• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special Report
ଥରକେ ଖାଉଥିଲେ ୧୦କେଜି ଖାଦ୍ୟ, ହେଲେ....ଛାଡିଗଲା ପ୍ରାଣ

ଖାଦ୍ୟ ଖାଉ ଖାଉ ଛାଡିଗଲା ଜୀବନ। ଲକ୍ଷ ଲକ୍ଷ ଲୋକ ଦେଖିଲେ ମୃତ୍ୟୁର ଲାଇଭ ଟେଲିକାଷ୍ଟ। ତେବେ ଏହା ପଛର କାରଣ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

Special Story
5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ....ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ

ସରକାର କା ମାଲ୍‌ ଦରିଆ ମେ’ ଡାଲ୍‌ । 5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ । ଆଉ ତା’ ପରେ ଖସିଲା ଟାଇଲ୍‌, ଫାଟିଲା ମୁଣ୍ଡ । ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଖର୍ଚ୍ଚ କରାଗଲା, ହେଲେ ମାତ୍ର କେତେଟା ବର୍ଷ ଯାଇଛି କି ନାହିଁ ସାମ୍ନାକୁ ଆସିଲା ଅସଲ ଚିତ୍ର ।

Most Expensive House
ମୁକେଶ ଅମ୍ବାନୀଙ୍କ ‘ଆଣ୍ଟିଲିଆ’ ଦୁନିଆର ସବୁଠାରୁ ଦାମୀ ଘର ? ଜାଣନ୍ତୁ ବିଶ୍ବର ୧୦ ମହଙ୍ଗା ଘର...

କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...

 Koraput's Medical College
ଅକ୍ସିଜେନ୍ ପ୍ଲାଣ୍ଟରେ ଚଢ଼େଇ ବସା

କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ ? ଗତ ଦୁଇ ବର୍ଷ ହେବ ରାଜ୍ୟ ସରକାରଙ୍କ ଭାଙ୍ଗୁନି ନିଦ । ରାଜ୍ୟରେ ବିଜେଡି ସରକାର ସମୟରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦୁଇ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ବନ୍ଦ ହୋଇଛି । ହେଲେ ନୂଆ କରି ଓଡ଼ିଶାରେ ବିଜେପି ସରକାର ଆସିଥିବାରୁ ଏହି ପ୍ଲାଣ୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ ବୋଲି ଅଶାକରିଛନ୍ତି ସ୍ଥାନୀୟ ଲୋକେ ।

 Kidnapping
ବାପା ଲୋ ମୁଁ କିଡନାପ୍‌ ହେଉଛି; ଟଙ୍କା ପଠା

ବାପାଙ୍କ ପାଖରୁ ଟଙ୍କା ନେବାକୁ ପୁଅର ଜବରଦସ୍ତ ପ୍ଲାନ୍। ସାଙ୍ଗ ସହ ମିଶିକଲା କିଡ୍ନାପ୍ନାଟକ । ଦେଖନ୍ତୁ କେମିତି ବୁଲୁଛି ଛୁରି, ଭାଙ୍ଗୁଛି ମଦ ବୋତଲ...

Plant Trees
ଗଛ ଲଗାଇବୁ ୫୦ କିମି’

ବନ ମହୋତ୍ସବ ଆସିଲେ ଗଛ ଲଗାଇବା ଚିନ୍ତା ମନକୁ ଆସେ l ସରକାରୀ ଯୋଜନାରେ ବୃକ୍ଷ ରୋପଣ କରାଯାଏ l କିନ୍ତୁ ବୃକ୍ଷ ରୋପଣ ପରେ ଭୁଲି ଯାଆନ୍ତି ଗଛର କଥା l ନୂଆପଡା ଜିଲ୍ଲାର ଜଣେ ଦମ୍ପତି ନିଆରା ଉଦ୍ୟମ ଆରମ୍ଭ କରି ବୃକ୍ଷରୋପଣ କରୁଛନ୍ତି l

Allege Massive Irregularities
ଗଜା ହେଉନି ସରକାରୀ ବିହନ !

ସରକାର କା ମାଲ୍‌ ଦରିଆ ମେ ଡାଲ୍‌ । ଧୋକା ଦେଲା ସରକାରୀ ଧାନ ବିହନ । ସରକାରୀ ଅନୁଷ୍ଠାନରୁ ଧାନ ବିହନ କିଣି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଏ ଦୃଶ୍ୟ ହେଉଛି ଖଡ଼ିଆଳ ଅଞ୍ଚଳର…

Bhadrak Artiste
ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର

ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତଆରି କରାଯାଇଛି । ମନ୍ଦିରକୁ ଆହୁରି ସୁନ୍ଦର କରିବାକୁ ସେଥିରେ ଖଞ୍ଜାଯାଇଛି ଇଲେକ୍ଟ୍ରି ଲାଇଟ ।

BJD leader Elina Das
ଏଲିନା ସେବେ ଆଉ ଏବେ

କିଛି ଦିନ ତଳେ ଭାଇରାଲ ହୋଇଥିଲା ଏଲିନାଙ୍କ ଏହି ଭିଡିଓ । ଦୀର୍ଘ ବର୍ଷ ଶାସନ ଗାଦି ମାଡି ବସିଥିବା ବିଜେଡି ସରକାର ଭାଙ୍ଗିବା ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବା ପରେ ଏଲିନା ଏମିତି କାନ୍ଦିଥିଲେ।

Viral Video
ଏମାନେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ

ଏମାନେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ । ଏମାନଙ୍କ ଭିତରେ କେତେ ଯେ, ଭଲପାଇବା ରହିଛି ଏହି ହସ୍ପିଟାଲ ବେଡ ହିଁ କହିଦେଉଛି । ନିଜ ପତ୍ନୀଙ୍କୁ ପାଗଳ ପରି ଭଲ ପାଉଥିବା ଏ ସ୍ବାମୀଙ୍କୁ ଥରେ ଦେଖନ୍ତୁ…

Man Plants 54 Peepal and Banyan Trees
ମାନସିକ ପୁଅ ପାଇଁ...ଲାଗିବ ୫୪ ବରଗଛ

ସମସ୍ତଙ୍କ ହାତରେ ଗଛ ଆଉ ତାରଜାଲି । ଫାଙ୍କା ସ୍ଥାନ ଦେଖି ଗଛ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସମସ୍ତେ । ଇଏ ହେଉଛନ୍ତି ଭୁବନେଶ୍ବରର ରବିନ୍ଦ୍ର ଦାସ । ଏକ ବ୍ୟାଙ୍କର ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀ । ସେ ବି ଗଛ ଲାଗାଇବାକୁ ଯୁବକ ଓ ପିଲାମାନଙ୍କ ସହ ଅଣ୍ଟା ଭିଡିଛନ୍ତି । ଆଉ ଏ ଗଛ ଲଗାଇବା ଫଛର ଉଦ୍ଦେଶ୍ୟ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଶୁଣନ୍ତୁ...

Drone made by Odisha Based
ନଦୀରେ ବୁଡ଼ି ଯାଉଥିଲେ ଉଦ୍ଧାର କରିବ ଓଡ଼ିଆ ଡ୍ରୋନ୍

କେବଳ ଆବଶ୍ୟକତା ନୁହେଁ, ବେଳେ ବେଳେ ଅଘଟଣ ବି ସାଜେ ଉଦ୍ଭାବନର ଜନନୀ। ମହାନଦୀରେ ବୁଡ଼ି ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦୁଃଖଦ ମୃତ୍ୟୁ, ସେତେବେଳେ ଏହି ଉଦ୍ୟମୀ ଓଡ଼ିଆ ପୁଅଙ୍କୁ ବାଧ୍ୟ କରିଥିଲା ଏଭଳି ଏକ ଉନ୍ନତ ଡ୍ରୋନ୍ ତିଆରି ପାଇଁ ଚିନ୍ତା କରିବାକୁ। ଆଉ ଏବେ ସଫଳ ହୋଇଛି ସାଧନା।

Kusuma Project
ଖୋଲିବ କୁସୁମା ପୋଖରୀ କେଳେଙ୍କାରୀର ଗୁମର ?

ଏଥିପାଇଁ କେଉଁ ବିଭାଗ, କେଉଁ ପାଣ୍ଠିରୁ ଖର୍ଚ୍ଚ ହୋଇଛି କେତେ ଟଙ୍କା ?

  • Wednesday, 03 July 2024
Kusuma Project
ବଲ୍ଲେ ବଲ୍ଲେ ଢାବା ପରେ ବିବାଦରେ କୁସୁମା ବଙ୍ଗଳା

ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ?

Special story: Taste Buds of Odias Are Changing
ପିଠା ସ୍ଥାନ ନେଲାଣି ପିଜା ବର୍ଗର

ବଦଳୁଛି ଓଡ଼ିଆଙ୍କ ଖାଦ୍ୟ ରୁଚି । ପିଠା ନୁହେଁ ପିଜା ବର୍ଗରକୁ ପସନ୍ଦ କରୁଛନ୍ତି ଲୋକେ । ବର୍ତ୍ତମାନ ଓଡ଼ିଆ ଖାଦ୍ୟକୁ କବଳିତ କଲାଣି ଫାଷ୍ଟଫୁଡ୍ । ପିଠାର ସ୍ଥାନ ନେବାକୁ ବସିଛି ପିଜା, ବର୍ଗର, ମୋମୋ । ଯାହାଫଳରେ ଓଡ଼ିଶାରୁ ବର୍ତ୍ତମାନ ପିଠା ସଂସ୍କୃତି ହଜିବାକୁ ବସିଲାଣି ।

Post Office Scam
ଡାକଘରେ ସଂଚୟ ବଦଳରେ ଘୋଟାଲା

ଟଙ୍କା ସଞ୍ଚୟ ଲାଗି ଡାକଘର ସବୁଠୁ ସୁରକ୍ଷିତ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି ଡାକଘରେ ଟଙ୍କା ରଖି ଲୋକେ ଠକେଇର ଶିକାର ହୁଅନ୍ତି, ତେବେ କହିବା କାହାକୁ ? ସେମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ।

marriage took place by giving 1 rupee and coconut
ନିଆରା ବିବାହ; କେବଳ ଟଙ୍କାଟିଏ ଆଉ ଗୋଟିଏ ନଡିଆରେ ହେଲା ବାହାଘର; ବିବାହ ପରେ ଏମିତି କହିଲେ ବରପକ୍ଷ

ଭାରତରେ ଏମିତି ଏକ ବିବାହ ହୋଇଛି ଯେଉଁଠି ବିବାହରେ କନ୍ୟା ବରକୁ କୌଣସି ଯୌତୁକ ଦେଇ ନାହାଁନ୍ତି। ଏହି ଯୌତୁକ ମୁକ୍ତ ବିବାହକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ସମାଜରେ ବ୍ୟାପିଥିବା ଏହି କୁ-ପ୍ରଥାକୁ ଦୂର କରିବା ପାଇଁ ବର ମଧ୍ୟ ଏହାକୁ ବହୁତ ସମର୍ଥନ କରିଛନ୍ତି।

Education System
ପାଠ ପଢାଉଛନ୍ତି ପିଅନ୍

ବିନା ଶିକ୍ଷକରେ ଚାଲିଛି ହାଇସ୍କୁଲ। ଶିକ୍ଷାଦାନ କରୁଛନ୍ତି ପିଅନ। କ୍ଲର୍କ ନେଇଛନ୍ତି ପ୍ରଧାନଶିକ୍ଷକର ଦାୟିତ୍ନ।

DHH
କାହିଁକି କାର୍ଯ୍ୟକ୍ଷମ ହୋଇ ପାରୁନି ବଲାଙ୍ଗିର ବଡ ଡାକ୍ତରଖାନା

ଚାରିମାସ ତଳେ ୭୫୦ ଶଯ୍ୟ ବିଶିଷ୍ଟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଉଦଘାଟନ କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ ଉଦଘାଟନ ତ କରିଦେଲେ ହେଲେ ନୂଆ ହସପିଟାଲ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ ।

Self-Employed By Making Hand-made
ବେତ ଦେଇଛି ନୂଆ ପରିଚୟ

ଚାଲିଛି ବେତ ତିଆରି। ବିଭିନ୍ନ ଘରକରଣା ଜିନିଷ ତିଆରିରେ ନିମଗ୍ନ ଅଛନ୍ତି ୧୫ଜଣ ସ୍ୱାବଲମ୍ୱୀ ମହିଳା। ନିଜେ ରୋଜଗାର କରିବା ସହ ପରିବାର ପ୍ରତିପୋଷଣର ନାୟିକା ସାଜିଛନ୍ତି ଏମାନେ ।

Cashew Nuts Farming
କାଜୁ ଚାଷ ପ୍ରତି ବିମୁଖ ହେଲେଣି ଚାଷୀ

ଲାଭ ଦାୟକ ଫସଲ କାଜୁରୁ ମୁହଁ ମୋଡିଲେଣି ଚାଷୀ। ଚାଷୀଙ୍କ ଅଭିଯୋଗ ହେଲା କାଜୁ ଫସଲର ଉଚିତ ମୂଲ୍ୟ ମିଳୁନାହିଁ ।

Amarnath Yatra
ଜମ୍ମୁ କାଶ୍ମୀର ବାଲାତାଲ ବେସ୍ କ୍ୟାମ୍ପରୁ ବାହାରିଛି ପ୍ରଥମ ବ୍ୟାଚ୍

ବରଫ ଶିବଲିଙ୍ଗ ରୂପରେ ବିରାଜମାନ କରିଛନ୍ତି ବାବା ମହାଦେବ।

Manoj Ahuja
ଓଡ଼ିଶା ଫେରିବେ ମନୋଜ ଆହୁଜା, କ୍ୟାବିନେଟ୍ ଦେଲା ମଞ୍ଜୁରୀ

ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

  • Tuesday, 25 June 2024
Bobby Das
ସରକାରୀ ବାସଭବନରେ ବିଜେଡି ନେତା ବବି ଦାସଙ୍କ ଆଲିସାନ୍ ବଙ୍ଗଳା

ବବିଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ତେଜିଲା ରାଜନୀତି । ବେଆଇନ୍ ନିର୍ମାଣ ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ କହିଲା ଜିଏ ବିଭାଗ ।

Drain Slab
‘ମାସକ ଭିତରେ ଭୁବନେଶ୍ୱରର ସବୁ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ’

ନିକଟରେ ୟୁନିଟ୍-୩ ମସଜିଦ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ଟିଭ ଓ ଆକ୍ସନ ମୁଡକୁ ଆସିଛି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ।

  • Tuesday, 25 June 2024