କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି ।
କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି ।
୨୪ ବର୍ଷର ସରକାର ଥିଲା । ସେତେବେଳେ ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଲୋକ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି ବୋଲି ଅମରେଶ ଆଣିଛନ୍ତି ସାଂଘାତିକ ଅଭିଯୋଗ।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଯାହା ଲୋକଙ୍କ ପାଇଁ ସାତ ସପନ ଥିଲା ଆଜି ତାହା ସତ ହେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ଲୋକେ ନିଜ ଦୁଃଖକୁ ବାହୁନି ବାହୁନି କହିପାରୁଛନ୍ତି।
ଛିଡୁନି ବିଜେଡି ଅଙ୍କ । ସ୍ଥିତି ଅଧିକ ଗୋଳମାଳିଆ । ବରିଷ୍ଠ ନେତାଙ୍କୁ ନେଇ ନବୀନଙ୍କ ବୈଠକ । ଦଳ ଭିତରେ ଛକାପଞ୍ଝା । ନବମ ଥର ଲାଗି ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ ବି ବିଚ୍ଛୁରିତ ଅବସ୍ଥାରେ ସଂଗଠନ ।
ଛିଡୁନି ବିଜେଡି ଅଙ୍କ । ସ୍ଥିତି ଅଧିକ ଗୋଳମାଳିଆ । ବରିଷ୍ଠ ନେତାଙ୍କୁ ନେଇ ନବୀନଙ୍କ ବୈଠକ । ଦଳ ଭିତରେ ଛକାପଞ୍ଝା । ନବମ ଥର ଲାଗି ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ ବି ବିଚ୍ଛୁରିତ ଅବସ୍ଥାରେ ସଂଗଠନ ।
ଅସୁସ୍ଥତା କାରଣରୁ ଏଥର ମୁଁ ନିର୍ବାଚନ ଲଢ଼ିନଥିଲି। ମୋର ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ। ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା ବୋଲି ରଘୁନନ୍ଦନ କହିଛନ୍ତି।
ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ । କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ପାଇଁ ସାହସ ଜୁଟାଇ ପାରିଲେନି। ଯାହାକୁ ନେଇ ଦଳ ଭିତରେ ଏବେଠୁ ଅସନ୍ତୋଷ ଦେଖାଦେଲାଣି । କିନ୍ତୁ ଦଳ କହୁଛି ସବୁ କିଛି ଠିକ୍ ସମୟରେ ହେବ । ମାତ୍ର ଦଳ ପରିଚାଳନାକୁ ନେଇ ବରିଷ୍ଠଙ୍କଠାରୁ କନିଷ୍ଠ ନେତାଙ୍କ ଯାଏଁ ବୟାନବାଜି, ନବୀନଙ୍କ ମୁଣ୍ଡ ବିନ୍ଧା ଯେ ବଢ଼ାଇ ଦେଇଛି ଏଥିରେ ସନ୍ଦେହ ନାହିଁ ।
ନବମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ନବୀନ । ମାତ୍ର ଏଯାଏଁ ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି । ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା ?
ଲଗାତାର୍ ନବମ ଥର ପାଇଁ ବିଜେଡିର ସୁପ୍ରିମୋ ହେଲେ ନବୀନ। ଶଙ୍ଖ ଭବନରେ ରାଜ୍ୟ ପରିଷଦ ବୈଠକରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରାଗଲା। କିନ୍ତୁ ପାୱାର ପଲିଟିକ୍ସରେ ମାହିର ନବୀନଙ୍କ ପାଇଁ ଅପୋଜିସନ୍ ପଲିଟିକ୍ସ ବେଶ୍ ଆହ୍ବାନପୂର୍ଣ୍ଣ ରହିବ। ଅସନ୍ତୁଷ୍ଟଙ୍କୁ ଥଇଥାନ, ବରିଷ୍ଠଙ୍କୁ ଦାୟିତ୍ବ ଓ ୨୪ ନିର୍ବାଚନରେ ଫେଲ୍ ମାରିଥିବା ନେତାଙ୍କ ଭାଗ୍ୟ ନବୀନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।
ନବୀନ ନବମ ଥର ପାଇଁ ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ନିର୍ବାଚିତ ହେଲେ, ତଥାପି ଦଳରେ ଥମିଲାନି ବିବାଦ। ଆଜି ଶଙ୍ଖପତିଙ୍କ ଅଭିଷେକ ଉତ୍ସବରେ ଅନେକ ଚିହ୍ନା ଓ ଟାଣୁଆ ଚେହେରାଙ୍କ ଅନୁପସ୍ଥିତିକୁ ନେଇ ନାନା ଚର୍ଚ୍ଚା। କୁହାଯାଉଛି ୱକଫ୍ ବିଲ୍ ଭୋଟିଂ ଦ୍ବନ୍ଦ୍ବ ପରଠୁ ଯେଉଁମାନେ ମେଳି କରି ଓ ମୁହଁ ଖୋଲି ବିଷେଦଗାର କରିଥିଲେ, ସେମାନଙ୍କୁ ନବୀନ ପାନେ ଦେଇଛନ୍ତି।
ଆଜି ନବମ ଥର ପାଇଁ ବିଜେଡି ସଭାପତି ଭାବେ ଶଙ୍ଖ ଭବନରେ ନବୀନଙ୍କ ଅଭିଷେକ ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଦେଖା ନମିଳିବା ଘଟଣାକୁ ନେଇ ଜୋର ଧରିଲା ଚର୍ଚ୍ଚା । ଏମିତିକି ସବୁବେଳେ ଦଳ ପାଇଁ ଓକିଲାତି କରି ଆସୁଥିଲେ ବି ଆଜି ଦଳର ଏକ ବଡ଼ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଏଭଳି ଟାଣୁଆ ନେତାଙ୍କ ସଂଖ୍ୟା ୧୦ରୁ ଅଧିକ ।
ତିନି ତିନି ଥର ପାଣ୍ଡିଆନଙ୍କ ସପକ୍ଷରେ ନବୀନ ମୁହଁ ଖୋଲି ନେତା ଓ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଯେଉଁଥିପାଇଁ ନବୀନ ନିବାସ ଭିତରେ ଓ ବାହାରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ପଡିଥିଲା । ସଂଗଠନ ରଖିବାକୁ ହେଲେ ପାଣ୍ଡିଆନଙ୍କୁ ନେଇ ନବୀନ ଅଧିକ ସ୍ପଷ୍ଟତା ଆଣିବାର ଆବଶ୍ୟକତା ଅଛି ବୋଲି ଚର୍ଚ୍ଚା ହେଉଛି ।
ଫଲ୍ସ ନ୍ୟାରେଟିଭ୍ କଣ ? ଏମିତି କହିଦେଲେ ହେବନି । ଗୋଟିଏ ଗୋଟିଏ କରି କୁହ । ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ । ନବୀନଙ୍କୁ ଏମିତି ଚେତାବନୀ ଦେଲେ ମନମୋହନ ।
ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂ, ସନାତନ ମହାକୁଡ଼ ଆଜିର କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।
ବିଜେଡିର ସାଂଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେନି । ଦଳର କର୍ମୀ ହେଉଛନ୍ତି ଆମର ରିୟଲ ଆସେଟ୍ । ବିଜେଡି ସରକାରରେ ରହେ ବା ନରହେ ସର୍ବଦା ସେବା କରି ଚାଲିବ ।
ଆଜି ଶଙ୍ଖଭବନରେ ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ।
ଆମ ସାମ୍ବିଧାନିକ ବ୍ୟବସ୍ଥାରେ ରହିଥିବା ଏହି ଦୁର୍ବଳ ଖିଅକୁ ଯେ ପର୍ଯ୍ୟନ୍ତ ସଜଡ଼ା ନଯାଇଛି, ଏମକେ ଷ୍ଟାଲିନ୍, ମମତା ବାନାର୍ଜୀ, ମାୟାବତୀ, ଚନ୍ଦ୍ରବାବୁ ନାଇଡୁ, ଅଖିଳେଶ ଯାଦବ ଓ ନବୀନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତି ଧର୍ମକୁ ଆଖି ଠାର ନ୍ୟାୟରେ ଗଣତନ୍ତ୍ରର ଅଗ୍ରଣୀ ଧ୍ୱଜାଧାରୀ ଭାବେ ନିଜକୁ ଉପସ୍ଥାପିତ କରିବାରେ କିଛି ଅସୁବିଧା ନାହିଁ ।
ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସଂଗଠନ ରଖିବାକୁ ଆସିପାରେ ଢାଞ୍ଚା ଗତ ପରିବର୍ତ୍ତନ । ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ । ତା ସାଙ୍ଗକୁ ଛାମୁଆ ସଂଗଠନ ଦାୟିତ୍ବ ବି ବାଣ୍ଟିବେ ।
ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସଂଗଠନ ରଖିବାକୁ ଆସିପାରେ ଢାଞ୍ଚା ଗତ ପରିବର୍ତ୍ତନ । ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ । ତା ସାଙ୍ଗକୁ ଛାମୁଆ ସଂଗଠନ ଦାୟିତ୍ବ ବି ବାଣ୍ଟିବେ ।
ନବୀନ ପଟ୍ଟନାୟକଙ୍କୁ ମୁଁ ଦେଇଥିବା ଚିଠି ଆର୍ଟିକିଲ୍ ଅଫ୍ ଫେଥ୍ । ମୁଁ ଆଶା କରୁଛି, ମୋ ଚିଠି ଅନୁସାରେ ବିଜେଡି ଚାଲୁ । ଦଳରେ ଭାଗିଦାରିତା ରହୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ବିଜେଡି ଦଳର ମୁଖ୍ୟ ହେବେ ଜଣେ ମହିଳା ! ଏହି କଥାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲୁଥିବା ବେଳେ ଜାଣନ୍ତୁ ଏନେଇ କ'ଣ କହିଲେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ।
ଆସନ୍ତା ୧୯ ତାରିଖରେ ବିଜେଡି ଘୋଷଣା କରିବ ସଭାପତିଙ୍କ ନାମ । ଦିନକ ତଳେ ବିଜେଡି ୧୮ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା।
ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି ।
ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି ।