CBSE ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଫଳାଫଳ ଗତ ୧୩ ତାରିଖ ଦିନ ପ୍ରକାଶ ପାଇଥିଲା । ହେଲେ ପଦ୍ମପୁର ଅଞ୍ଚଳର ୬ଟି ବିଦ୍ୟାଳୟର ପରୀକ୍ଷା ଫଳାଫଳ, ଆଜି ଯାଏଁ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଆମରଣ ଅନଶନ କରିଛନ୍ତି ଛାତ୍ରଛାତ୍ରୀ ।
ଖୁସିରେ ଝୁମୁଛନ୍ତି... ଦୀର୍ଘଦିନର ପରିଶ୍ରମ ପରେ ସଫଳତା ପାଇ ବିଭୋର ହେଉଛନ୍ତି...ସେଲିବ୍ରେସନ୍ ମୁଡରେ କୃତୀ ଛାତ୍ରଛାତ୍ରୀ। ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ।
ଖୁସିରେ ଝୁମୁଛନ୍ତି... ଦୀର୍ଘଦିନର ପରିଶ୍ରମ ପରେ ସଫଳତା ପାଇ ବିଭୋର ହେଉଛନ୍ତି...ସେଲିବ୍ରେସନ୍ ମୁଡରେ କୃତୀ ଛାତ୍ରଛାତ୍ରୀ। ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ।
ବାହାରିଲା ସିବିଏସଇ ଦଶମ ରେଜଲ୍ଟ...ପରୀକ୍ଷା ସମୟରେ ମାଆଙ୍କ ସାହାଯ୍ୟ କଥା ମନେ ପକାଇ କାନ୍ଦି ପକାଇଲେ ଛାତ୍ରୀ।
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ପାସ୍ ହାର ୯୩.୬୬ ପ୍ରତିଶତ। CBSE ୱେବସାଇଟ୍ ରେ ରେଜଲ୍ଟ ଉପଲବ୍ଧ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ।
CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୯୩.୬୬% ପାସ୍ ହାର ରହିଛି । ଛାତ୍ରୀଙ୍କ ତୁଳନାରେ ଛାତ୍ରଙ୍କ ପାସ୍ ହାର ଅଧିକ ରହିଛି ।
ନୂଆ କ୍ଳାସ୍ ଆରମ୍ଭ ହେବାର ସପ୍ତାହେ ବିତିଲାଣି, ତଥାପି ପିଲାଙ୍କ ପାଖରେ ନାହିଁ ବହି । CBSE ଚତୁର୍ଥ, ପଞ୍ଚମ,ସପ୍ତମ ଏବଂ ଅଷ୍ଟମ ପିଲାଙ୍କ କ୍ଷେତ୍ରରେ ଦେଖାଦେଇଛି ଏଭଳି ସମସ୍ୟା ।
ଇମ୍ପ୍ରୁଭମେଣ୍ଟ ପାଇଁ ଦେଇ ହେବ ଦ୍ବିତୀୟ ବୋର୍ଡ ପରୀକ୍ଷା । ପ୍ରଥମଟି ବାଧ୍ୟତାମୂଳକ, ଦ୍ବିତୀୟଟି ଇଚ୍ଛାଧୀନ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଦଶମ ପରୀକ୍ଷାରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଏମିତି ସଂସ୍କାର ଆଣିବାକୁ ଯାଉଛି ସିବିଏସ୍ଇ।
କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି। ପରୀକ୍ଷା ସରିବା ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନ ପତ୍ର ଲିକ୍ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ରୁ ବାହାର କରାଯାଇପାରିବନି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ ।
ମହିଳା ନିଜ ସ୍ୱାମୀଙ୍କୁ ଭିଡିଓ କଲ କରି ଶେଷ ଥର ପାଇଁ ଝିଅର ମୁହଁ ଦେଖିବାକୁ କହିଥିଲେ ଏବଂ ପରେ ଝିଅ ସହିତ କୂଅ ଭିତରକୁ ଡେଇଁପଡିଥିଲେ। ମହିଳା ଜଣକ ଘର ନିକଟରେ ଖେଳୁଥିବା ପୁଅକୁ ମଧ୍ୟ ତାଙ୍କ ସହିତ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଯାଇନଥିଲା ।
CBSE ଦଶମ ଫଳାଫଳରେ ଏକ ନମ୍ୱର ତାଲିକାରେ ରହିଛି କେରଳ। କେରଳର ତ୍ରିଭେନ୍ଦ୍ରମରେ ୯୯.୭୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ପାସ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜୟୱାଡା । ଏଠାରେ ପାସ୍ ହାର ୯୯.୬୦%ଅଛି।
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ CBSE ୱେବସାଇଟ୍ରେ ରେଜଲ୍ଟ ଦେଖିପାରିବେ ।
ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ସବୁ ସ୍କୁଲରେ ପଢାଯିବ କୋଡିଂ ଓ ଏଆଇ (AI)ର ବ୍ୟବହାର । ଯାହାଫଳରେ ସହଜରେ ପିଲା ପାଇପାରିବେ ଚାକିରି ।
ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟରେ ଏହାକୁ ଗ୍ରହଣ କରିବେ କି ନାହିଁ ସେନେଇ CBSE ନିଷ୍ପତ୍ତି ନେବ। ସିବିଏସ୍ଇ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ସହିତ ପରାମର୍ଶ କରିବାକୁ ନିଷ୍ପତ୍ତି ନେଇଛି।
ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ୧୦ ଟାରେ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, UAEରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପିଲା ପାଠ ପଢ଼ୁଛନ୍ତି। ପୂର୍ବରୁ IIT ଦିଲ୍ଲୀ କ୍ୟାମ୍ପସ୍ ମାଷ୍ଟର୍ସ କୋର୍ସ ଖୋଲିଥିଲା। ଆଉ ଏବେ ବହୁତ ଶୀଘ୍ର CBSE ଅଫିସ୍ ଖୋଲିବ।
ଏମିତିକି କିଛି ସାଇବର ଠକ ଟଙ୍କା ଲୁଟୁଥିବାର ବି ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ସିବିଏସଇ। କେବଳ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲ୍ ଫଲୋ କରିବାକୁ ଦେଇଛି ପରାମର୍ଶ।
ସିବିଏସଇ ହେଡକ୍ୱାଟର୍ସ- ଫେକ୍। ସିବିଏସଇ ବୋର୍ଡ ରେଜଲ୍ଟ – ଜାଲ୍। ସିବିଏସଇ ନ୍ୟୁଜ୍ – ନକଲି। ଗୋଟିଏ କି ଦୁଇଟି ନୁହେଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା CBSE ନାଁରେ ବୁଲୁଛି।
ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ।
ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ ।
ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ ।
ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।
ଆଜିଠୁ CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟା ଯାଏ ପରୀକ୍ଷା ହେଉଛି।
ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇ(CBSE)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା ଏନେଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।