• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Virat Kohli Anushka Sharma News
Virat Kohli Anushka Sharma News: ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା, ଜାଣନ୍ତୁ କ’ଣ ହେଲା...

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ବୃନ୍ଦାବନରେ ସାକ୍ଷାତ କରିଥିଲେ।

Anushka Sharma virat kohli spotted at airport
Virat Kohli: ଅବସର ଘୋଷଣା କରି ପତ୍ନୀଙ୍କ ସହ ବିଦେଶ ଗଲେ ବିରାଟ କୋହଲି!

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରିୟ ଯୋଡ଼ି ମଧ୍ୟରୁ ଜଣେ। ବିରାଟ କୋହଲି ଏବେ ଇନଷ୍ଟାରେ ତାଙ୍କର ଅବସର ଘୋଷଣା କରିଛନ୍ତି। ଅବସର ଘୋଷଣା କରିବା ପରେ, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଛି।

  • Tuesday, 13 May 2025
TestCricket
ଆଉ ପିନ୍ଧିବେନି ଧଳା ଜର୍ସି

ଯାହା ଆଶା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ ପଡିଆରେ ଆଉ ଦେଖିବାକୁ ମିଳିବନି ବିରାଟଙ୍କ ଚୌକା-ଛକା। ଟେଷ୍ଟ ମ୍ୟାଚ୍‌ରୁ ସନ୍ନ୍ୟାସ ନେଲେ ଟିମ୍‌ ଇଣ୍ଡିଆର ପୂର୍ବତଦ ଅଧିନାୟକ କିଙ୍ଗ କୋହଲି।

୧ହଜାର କୋଟି ସମ୍ପତ୍ତିର ରହସ୍ୟ
୧ହଜାର କୋଟି ସମ୍ପତ୍ତିର ରହସ୍ୟ

କେତେ ଦରମା ପାଆନ୍ତି ବିରାଟ କୋହଲି ? କିଙ୍ଗ କୋହଲିଙ୍କ ପାଖରେ ମୋଟ୍ କେତେ ସମ୍ପତ୍ତି ? କେତୋଟି ଘର ? କେତୋଟି ରହିଛି ଗାଡ଼ି ? ଦେଖନ୍ତୁ ଏହି ରିପୋର୍ଟ ।

Virat Kohli
Virat Kohli Retirement: ଆଉ ଧଳା ଜର୍ସି ପିନ୍ଧିବେନି କୋହଲି, ୨୦୧୧ରେ କରିଥିଲେ ଡେବ୍ୟୁ

ଟେଷ୍ଟକୁ ବାଏ ବାଏ କହିଲେ ବିରାଟ । ହ୍ୱାଇଟ ଜର୍ସିରେ ଆଉ ଦେଖିବାକୁ ମିଳିବନି କିଙ୍ଗ କୋହଲିଙ୍କୁ । ରୋହିତଙ୍କ ପରେ ଅବସର ନେଲେ ବିରାଟ । ସୋସିଆଲ ମିଡିଆରେ ଏକ ଭାବ ବିହ୍ୱାଳ ପୋଷ୍ଟ ସେୟାର କରି ଖୋଦ୍‌ ଏକଥା ଜଣାଇଛନ୍ତି  ।

Special Story: Virat Kohli Retires from Test Cricket After 14-Year Illustrious Career
ଯାହା ଆଶା କରାଯାଉଥିଲା, ତାହା ସତ ହେଲା

ଯାହା ଆଶା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ ପଡିଆରେ ଆଉ ଦେଖିବାକୁ ମିଳିବନି ବିରାଟଙ୍କ ଚୌକା-ଛକା।  ଟେଷ୍ଟ ମ୍ୟାଚ୍‌ରୁ ସନ୍ନ୍ୟାସ ନେଲେ ଟିମ୍‌ ଇଣ୍ଡିଆର ପୂର୍ବତଦ ଅଧିନାୟକ କିଙ୍ଗ କୋହଲି। ୧୪ ବର୍ଷ ଟେଷ୍ଟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି ସେ। ସୋସିଆଲ ମିଡିଆରେ ଏକ ଭାବ ବିହ୍ୱାଳ ପୋଷ୍ଟ ସେୟାର କରି ଖୋଦ୍‌ ଏକଥା ଜଣାଇଛନ୍ତି।

virat
Virat Kohli announces Test retirement: ଟେଷ୍ଟ କ୍ରିକେଟକୁ ବିରାଟଙ୍କ ଅଲବିଦା, ଇନଷ୍ଟାଗ୍ରାମ ପୋଷ୍ଟରେ ନେଲେ ଅବସର

ଭାରତୀୟ କ୍ରିକେଟର ସୁପରଷ୍ଟାର ବିରାଟ କୋହଲି ସୋମ‍‍ବାର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଅବସର ଗ୍ରହଣ କରି ସାରିଥିବା ବେଳେ କୋହଲିଙ୍କ ଅବସର ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ସୋମବାର ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଅବସର ଘୋଷଣା କରିଛନ୍ତି କୋହଲି। ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ କୋହଲି ଅବସର ଘୋଷଣା କରିଛନ୍ତି।

ମେ’୧୬ରୁ ଆଇପିଏଲ !
Indian Premier League 2025 Schedule Update: ମେ’ ୧୬ କିମ୍ବା ୧୭ରେ ଆରମ୍ଭ ହେବ ଆଇପିଏଲ, ଏହି ଦିନ ଖେଳାଯିବ ଫାଇନାଲ୍ ମ୍ୟାଚ୍‌...

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, IPL ୨୦୨୫ର ବାକି ଥିବା ମ୍ୟାଚ୍‌ଗୁଡ଼ିକ ଏବେ ୪ଟି ସ୍ଥାନରେ ଖେଳାଯାଇପାରେ । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ସହିତ ଆରମ୍ଭ ହୋଇପାରେ ।

MS Dhoni
MS Dhoni In India Army: ଭାରତୀୟ ସେନାର କେଉଁ ପଦରେ ଅଛନ୍ତି ଧୋନି, ଜାଣନ୍ତୁ କେତେ ମିଳେ ଦରମା ?

ଆପଣ ଜାଣନ୍ତି କି, ଭାରତୀୟ ସେନାର କେଉଁ ପଦବୀରେ ଅଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନି ? ଏଥିପାଇଁ ତାଙ୍କୁ କେତେ ଟଙ୍କା ଦରମା ମିଳେ ?

Newcomer
Indian Premier League 2025 New Stars Impact: ଆଇପିଏଲ୍ ୨୦୨୫ରେ ଭାରତର ନବାଗତଙ୍କ ଦ୍ୱାରା ଟି-୨୦ କ୍ରିକେଟ୍ ରେ ନୂଆ ସ୍ୱରୂପ

ଆଇପିଏଲ୍ ୨୦୨୫ରେ ଭାରତର କେତେକ ନବାଗତ ବ୍ୟାଟର୍‌ଙ୍କୁ ନେଇ ଖୁବ୍ ଚର୍ଚ୍ଚା । ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ସେମାନେ କରିଛନ୍ତି ପ୍ରଭାବିତ । ଭାରତୀୟ ଟିମ୍‌ରେ ସୁଯୋଗ ପାଇବା ସ୍ଥଳେ ସେମାନେ ବଦଳାଇ ଦେବେ କି ଟି-୨୦ କ୍ରିକେଟ୍‌ର ରୂପ?

rohit
India's Next Test Cricket Captain: କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ, କାହା ପାଖକୁ ଯିବ ଟେଷ୍ଟ କ୍ୟାପଟେନ୍ସି

ଯୁବ ଖେଳାଳିଙ୍କୁ ଅଧିନାୟକ କରିବା ଉପରେ ବିସିସିଆଇ ଗୁରୁତ୍ବ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍‌ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ବ ମିଳିପାରେ।

କୋହଲି ନେବେ ଟେଷ୍ଟରୁ ଅବସର !
Virat Kohli's Retirement Decision: ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି !

ବିରାଟଙ୍କ ପୂର୍ବରୁ ରୋହିତ ଶର୍ମା ବୁଧବାର (ମେ’ ୭ରେ) ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୭ ମେ’ରେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ରେଡ୍‌ ବଲ୍ କ୍ରିକେଟକୁ ଅଲବିଦା କହିଥିଲେ ।

IPL Suspended Amid Rising India-Pakistan Tensions, Confirms BCCI
ସ୍ଥଗିତ ହେଲା IPL

ଭାରତ ପାକିସ୍ତାନ ଉତ୍ତେଜନା ସ୍ଥିତିରେ ସ୍ଥଗିତ ହେଲା IPL । ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ BCCI ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆହୁରି ୧୬ ମ୍ୟାଚ୍ ବାକିଥିଲା। 

  • Friday, 09 May 2025
  • IPL
IPL
IPL Postponed Due to Indo-Pak Tensions: BCCIର ବଡ଼ ନିଷ୍ପତ୍ତି, ଅଧାରୁ ବନ୍ଦ ହେଲା IPL

ବାକି ଥିଲା ଆହୁରି ୧୬ଟି ମ୍ୟାଚ୍ । ଗତକାଲି ଧର୍ମଶାଳା ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲା କ୍ୟାପିଟାଲସ ମଧ୍ୟରେ ଗତ କାଲି ମ୍ୟାଚ ଚାଲିଥିଲା । ତେବେ ଏୟାରଷ୍ଟ୍ରାଇକ କାରଣରୁ ଏହି ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଥିଲା । ଅବଶିଷ୍ଟ ମ୍ୟାଚଗୁଡିକ ବର୍ତ୍ତମାନ ସମୟରେ ଖେଳାଯିବା ଠିକ୍ ନୁହେଁ । ତେଣୁ BCCI ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ହଠାତ୍ ସନ୍ନ୍ୟାସ ନେଲେ ରୋହିତ ।
Rohit Sharma's Test Retirement: ଆଇପିଏଲ୍ ମଝିରେ ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ

ଟେଷ୍ଟ ଅଧିନାୟକ ପଦରୁ ହଟିବା ସୂଚନା ପାଇବା ମାତ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତୁରନ୍ତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ
Rohit Sharma's Test Successor: ଟେଷ୍ଟରେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ହେବେ କି ଶୁବମନ ଗିଲ୍ ?

ଟେଷ୍ଟରେ କିଏ ହେବେ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ? ଦୁଇ ଯୁବ ଖେଳାଳି - ଶୁବମନ ଗିଲ୍ ଓ ରିଷଭ ପନ୍ତଙ୍କ ମଧ୍ୟରୁ କାହାକୁ କରାଯିବ ଚୟନ? ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଗିଲ୍ ହେବେ କି ଟିମ୍‌ର ଉପ-ଅଧିନାୟକ?

bcci
Vaibhav Suryavanshi In BCCI Radar: ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବ ନାହିଁ ବିସିସିଆଇ, ବୈଭବଙ୍କୁ ମିଳିବ ପର୍ଯ୍ୟାପ୍ତ ସମୟ

ବିହାରର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ନିଜର ବ୍ୟାଟିଂ ଯୋଗୁ ପରିଚୟ ସୃଷ୍ଟି କରିଛନ୍ତି। ଆଇପିଏଲ୍‌ରେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବୈଭବଙ୍କ ପ୍ରତିଭା ଦେଖିବା ପରେ, ଅନେକ କିମ୍ବଦନ୍ତୀ ତାଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହୁଛନ୍ତି। ସେହିଭଳି ସେ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ପାଇଁ ଖେଳିପାରନ୍ତି ବୋଲି କୁହାଯାଉଛି।

CSK ବିଫଳତାର କାରଣ
CSK's IPL 2025 Failure Analysis: ଆଇପିଏଲ୍ ୨୦୨୫ ସିଜନ୍‌ରେ ପ୍ଲେଅଫ୍ ଦୌଡ଼ରୁ କାହିଁକି ବାଦ୍ ପଡ଼ିଲା CSK ?

ଆଇପିଏଲ୍ ୨୦୨୫ ସିଜନ୍‌ରେ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି ଚେନ୍ନାଇ ସୁପର୍ କିଙ୍ଗ୍‌ସ । ସିଜନ୍ ମଝିରେ ଅଧିନାୟକତ୍ୱକୁ ଫେରିଥିବା ମହେନ୍ଦ୍ର ସିଂହ ଧୋନି ବି ବଦଳାଇପାରି ନାହାନ୍ତି ଟିମ୍‌ର ଭାଗ୍ୟ । ତେବେ କାହିଁକି ବିଫଳ ହୋଇଛି ଟିମ୍‌? କ’ଣ ରହିଛି ଏହା ପଛର କାରଣ ?

sreesanth
S Sreesanth Banned for Three Years: ମହଙ୍ଗା ପଡିଲା ବିବାଦୀୟ ବୟାନ, ଶ୍ରୀସନ୍ଥଙ୍କୁ ୩ ବର୍ଷ ବାସନ୍ଦ କଲା କେସିଏ

ଭାରତୀୟ ଦଳ ପକ୍ଷରୁ ଖେଳୁଥିବା ସମୟରେ ବିବାଦର ପୋଷ୍ଟର ବୟ ରହିଥିବା ଶ୍ରୀସନ୍ଥ ପୁଣି ଥରେ ବିବାଦ ଘେରରେ ଅଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ସଞ୍ଜୁ ସାମସନ ଭାରତୀୟ ଟିମରେ ସାମିଲ ହୋଇ ପାରି ନ ଥିଲେ। କେରଳ ଦଳ ପକ୍ଷରୁ ସଞ୍ଜୁଙ୍କୁ ବିଜୟ ହଜାରେ ଟ୍ରଫି ଦଳରେ ସାମିଲ କରା ଯାଇ ନ ଥିବା ବେଳେ ସେ ଭାରତୀୟ ଦଳରୁ ବାଦ ପଡିଥିଲେ।

IPl
IPL 2025 Playoff Scenarios: ଆଇପିଏଲ ୨୦୨୫, ପ୍ଲେ ଅଫ ପ୍ରବେଶ ପାଇଁ କ’ଣ ରହିଛି ସିନାରିଓ

କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ ସମ୍ଭାବନା ପ୍ରବେଶ ମଧ୍ୟ କ୍ଷୀଣ ଲାଗୁଛି। ବର୍ତ୍ତମାନ ପ୍ଲେ ଅଫର ୪ଟି ସ୍ଲଟ ପାଇଁ ୮ ଦଳ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ।

yuzvendra chahal
Multiple Hattricks in IPL: ଆଇପିଏଲରେ ଏକାଧିକ ହ୍ୟାଟ୍ରିକ

ଆଇପିଏଲରେ ଏକାଧିକ ହ୍ୟାଟ୍ରିକ

  • Friday, 02 May 2025
Rohit
DRS Controversy During IPL:ଡିଆରଏସ ଟାଇମ ଶେଷ ହେବା ପରେ ରିଭ୍ୟୁ ନେଲେ ରୋହିତ, ଅମ୍ପାୟରିଂକୁ ନେଇ ବିବାଦ

ଡିଆରଏସ ନିଷ୍ପତ୍ତିକୁ ବିବାଦ ଦେଖା ଦେଇଥିଲା। ରାୟାନ ରିକେଲଟନଙ୍କ ସହିତ ଆଲୋଚନା କରି ରୋହିତ ରିଭ୍ୟୁ ନେଇଥିଲେ। ତେବେ ରିଭ୍ୟୁ ନେବା ବେଳକୁ ୧୫ ସେକେଣ୍ଡର ସମୟ ଅତିକ୍ରମ କରି ଯାଇଥିଲା।

vaibhav
Youngest Centurion In IPL: IPL ଇତିହାସର ସର୍ବକନିଷ୍ଠ ଶତକ ହାସଲକାରୀ

IPL ଇତିହାସର ସର୍ବକନିଷ୍ଠ ଶତକ ହାସଲକାରୀ

  • Wednesday, 30 April 2025
RR
Fastest 200 Plus chase: ୨୦୦ ପ୍ଲସ ରନର ଦ୍ରୁତତମ ଚେଜ

୨୦୦ ପ୍ଲସ ରନର ଦ୍ରୁତତମ ଚେଜ

  • Wednesday, 30 April 2025
narine
Sunil Narine's Unique Record: ଟି୨୦ରେ ନିଆରା ରେକର୍ଡ ହାସଲ କଲେ ସୁନୀଲ ନାରିନ, ପାଲଟିଲେ ବିଶ୍ବର ଶ୍ରେଷ୍ଠ ବୋଲର

କୋଲକାତା ନାଇଟ ରାଇଡର୍ସର ବୋଲର ସୁନୀଲ ନାରିନ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ୩ ୱିକେଟ ନେଇ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ସୁନୀଲ ନାରିନ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି।