• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Chit Fund Scam Odisha
Chit Fund Scam Odisha: ବିଜେପି ସଭାପତିଙ୍କ ମନ୍ତବ୍ୟ, ତେଜିଲା ରାଜନୀତି; ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଆଉ ମିଳିବନି କି ସେମାନଙ୍କ ଟଙ୍କା ?

ରାଜ୍ୟର ଲକ୍ଷ ଲକ୍ଷ ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଆଉ ମିଳିବନି କି ସେମାନଙ୍କ ଟଙ୍କା ? କଣ ନ୍ୟାୟ ପାଇବେନି କି ଓଡ଼ିଶାର ସବୁଠୁ ବଡ଼ ଆର୍ଥିକ ଠକେଇର କ୍ଷତିଗ୍ରସ୍ତ ? ବହୁ ଚର୍ଚ୍ଚିତ ଚିଟଫଣ୍ଡ୍ ମହାଘୋଟାଲାକୁ ୟା ଭିତରେ ବିତିଗଲାଣି ଦଶନ୍ଧିରୁ ଅଧିକ ସମୟ।

Political Meet Photo Goes Viral
Political Meet Photo Goes Viral: ବିଜେପିରେ ମିଶିଯିବ କି ବିଜେଡି, କାହିଁକି ଏ ମେଳି ?

ବିଜେଡି ଓ ବିଜେପି ନେତାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି ।

Odisha Politics
Odisha Politics: ଚର୍ଚ୍ଚାରେ ବିଜେଡି-ବିଜେପି ନେତାଙ୍କ 'ବନ୍ଧୁ ମିଳନ'

ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ରହିଛି ସମସ୍ତଙ୍କ ମୁହଁରେ ଭରା ହସ । ବିଜେଡି ବିଜେପି ନେତାଙ୍କ ଏଇ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି ।

u turn
Retirement Policy Change in Odisha: ରିଟାୟାର୍ଡ ଅଫିସରଙ୍କୁ ପୁନଃ ନିଯୁକ୍ତି ନୀତିରେ ସରକାରଙ୍କ ୟୁ-ଟର୍ଣ୍ଣ, ବିଜ୍ଞପ୍ତି ପରେ ଘେରିଲେ ବିରୋଧୀ

ବଦଳିଲା ରାଜ୍ୟ ସରକାରଙ୍କ ନୀତି। ଅବସର ପରେ ବି OAS ଅଧିକାରୀଙ୍କୁ ଦିଆଯିବ ଚୁକ୍ତି ଭିତ୍ତିକ ପୁନଃ ନିଯୁକ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ରିଟାର୍ଡ ଓଏଏସ୍ ଅଧିକାରୀଙ୍କଠାରୁ ଆବେଦନ ଆହ୍ବାନ କରିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଜବାବରେ ବିଜେପି କହିଛି, ପୂର୍ବ ବିଜେଡି ସରକାର ଅମଳରେ ବହୁ ସରକାରୀ ପଦବି ଖାଲି ପଡ଼ିଥିବାରୁ ତାକୁ ସଜାଡ଼ିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

କଂଗ୍ରେସ ଆଡକୁ ଢଳୁଛନ୍ତି କି ଭୂପିନ୍ଦର ?
BJD's Internal Conflicts: ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ; କହିଲେ, ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା ବିଜେଡି

ମୁନା ଖାନ୍‌ଙ୍କ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଭୂପିନ୍ଦର ସିଂ । ସେ କହିଛନ୍ତି, ମୁନା ଖାନ୍ ନିଜ ପଦକୁ ନେଇ ଖୁସିନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଅନେକ ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖେ ଖବର ଅଛି ।

ଓଡ଼ିଶା ଆସିବେ ମୋଦି !
Prime Minister Narendra Modi's Odisha Visit: ଜୁନ୍‌ରେ ଓଡ଼ିଶା ଆସିବେ ମୋଦି ! ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ହୋଇପାରନ୍ତି ସାମିଲ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବର୍ଷ ପୂର୍ତ୍ତିକୁ ଉତ୍ସବ ବଦଳରେ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର । ଜୁନ ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ ।

Tiranga Yatra
BJP Tiranga Yatra: ଆଜିଠୁ ବିଜେପିର 'ତ୍ରିରଙ୍ଗା ଯାତ୍ରା', ଅପରେସନ ସିନ୍ଦୂରର ଉପଲବ୍ଧି ଜାଣିବେ ଦେଶବାସୀ

ଅପରେସନ ସିନ୍ଦୂରର ସଫଳତା ପରେ ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା କରିବ ବିଜେପି । ସାମିଲ ହେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ନିର୍ବାଚିତ ପ୍ରତିନିଧି ।

BJP, BJD, and Congress in Odisha Struggle to Form State Committees Amid Leadership Vacuums
କିଏ ମଙ୍ଗୁଆଳ ଖୋଜୁଛି ତ ଆଉ କାହାର ଛାମୁଆ ସଂଗଠନ ହୋଇପାରୁନି

କିଏ ମଙ୍ଗୁଆଳ ଖୋଜୁଛି ତ ଆଉ କାହାର ଛାମୁଆ ସଂଗଠନ ହୋଇପାରୁନି। ବିଜେପି, ବିଜେଡି ଓ କଂଗ୍ରେସର ରାଜ୍ୟରେ ଏବେ ଏଭଳି ସ୍ଥିତି। ସବୁଠାରୁ ଚର୍ଚ୍ଚାରେ ବିଜୁ ଜନତା ଦଳ। ଏପ୍ରିଲ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ବିଜେଡି, ନିର୍ବାଚନ କମିଶନଙ୍କ ଠାରୁ ସମୟରେ ମାଗିଥିଲା। କିନ୍ତୁ ଡେଡ୍ ଲାଇନ୍ ସରିଥିଲେ ବି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇପାରୁ ନାହିଁ। ଯେଉଥିପାଇଁ ଗୋଷ୍ଠୀ କନ୍ଦଳ ଆହୁରି ତେଜୁଛି। ଓଡ଼ିଶା କଂଗ୍ରେସରେ ବି କମିଟି ଅଙ୍କ ଛିଡି ପାରୁନଥିବା ବେଳେ ରାଜ୍ୟ ବିଜେପିର ନୂଆ ସଭାପତି ମଧ୍ୟ ଏଯାଏଁ ଚୟନ ହୋଇପାରିନି।

BJP BJD Congress in Odisha Struggle to Form State Committees
BJD Faces Internal Jitters: ଅକଳରେ ବିଜେଡି; ସରିଲାଣି ଡେଡଲାଇନ୍, ଘୋଷଣା ହୋଇପାରୁନି କାର୍ଯ୍ୟକାରଣୀ... 

ବିଜେଡି ସଭାପତି ନିର୍ବାଚନ ସରିଲା। ହେଲେ ଏଯାଏ ଘୋଷଣା ହୋଇପାରିଲାନି ରାଜ୍ୟ କାର୍ଯ୍ୟକାରିଣୀ। ବଢୁଛି ଅସନ୍ତୋଷ, ବଢୁଛି କନ୍ଦଳ !

mohan
Bjp Govt one Year: ମାସକ ପରେ ମୋହନ ସରକାରର ପ୍ରଥମ ବର୍ଷ ପୂରାଣି, ଅକଳରେ ପକାଇଛି ବିଜେଡି ଉପରେ ନୋ-ଆକ୍ସନ ନୀତି

ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ଏବଂ ବିଭାଗମାନଙ୍କୁ ବାର୍ଷିକ ରିପୋର୍ଟ ତିଆରି କରିବାକୁ ନିର୍ଦ୍ଦେଶ। ସରକାରଙ୍କ ସଫଳତାର ଦସ୍ତାବିଜ ପ୍ରସ୍ତୁତ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ କମିଟି। ଗ୍ରାଉଣ୍ଡ ଜିରୋକୁ ଯାଇ ରଖାଯିବ ରିପୋର୍ଟ କାର୍ଡ। କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର?

BJP MLA Jayanarayan Mishra Urges Removal of West Bengal Residents with Aadhaar Cards from Odisha
ପଶ୍ଚିମବଙ୍ଗ ଆଧାରବାଲାଙ୍କୁ ଓଡ଼ିଶାରୁ ବିଦା କର

ପଶ୍ଚିମବଙ୍ଗ_ଆଧାରବାଲାଙ୍କୁ_ଓଡ଼ିଶାରୁ_ବିଦା_କର' 'ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଓଡିଶାରୁ ବାହାର କର। ପଶ୍ଚିମବଙ୍ଗର ଆଧାର କାର୍ଡ ଓ ଭୋଟର କାର୍ଡ ଓଡିଶାରେ ଚାଲିବା କଥା ନୁହେଁ। ତାଙ୍କୁ ଏଠାରୁ ବାହାର କରିବା କଥା। ବାଙ୍ଗଲାଦେଶରୁ ପଶ୍ଚିମବଙ୍ଗ ଆସୁଛନ୍ତି ସେଠାରେ ତାଙ୍କୁ ଫ୍ରି କରି ଦିଆହୋଇଛି।\' - ଜୟନାରାୟଣ ମିଶ୍ର, ବିଜେପି ବିଧାୟକ

cast
Caste Census India 2025: ଜାତିଗତ ଜନଗଣନା ପାଇଁ ତେଜିଲା କ୍ରେଡିଟ୍ ପଲିଟିକ୍ସ

ଜାତିଗତ ଜନଗଣନା ପଛରେ ଶ୍ରେୟ କାହାର? ଏଥିପାଇଁ ବିରୋଧୀ ନିଜକୁ ନିଜେ ଶ୍ରେୟ ନେଉଥିବା ବେଳେ ତେଜିଛି ରାଜନୀତି। ଓଡ଼ିଶାରେ ବିଜେଡି ଓ କଂଗ୍ରେସ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ଏହାର ମୋଡାଲିଟିଜ୍ ବା ମାନଦଣ୍ଡ କିପରି ରହୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

SCB ଯାଏଁ ଗଡ଼ିବ ମେଟ୍ରୋ
Bhubaneswar Cuttack Metro Extension: ମନ୍ତ୍ରୀ ଦେଲେ ବଡ଼ ଅପଡେଟ୍‌: SCB ଯାଏଁ ଗଡ଼ିବ ମେଟ୍ରୋ

ମେଟ୍ରୋ ପ୍ରକଳ୍ପ ନେଇ ମିଳିଲା ବଡ଼ ଅପଡେଟ୍‌ । କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

 Poster War
PM Gayab Post: 'ପିଏମ୍‌ ଗାୟବ୍' ପୋଷ୍ଟ; କଂଗ୍ରେସ୍ ଛାପିଲା, ବିଜେପି ଧୋଇଦେଲା

ସମ୍ୱେଦନଶୀଳ ଘଟଣାରେ ବି ହୀନ ରାଜନୀତି ଛାଡୁନି କଂଗ୍ରେସ । ସୋଶାଲ ମିଡିଆରେ କଂଗ୍ରେସର 'ଗାଏବ ପୋଷ୍ଟ'କୁ ନେଇ ଘନଉଛି ବିବାଦ । ବିଜେପି ଦେଲା କଡ଼ା ଜବାବ ।

BJD
ପାଣ୍ଡିଆନ୍‌ କରୁଛନ୍ତି ଡିଲ୍‌ !

‘ପାଣ୍ଡିଆନଙ୍କ ପାଖରେ ବିଜେଡି ପାଣ୍ଠି’। ‘ନବୀନ କେବେ ପାଣ୍ଡିଆନକୁ ଛାଡ଼ି ପାରିବେନି’। ‘ବିଜେପି ମୁହାଁ ବିଜେଡି ସାଂସଦ’। ଏମିତି କିଛି ବୟାନ ରଖି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ପଦ୍ମଲୋଚନ କହିଛନ୍ତି, ବିଜେଡରେ ଏକାକୀ ଚକ୍ରବର୍ତ୍ତୀ ଥିଲେ ପାଣ୍ଡିଆନ । ନବୀନ ଖାଲି କା’ ଥିଲେ।

Swara Bhaskar targeting bjp leader
Swara Bhaskar: ବିଜେପି ସାଂସଦ କହିଲେ “ମୁଁ କଲ୍‌ମା ଶିଖୁଛି”; ସ୍ୱରା ଭାସ୍କର କଲେ ଏମିତି କଟାକ୍ଷ

ସ୍ୱରା ଭାସ୍କର ତାଙ୍କର ଏକ ନୂଆ ଟ୍ୱିଟ୍‌ରେ ମାଧ୍ୟମରେ ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଯାହା ପରେ ସେ ଟ୍ରୋଲରଙ୍କ ଟାର୍ଗେଟ୍‌କୁ ଆସିଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ପ୍ରବଳ ଟ୍ରୋଲ୍‌ କରୁଛନ୍ତି

Manmohan Counters
Manmohan Counters Naveen: ନବୀନ ପଟ୍ଟନାୟକଙ୍କୁ ଧୋଇଦେଲେ ମନମୋହନ ସାମଲ, କହିଲେ ଉତ୍ତର ଦିଅ

ଫଲ୍ସ ନ୍ୟାରେଟିଭ୍ କଣ ? ଏମିତି କହିଦେଲେ ହେବନି । ଗୋଟିଏ ଗୋଟିଏ କରି କୁହ । ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ । ନବୀନଙ୍କୁ ଏମିତି ଚେତାବନୀ ଦେଲେ ମନମୋହନ ।

Pravati Parida
Empowerment Initiatives for Women in Odisha: SHG ପାଇଁ ପ୍ରଭାତୀଙ୍କ ପଦକ୍ଷେପ, ସେପଟେ ମହିଳାଙ୍କ ବିରୋଧ

ପ୍ରଭାତୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଜେପି ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ନିଜର ପ୍ରତିବଦ୍ଧତା ପୁଣିଥରେ ଦୋହରାଇଛନ୍ତି । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ନାହିଁ।

pandian
VK Pandian Odisha Politics Conspiracy: ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ; କହିଲେ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଧନ୍ୟବାଦ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର କହିଛନ୍ତି, ପୁରୁଷୋତ୍ତମ ଦେବ ଜଗନ୍ନାଥ ଓ ବଳଭଦ୍ରଙ୍କ ସହାୟତାରେ କାଞ୍ଚି ବିଜୟ କରି ରାଜକୁମାରୀକୁ ବିବାହ କରିଥିଲେ।

nitin gadkari
Minister Nitin Gadkari in Odisha: ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ; ଭେଟିଦେବେ ୪ହଜାର କୋଟିର ପ୍ରକଳ୍ପ

ପ୍ରକଳ୍ପ ଶିଳାନ୍ୟାସ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ପକ୍ଷରୁ ଚଳିତ ବର୍ଷ ୨୮ ହଜାର କୋଟିର ଅନୁଦାନ ଦାବି ହୋଇଛି। ତେଣୁ ଗଡ଼କରୀ ପାଖାପାଖି ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି ବୋଲି କହାଯାଉଛି।

Lakshpati Didi
Odisha Women Empowerment Milestone: ‘ଲକ୍ଷପତି ଦିଦି’ରେ ଓଡ଼ିଶା ନମ୍ବର ୱାନ୍’

ଏପ୍ରିଲ ୧୩, ୨୦୨୫ ସୁଦ୍ଧା, ଓଡିଶାରେ ଚିହ୍ନିତ ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଥିବା ରାଜ୍ୟ ସରକାର ସ୍ପଷ୍ଟ କରାଇଛନ୍ତି।

ବିଜୁ ପ୍ରତିମୂର୍ତ୍ତିକୁ କାହିଁକି ନିଶାନା ?
Biju Patnaik’s Statue Set on Fire: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ

ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ ଛକରେ ହୁତୁ ହୁତୁ ଜଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି। ସେହି ବାଟ ଦେଇ ଲୋକେ ଯାଉଛନ୍ତି, ଆସୁଛନ୍ତି। ଭିଡିଓ ବି କରୁଛନ୍ତି ।

Jajpur Politics
Political Tension: ଯାଜପୁରରେ ରାଜନୀତି ଉଚ୍ଛନ, ଛାରଖାର ବିଜେଡି ନେତା

ଯାଜପୁରେ ଚାଲିଛି କ’ଣ ? ବିଜେଡି-ବିଜେପି ଲଢ଼େଇ ? ନା ବିଜେଡି-ବିଜେଡି ବାଡ଼ିଆପିଟା ? କିଏ କହୁଛି ସତ ? ଜିଲ୍ଲାରେ ଆଇନ୍‌  ଶୃଙ୍ଖଳାକୁ ନେଇ ପୋଲିସ ଉପରେ ପ୍ରଶ୍ନ ?

‘ବିବେକ‘ ଭୋଟ୍
Waqf Amendment Bill Controversy: ଥମୁନି ‘ବିବେକ’ ଝଡ଼...ଗୋଳମାଳିଆ ହେଉଛି BJD ରାଜନୀତି

ଏହାକୁ କେନ୍ଦ୍ରକରି ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ଅସନ୍ତୋଷ ଓ ବିଦ୍ରୋହ ଦଳ ବିଭାଜନ ସ୍ଥିତି ସୃଷ୍ଟି ହେଲା । ତେବେ ଅନ୍ତିମ ସମୟରେ ଏଭଲି ନିଷ୍ପତ୍ତି ନେଲା କିଏ ଓ କାହିଁକି? ତାକୁ ନେଇ ଉଠିଥିବା ଝଡ ଥମିବାର ନା ଧରୁନି ।

BJP Wraps Up 3-Day Training Camp in Puri with Key Lessons on Discipline, Ethics, and Leadership
ଶେଷ ହୋଇଛି ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର

ଶେଷ ହୋଇଛି ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର। ନୀତି, ନୈତିକତା ଏବଂ ଆଚରଣ ଉଚ୍ଚାରଣର ପାଠ ପଢିଛନ୍ତି ବିଧାୟକ ଏବଂ ସାଂସଦ। ପୁରୀରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି ବିଜେପି ସଂଗଠନର ଟପ୍ ଥ୍ରୀ ନେତୃତ୍ୱ।