• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India

sensex
Stock Market Crash: ସେୟାର ବଜାରରେ ଭୂକମ୍ପ; ଖସିଲା ୫୦୦ପଏଣ୍ଟ ସେନସେକ୍ସ

ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ। ହ୍ରାସ ପାଇଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ। କାରବାର ଆରମ୍ଭରୁ ଖସିଲା ଉଭୟ ସେନସେକ୍ସ ଓ ନିଫ୍ଟି।

Travel Advisory
Travel Advisory: ଭାରତ ପାଇଁ ଆମେରିକାର କଡ଼ା ଟ୍ରାଭେଲ୍ ଆଡଭାଇଜରି, ଜୋର୍ ଧରିଛି ରାଜନୀତି

ସରକାରଙ୍କ ପକ୍ଷରୁ କୁହାଯାଇଛି ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଭାରତର ଆର୍ଥିକ ଅଭିବୃଦ୍ଧିରେ ବ୍ରେକ୍ ଲଗାଇବାକୁ ଆମେରିକାର ଏହା ଏକ ଚକ୍ରାନ୍ତ। ସେପଟେ ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତ ହେଲା ପହଲଗାମ ହମଲା, ମାଓବାଦୀ ଦମନ ପ୍ରକ୍ରିୟା ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛି ଆମେରିକା।

Global Peace Index
Global Peace Index: ଅନେକ ଦେଶକୁ ପଛରେ ପକାଇଛି ଭାରତ, ପଢନ୍ତୁ ଏହି ତାଲିକା

ଚଳିତର୍ବଷ ୭୪ଟି ଦେଶର ସ୍ଥିତି ସୁଧୁରି ଥିବାବେଳେ ୮୭ଟି ଦେଶର ସ୍ଥିତି ଖରାପ ହୋଇଛି । ଆଇସଲାଣ୍ଡ, ସ୍ବିଜରଲାଣ୍ଡ, ଆର୍ୟଲାଣ୍ଡ ଭଳି ଦେଶ ଲୋକଙ୍କ ପାଇଁ ଖୁବ ସୁରକ୍ଷିତ ।

US Issues Travel Advisory
US updates travel advisory: କାହିଁକି ଭାରତର ୬ଟି ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଘାଳୟକୁ ନଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା । ରାଜଧାନୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ବତନ୍ତ୍ର ଅନୁମତି ନେବାକୁ ଆଡଭାଇଜରୀ ଜାରି କରି କହିଛି ।

Yoga Day
Yoga Day: ସାରା ବିଶ୍ବ ପାଳିଲା ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ

ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ ।

Shubman gill
Shubman Gill: ଅଧିନାୟକ ଭାବରେ ପ୍ରଥମ ମ୍ୟାଚ୍‌ରେ ଇତିହାସ ରଚିଲେ ଗିଲ୍, ଶତକ ମାରି ବିରାଟ-ଗାଭାସ୍କରଙ୍କ ହେଲେ ସମକକ୍ଷ

ଅଧିନାୟକ ଭାବରେ ତାଙ୍କର ଡେବ୍ୟୁ ଟେଷ୍ଟ ଇନିଂସରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଥିଲେ ବିଜୟ ହଜାରେ, ଯିଏ ୧୯୫୧ ମସିହାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୬୪ ରନ କରିଥିଲେ

Air India
DGCA To Air India: ଗୁଜରାଟ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ, ୩ ଅଧିକାରୀଙ୍କୁ ବିଦା କର

ଫ୍ଲାଇଟ କ୍ରୁ ସିଡ୍ୟୁଲ ଓ ଅପରେସନରେ ବାରମ୍ୱାର ଓ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ଏୟାର ଇଣ୍ଡିଆ ଏହାକୁ ସ୍ୱେଚ୍ଛାକୃତ ଭାବେ ମାନିଛି ମଧ୍ୟ । କ୍ରୁ ରୋଷ୍ଟରିଂ ପ୍ଲାଟଫର୍ମ ଟ୍ରାନ୍ଜିସନ ସମୀକ୍ଷା ବେଳେ ଏହା ସାମନାକୁ ଆସିଛି । କ୍ରୁ ସିଡ୍ୟୁଲିଂ, ନିୟମ ପାଳନର ତଦାରଖ ଓ ଆଭ୍ୟନ୍ତରୀଣ ଦାୟିତ୍ୱରେ ତ୍ରୁଟିଥିବା ଜଣାପଡିଛି । ଅପରେସନରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବା କ୍ଷୋଭର ବିଷୟ ବୋଲି କହିଛି ଡିଜିସିଏ ।

ଭାରତରେ ଜନଗଣନା
How India Conducts Census: ଭାରତରେ କିପରି ହୁଏ ଜନଗଣନା ? ୨୦୧୧ ତୁଳନାରେ ୨୦୨୭ରେ କ’ଣ ହେବ ଭିନ୍ନ...

୨୦୧୧ରେ ଦେଶରେ ଶେଷଥର ପାଇଁ ଜନଗଣନା ଅନୁଷ୍ଠିତ ହୋଇଥିଲା । ଭାରତରେ ପ୍ରତି ୧୦ ବର୍ଷକୁ ଥରେ ଜନଗଣନା କରାଯାଏ । ସାରା ଦେଶରେ ଜନଗଣନା ଶେଷ କରିବାକୁ ପ୍ରାୟ ୨୧ ମାସ ସମୟ ଲାଗିବ। ଜନଗଣନାରେ ସାରା ଦେଶର ଜନସଂଖ୍ୟା ସମେତ ଅନ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ । ଏହି କାର୍ଯ୍ୟରେ ଲକ୍ଷ ଲକ୍ଷ କର୍ମଚାରୀ ନିୟୋଜିତ ହେବେ ।

merge with India
Merge With India: ଖଣ୍ଡ ଖଣ୍ଡ ହେ।ଇଯିବ ପାକିସ୍ତାନ ! ଆରଏସଏସ ନେତାଙ୍କ ବଡ଼ ବୟାନ

ସିନ୍ଧ, ବଲୁଚିସ୍ତାନ, ପଖତୁନିସ୍ତାନ ଓ ଗିଲଗିଟ ବାଲ୍ଟିସ୍ତାନ ଭଳି ଅଞ୍ଚଳ ଯାହା ବର୍ତ୍ତମାନ ପାକ୍ ନିୟନ୍ତ୍ରଣରେ ରହିଛି ଓ ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନ ବିରେ।ଧରେ ବିଦ୍ରେ।ହ କରିପାରନ୍ତି । ନିଜର ସ୍ବାଧିନତା କିମ୍ବା ଭାରତ ସହ ମିଶିବା ନେଇ ଦାବି କରିପାରନ୍ତି ।

ଭୟଙ୍କର ନିଆଁରୁ ବାହାରି ଆସିଲେ
Air India Plane Crash: ହୁ ହୁ ଜଳୁଥିଲା ନିଆଁ, ଜୀବନ ବଞ୍ଚାଇ ଏମିତି ଖସି ଆସିଥିଲେ ରମେଶ ବିଶ୍ୱାସ; ଦେଖନ୍ତୁ ଭିଡିଓ...

ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର ଭୟାବହତା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଚିତ୍କାର ବିଷୟରେ ସବୁକିଛି ବର୍ଣ୍ଣନା କରୁଛି।

India trade
India trade : ଏହି ସବୁ ଶତ୍ରୁ ଦେଶଙ୍କ ସହ ବ୍ୟବସାୟ କରୁଛି ଭାରତ, ପାକିସ୍ତାନରୁ ବି କରୁଛି ଆମଦାନୀ

ଭାରତ ଚମଡା ଜିନିଷ ଓ ବହୁଳ ପରିମାଣରେ ତୁଳା ଆମଦାନୀ କରିଥାଏ ପାକିସ୍ତାନରୁ । ଚୀନ ଠାରୁ ଇଲେକଟ୍ରେ।ନିକ୍ସ ସାମଗ୍ରୀ, ତୁର୍କୀରୁ ହାତ ତିଆରି କାରପେଟ୍ , ବିଭିନ୍ନ ଡିଜାଇନର ମେ।ଜାଇକ ଲ୍ୟାମ୍ପ ଭାରତ ଆସିଥାଏ । ବିଭିନ୍ନ ପ୍ରକାର ମସଲା ପାଇଁ ନେପାଳ ଉପରେ ନିର୍ଭରଶୀଳ ।

Largest rice Exporter
Largest Rice Exporter: ଅନେକ ଦେଶଙ୍କୁ ପଛରେ ପକାଇଛି ଭାରତ, ଷଷ୍ଠ ସ୍ଥାନରେ ଅଛି ଆମେରିକା

ଚାଉଳ ରପ୍ତାନୀରେ ଭାରତ ପ୍ରଥମ ସ୍ଥାନରେ, ଦ୍ବିତୀୟ ସ୍ଥାନରେ ଥାଇଲାଣ୍ଡ, ତୃତୀୟ ସ୍ଥାନରେ ଭିଏତନାମ ରହିଛି । ମୁଖ୍ୟତଃ ମଧ୍ୟ-ପୂର୍ବ ଆଫ୍ରିକା, ୟୁରେ।ପ ଓ ଆଫ୍ରିକାର କିଛି ଅଞ୍ଚଳରେ ସୁଗନ୍ଧିତ ବାସୁମତୀ ଚାଉଳରୁ ଆରମ୍ଭ କରି ଉଷୁନା ଚାଉଳର ଚାହିଦା ରହିଛି ।

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
Womens ODI World Cup 2025: ଅପରେସନ୍‌ ସିନ୍ଦୂର ପରେ ପ୍ରଥମ ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ସାମ୍ନାକୁ ଆସିଲା ମ୍ୟାଚ୍ ତାରିଖ...

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍ କଲମ୍ବୋର ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ଜନଗଣନା ପାଇଁ ବିଜ୍ଞପ୍ତି ଜାରି
ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

ଚଳିତ ଜନଗଣନା ପ୍ରକ୍ରିୟାରେ ପ୍ରାୟ ୩୪ ଲକ୍ଷ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ୍ ଗ୍ୟାଜେଟ୍ ସହିତ କାର୍ଯ୍ୟ ପରିଚାଳନା କରିବେ।

ଜନଗଣନା ପାଇଁ ବିଜ୍ଞପ୍ତି ଜାରି
Census: ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି, ଏଥର ୨ଟି ପର୍ଯ୍ୟାୟରେ ହେବ ସେନସସ୍‌

ଚଳିତ ଜନଗଣନା ପ୍ରକ୍ରିୟାରେ ପ୍ରାୟ ୩୪ ଲକ୍ଷ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ୍ ଗ୍ୟାଜେଟ୍ ସହିତ କାର୍ଯ୍ୟ ପରିଚାଳନା କରିବେ।

ଜଣା ପଡ଼ିଲା ଦୁର୍ଘଟଣା କାରଣ
Air India Plane Crash: AI ବିମାନ ଦୁର୍ଘଟଣା ପୂର୍ବରୁ ବିଚଳିତ ଥିଲେ ପାଇଲଟ୍, କ୍ରାସର ୫ ସେକେଣ୍ଡ ପୂର୍ବରୁ କହିଥିଲେ ୭ଟି ଶବ୍ଦ

ଦୁର୍ଘଟଣା ପୂର୍ବରୁ ପାଇଲଟ୍ ୩ ଥର ମେ’ଡେ’ କହିଥିଲେ ଏକଥା ତ ସମସ୍ତେ ଜାଣିଛନ୍ତି । ହେଲେ କ୍ରାସ ହେବର ୫ ସେକେଣ୍ଡ ପୂର୍ବରୁ ପାଇଲଟ୍ କହିଥିଲେ ୭ଟି ଶବ୍ଦ ଯାହା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

UPI ନୂଆ ନିୟମ
New Rules For UPI Users: UPI ଉପଭୋକ୍ତା ହୋଇଯାଆନ୍ତୁ ସାବଧାନ, ଅଗଷ୍ଟ ୧ରୁ ବଦଳିବ ନିୟମ

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, UPI ଉପଭୋକ୍ତାମାନେ ଦିନକୁ ସର୍ବାଧିକ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ। ଅର୍ଥାତ୍, ଯଦି ଜଣେ ଗ୍ରାହକ PhonePe ଏବଂ google pay ବ୍ୟବହାର କରନ୍ତି, ତେବେ ସେ ଏବେ ପ୍ରତ୍ୟେକ ଆପରେ କେବଳ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ।

Vijay Rupani
Vijay Rupani's Lucky Number: ୧୨ ଜୁନ୍ ପୂର୍ବରୁ ଦୁଇ ଥର ଟିକେଟ କାଟିଥିଲେ ବିଜୟ ରୂପାନୀ, କିନ୍ତୁ...

ପୂର୍ବରୁ ଦୁଇ ଦୁଇ ଥର ଲଣ୍ଡନ ଯିବାକୁ ଚାହିଁଥିଲେ ମଧ୍ୟ କେଉଁ କାରଣ ପାଇଁ ସେ ଉଡ଼ାଣ ଭରି ନଥିଲେ ସେ ନେଇ କିନ୍ତୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Direct Flights
Direct Flights: ପୁଣି ଭାରତ-ଚୀନ ମଧ୍ୟରେ ଉଡ଼ିବ ବିମାନ, ବୈଠକରେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଖୁବ ଶୀଘ୍ର ଭାରତ-ଚୀନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ଏହା ସହ ୨ଦେଶ ମଧ୍ୟରେ ପ୍ରବାହିତ ନଦୀର ତଥ୍ୟ ବି ଆଦାନ ପ୍ରଦାନ କରିବେ। ଶୁକ୍ରବାର କୈଳାଶ ମାନସରେ।ବର ଯାତ୍ରା ପାଇଁ ପ୍ରଥମ ୫୦ ତୀର୍ଥଯାତ୍ରୀଙ୍କୁ ପଠାଯାଇଛି । ଚୀନର ଏହି ସହଯୋଗକୁ ଭାରତ ପକ୍ଷରୁ ପ୍ରଶଂସା କରାଯାଇଛି ।

ଗୌତମ ଗମ୍ଭୀର
Gautam Gambhir: ହୃଦଘାତର ଶିକାର ହେଲେ ଗମ୍ଭୀରଙ୍କ ମାଆ, ଇଂଲଣ୍ଡରୁ ତୁରନ୍ତ ଦିଲ୍ଲୀ ଫେରିଲେ ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌

ମିଳିଥିବା ସୂଚନା ଅନୁସାରେ, ଗମ୍ଭୀରଙ୍କ ମାଆଙ୍କ ନାମ ସୀମା ଗମ୍ଭୀର । ସେ ନିକଟରେ ହୃଦଘାତ ଶିକାର ହୋଇଥିଲା । ତେବେ ସେ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି, କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଯେ ସେ ବିପଦମୁକ୍ତ ରହିଛନ୍ତି ।

ସତ କହିବ ‘ବ୍ଲାକବକ୍ସ’
Air India Plane Crash: ଏବେ ବି ଖୋଜା ଚାଲିଛି ଏୟାର ଇଣ୍ଡିଆ ବିମାନର ‘ବ୍ଲାକ୍‌ ବକ୍ସ’

ସାଧାରଣତଃ ବ୍ଲାକବକ୍ସରେ କକପିଟ୍ ଭଏସ୍ ରେକର୍ଡର-CVR ଓ ଫ୍ଲାଇଟ୍ ଡାଟା ରେକର୍ଡ-FDR ଥାଏ । ବିମାନ ଉଡ଼ାଣ ପରଠୁ ପାଇଲଟଙ୍କ ଭିତରେ ହୋଇଥିବା କଥା ସହ ଇଞ୍ଜିନରୁ ବାହାରିଥିବା ଶବ୍ଦ ସବୁ ରେକର୍ଡ ରୁହେ ।

ବଖାଣିଲେ ଛାତିଥରା କାହାଣୀ
ଉଡ଼ାଣର ସେହି ୫ ମିନିଟ୍, ବଖାଣିଲେ ଛାତିଥରା କାହାଣୀ

ପାଇଲଟ ମେ’ଡେ କଲ କରିବା ସମୟରେ ବିମାନ ଭୟଙ୍କର ବିପଦରେ ଥିବା ଜାଣି ପାରିଥିଲି କହିଛନ୍ତି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏକ ମାତ୍ର ଯାତ୍ରୀ।  

ଟ୍ରାଫିକ୍‌ ଜାମ୍‌ ପାଇଁ ବଞ୍ଚିଗଲା ଜୀବନ
Air India Plane Crash: ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା, ୧୦ ମିନିଟ୍‌ ବିଳମ୍ବରୁ ବଞ୍ଚିଗଲେ ମହିଳା

ତେବେ ଅହମ୍ମଦାବାଦରେ ଟ୍ରାଫିକ୍ ଜାମରେ ଫସିଯିବା ଯୋଗୁଁ ସେ ଠିକ୍ ସମୟରେ ଏୟାରପୋର୍ଟରେ ପହଞ୍ଚି ପାରି ନ ଥିଲେ । ବିମାନରେ ବସିବା ଲାଗି ତାଙ୍କୁ ଅନୁମତି ଦେବାକୁ ସେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନେହୁରା ବି ହୋଇଥିଲେ ।

ଲକି ନମ୍ବର ପାଲଟିଲା ଅନଲକି
Vijay Rupani's Lucky Number: ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...

କିନ୍ତୁ ସେହି ଶୁଭ ନମ୍ବର ଯେ ତାଙ୍କ ପାଇଁ ଏତେ ସବୁଠୁ ଅଧିକ ଅଶୁଭ ହେବେ ସେ କେବେ ସ୍ୱପ୍ନରେ ବି ଭାବି ନଥିବେ । କାହିଁକି ନା ଗତ ଗୁରୁବାର ତାରିଖ ଥିଲା ୧୨-୦୬ । ଆଉ ସେହି ୧୨-୦୬ ହିଁ ତାଙ୍କ ପାଇଁ ଅନ୍ତିମ ଦିନ ପାଲଟିଗଲା ।

ଆକାଶରେ ଛାତିଥରା ଦୁର୍ଘଟଣା
Air India Plane Crash: ଆକାଶରେ ବିପଦ, ଏୟାର ଇଣ୍ଡିଆ ଦେଖିଛି ସର୍ବାଧିକ ବିମାନ ଦୁର୍ଘଟଣା

ଦେଶରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ଏୟାର୍ ଇଣ୍ଡିଆର ହିଁ ସାମ୍ନା କରିଛି । ପ୍ରଥମ କରି ୧୯୭୮ ଜାନୁଆରୀ ୧ରେ ମୁମ୍ବାଇରେ ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ୍ ହୋଇଥିଲା, ଯେଉଁଥିରେ ୨୧୩ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା।