• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rajasthan Royals

ipl
IPL 18: ଆଇପିଏଲରେ ଚମକ ଚମକ ଦେଖାଇବା ପାଇଁ ବ୍ୟଗ୍ର ଯୁବ ପ୍ରତିଭା

ଆଇପିଏଲ୍‌ର ୧୮ତମ ସଂସ୍କରଣରେ ନିଜ ଚମକ ଦେଖାଇବା ପାଇଁ ବ୍ୟଗ୍ର ଅଛନ୍ତି ଅନେକ ନବାଗତ ଯୁବ ପ୍ରତିଭା । ସେମାନଙ୍କ ମଧ୍ୟରୁ ଭାରତର ବୈଭବ ସୂର୍ଯ୍ୟବଂଶୀ, ସୂର୍ଯ୍ୟାଂଶ ଶେଡ଼ଗେ, ରବିନ ମିଞ୍ଜ୍ ଓ ଟି. ଆନ୍ଦ୍ରେ ସିଦ୍ଧାର୍ଥ ଏବଂ ନ୍ୟୁଜିଲାଣ୍ଡର ବେଭନ୍ ଜ୍ୟାକବ୍ସଙ୍କ ଉପରେ ରହିବ ସମସ୍ତଙ୍କ ନଜର ।

ଡବଲ୍‌ ଫାଇଟ୍‌
IPL 2025: ଆଜି IPLରେ ଡବଲ୍‌ ଫାଇଟ୍‌; ମୁହାଁମୁହିଁ ହେବେ ରାଜସ୍ଥାନ-ହାଇଦ୍ରାବାଦ, ଚେନ୍ନାଇ-ମୁମ୍ବାଇ

ଆଜି ଆଇପିଏଲର ୧୮ତମ ସଂସ୍କରଣର ଦ୍ୱିତୀୟ ଦିନରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ଏବଂ ଦ୍ୱିତୀୟ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ।

rr
IPL 2025: ଆଇପିଏଲ ୨୦୨୫, ରାଜସ୍ଥାନ ରୟାଲ୍ସର ଶକ୍ତି ଓ ଦୁର୍ବଳତା

ଆଇପିଏଲ ୨୦୨୫ରେ ୧୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ପ୍ରତ୍ୟେକ ଦଳ ଟାଇଟଲ ଜିତିବାକୁ ପ୍ରୟାସ କରିବେ। ଆଜି ଆସନ୍ତୁ ନଜର ପକାଇବା ପ୍ରଥମ ସିଜିନର ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସ ଦଳର କଣ ରହିଛି ଶକ୍ତି ଓ ଦୁର୍ବଳତା ।

୧୩ ବର୍ଷରେ କୋଟିପତି
Vaibhav Suryavanshi: କିଏ ଏହି ବୈଭବ ସୂର୍ଯ୍ୟବଂଶୀ, ଯାହାଙ୍କୁ ୧.୧ କୋଟିରେ କିଣିଲା ରାଜସ୍ଥାନ

ବିହାରରେ ଜନ୍ମଗ୍ରହଣ କରିଥିବା ବୈଭବ କେବଳ ୧୩ ବର୍ଷ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇ ଇତିହାସ ରଚିଥିଲେ । ରାଜସ୍ଥାନ ବୈଭବଙ୍କ ୧.୧ କୋଟିରେ ନିଜ ଦଳରେ ସାମିଲ କରିଥିଲା ।

Rahul Dravid
IPLକୁ ପୁଣି ଫେରିଲେ ଦ୍ରାବିଡ୍‌, ରାଜସ୍ଥାନ ରୟାଲ୍ସର ହେଲେ ହେଡ୍‌ କୋଚ୍‌

ରାହୁଲ ଦ୍ରାବିଡ ୨୦୧୫ ପରେ ପ୍ରଥମ ପାଇଁ ରାଜସ୍ଥାନକୁ ଫେରିବେ । ସେ ୨୦୧୨ ଓ ୨୦୧୩ରେ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ନେଇଥିଲେ ।

IPL 2024
ସଞ୍ଜୁଙ୍କୁ ମିଳିଲା ବଡ଼ ଦଣ୍ତ, ୧୨ଲକ୍ଷ ଟଙ୍କା ଯିବ ହାତରୁ... ଜାଣନ୍ତୁ କାହିଁକି

ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁଙ୍କୁ ଜୋରିମାନା । ଗତକାଲି ଖେଳାଯାଇଥିବା ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ଲାଗିଛି ଜୋରିମାନା । ମନ୍ଥର ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗିଛି ।

Umran Malik
ପୁଣି ଚମକିଲେ ଜମ୍ମୁ ଏକ୍ସପ୍ରେସ୍‌; ତୋଫାନ ଭଳି ଉଡ଼ାଇନେଲେ ପାଡିକଲ୍‌ଙ୍କ ୱିକେଟ୍‌

ଚର୍ଚ୍ଚାରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ୍‌ ମଲ୍ଲିକ । ଧରାଶାୟୀ ହେଲେ ପାଡିକଲ୍‌। ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍‌ରେ ଖେଳିବେ ନା ବ୍ୟାକ୍‌ ଫୁଟ୍‌ରେ ଖେଳିବେ ।

RR vs RCB Match Prediction- Who Will Win Today’s IPL Match Between Rajasthan Royals vs Royal Challen
ଆଜି ଦ୍ୱିତୀୟ କ୍ୱାଲିଫାୟାର; ମୁହାଁମୁହିଁ ହେବେ ରାଜସ୍ଥାନ ଓ ବାଙ୍ଗାଲୋର

ଆଜି ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ । ସାମ୍ନାସାମ୍ନି ହେବେ ରାଜସ୍ଥାନ ଓ ବାଙ୍ଗାଲୋର । ବିଜୟୀ ଟିମ୍ ଗୁଜରାଟ ବିପକ୍ଷରେ ଖେଳିବ ଫାଇନାଲ ।

Rajasthan Royals
ପୁଣି ହାରିଲା ମୁମ୍ବାଇ, ରୋହିତ-ଅନ୍‌ମୋଲପ୍ରୀତ ଫ୍ଲପ୍‌

ଆଜିର ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ୧୯୪ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା ମୁମ୍ବାଇ । ହେଲେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୭୦ ରନ୍ ହିଁ କରି ପରାଜୟ ସ୍ୱୀକାର କରିଥିଲା ଦଳ ।

Rajasthan Royals
୪ ମହଲା ଛାତରୁ ବାଇକ୍‌ ଉଡାଇଲା ରାଜସ୍ଥାନ ରୟାଲ୍ସ; ନୂଆ ଷ୍ଟାଇଲରେ ରିଲିଜ୍‌ କଲା ଜର୍ସି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ୨୦୨୨ ସିଜନ୍ ପାଇଁ ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି ।

rajasthan royals
IPL 2021: ଯଶସ୍ୱୀ ଜୈସୱାଲ ଓ ମହିପାଲ୍ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ

ଯଶସ୍ୱୀ ଜୈସୱାଲ ଓ ମହିପାଲ୍ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ । ରାଜସ୍ଥାନ ରୟାଲ୍ସ ଆଇପିଏଲର ୩୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୨୦ ଓଭରରେ ୧୮୫ ରନ୍ କରି ଅଲଆଉଟ୍ ହୋଇଛି । ପଞ୍ଜାବ ଆଗରେ ଏବେ ୧୮୬ ରନ୍ ଲକ୍ଷ୍ୟ ।

sport
ଆଇପିଏଲ୍‌-୧୧ :  ରାଜସ୍ଥାନ ରୟାଲସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନ ନେବେ କ୍ଲାସେନ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ତଥା ଓ୍ଵକେଟକିପର ହେନ୍‌ରିଚ୍‌ କ୍ଲାସେନ୍‌ ଏବେ ଚର୍ଚ୍ଚାରେ। ସେ ଏବେ ରାଜସ୍ଥାନ ରୟାଲସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ବଲ ଟାମ୍ପରିଂ ବିବାଦରେ  କ୍ରିକେଟ ଅଷ୍ଟ୍ରେଲିଆ ଓ ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନରେ କ୍ଲାସେନ୍‌ ଖେଳିବେ। କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥ୍‌ଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ସ୍ମିଥ୍‌ଙ୍କୁ ରାଜସ୍ଥାନ ରୟାଲସ୍‌ରେ ସ୍ଥାନ ଦେବାକୁ ମନା କରିଦେଇଛି। […]