• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Freedom Struggle

ହରଡ଼ଘଣାରେ ପାକିସ୍ତାନ
Struggle for Freedom: ସ୍ୱାଧୀନତା ପାଇଁ ସଂଘର୍ଷ...କାହିଁକି ପାକିସ୍ତାନ ଠାରୁ ଅଲଗା ହେବାକୁ ଚାହୁଁଛି ବେଲୁଚିସ୍ତାନ ?

ବଲୁଚ ଲିବରେସନ୍ ଆର୍ମି ହେଉଛି ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ଥିବା ଏକ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀ। ଏହି ସଂଗଠନ ବଲୁଚ୍ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନ ଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଦାବି କରେ । ବିଏଲଏର ଲକ୍ଷ୍ୟ ହେଉଛି ବଲୁଚ୍ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ସ୍ୱାଧୀନତା ଆଣିବା। ଏହି ସଂଗଠନ ପାକିସ୍ତାନ ସରକାର ଏବଂ ସେନା ବିରୋଧରେ ସଶସ୍ତ୍ର ସଂଘର୍ଷ ଜାରି ରଖିଛି ।

କଳାପାଣି ସଜାର କରୁଣ କାହାଣୀ
Cellular Prison: କଳାପାଣି ସଜା...ଯେଉଁଠି କଏଦୀମାନେ ମାଗୁଥିଲେ ମୃତ୍ୟୁର ଭିକ

ପ୍ରତ୍ୟେକ କଏଦୀଙ୍କୁ ଏକ ଛୋଟ ନିବୁଜ କୋଠରୀରେ ରଖାଯାଉଥିଲା । ବନ୍ଦୀମାନଙ୍କୁ ଆଦୌ କଥାବାର୍ତ୍ତା ହେବା ପାଇଁ ଅନୁମତି ନଥିଲା । ଏହି ପ୍ରକାର ଜେଲକୁ ସାଇଲେଣ୍ଟ ସିଷ୍ଟମ କୁହାଯାଉଥିଲା । ଏହି ସିଷ୍ଟମକୁ ଜେରେମି ବେଥମ ଡିଜାଇନ୍ କରିଥିଲେ, ଯିଏକି ଆଧୁନିକ ଜେଲ ସିଷ୍ଟମର ପିତା ଭାବରେ ମଧ୍ୟ ଜଣାଶୁଣା ।

Indian State Never Under British Rule
Indian State Never Under British Rule: ଭାରତର ଏହି ରାଜ୍ୟକୁ ଶାସନ କରିପାରିନଥିଲା ବ୍ରିଟିଶ ସରକାର

ଇଂରେଜ ସରକାର ଭାରତରେ ୨୦୦ବର୍ଷ ଧରି ରାଜତ୍ୱ କରିଥିଲେ । ସେଥିପାଇଁ ସେମାନଙ୍କ ସଂସ୍କୃତିର ଛାପ ଭାରତୀୟ ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳିଥାଏ । କିନ୍ତୁ, ଭାରତରେ ଏମିତି ଏକ ରାଜ୍ୟ ଥିଲା ଯାହାକୁ ଇଂରେଜମାନେ ନିଜ ଅଧୀନକୁ ନେଇ ପାରିନଥିଲେ ।

Top 10 indian freedom fighters who sacrificed their lives for the country
Independence Day 2023: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ୧୦ ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଭାରତର ପ୍ରକୃତ ହିରୋ ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଭାରତର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ବୀରତ୍ୱ ଯୋଗୁଁ ହିଁ ଭାରତ ସ୍ୱାଧୀନତା ଲାଭ କଲା। ଏନେଇ ଶହ ଶହ ବୀର ଜୀବନ ଦେଇଛନ୍ତି। ଆଜି ଆମେ ସେହିମାନଙ୍କ ଭିତରୁ ଶ୍ରେଷ୍ଠ ୧୦ଜଣଙ୍କୁ ଜାଣିନେବା।