ଗାର୍ଲସ୍ ୱାଶରୁମ୍ରେ ମୋବାଇଲ୍ ଫୋନ୍ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । ଶୈଚାଳୟର ଡଷ୍ଟବିନ୍ ଭିତରେ ମୋବାଇଲ୍ ଫୋନ୍ ଲୁଚାଇ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ ।
ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍ । ସେପଟେ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ପ୍ରଦୀପ ଘର ଲୋକଙ୍କ କଥା ମାନି ବେବିଙ୍କ ଫୋନ ଛଡାଇନେଇଥିଲେ। ଏହାପରେ ସ୍ତ୍ରୀ ବେବି ତାଙ୍କୁ ରାତିରେ ନିଶା ଦେଇ ବେହୋସ କରିବା ସହ ଖଟରେ ବାନ୍ଧି ରଖିଥିଲେ। ତା’ପରେ ସେ ତାଙ୍କୁ ଇଲେକ୍ଟ୍ରିକ୍ କରେଣ୍ଟ ମଧ୍ୟ ଦେଇଥିଲେ।
ରାମ ମନ୍ଦିର ପରିସରକୁ ଏବେ ମୋବାଇଲ୍ ଫୋନ୍ ନେବା ନିଷେଧ କରାଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା।
ଆପଣ ଜାଣନ୍ତି କି ଆଜିର ଯୁଗରେ ମଧ୍ୟ ଭାରତୀୟ ସିନେମାରେ ଜଣେ ଅଭିନେତା ଅଛନ୍ତି ଯିଏ ତାଙ୍କ ପାଖରେ ମୋବାଇଲ୍ ରଖନ୍ତି ନାହିଁ? ଏଠାରେ ଆମେ ଥାଲା ଅଜିତଙ୍କ ବିଷୟରେ କହୁଛୁ ଯିଏ ତାଙ୍କ ସହିତ କେବେବି ମୋବାଇଲ୍ ଫୋନ୍ ରଖନ୍ତି ନାହିଁ ବୋଲି କୁହାଯାଏ। ଏହାର ଖୁଲାସା ତାଙ୍କର ଜଣେ ସହ-କଳାକାର।
ମଳୟ ଏକ ଦୈନିକ ଖବର କାଗଜରେ ଏକ କମ୍ପାନୀ ପାଇଁ ମହିଳା ଓ ପୁରୁଷ ଆବଶ୍ୟକ ନେଇ ବିଜ୍ଞାପନ ପ୍ରକାଶ କରିଥିଲା।
ପାଖେଇ ଆସିଲାଣି ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ୍ କୁହାଯାଉଥିବା ମାଟ୍ରିକ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ପରୀକ୍ଷା ।
୧୬ ହଜାର ଫୁଟ ଉପରୁ ପଡ଼ି ମଧ୍ୟ ଅକ୍ଷତ.. କଥାଟି ଯେତେ ଆଶ୍ଚର୍ଯ୍ୟକର, ସେତେ ଅସମ୍ଭବ । ତଥାପି ଏପରି ଚମତ୍କାର ହୋଇଛି ।
ମୋବାଇଲ ରିପ୍ୟାରିଙ୍ଗ କରିବା ପାଇଁ ଅନନ୍ତପୁରର ଜଣେ ଗ୍ରାହକ କାମାକ୍ଷାନଗର କଲେଜ ରୋଡରେ ଥିବା କାଳିଆ ମୋବାଇଲ ଦୋକାନକୁ ଯାଇଥିଲେ ।
ମୋବାଇଲ୍ ପାଇଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିଷ ପିଇ ଦେଇଥିବା ଜଣାପଡ଼ିଛି। ସ୍କୁଲ୍ରୁ ଆସିବା ମାତ୍ରେ ପୁଅ ମୋବାଇଲ ଧରୁଥିବାରୁ ମାଆ ରାଗିକି ଗାଳି କରିଥିଲେ।
ଜରୁରୀକାଳୀନ କାର୍ଯ୍ୟ ପାଇଁ ହେଲ୍ପଲାଇନ୍ର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ହେଲ୍ପ ଲାଇନ୍ ଜରିଆରେ ଅଭିଭାବକମାନେ ସ୍କୁଲ ସହିତ ହୋଗାଯୋଗ କରିପାରିବେ ।
ବାବାଙ୍କ ଧାମରୁ ବାରମ୍ବାର ବିଭିନ୍ନ ପ୍ରକାର ରିଲ୍ସ ଓ ଭିଡିଓ ଭାଇରାଲ ହେବାରୁ ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ କାଙ୍କେର ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଥିବା ଜଣାପଡ଼ିଛି ।
ସାବଧାନ ! ଏଣିକି ବସ୍ରେ ଗଲାବେଳେ ବିନା ହେଡ୍ଫୋନ୍ରେ କଥାହେଲେ ଗଣିବେ ୫ ହଜାର ଫାଇନ୍ । ଖାଲି ଫାଇନ୍ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍
ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଘର ଲୋକ ମନା କରିବାରୁ ୧୫ ବର୍ଷୀୟା ନାବାଳିକା ୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
କେବଳ ସ୍ମାର୍ଟ ଫୋନ୍ ପାଇଁ...ସ୍ୱାମୀକୁ ଛାଡିଲା ସ୍ତ୍ରୀ । କହିଲା, ତୁମଠୁ ଅଧିକ ମୋର ଫୋନ୍ ଦରକାର
କୋଭିଡ କଟକଣା ହଟିଛି। କିନ୍ତୁ ବଦଳିନି କୋଭିଡ ସମୟର ସେଇ ଜୀବନଶୈଳୀ। ବିଶେଷକରି କୋଭିଡ କଟକଣା ପିଲାଙ୍କ ଜୀବନକୁ ବେଶି ପ୍ରଭାବିତ କରିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାମାନେ ଅନଲାଇନରେ ପଢିବାକୁ ବାଧ୍ୟ ହୋଇଥିଲେ। ଦୁଇବର୍ଷର ଏଇ ଅନଲାଇନ ପାଠପଢା ପିଲାଙ୍କର ୧୦ ବର୍ଷର ଅଭ୍ୟାସକୁ ବଦଳେଇ ଦେଇଛି।
ଅଧିକାଂଶ କେସ୍ରେ ହଜି ଯାଇଥିବା ଫୋନ୍ ଆଉ ମିଳେ ନାହିଁ। ତେଣୁ ଏଭଳି ସ୍ଥିତିରେ ଫୋନ୍ର ଡାଟା ଡିଲିଟ୍ କରିବା ଅତ୍ୟନ୍ତ ଜରୁରୀ। ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ଯଦି ତୁରନ୍ତ ଆପଣ କିଛି ପଦକ୍ଷେପ ଗ୍ରହଣ ନକରନ୍ତି, ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ଯୁଦ୍ଧରେ ଯବାନଙ୍କ ଜୀବନ ବଂଚାଇ ଦେଲା ମୋବାଇଲ ଫୋନ୍। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, ଦେଖନ୍ତୁ କେମିତି?