• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weddings

IPL-Themed Wedding Invitation
ନିଆରା ବିବାହ: ନିମନ୍ତ୍ରଣ କାର୍ଡ଼ରେ IPL ଥିମ୍; ଭାଇରାଲ ହେଲା ଫଟୋ...

ବିବାହକୁ କିଛି ଲୋକ ଭିନ୍ନ ଢଙ୍ଗରେ ଆୟୋଜନ କରିବାକୁ ଚେଷ୍ଟା କରନ୍ତି । ସେମିତି ଏକ ଘଟଣା ଘଟିଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । 

 firecracker
Video: ବିବାହ ସମୟରେ ଘଟିଲା ବଡ଼ ଅଘଟଣ; ମୁଣ୍ତରେ ଫୁଟିଲା ବାଣ; ଜଳିଗଲା...

ଭୟାନକ ଘଟଣା...ବିବାହ ସମୟରେ ଘଟିଲା ବଡ଼ ଅଘଟଣ । ମୁଣ୍ତ ଉପରେ ବାଣ ରଖି ଫୁଟାଇବା ପଡ଼ିଲା ମହଙ୍ଗା । 

Social Media, Viral Video
VIRAL VIDEO: ଚିପ୍ସ ପ୍ୟାକେଟ୍‌ରେ ସଜାଯାଇଛି ବର ଗାଡ଼ି, ଚାଖଣା ବିକିବାକୁ ଆସିଛି କହିଲେ ୟୁଜର୍ସ

ଆମ ନଜରକୁ ଯେଉଁ ବର ଗାଡ଼ି ଆସିଛି ସେଥିରେ କୌଣସି ଫୁଲ କିମ୍ବା ବୁକେ ଲାଗିନି । ସେଥିରେ ଲାଗିଛି ଶହ ଶହ ଚିପ୍ସ ପ୍ୟାକେଟ୍ ।

before wedding
ନୃଶଂସ ବାପାର ବର୍ବର କାଣ୍ତ; ବିବାହ ପୂର୍ବରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା...

ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ ।

 Anant Radhika Wedding
Anant-Radhika pre Wedding: ଅନନ୍ତଙ୍କ ପ୍ରି ୱେଡ଼ିଂରେ ଅତିଥିଙ୍କୁ ପରସା ଯିବ ୨୫୦୦ ଆଇଟମ୍‌...ଜାଣନ୍ତୁ କ’ଣ ରହିଛି ଖାସ୍...

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପୂର୍ବରୁ ପ୍ରି ୱେଡ଼ିଂ ଉତ୍ସବ ଆୟୋଜନ କରାଯାଉଛି । ଯେଉଁଥିରେ ଅତିଥିଙ୍କୁ ପରସା ଯିବ ୨୫୦୦ ଆଇଟମ୍‌...ଜାଣନ୍ତୁ କଣ ରହିଛି ଖାସ୍...

 Rapido rider pushes bike with customer sitting on it
ନିଆରା ବିବାହ, ମିଳିଲା ଦାମୀ ଉପହାର...ସର୍ବ ସମ୍ମୁଖରେ ହେଲା ଘୋଷଣା...ତାଜୁବ ହେଲେ ବରଘର...

ଭାରତରେ ଯୌତୁକ ନେବା ଓ ଦେବା ଏକ ଅପରାଧ । କିନ୍ତୁ ଏବେ ଜଣେ ବର ଓ କନ୍ୟାଙ୍କୁ ଉପହାର ସ୍ୱରୂପ ଏତେ ଗୁଡ଼ିଏ ଆଇଟମ୍ ପାଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

Baraatis trashed by brides family
ଭୁଲରେ ଅନ୍ୟର ଭୋଜି ଖାଇଦେଲେ ବରଯାତ୍ରୀ, ବାହାଘର ସ୍ଥାନ ପାଲଟିଲା ରଣକ୍ଷେତ୍ର

ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା।

Wedding called off after argument over brother's refusal to touch groom’s feet
ବରର ପାଦ ଛୁଇଁବାକୁ ରୋକ୍‌ଠୋକ୍‌ ମନା କରିଦେଲେ କନ୍ୟାର ଭାଇ, ଭାଙ୍ଗିଗଲା ବାହାଘର...

ବରର ପାଦ ଛୁଇଁବା ପାଇଁ ରୋକ୍‌ଠୋକ୍‌ ମନା କରିଦେଲେ କନ୍ୟାର ଭାଇ। କଥା ଏତେ ବଢ଼ି ଯାଇଥିଲା ଯେ, ଶେଷରେ ବାହାଘର ଭାଙ୍ଗି ଯାଇଥିଲା। 

Sidharth Kiara Wedding
ଅଗ୍ନିକୁ ସାକ୍ଷୀ ରଖି କିଆରାଙ୍କ ହାତ ଧରିଲେ ସିଦ୍ଧାର୍ଥ

ଉଭୟଙ୍କ ପରିବାର ସମେତ ଇଣ୍ଡଷ୍ଟ୍ରିର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ ଷ୍ଟାର୍ କପଲଙ୍କ ବିବାହରେ ସାମିଲ ହୋଇଛନ୍ତି।

unique wedding
ବର ସାଜିଲେ ୬ ଝିଅଙ୍କ ବାପା : ବିବାହରେ ସାମିଲ ହେଲେ ୬ଝିଅଜ୍ୱାଇଁ, ନାତିନାତୁଣୀ

ବରକୁ ୬୫, କନ୍ୟାକୁ ୨୪ ବର୍ଷ । ଧୁମଧାମରେ ହେଲା ବିବାହ

show Aadhar card before  enter the banquet hall
ବିବାହ ଭୋଜିରେ ଖୋଜା ପଡିଲା ଆଧାର କାର୍ଡ, ଫେରିଗଲେ ଅତିଥି

ବାହାଘରଟିଏ କରୁଥିଲେ ଟଙ୍କା କେଉଁବାଟେ ଖର୍ଚ୍ଚ ହୋଇଯାଏ ଜଣାପଡେନି। ହିସାବ ଟିକିଏ ଭୁଲଭାଲ ହୋଇଗଲେ ସବୁ ବ୍ୟବସ୍ଥା ବିଗିଡ଼ି ଯିବ। ବିଶେଷକରି ଯଦି ଭୋଜି ପ୍ଲେଟ୍‌ରେ ଅବ୍ୟବସ୍ଥା ଦେଖାଦିଏ ତେବେ ତ କଥା ସରିଲା। ବଦନାମ ହିଁ ବଦନାମ୍‌। କାରଣ ଆମନ୍ତ୍ରିତ ଅତିଥି ‍ଭୋଜି ନ ଖାଇ ଫେରିଯିବେ। ଆଉ ଏପଟେ ଡକା ଯାଇ ନ ଥିବା ଲୋକ ଥାଳି ଧରି କ୍ୟୁରେ ଛିଡ଼ା ହୋଇଥିବେ।

Kerala | Bride, Groom Reach Temple In Cooking Vessel For Marriage
ଏମିତି ବି ଝିଅ ବିଦା ହୁଏ..

ତିଥି ଫିଟିଥିଲା..ନିଷ୍ପତ୍ତି ସରିଥିଲା.. ହେଲେ ଏ ବର୍ଷା ସବୁ ବିଗାଡ଼ିଦେଲା..ପ୍ରବଳ ବର୍ଷା ସାଙ୍ଗକୁ ଜଳାର୍ଣ୍ଣବ ପରିସ୍ଥିତି.. ହେଲେ ବାହା ତ ହେବାର ଅଛି.. ଯେଣ ତେଣ ପ୍ରକାରେଣ ମନ୍ଦିରରେ ବାହାଘର ସରିଲା...

Marriage celebration
ବାହାଘର, ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ।