗେଟ୍

ଯେତେବେଳେ ଜାଭେଦଙ୍କୁ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ପ୍ରତିକ୍ରିୟା ଦେବାକୁ ପଚରାଗଲା, ସେ ପାପାରାଜୀଙ୍କ ଉପରେ ରାଗିଗଲେ। ସେ କହିଛନ୍ତି ଯେ ସେ ଏ ବିଷୟରେ କିଛି କହିବାକୁ ଚାହାଁନ୍ତି ନାହିଁ। ଏହି ଭିଡିଓକୁ ନେଇ ନେଟିଜେନ୍‌ମାନେ ମଧ୍ୟ ଦୁଇ ଭାଗ ହୋଇଛନ୍ତି।

Mahakumbh Monalisa
Mahakumbh Monalisa: ଚାଲି-ହସ ପୂରା ସୁପର୍‌ଷ୍ଟାର୍; ମୋନାଲିସାଙ୍କ ଆଗରେ ପୂରା ଫିକା ଦୀପିକା-କାଟ୍ରୀନା

ଏବେ ପୁଣି ଥରେ ମୋନାଲିସା ପାପାରାଜୀଙ୍କ କ୍ୟାମେରାରେ କଏଦ ହୋଇଛନ୍ତି। ଭାଇରାଲ୍ ଗାର୍ଲ ଏକ ଏମ୍ବ୍ରୋଡେରୀ ନୀଳ ସୁଟ୍ ପିନ୍ଧିଥିବାର ନଜର ଆସନ୍ତି। ମୋନାଲିସାଙ୍କ ମୁହଁରେ ବହୁତ କମ୍ ମେକଅପ୍ ଅଛି। ଏଥିରେ ମୋନାଲିସାଙ୍କ ଷ୍ଟାଇଲ୍, ସ୍ମାଇଲ୍ ଆଉ ସ୍ୱାଗ୍ ଦେଖିଲେ ବଡ ବଡ ହିରୋଇନ୍‌ମାନେ ବି ଫିକା ପଡିଯିବେ।

Teacher Fight News
Viral Video: ସ୍କୁଲ୍ ହେଲା ଆଖଡାଶାଳ; ପ୍ରିନ୍ସିପାଲ୍‌-ଲାଇବ୍ରେରିଆନ୍‌ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ମହିଳା ପ୍ରିନ୍ସିପାଲ ଏବଂ ମୈନଗାଓଁର ଲାଇବ୍ରେରିଆନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ତା’ପରେ ଯାହା ହେଲା ଆପଣ ଭିଡିଓ ଦେଖିଲେ ଜାଣିପାରିବେ। ଆପଣ ନିଶ୍ଚିତ କହିବେ ଏହା ବିଦ୍ୟାଳୟ ନା ଆଖଡାଶାଳ।

ଜୁକରବର୍ଗ
Goodbye to old Facebook: ଜୁକରବର୍ଗଙ୍କ ହାତରୁ ଯିବ ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମ !

ମେଟାକୁ ଅଦାଲତର ଦ୍ୱାରସ୍ଥ କରାଇଛି ଆମେରିକାର ଫେଡେରାଲ ଟ୍ରେଡ କମିଶନ (ଏଫଟିସି) ।

ପରୀକ୍ଷାରେ ଫେଲ୍ ହେବା ପରେ...
Family Celebrates Failure: ପରୀକ୍ଷାରେ ଫେଲ୍ ହୋଇଗଲା ପୁଅ, ପରିବାର ଲୋକ କାଟିଲେ କେକ୍

ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍ ହୋଇଥିବା ପୁଅର ବିଫଳତାକୁ ଉତ୍ସବ ଭାବେ ପାଳନ କରିଛନ୍ତି ବାପା ମାଆ । ପୁଅ ପରୀକ୍ଷାରେ ଫେଲ ହୋଇଛି, କିନ୍ତୁ ଜୀବନରେ ଫେଲ୍ ହୋଇନାହିଁ ବୋଲି ତାଙ୍କ ବାପା କହିଛନ୍ତି।

Old man wears 6 gold watches
Viral Video: ଆଶ୍ଚର୍ଯ୍ୟ ! ଦୁଇ ହାତରେ ୬ଟା ଗୋଲ୍‌ଡେନ୍ ଘଣ୍ଟା, ପକେଟ୍‌ରେ ଡଜନେ ଗୋଲ୍‌ଡେନ୍ ପେନ୍

ସୋସିଆଲ୍ ମିଡିଆରେ ଆଶ୍ଚର୍ଯ୍ୟ କରୁଛି ଏକ ଭାଇରାଲ୍ ଭିଡିଓ। ଜଣେ ବୃଦ୍ଧଙ୍କ ହାତରେ ୬ଟା ଗୋଲ୍‌ଡେନ୍ ଘଣ୍ଟା ଆଉ ପକେଟ୍‌ରେ ଅଛି ୧୨ଟି ଗୋଲ୍‌ଡେନ୍ ପେନ୍। ଏହି ବୃଦ୍ଧ ବ୍ୟକ୍ତିଙ୍କୁ ବସ୍‌ରେ ଯାତ୍ରା କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Mukesh Khanna Shaktimaan
Mukesh Khanna Shaktimaan: ଶକ୍ତିମାନ ପୋଷାକକୁ ଜାପାନୀ ମଲ୍ଲଯୋଦ୍ଧାଙ୍କ ଠାରୁ ଚୋରି କରିଥିଲେ ମୁକେଶ ଖାନ୍ନା!

ଇଣ୍ଟରନେଟରେ ପ୍ରଶ୍ନ ଉଠାଯାଉଛି ଯେ ଶକ୍ତିମାନର ପୋଷାକ ପ୍ରକୃତରେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିଲା ନା ମୁକେଶ ଖାନ୍ନାଙ୍କ ପୂର୍ବରୁ ଆଉ କେହି ଏହିଭଳି ପୋଷାକ ପିନ୍ଧିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ଆଉ କାହାକୁ କପି କରି ଶକ୍ତିମାନ ପାଇଁ ଏହାକୁ ଡିଜାଇନ୍ କରାଯାଇଛି।

Car landed on tree people shocked to see this
Viral Video: ଗଛ ଉପରେ ଝୁଲୁଛି କାର୍; ଏହା କ’ଣ ଦୁର୍ଘଟଣା…

ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିବେ ଯେ ଏକ କାର୍‌ ଏପରି ସ୍ଥାନରେ ଝୁଲି ରହିଛି ଯେଉଁଠାରେ ଏହା ପହଞ୍ଚିବା ନେଇ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।

Anurag Kashyap apologized
Anurag Kashyap: ବ୍ରାହ୍ମଣ ସମାଜକୁ କ୍ଷମା ମାଗିଲେ ଅନୁରାଗ; କହିଲେ ମୁଁ ଏବେ ଠିକ୍ ଶବ୍ଦ ବ୍ୟବହାର କରିବି

ଅନୁରାଗ କଶ୍ୟପ କହିଛନ୍ତି ଯେ ସେ କ୍ରୋଧରେ ନିଜର ସୀମା ଭୁଲିଯାଇଥିଲେ। ଏହା ପରେ ସେ କଥାବାର୍ତ୍ତା ସମୟରେ ଠିକ୍ ଶବ୍ଦ ବ୍ୟବହାର କରିବାକୁ ଯତ୍ନ ନେବେ ବୋଲି କହିଛନ୍ତି।

Wife pushes husband off roof during argument
Viral Video: ବଢିଗଲା ସ୍ୱାମୀ-ସ୍ତ୍ରୀଙ୍କ ଝଗଡା; ଛାତ ଉପରୁ ସ୍ୱାମୀଙ୍କୁ ଠେଲିଦେଲେ ମହିଳା, ଦେଖନ୍ତୁ ଭିଡିଓ…

ଏକ ଭାଇରାଲ ଭିଡିଓରେ ଦେଖାଯାଏ ଯେ ସ୍ତ୍ରୀ ରାଗିଯାଇ ସ୍ୱାମୀଙ୍କୁ ଏକ ଧକ୍କା ପକାଇଲେ। ସେ ଘରର ଛାତ ଉପରୁ ତଳକୁ ଖସିପଡିଲେ। ତା’ ପରେ କ’ଣ ହେଲା ଦେଖନ୍ତୁ…

Fraud Marriage
Fraud Marriage: କନିଆଁର ମୁହଁ ଦେଖି ବର ବେହୋସ୍‌

ସଜେଇ ହୋଇଥିଲା ମଣ୍ଡପ । ବରାଯାତ୍ରୀ ଧରି ଧୁମ୍‌ଧାମରେ ଦାଣ୍ଡ ଦୁଲୁକାଇ ପହଞ୍ଚିଲା ବର । ଏପଟେ କନିଆଁ ବି ଥିଲା ଫୁଲ୍‌ ରେଡ୍ଡି । ଓଡ଼ଣା ଟାଣି ବସିଥିଲା ବର ଅପେକ୍ଷାରେ । ମୌଲବି ଆସିଲେ ନିକାହା ପଢ଼ିଲେ । ହେଲେ ହଠାତ୍‌ ବାହାଘର ମଝିରେ କନିଆଁର ନାଁ ଶୁଣି ବରର ଉଡ଼ିଗଲା ହୋସ୍‌ ।

Lady Don
Lady Don: ରାଜଧାନୀ ଥରାଉଛି ଲେଡି ଡନ୍‌ ଜିକ୍ରା; ବନ୍ଧୁକ ଧରୁଛି, ଜୀବନ ନେଉଛି

ସୁନ୍ଦର ଚେହେରା । ବିନ୍ଦାସ ତେବର୍‌ ଆଉ ଚୁଲବୁଲି ଅନ୍ଦାଜ । ହେଲେ କାମ କିନ୍ତୁ ଖତର୍‌ନାକ । କେତେବେଳେ ହାତରେ ବନ୍ଧୁକ ତ ଆଉ କେତେବେଳେ ଛୁରୀ ।

Tea
Bengaluru Viral News: ରାସ୍ତା ମଝିରେ ଚୌକି ପକାଇ ଚା' ପିଇଲେ, ତା' ପରେ...

ଘାରିଲା ଚା’ ନିଶା । ନିଶା ଏମିତି ଯେ ଭୁଲିଗଲେ ସବୁ କିଛି । ବିଚ୍‌ ରାସ୍ତାରେ ବାବୁ ଭଳି ଗୋଡ ଉପରେ ଗୋଡ ରଖି ଚୌକି ପକାଇ ବସିଲେ । ଚା’ କପ୍‌ ଧରି ମଜାର ସହ ପିଇଲେ । ରାସ୍ତାରେ କେଁ କାଁ କରି ଗାଡିମୋଟର ଯାଉଥିଲେ ବି କାହାକୁ ଖାତିର କଲେନି ।

Skeleton Flower
Skeleton Flower: ବର୍ଷା ହେଲେ ରଙ୍ଗ ବଦଳାଉଥିବା ଏକ ଚମତ୍କାରୀ ଫୁଲ...

ଆପଣ ଅନେକ ସୁନ୍ଦର ସୁନ୍ଦର ଫୁଲ ଦେଖିଥିବେ, ଆଜି ଆମେ ଏପରି ଏକ ଦୁର୍ଲ୍ଲଭ ଫୁଲ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ବିସ୍ମିତ କରିଦେବ । ଏମିତି ଏକ ଅଦ୍ଭୁତ ଫୁଲ ହେଉଛି 'କଙ୍କାଳ ଫୁଲ' । ନାଁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହି ଫୁଲର ବିଶେଷତ୍ୱ ହିଁ ଏପରି ନାମକରଣ ପଛର କାରଣ ।

  • Saturday, 19 April 2025
Online Gaming
Online Gambling Crores Lost: ଅନଲାଇନ୍ ଗେମରେ ୫୦-୫୦ ଓ୍ବିନିଂ ଚାନ୍ସ୍ ପଛର ସତ୍ୟତା, ଜାଣିଲେ ଉଡ଼ିଯିବ ହୋସ୍

ଅନଲାଇନ୍ ଗେମ୍ ନାଁରେ କୋଟି କୋଟିର ସ୍କାମ୍ । ପଇସା ଲଗାଉଛନ୍ତି ୟୁଜର, ଲୁଟି ଚାଲିଛି ଆପ୍ । ୫୦-୫୦ ୱିନିଂ ଚାନ୍ସ୍ ପଛର ସତ୍ୟତା ଜାଣିଲେ ଉଡ଼ିଯିବ ହୋସ୍...

Most Expensive House
World's Most Expensive House: ଏଇଠି ଅଛି ଦୁନିଆର ସବୁଠୁ ଦାମୀ ଘର... ଦାମ୍ ଜାଣିଲେ ଉଡ଼ିଯିବ ହୋସ୍ !

ଘର କରିବା ସ୍ୱପ୍ନ ସମସ୍ତଙ୍କର ଥାଏ । ମାତ୍ର ଆଜିର ମହଙ୍ଗା ଯୁଗରେ ଏହା କରିବା ଏତେ ସହଜ ନୁହେଁ । ଘର କଥା ପଡିଲେ ବିଶ୍ୱର ସବୁଠୁ ଦାମୀ ଘରକୁ ନେଇ ଚର୍ଚ୍ଚା ହୁଏ । ଆପଣ ଜାଣନ୍ତି କି, ବିଶ୍ୱର ସବୁଠୁ ଦାମୀ ଘର କେଉଁଠି ? କିଏ ଏହି ଘରର ମାଲିକ ଏବଂ କେଉଁ ଦେଶରେ ଏହି ଘର ରହିଛି ?

Bizarre Love Story
Bizarre Love Story: ଝିଅ ବସିଥାନ୍ତା ବେଦୀରେ, ଜ୍ୱାଇଁ ସହ ଫେରାର୍ ହୋଇଗଲା ଶାଶୁ

ଛପି ସାରିଥିଲା ବାହାଘର କାର୍ଡ। କିଣା ସରିଥିଲା ଶାଢ଼ୀ ଓ ଗହଣା ଗାଣ୍ଠି। ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି। ବେଦିରେ ବସିଥାନ୍ତା ଝିଅ। ହେଲେ ତା’ପୂର୍ବରୁ ଜ୍ୱାଇଁପୁଅକୁ ଧରି ଫେରାର ହୋଇଗଲା ମା’ ।

Monalisa supporting director sanoj mishra
Mahakumbh Monalisa: ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ନେଇ ଏମିତି କହିଲେ ମୋନାଲିସା; ସେ ମତେ ଖରାପ ନଜରରେ…

ସୋସିଆଲ ମିଡିଆରେ ମହାକୁମ୍ଭର ଭାଇରାଲ୍ ଗାର୍ଲ ମୋନାଲିସାଙ୍କ ଏକ ଭିଡିଓ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି। ସେ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିଷୟରେ କିଛି କହୁଥିବାର ଦେଖାଯାଏ। ଏହି ଭିଡିଓ ଦେଖିବାକୁ ପରେ ମୋନାଲିସାଙ୍କ ପ୍ରତି ସନୋଜଙ୍କ ଭାବନା କ’ଣ ଆପଣ ଜାଣିପାରିବେ।

IIT baba flute performance video goes viral
Viral Video: IIT ବାବାଙ୍କ ନୂଆ ଅବତାର; ହାତରେ ଲଗାଇଲେ ମେହେନ୍ଦୀ, ବଜାଇଲେ ବଇଁଶୀ

ପୁଣି ଚର୍ଚ୍ଚାରେ IIT ବାବା। ଏଥର ସେ ମେହେନ୍ଦୀ ଲଗାଇ ବଂଶୀ ବଜାଉଥିବାର ନଜର ଆସୁଛନ୍ତି। ଲାଇଭ୍ ଷ୍ଟ୍ରିମିଂ ଯୋଗୁଁ ଖବରରେ ଥିବା IIT ବାବା ଏଥର ତାଙ୍କ ରିଲ୍ ଯୋଗୁଁ ଭାଇରାଲ୍‌ ହେଉଛନ୍ତି।

Woman Fell In Love With Electrician Gets Married
Viral Video: ଆସିଥିଲେ ଫ୍ୟାନ୍ ସଜାଡିବାକୁ; ହୋଇଗଲା ପ୍ରେମ, କରିଦେଲେ କନିଆଁ

ଜଣେ ମହିଳା ତାଙ୍କ ଫ୍ୟାନ୍ ମରାମତି କରିବାକୁ ଆସିଥିବା ଜଣେ ଇଲେକ୍ଟ୍ରିସିଆନଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି। ଏବେ ଉଭୟଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଏବଂ ଲୋକମାନେ ଏହାକୁ 'ପ୍ରକୃତ ଜୀବନର ବଲିଉଡ୍‌ ପ୍ରେମ କାହାଣୀ' ବୋଲି କହୁଛନ୍ତି।