• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Career Tips

Interview mistakes to avoid while planning to switch careers
Career Tips: ଇଣ୍ଟର୍‌ଭିୟୁ ବେଳେ ୫ ସାଧାରଣ ଭୁଲ; ବରବାଦ କରିଦେବ କ୍ୟାରିୟର୍, କେଉଁଠି ମିଳିବ ନାହିଁ ଚାକିରି

ସାକ୍ଷାତକାର ବେଳେ ଅନେକ ପ୍ରକାରର ଭୁଲକୁ ଏଡ଼ାଇବା ଉଚିତ। ଯଦି ଆପଣ ଏହି ସମୟରେ ଏକ ଛୋଟ ଭୁଲ ବି କରନ୍ତି, ତେବେ ଆପଣ ଫେଲ୍ ହୋଇଯିବେ। ଯଦି ଆପଣ ଏକ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରାର୍ଥୀମାନଙ୍କ ଦ୍ୱାରା କରାଯାଉଥିବା ସାଧାରଣ ଭୁଲ୍ କ’ଣ ଜାଣନ୍ତୁ।

Top 5 high paying careers for good salary in india and abroad
Careers Tips: କରନ୍ତୁ ଏହି ୫ରୁ ଗୋଟିଏ କୋର୍ସ; ହେବ ଦରମାରେ ଟଙ୍କା ବର୍ଷା

ଅଧିକାଂଶ ଯୁବକ ଦ୍ୱାଦଶ ପାଶ୍ କରିବା ମାତ୍ରେ ଏକ ଭଲ ଦରମା ଭଳି ଚାକିରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଯଦି ଆପଣ କୌଣସି ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ନେଇଛନ୍ତି କିମ୍ବା ଡିଗ୍ରୀ ହାସଲ କରିଛନ୍ତି, ତେବେ ଏହି ପାଠ୍ୟକ୍ରମରେ ମାଷ୍ଟର କିମ୍ବା ଡିପ୍ଲୋମା କରିବା ମଧ୍ୟ ଏକ ଭଲ ବିକଳ୍ପ।

Top AI skills for high paying jobs in 2025
Career Tips: ଏହି ଟୁଲ୍ସ ଉପରେ କିଛି ଶିକ୍ଷା ଗ୍ରହଣ କରିନିଅନ୍ତୁ; ମିଳିବ ଉଚ୍ଚା ଦରମା

ଆଗାମୀ କିଛି ବର୍ଷ ମଧ୍ୟରେ, ସମସ୍ତଙ୍କ ପାଇଁ AI ବିଷୟରେ ମୌଳିକ ଜ୍ଞାନ ରହିବା ଆବଶ୍ୟକ ହୋଇଯିବ। କ୍ୟାରିୟର ଅଭିବୃଦ୍ଧି ପାଇଁ ଆପଣ ମଧ୍ୟ AI ସ୍କିଲ୍ ଶିଖିବା ଜରୁରୀ।

NCTE guidelines who can do one year bed course
One Year B.Ed Course: ୧ ବର୍ଷୀୟା B.Ed କୋର୍ସ କରିବାର ସୁଯୋଗ; ଜାଣନ୍ତୁ କେଉଁମାନେ କରିପାରିବେ…

୧ ବର୍ଷୀୟା B.Ed ପାଠ୍ୟକ୍ରମ ଆରମ୍ଭ କରିବାକୁ ନେଇ NCTE ପୁଣି ଥରେ ସୂଚନା ଦେଇଛି। M.Ed ପାଠ୍ୟକ୍ରମ ମଧ୍ୟ ୧ ବର୍ଷ କରିଦିଆଯାଇଛି। କିନ୍ତୁ ୧ ବର୍ଷ B.Ed ପାଠ୍ୟକ୍ରମ ପାଇଁ କିଛି ସର୍ତ୍ତ ସ୍ଥିର କରାଯାଇଛି।

Board Exam 2025
Board Exam 2025: ବୋର୍ଡ ପରୀକ୍ଷା ପାଇଁ ଏମିତି କରନ୍ତୁ ପ୍ରସ୍ତୁତି, ଆସିବ ୯୦ରୁ ୯୯ % ମାର୍କ

ବୋର୍ଡ ପରୀକ୍ଷାକୁ ନେଇ ପିଲାମାନଙ୍କ ଠାରୁ ଆରମ୍ଭ କରି ବାପାମାଆମାନେ ମଧ୍ୟ ଚାପରେ। ଏହାକୁ ନେଇ ବିଶେଷଜ୍ଞମାନେ ଏମିତି କିଛି ଟିପ୍ସ ଦେଇଛନ୍ତି ଯାହା ଦ୍ୱାରା ଚାପ ହ୍ରାସ କରିବା ସହିତ ଭଲ ମାର୍କ ସ୍କୋର କରିହେବ।

How to get promotion in job
Career Tips: ଆପ୍ରାଇଜାଲ୍ ଫର୍ମରେ ନିଜକୁ କେତେ ଦେବେ ରେଟିଂ… ଜାଣନ୍ତୁ ପ୍ରମୋସନ୍ ପାଇବାର ଟିପ୍ସ

ଫେବୃଆରୀ-ମାର୍ଚ୍ଚ ଭିତରେ ଆପ୍ରାଇଜାଲ୍‌କୁ ନେଇ ବଢିଚାଲେ ଫୁସୁର୍ ଫାସର୍। ସମସ୍ତେ ଆଶା ଆଶଙ୍କାରେ ଥାଆନ୍ତି। ଯଦି ଆପଣ ବି ନିଜ କମ୍ପାନୀର ଇନ୍‌କ୍ରିମେଣ୍ଟ୍ ସାଇକେଲରେ ଅଛନ୍ତି ଏବଂ ଠିକ କାମ ବା ଟାର୍ଗେଟ୍ ପୂରଣ କରି ବସ୍‌ଙ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରିବା ଜରୁରୀ।

How to prepare for government jobs with full time job
Career Tips: ଆପଣ ଫୁଲ୍ ଟାଇମ୍ ଜବ୍ କରି ସରକାରୀ ଚାକିରି ପାଇଁ ଆଶାୟୀ କି…ଏମିତି କରନ୍ତୁ ପ୍ରସ୍ତୁତି, ହେବେ ସଫଳ

ଅନେକ ପ୍ରାର୍ଥୀ ଘରୋଇ ଚାକିରି ସହିତ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ଏକ ଫୁଲ୍ ଟାଇମ୍ ଚାକିରି ଅର୍ଥାତ୍ ୯ଟାରୁ ୫ଟା ପର୍ଯ୍ୟନ୍ତ ଚାକିରି କରି ଆପଣ କିପରି ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବେ ଜାଣନ୍ତୁ।

Free UPSC Coaching
Free UPSC Coaching: ଭାରତରେ ଅଛି ୮ଟି ମାଗଣା UPSC କୋଚିଂ ସେଣ୍ଟର୍; ଜାଣନ୍ତୁ କେଉଁଠି…

ଅନେକ ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପ୍ରାର୍ଥୀଙ୍କ ପାଇଁ UPSC ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରନ୍ତି। ଏଥିରେ ଆଡ୍‌ମିଶନ୍‌ କରି ଆପଣ ମାଗଣାରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।

One Year Medical Courses
One Year Medical Courses: NEET ପାଶ୍ ନ କରି ବି ଦ୍ୱାଦଶ ପରେ କରିପାରିବେ ଏହିସବୁ ମେଡିକାଲ୍ କୋର୍ସ

ଦ୍ୱାଦଶ ପରେ ଅନେକ ଛାତ୍ର ପାଠ ପଢାର ଅଧିକ ଚାପ ନ ନେଇ ମେଡିକାଲ୍ ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ କୋର୍ସରେ ଆଡ୍‌ମିଶନ୍‌ କରନ୍ତି। ଦ୍ୱାଦଶ ପରେ ଗୋଟିଏ ବର୍ଷରେ ଅନେକ ଡାକ୍ତରୀ କୋର୍ସ କରାଯାଇପାରିବ ତାହା ପୁଣି ବିନା NEETରେ।

Internship tips increase your professional skills with these tips
Career Tips: ଇଣ୍ଟର୍ନସିପ୍ ବେଳେ ଏହି ୪ ଟିପ୍ସକୁ ମାନନ୍ତୁ, ମଜବୁତ ହେବ କ୍ୟାରିୟର୍

ଇଣ୍ଟର୍ନସିପ୍ ଏକ ମୂଲ୍ୟବାନ ଶିକ୍ଷଣ ଅଭିଜ୍ଞତା ହେବା ଉଚିତ। ଯଦି ଆପଣ ମଧ୍ୟ ଇଣ୍ଟର୍ନସିପ୍ କରୁଛନ୍ତି କିମ୍ବା କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହାକୁ କ୍ୟାରିୟର ଦୃଷ୍ଟିକୋଣରୁ ଉପଯୋଗୀ କରିବା ପାଇଁ ଆପଣଙ୍କୁ କିଛି ଗଠନମୂଳକ ଓ ସହାୟକ ରଣନୀତି ଆପଣେଇବାକୁ ପଡିବ।

These jobs will be in high demand in 2025 to earn money
Career Tips: ୨୦୨୫ରେ ମୂଲ୍ୟହୀନ ହେବ ଅନେକ ପୁରୁଣା ଚାକିରି; ଚାହିଦାରେ ରହିବ ଏହି ୧୦ ଜବ୍

ଗତ କିଛି ବର୍ଷ ମଧ୍ୟରେ, ଅନେକ ପୁରୁଣା ଚାକିରି ମୂଲ୍ୟହୀନ ହୋଇଯାଇଛି ଏବଂ ସେଗୁଡିକ ସ୍ଥାନରେ ନୂତନ ଚାକିରି ସୃଷ୍ଟି ହୋଇଛି। ଆସନ୍ତା ବର୍ଷ ମଧ୍ୟ ଏହି ଧାରା ଜାରି ରହିବ। ଜାଣନ୍ତୁ ୨୦୨୫ରେ କେଉଁସବୁ ଚାକିରିର ଚାହିଦା ରହିବ।

Campus placement tips to secure job with high package
Career Tips: କଲେଜରେ ପଢିବା ବେଳେ ହିଁ ପାଇଯିବେ ଚାକିରି; ବାସ୍ ଏହି ଟିପ୍ସକୁ ଧ୍ୟାନରେ ରଖନ୍ତୁ

କ୍ୟାମ୍ପସ୍‌ ପ୍ଲେସମେଣ୍ଟର୍‌ ଅନେକ ଲାଭ ଅଛି। ପ୍ରଥମତଃ କଲେଜରୁ ପାସ୍ କରିବା ପୂର୍ବରୁ ମଧ୍ୟ ଜଣେ ଚାକିରି ପାଇଥାଏ ଏବଂ ଦ୍ୱିତୀୟରେ, ଏହି କମ୍ପାନୀଗୁଡିକ ମଧ୍ୟ ବାହାର ଅପେକ୍ଷା ଅଧିକ ଦରମା ଦେଇଥାନ୍ତି। କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ୍‌ରେ ଚାକିରି ସୁରକ୍ଷିତ କରିବାକୁ କିଛି ଟିପ୍ସ ଜାଣନ୍ତୁ।

Ten useless degrees do not have guarantee jobs
Career Tips For Students: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଯଦି ଆପଣ ଏକ ଡିଗ୍ରୀ ପାଠ୍ୟକ୍ରମରେ ଆଡ୍‌ମିଶନ ନେବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ରିସର୍ଚ୍ଚ କରିବା ପରେ ନିଷ୍ପତ୍ତି ନେବା ଭଲ ହେବ। ବାସ୍ତବରେ, ଏମିତି ଅନେକ ପୁରାତନ ପାଠ୍ୟକ୍ରମ ଅଛି ଯାହାର ମୂଲ୍ୟ ହ୍ରାସ ପାଇଛି ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଶେଷ ହୋଇଯିବ।

Best courses that can land you high salary jobs in google
How To Get Job In Google: ଗୁଗୁଲ ଅଫିସ୍‌ରେ ଚାକିରି କରିବାକୁ ଚାହୁଁଛନ୍ତି କି…କରନ୍ତୁ ଏହି Courses, ମିଳିବ ହାଇ ସାଲାରୀ

ଯଦି ଆପଣ ଗୁଗୁଲରେ କାମ କରିବାକୁ ଆଗ୍ରହୀ, ତେବେ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅଧ୍ୟୟନ କରିବା କିମ୍ବା IIT, IIM ପରି ଅନୁଷ୍ଠାନରୁ ଡିଗ୍ରୀ ନେବାର ଆବଶ୍ୟକ ନାହିଁ। ଏଥିପାଇଁ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିବା।

Know how to crack job interview in first attempt
Career Tips: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ଯଦି ଆପଣ ପ୍ରଥମ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଲେଖାଟି ଉପରେ ନଜର ପକାଇବା ନିହାତି ଜରୁରୀ। ତେବେ ଏମିତି କିଛି ଟିପ୍ସ ଜାଣି ନିଅନ୍ତୁ, ଯାହା ଆପଣଙ୍କୁ ଚାକିରି ସାକ୍ଷାତକାରକୁ ପାସ୍ କରିବା ପାଇଁ ସହଜ କରିବ।

Best engineering courses after 12th that guarantee high paying jobs
Career Tips: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

ଆଜିକାଲି ଦେଶ ତଥା ବିଦେଶର ଇଞ୍ଜିନିୟରିଂ ପ୍ରତିଷ୍ଠାନଗୁଡ଼ିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ନିଂ, ଡାଟା ସାଇନ୍ସ ଏବଂ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ବି.ଟେକ୍ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ସହିତ ଛାତ୍ରମାନେ ଦୀର୍ଘ ସମୟ ଧରି ଚାକିରି ଖୋଜିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

High paying part time jobs work from home without investment
Career Tips: ଚାକିରି ଦରମାରେ ଚଳୁନି କି ଘର… ଘରେ ବସି କରନ୍ତୁ ଏହି ପାର୍ଟଟାଇମ୍; ମିଳିବ ମୋଟା ଅଙ୍କ

ଆଜିକାଲି ଘରୋଇ ଚାକିରିରେ କମ୍ ଦରମା କାରଣରୁ ଘରର ଖର୍ଚ୍ଚ ପୂରଣ କରିବା କଷ୍ଟକର ହୋଇଯାଏ। ଫଳରେ ଲୋକମାନେ ଅଫିସ୍ ପରେ ଅବଶିଷ୍ଟ ସମୟରେ ପାର୍ଟ ଟାଇମ୍ ଚାକିରିର ବିକଳ୍ପ ଖୋଜନ୍ତି। ଯଦି ଆପଣଙ୍କର କୌଣସି ବିଶେଷ ଦକ୍ଷତା ଅଛି ତେବେ ଆପଣ ଚାକିରି ସହିତ ଏହା ମାଧ୍ୟମରେ ଭଲ ରୋଜଗାର ମଧ୍ୟ କରିପାରିବେ।

Most common job interview mistakes that can ruin your career
Career Tips: ସାକ୍ଷାତକାର ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ହାତକୁ ଆସିଥିବା ଚାକିରି ଚାଲିଯିବ

କୌଣସି ଚାକିରି ସାକ୍ଷାତକାର ପାଇଁ ଯିବାବେଳେ, ଆପଣଙ୍କ ପୋଷାକ ଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟ ପର୍ଯ୍ୟନ୍ତ ସବୁକିଛି ପ୍ରତି ଧ୍ୟାନ ଦେବା ଜରୁରୀ। ତେବେ ଏହିପରି ୧୫ଟି ଭୁଲ ଜାଣନ୍ତୁ ଯାହାକୁ କୌଣସି ବି ଚାକିରି ସାକ୍ଷାତକାରରେ କରାଯିବା ଉଚିତ ନୁହେଁ।

World Photography Day 2024
World Photography Day 2024: ଫଟୋ ସାମ୍ବାଦିକତାରେ ରହିଛି ଭଲ କ୍ୟାରିୟର୍; ଜାଣନ୍ତୁ କେଉଁ କୋର୍ସ କଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ

ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ। ଗଣମାଧ୍ୟମ ଜଗତରେ, ଫଟୋଗ୍ରାଫ୍ କୌଣସି ଏକ କାହାଣୀକୁ ତିଆରି କରିପାରେ ଆଉ ଭାଙ୍ଗି ବି ପାରେ, ତେଣୁ ଆଜକାଲି ଫଟୋ ସାମ୍ବାଦିକତା ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଭାବରେ ପ୍ରତିଷ୍ଠିତ ପାରିଛି। ଏଥିରେ କ୍ୟାରିୟର କରିବାକୁ ଚାହୁଁଥିଲେ ପଢନ୍ତୁ…

7 management rules crack any competitive examination
Career Tips: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି… ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ; ମିଳିବ ସଫଳତା

ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ଅନେକ ସମୟରେ ଏହା ମଧ୍ୟ ଦେଖାଯାଏ ଯେ ଭଲ ପ୍ରସ୍ତୁତି ସତ୍ତ୍ୱେ କିମ୍ବା ଭୁଲ ପ୍ୟାଟର୍ନରେ ପ୍ରସ୍ତୁତି ହେତୁ ପିଲାମାନେ ପରୀକ୍ଷାରେ ବିଫଳ ହୁଅନ୍ତି। କିନ୍ତୁ ଏମିତି କିଛି ଟିପ୍ସ ଅଛି ଯାହା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଉପଯୋଗୀ ହୋଇପାରେ।

Follow these effective tips to give a new dimension to your career
Career Tips: ଅଫିସ୍‌ରେ ଶୀଘ୍ର ପ୍ରମୋସନ୍‌ ପାଇବାକୁ ଚାହୁଁଛନ୍ତି କି… ମାନନ୍ତୁ ଏହି ୫ ନିୟମ

ସେ ସରକାରୀ ହେଉ କି ଘରୋଇ ଚାକିରି, ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରମୋସନ୍ ପାଇବାର ସ୍ୱପ୍ନ ଦେଖନ୍ତି। ଏହା ଦ୍ୱାରା ଦରମା ବଢିବା ସହିତ ଖାତିର ମଧ୍ୟ ବଢିଥାଏ। କିନ୍ତୁ ବେଳେବେଳେ ଦେଖାଯାଏ ଅନେକ ବର୍ଷ ଧରି ଚାକିରି କରିବା ପରେ ମଧ୍ୟ ପ୍ରମୋସନ ହେଉନି। ତେବେ ଏହି ୫ ଟିପ୍ସ ସାହାଯ୍ୟ କରିବ।

How to get salary increase in new job
Career Tips: ନୂଆ ଚାକିରିରେ କିପରି ବଢିବ ଦରମା…. ନିଜ ଇଛା ଅନୁସାରେ ଦରମା ପାଇବାର କିଛି ଟିପ୍ସ

ଯଦି ଆପଣ ଦରମା ଆଲୋଚନାରେ ନିଜ ଦରମା କଥା କହିବାକୁ ସଂକୋଚ ଅନୁଭବ କରୁଥାନ୍ତି ତେବେ ଏହି ଲେଖା ଆପଣଙ୍କ ପାଇଁ। ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇ ଆପଣ ଆଶା କରୁଥିବା ନିଜ ଦରମାକୁ କହିପାରିବେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

How to get admission in foreign In less budget
Career Tips: ଆପଣ ବିଦେଶରେ ପାଠ ପଢିବାକୁ ଚାହୁଁଛନ୍ତି…. ପାଖରେ ବଜେଟ୍ ନାହିଁ… ଜାଣନ୍ତୁ କ’ଣ କରିବେ…

ବିଦେଶରେ ପାଠ ପଢିବା ପାଇଁ ହେଲେ ଏକ ବଡ ବଜେଟ୍‌ର ଆବଶ୍ୟକ ହୋଇଥାଏ। ଯଦି ଆପଣ ବିଦେଶରେ ପଢିବାକୁ ସ୍ୱପ୍ନ ଦେଖୁଛନ୍ତି କିନ୍ତୁ ଆପଣଙ୍କ ପାଖରେ ବଜେଟ୍ ନାହିଁ ତେବେ କ’ଣ କରିବେ ଜାଣନ୍ତୁ। ଅନେକ ଉପାୟ ଅଛି ଯାହା ଦ୍ୱାରା ଆପଣ ସ୍ୱଳ୍ପ ବଜେଟ୍‌ରେ ମଧ୍ୟ ବିଦେଶ ଯାଇ ଆପଣଙ୍କର ଅଧ୍ୟୟନ ସମାପ୍ତ କରିପାରିବେ।

After 12th all students can take admission in these course
Career Tips: ଆପଣ ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି; ଏହି ୫ କ୍ଷେତ୍ର ଦେବ ଭଲ ରୋଜଗାର

ଦ୍ୱାଦଶ ପରେ ଅନେକ କ୍ୟାରିୟର ବିକଳ୍ପ ଅଛି। ଆପଣ ଚାହିଁଲେ ଟ୍ରାଡିସନାଲ୍ କ୍ୟାରିୟର ବିକଳ୍ପ ବଦଳରେ ଟ୍ରେଣ୍ଡିଂ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ତେବେ ଆସନ୍ତୁ ଏମିତି ୫ଟି ପାଠ୍ୟକ୍ରମ ବିଷୟରେ ଜାଣିବା ଯେଉଁଥିରେ ଆଡମିଶନ ନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଷ୍ଟ୍ରିମ୍‌ର ଆବଶ୍ୟକତା ନାହିଁ।

Government jobs preparation tips know how to clear exams
Career Tips: ବାରମ୍ବାର ଚେଷ୍ଟା ପରେ ମିଳୁନି ସରକାରୀ ଚାକିରି... ଏହି ୬ଟି ଉପାୟ ମାନନ୍ତୁ, ସଫଳତା ହାତ ମୁଠାରେ

ସରକାରୀ ଚାକିରିଟିଏ ପାଇବାକୁ ଚାହୁଁଥିବା ଯୁବକମାନେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ସେମାନେ ଯଦି କିଛି ଟିପ୍ସକୁ ଗ୍ରହଣ କରନ୍ତି ତେବେ ସେମାନଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ଏହି ଟିପ୍ସଗୁଡିକ ଜାଣିବା, ଯାହା ଏକ ସରକାରୀ ଚାକିରି ପ୍ରସ୍ତୁତିରେ ଆପଣଙ୍କୁ ସାହାଯ୍ୟ କରିବ।