ଦିନକୁ ଦିନ କିଡ୍ନୀଜନିତ ସମସ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜର ଖାଦ୍ୟରେ କିଛି ଜିନିଷ ସାମିଲ୍ କରିବା ଅତ୍ୟନ୍ତ ଜରୁରୀ। ଏହା ମଧ୍ୟ ବେଶି ଦାମ ନୁହେଁ। ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ ଯାହା କିଡ୍ନୀକୁ ସୁସ୍ଥ ରଖେ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ଉତ୍ତମ ଖାଦ୍ୟ ବଜାୟ ରଖିବା ସହିତ ଦୈନନ୍ଦିନ ଜୀବନରେ ଯୋଗାସନ ଅଭ୍ୟାସ କିଡ୍ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଜଣେ ଯଦି ଦୈନନ୍ଦିନ କାର୍ଯ୍ୟରେ କିଛି ଯୋଗାସନକୁ ସାମିଲ କରେ ତେବେ କିଡ୍ନୀର ସ୍ୱାସ୍ଥ୍ୟ ନିଶ୍ଚିତ କରିବା ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ତେବେ ଆସନ୍ତୁ ଆଜି ବିଶ୍ୱ କିଡ୍ନୀ ଦିବସ ଅବସରରେ ଏମିତି କିଛି ଯୋଗାସନ ବିଷୟରେ ଜାଣିନେବା।
ଇଏ ବି ଜଣେ ଶାଶୂ । କାନ ଉଠିଲା ବେଳଠୁ ଆପଣ ଜାଣିଥିବେ ଏମାନଙ୍କର ଭିତରେ କେବେ ପଡେନି...ହେଲେ ଇଏ ନିଜ ବୋହୂକୁ ଦେଇ ଦେଲେ କିଡନୀ । ଆଉ ଏବେ..
ଅସାଢୁପଡ଼ାର ଅନେକ ଲୋକ ଏବେ ଏହି ରୋଗ କବଳରେ । ଫୁଲା ଫୁଲା ମୁହଁ, ରୋଗୀଣା ଚେହେରା । ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ହେବା ପରେ ଏବେ ଚାଲିଛି ଚିକିତ୍ସା ।
ଓଡ଼ିଶାବାସୀଙ୍କୁ ମୁଁ ହାତ ଯୋଡି ନିବେଦନ କରୁଛି...ସମସ୍ତଙ୍କ ପରି ମତେ ସାହାଯ୍ୟ କରନ୍ତୁ, ମୋ ଜୀବନ ବଂଚାଇ ଦିଅନ୍ତୁ...ମୁଁ ବଂଚିବାକୁ ଚାହୁଁଛି...କିଡନୀ ରୋଗରେ ପଡ଼ି ଏମିତି କାକୁତି ମୀନତି ହେଉଛି ଭେଣ୍ଡିଆ ପୁଅ