• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Kandhamal

ଚାଷରେ ଏତେ ଲାଭ ?
Marigold Cultivation: ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ

ପରିଶ୍ରମ ତୁଳନାରେ ସେମାନଙ୍କୁ ସେତିକି ଲାଭ ମିଳୁନଥିଲା । ହେଲେ ଏବେ ତିନି ମାସରେ କମ୍ ପରିଶ୍ରମରେ ଗେଣ୍ଡୁଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଯାହା କି ଏହି ଫୁଲ ଚାଷ ଏବେ ସେମାନଙ୍କ ମନରେ ଆନନ୍ଦ ଆଣି ଦେଇଛି ।

Mobile
No Mobile Network: ୭ ବର୍ଷ ହେଲା ଛିଡ଼ା ହୋଇଛି ଟାୱାର, କନେକ୍‌ସନ୍‌ ନାହିଁ

ଯେଉଁ ଗାଁରେ କଥା ହେବା ପାଇଁ ନେଟୱର୍କ ଆସୁନି, ସେପରି ସ୍ଥିତିରେ ନେଟ୍‌ କଥା ନକହିବା ଭଲ। ଛାତ୍ରଛାତ୍ରୀମାନେ ଅନ୍‌ ଲାଇନ୍‌ରେ ପାଠ ପଢି ପାରୁନାହାନ୍ତି।

BJD
No Confidence Motion Against Sarpanch: ବିଜେଡି ସମର୍ଥିତ ସରପଞ୍ଚଙ୍କ ପାଇଁ ଟେନସନ୍‌ ଆଣିଲେ ୱାର୍ଡ ମେମ୍ୱର

ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ୩ ବର୍ଷ ଧରି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା କରି ଆସୁଛନ୍ତି। ଏପରିକି କି ପଞ୍ଚାୟତର ସମସ୍ତ ଠିକା କାର୍ଯ୍ୟ ନିର୍ଦ୍ଧିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ଦେଉଛନ୍ତି।

Constable
POCSO Judgement: କନ୍‌ଷ୍ଟେବଳଙ୍କୁ ୨୦ ବର୍ଷ ଜେଲ୍‌, ଜରିମାନା

ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍‌ ବିଭାଗରେ କନ୍‌ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ।

Fish
NAC Officer Dadagiri: ମାଛ ବିକୁଥିଲେ ଦୁଇ ଭଉଣୀ; ନାଳକୁ ଫିଙ୍ଗି ଦେଲେ ବାବୁ !

ଅଭିଯୋଗ ଅନୁସାରେ ଦୁଇ ଭଉଣୀ ଉଠିବା ପୂର୍ବରୁ ଏନ୍‌ଏସି ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ମାଛ ଗୁଡ଼ିକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ। ଫିଙ୍ଗା ଯାଇଥିବା ମାଛର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Strawberry
Strawberry Farming In Odisha: ମହିଳାଙ୍କୁ ରୋଜଗାରର ପନ୍ଥା ଯୋଗାଇଛି ଷ୍ଟ୍ରବେରୀ; ଲାଭ ସହ ଦେଇଛି ନୂଆ ପରିଚୟ

ଷ୍ଟ୍ରବେରୀକୁ କିଣିବା ଲାଗି କ୍ଷେତରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି । କିଲୋ ପିଛା ୫ଶହ ଟଙ୍କା ଦରରେ ବିକ୍ରି ହେଉଛି । ଏମିତି କି ମହିଳାମାନେ ଗ୍ରାହକଙ୍କ ଚାହିଦାକୁ ଦେଖି ଛୋଟ ଛୋଟ ପ୍ୟାକେଟରେ ଓଜନ କରି ଷ୍ଟ୍ରବେରୀକୁ ବିଭିନ୍ନ ସହରରକୁ ବିକ୍ରିବଟା ପାଇଁ ପଠାଉଛନ୍ତି ।

Odisha Cold Wave
Odisha Cold Wave: ଶୀତରେ ଥରୁଛି ସାରା ଓଡ଼ିଶା, ଆସୁଛି ବର୍ଷା, ଚିନ୍ତାରେ ଚାଷୀ...

ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।

ଥାନାବାବୁଙ୍କ ଅନୈତିକ ସଂପର୍କ
Kotagada Police Station: ପ୍ରେମିକା ସହ ସ୍ୱାମୀଙ୍କୁ କାବୁ କଲେ ପତ୍ନୀ...ନ୍ୟାୟ ପାଇଁ ଗୁହାରି

ପୋଲିସ ବାବୁ ଜଣକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ରଖି ଆସୁଥିଲେ । କେବଳ ସେତିକି ନୁହେଁ ପୋଲିସ ବାବୁ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ସେ ରହୁଥିବା କୋଟଗଡ଼ ଥାନା ପରିସରରେ ଥିବା ବାରାକକୁ ଆଣି କୁଆଡ଼େ ଅନୈତିକ ସଂପର୍କ ମଧ୍ୟ ରଖୁଥଲେ ।

ଗୁଗୁଲ୍ ମ୍ୟାପ ଦେଖି ଫସିଗଲେ ଟ୍ରକ ଡ୍ରାଇଭର୍
Google Map Betrays: ପୁଣି ଧୋକ୍କା ଦେଲା ଗୁଗୁଲ୍ ମ୍ୟାପ୍...ଘାଟି ରାସ୍ତାରେ ୩ ଦିନ ଧରି ଫସିଛି ଚାଉଳ ବୋଝେଇ ଟ୍ରକ୍

ମ୍ୟାପରେ ସର୍ଟକର୍ଟ ରାସ୍ତା ଦେଖି ଘାଟି ରାସ୍ତାରେ ଫସିଗଲା ଚାଉଳ ବୋଝେଇ ଟ୍ରକ । କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ।

Jogimatha
Jogi matha Waterfall: ପର୍ଯ୍ୟଟକଙ୍କ ପାଇଁ ଅପହଞ୍ଚ ଯୋଗୀ ମଠ ଜଳପ୍ରପାତ

ପଥରର ଛାତିକୁ ଚିରି ଅନବରତ ଭାବେ ଜଙ୍ଗଲ ଭିତରେ ଅଙ୍କା ବଙ୍କା ହୋଇ ବୋହି ଯାଉଛି ଝରଣାର ପାଣି । ତାକୁ ଯିଏ ଥରେ ଦେଖିବ, ସେହି ଜଙ୍ଗଲ ଭିତରେ ଘଡିଏ ଅଟକି ଯିବ । ଆଉ ତା’ ସୌନ୍ଦର୍ଯ୍ୟର ପ୍ରେମରେ ପଡିଯିବ ।

Rainfall In Several Places
Rainfall In Several Places: ମାଡ଼ି ଆସୁଛି ବର୍ଷା; କ୍ଷେତରେ ପଡ଼ିଛି ଧାନ, ଚିନ୍ତାରେ ଚାଷୀକୁଳ

୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

Food Supply Secretary
Kandhamal Mango Kernel Tragedy: କାହିଁକି ବଦଳିଲେ ଖାଦ୍ୟ ଯୋଗାଣ ସଚିବ ? ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନା ଅନ୍ୟ କିଛି କାରଣ..

ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ । ହେଲେ କାହିଁକି? କନ୍ଧମାଳ ଆମ୍ବ ଟାକୁଆ ମୃତ୍ୟୁ ଏହା ପଛର କାରଣ କି?

Shortage of Water
Shortage of Water: ଦୂଷିତ ପାଣି ପାଲଟିଛି ଜୀବନରେଖା! ଫେଲ୍ ମାରିଛି ବସୁଧା ଯୋଜନା

ଆମ୍ବୁଟାକୁଆ ଖାଇ ଡହଳବିକଳ ହେଉଥିବା କନ୍ଧମାଳର ମାଣ୍ଡିପଙ୍କା ଗାଁରେ ଏବେ ପାଣି ପାଇଁ ହାହାକାର ପରିସ୍ଥିତି ।

Mango Kernel Tragedy in Kandhamal
Mango Kernel Tragedy in Kandhamal: ‘ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି’

ବିଷାକ୍ତ ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ମୃତକଙ୍କ ପରିବାର ଲୋକେ ଏନେଇ ସ୍ବୀକାର କରିଛନ୍ତି ।

ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣାରେ ଆସିଲା RDC ତଦନ୍ତ ରିପୋର୍ଟ !
Mango Kernel: ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣାରେ ଆସିଲା RDC ତଦନ୍ତ ରିପୋର୍ଟ !

ବିଷାକ୍ତ ଖାଦ୍ୟ ନେଇଛି ଦୁଇ ଜୀବନ । ମଣିଷ ଖାଇବା ଯୋଗ୍ୟ ନଥିଲା ଆମ୍ବ ଟାକୁଆ ଜାଉ ।

Kandhamal Mango Kernel Tragedy
Kandhamal Mango Kernel Tragedy: ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା BJD

ତେବେ ଆରୋପ ଉପରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଆଗୁଆ ଦିଆଯାଇଛି । ତେଣୁ ଚାଉଳ ବିନା ସେମାମେ ଆମ୍ବ ଟାକୁଆ ଖାଇବା ଅଭିଯୋଗ ଭୁଲ ।

Mango Kernel
ଆମ୍ବ ଟାକୁଆଜନିତ ମୃତ୍ୟୁର ତନାଘନା; ସବୁରି ମୂଳରେ ସଚେତନତାର ଅଭାବ !

ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ।

Maoist
କନ୍ଧମାଳରେ ଏନ୍‌କାଉଣ୍ଟର: ଜଣେ କ୍ୟାଡର ମାଓବାଦୀ ନିହତ

କନ୍ଧମାଳ ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ।

Organ Theft Allegation
ନେଇଗଲେ କି ଅଙ୍ଗ? ମୁଣ୍ଡରେ ଆହତ, କଟାଗଲା ପେଟ! କବର ଖୋଳି ବାହାରିଲା ମୃତଦେହ

ଘରୋଇ ମେଡିକାଲରେ ଅଙ୍ଗ ତସ୍କରୀର ସାଂଘାତିକ ଅଭିଯୋଗ । କନ୍ଧମାଳ ବାଲିଗୁଡ଼ା ଥାନା ଟିକରବାଜୁ ଗାଁରେ ଘଟିଛି ଏଭଳି କିଛି ଘଟଣା ।

eKYC
ଚାଉଳ ପାଇଁ ଜଙ୍ଗଲରେ ଭିଡ଼, ପିଲାଠୁ ବୁଢା ଧାଉଁଛନ୍ତି ସମସ୍ତେ

ଚାଉଳ ପାଇଁ ଜଙ୍ଗଲ ମଝିରେ ଲୋକଙ୍କ ଭିଡ଼ । ପିଲାଠୁ ବୁଢା, ସମସ୍ତେ ଏକାଠି ହୋଇଛନ୍ତି ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଜାଗାରେ ।

Diarrhea Outbreak
ବାଲିଗୁଡ଼ାରେ ଝାଡ଼ାବାନ୍ତି ଆତଙ୍କ, ୪ ଦିନରେ ଜଣେ ଗର୍ଭବତୀଙ୍କ ସହ ୯ ଜଣଙ୍କ ମୃତ୍ୟୁ !

ପୂର୍ବରୁ ମଧ୍ୟ ବାଡ଼ିପାଙ୍ଗା, ଡିମିଲି ଓ ଭଣ୍ଡରାଶାଳ ଆଦି ଗାଁ ଗୁଡ଼ିକରେ ମଧ୍ୟ ଝାଡ଼ାବାନ୍ତି ଆକ୍ରାନ୍ତରେ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଇଛି ।

Tribal Boy Clears NEET
Success Story: ନେଟ୍‌ୱର୍କ ନଥିବାରୁ ପାହାଡ ଉପରେ ପଢ଼ୁଥିଲେ, ପ୍ରଥମ ପ୍ରୟାସରେ NEET କ୍ଳିଅର୍

ଡାକ୍ତର ହେବେ ଆଦିବାସୀ ଗରିବ ଘରର ପୁଅ । ପ୍ରଥମ ପ୍ରଚେଷ୍ଟାରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ।

Weather
ଦକ୍ଷିଣ ଓଡ଼ିଶାରେ ଭିଜେଇବ ବର୍ଷା! ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ASI Rajanikanta Das
ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ; ଟଙ୍କା ନେଇ ଗିରଫ ହେଲେ କୋଟଗଡ଼ ଥାନା ASI...

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସଆଇ ରଜନୀକାନ୍ତ ଦାସ। 

 Anganwadi Teacher
ଆସିଛି ଡକରା, ଦିଲ୍ଲୀ ଯିବେ ଅଙ୍ଗନବାଡ଼ି ଦିଦି

ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଦିଦି ଲିଲି ପୁଷ୍ପିକା ଏକ୍କା ।