• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Khurda

ATM Tampering
ATM Tampering in Khordha: ମାସ ଆରମ୍ଭରୁ ଏଟିଏମ୍ ଅଚଳ କରୁଛି କିଏ ?

ମାସର ପ୍ରଥମ ସପ୍ତାହରେ ସବୁ ଏଟିଏମ୍ ଅଚଳ । କାର୍ଡ ରିଡରରେ ଅଠା ଲଗାଇ ଅଚଳ କରିଦିଆଯାଉଛି ମେସିନ୍ । ଗୋଟିଏ କି ଦୁଇଟା ନୁହେଁ, ଗତ ଦୁଇ ମାସରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 40ରୁ ଅଧିକ ଏଟିଏମର ଅଚଳ ସ୍ଥିତି । ଜଙ୍କିଆଠୁ ନେଇ ନିରାକାରପୁର, ଟାଙ୍ଗୀଠୁ ନେଇ ନାଚୁଣୀ, ବାଲୁଗାଁ । ସବୁ ଏଟିଏମର ସମାନ ଅବସ୍ଥା ।

ATM ଠକେଇ
ATM Scam: କାର୍ଡରେ ଅଠା ଲଗାଇ ଠକେଇ, ୪୦ରୁ ଉର୍ଦ୍ଧ୍ୱ ATM ଅଚଳ, ପୋଲିସର ତନାଘନା

ଖୋର୍ଦ୍ଧାରେ ଗତ ୨ ମାସରେ ୪୦ରୁ ଅଧିକ ATM ଅଚଳ କରାଯାଇଛି । ଏଥିପାଇଁ ଦୁର୍ବୃତ୍ତମାନଙ୍କ ଦ୍ୱାରା ଏକ ପ୍ଲାଷ୍ଟିକ ଅଠା ଲଗାଇ ଏଟିଏମକୁ ଅଚଳ କରାଯାଉଛି । ଏହି ପ୍ରକାର କାର୍ଯ୍ୟଦ୍ୱାରା ଗ୍ରାହକମାନେ ଘରୋଇ ବ୍ୟାଙ୍କ ସେବା କେନ୍ଦ୍ରକୁ ଯିବାକୁ ବାଧ୍ୟ ହେଉଛନ୍ତି ।

OTV Cares
OTV Supports Sports Infrastructure: ଓଟିଭି କେୟାର୍ସ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଖୋର୍ଦ୍ଧାରେ ହେବ କ୍ରୀଡ଼ା ଭିତ୍ତିଭୂମିର ବିକାଶ

କ୍ରୀଡ଼ା ଭଳି କ୍ଷେତ୍ରରେ ଯୁବତୀମାନଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବା ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ ଓଟିଭି କେୟାର୍ସ ଏଭଳି ପଦକ୍ଷେପ ନେଇ ତା’ର ଅଙ୍ଗୀକାରବଦ୍ଧତା ପ୍ରତିପାଦିତ କରୁଛି ।

Arrest
Agneepath Recruitment Scam Allegations: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ

କେଉଁ କେଉଁ ପିଲା ସିଲେକ୍ଟ ହେଉଛନ୍ତି, ତାହା ଏମାନେ ଆଗରୁ ଜାଣିଯାଉଥିଲେ । ଏହି ପିଲାମାନଙ୍କୁ ସେମାନେ ଫୋନରେ ଯୋଗାଯୋଗ କରୁଥିଲେ । ତୁମେ ଟଙ୍କା ଦେଲେ ତୁମର ଚାକିରି ହୋଇଯିବ ବୋଲି କହୁଥିଲେ । ଚାକିରି ଆଶାୟୀଙ୍କ ଠାରୁ ଏମାନେ ଏହି ଭଳି ଟଙ୍କା ଆଦାୟ କରୁଥିଲେ ।

ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା
Special Story: ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ହାରିଲେ ଜୀବନ

ସ୍ତ୍ରୀର ନିର୍ଯାତନା ରାମଚନ୍ଦ୍ରଙ୍କୁ ଏପରି ଅଥୟ କରିଥିଲା ଯେ, ଚରମ ନିଷ୍ପତ୍ତି ନେବାକୁ ସେ ପଛାଇ ନାହାନ୍ତି । ବାପା, ମାଆ, ଆଉ ଜନ୍ମ କଲା ଝିଅକୁ ପର କରି ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରି ଦେଇଛନ୍ତି ।

Khordha murder
Murder in Jatani: ବଜାର ଉପରେ ଗଡ଼ିଲା ମୁଣ୍ଡ, ଘରୁ ଡାକିଆଣି ଯୁବକଙ୍କୁ ହତ୍ୟା

ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁର ଛକରେ ହତ୍ୟାକାଣ୍ଡ । ଘରୁ ଡାକିଆଣି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ।

ମାଫିଆଙ୍କ ମାଙ୍କଡା ପଥର ଲୁଟ୍‌
Stone Mafia: ବାହାରକୁ କାଜୁ ବଗିଚା, ଭିତରେ ଚାଲୁଛି ପଥର ଖଣି

ଲୁଟ୍ ତ ଲୁଟ୍ । ଦିନରେ ବି ଲୁଟ୍ ରାତିରେ ବି ଡବଲ୍‌ ଲୁଟ୍ । ବାହାରକୁ ଦେଖିଲେ କାଜୁ ଜଙ୍ଗଲ କିନ୍ତୁ ଭିତରେ ଚାଲିଛି ମାଫିଆଙ୍କ ମାଙ୍କଡ଼ା ପଥର ଲୁଟ୍ । କି ଦିନ କି ମାସ, ବର୍ଷ ବର୍ଷ ଧରି ଏମିତି ମାଫିଆଙ୍କ ମନମାନିରେ ଲୁଟ୍ ହେଉଛି ଖଣିଜ ।

Firecrackers explosion
Khordha Blast: ଘରେ ଭିଡ଼ୁଥିଲେ ବାଣ; ବିସ୍ଫୋରଣରେ ଉଡ଼ିଗଲା ଆଜବେଷ୍ଟ, ସ୍ୱାମୀ-ସ୍ତ୍ରୀ ଗୁରୁତର

ଘରେ ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଘରର ଆଜବେଷ୍ଟ ଉଡିବା ସହ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ । ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Road accident in Khurdha
Car-Truck Collision: ଟ୍ରକ୍‌କୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌, ଚାଲିଗଲା ୩ ଜୀବନ

ଖୋର୍ଦ୍ଧା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା କାର୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

Elephant Vs Man At Khordha
Man Elephant Conflict: ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ-ମଣିଷ ଲଢେଇ

ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୨୮ ଲୋକଙ୍କ ଜୀବନ ଯାଇଥିବା ବେଳେ ଭିନ୍ନ ଭିନ୍ନ କାରଣରୁ ୧୩ ହାତୀଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଏବଂ ଟାଙ୍ଗୀ ରେଞ୍ଜରେ ହାତୀପଲ ବ୍ୟାପକ ଧନ ଜୀବନ ହାନି କରୁଥିବା ଅଭିଯୋଗ ହୋଇଛି ।

Car
Ganja Smuggling: କନ୍ଧମାଳ, କୋରାପୁଟ, ମାଲକାନଗିରି ଭାୟା ଖୋର୍ଦ୍ଧା!

ଜାନୁଆରୀ ୧୨ ତାରିଖର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ପୀତାପଲ୍ଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ କାର ଛାଡି ଫେରାର ହୋଇଯାଇଥିଲେ ଚାଳକ।

vyasa-kabi-fakir-mohan-senapatis-classic-short-story-randipua-ananta-part-2
Odia Classic Short Story: ବ୍ୟାସକବି ଫକୀର ମୋହନ ସେନାପତିଙ୍କ 'ରାଣ୍ଡିପୁଅ ଅନନ୍ତା' (ଭାଗ-୨)

(ପୂର୍ବ ପ୍ରକାଶିତ ଉତ୍ତାରୁ).. ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି।.. ପଚାରିଲେ- ତୁମ୍ କୋନ୍ ହେ?

HMPV outbreak in Khordha
HMPV Virus In Odisha: ଖୋର୍ଦ୍ଧାରୁ HMPV ରୋଗୀ ଚିହ୍ନଟ ପ୍ରସଙ୍ଗ; ଏନେଇ ବଡ଼ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

Lingaraj
Lingaraj Temple Rituals: ପୁଣି ମୁଣ୍ଡ ଟେକିଲା ସେବାୟତ ବିବାଦ; ମକରରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି।ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକର ଚରାଅସୀ ବେଶରେ ବିଭୂଷିତ ହେବେ ।

Cabin Owners Protest
Cabin Owners Protest: ଖୋର୍ଦ୍ଧା ହେବ କ୍ୟାବିନ ମୁକ୍ତ ସହର !! ପଦକ୍ଷେପକୁ ଜୋରଦାର ବିରୋଧ

ଗତ ୧୦ ତାରିଖରେ ୧୬୬ କ୍ୟାବିନ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ଟିଏଲସି ଭେଣ୍ଡିଙ୍ଗ ଜୋନରେ ଥଇଥାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ଓ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ ।

Weather Update
Weather Update: ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା; ଚିନ୍ତାରେ ଚାଷୀ...

ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି। 

Judicial Court Complex
Judicial Court Complex: ୪ ଦଶନ୍ଧି ପରେ କୋର୍ଟର ନବକଳ୍ପ; ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ

ଝଟକିଲା ନୂଆ ନ୍ୟାୟିକ କୋଠା । ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ ।

Homeless Struggle in Jatani
Homeless Struggle In Jatani: ଜଗନ୍ନାଥ ଜମି ବିବାଦ ପାଇଁ ବଳି ପଡ଼ୁଛନ୍ତି ଗରିବଗୁରୁବା; 'ଆବାସ' ଅପେକ୍ଷାରେ ବାସହରା !

ସ୍କୁଲ ବାରଣ୍ଡାରେ ଚୁଲି ଜଳୁଛି, ଶ୍ରେଣୀ ଗୃହରେ ଶେଯ ପଡ଼ିଛି। ଏଣେତେଣେ ଆସବାବପତ୍ର ଓ ବାସନକୁସନ। ୨୦୧୯ ଫନି ବାତ୍ୟାରେ ଘର ଭାଙ୍ଗିବା ପରେ, ଗାଁର ଏକ ପୁରୁଣା ସ୍କୁଲରେ ଆଶ୍ରୟ ନେଇଛନ୍ତି ସ୍ବର୍ଣ୍ଣଲତା । 

Cyclone Dana emergency helpline
ମାଡ଼ି ଆସୁଛି ‘ଦାନ’; ଜରୁରୀକାଳୀନ ହେଲ୍ପଲାଇନ୍‌ ଓ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କଲେ ରାଜ୍ୟ ସରକାର...

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି । 

Khordha Murder
ପଥର ଖଣିରୁ ମୃତଦେହ ଜବତ, ପ୍ରି ପ୍ଲାନ୍ ମର୍ଡର କହିଲେ ଏସପି

ଖୋର୍ଦ୍ଧା କାଇପଦର ଟାଙ୍ଗିଣି ମୁଣ୍ଡିଆ ପଥର ଖଣିରୁ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ ।

Idol Theft Racket
ମନ୍ଦିର ଲୁଟେରା ବରଦା-ଅନ୍ନଦା-ସାରଦା; ପଶୁଥିଲେ, ଲୁଟି ନେଉଥିଲେ

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ । ଭୁବନେଶ୍ୱର ବାଲିପାଟଣାରୁ ଜଗତସିଂହପୁରକୁ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍ ।

Road Accident
ସାବଧାନ୍ ! ରକ୍ତ ପିଉଛି ୧୬ ନମ୍ବର NH, ଚିନ୍ତା ବଢ଼ାଇଛି ରାଜପଥରେ ବେଆଇନ ପାର୍କିଂ

ରାଜରାସ୍ତାର ଉଭୟ କଡ଼ରେ ଛିଡ଼ା ହେଉଥିବା ମାଳ ମାଳ ଭାରିଯାନ ଯୋଗୁ ରାତି ତ ରାତି, ଦିନରେ ବି ଭୟଙ୍କର ଦୁର୍ଘଟଣା ଘଟୁଛି ।

Khordha Streets
ଧୂଳିରେ ଆକ୍ତାମାକ୍ତା ଖୋର୍ଦ୍ଧା ସହର ବାସିନ୍ଦା; ବିଭିନ୍ନ ରାସ୍ତାଘାଟର ଅବସ୍ଥା ବିପର୍ଯ୍ୟସ୍ତ 

ନୂଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଅବସ୍ଥା ପୁରା ଶୋଚନୀୟ। ବଡ ବଡ ଖାଲ ଯୋଗୁ ପ୍ରତିଦିନ ଦୁର୍ଘଟଣା ଯେପରି ସାଧାରଣ ଘଟଣା ପାଲଟିଯାଇଛି।

Odisha Scholarship Scam
SC/ST ପିଲାଙ୍କ ପୋଷ୍ଟ୍ ମାଟ୍ରିକ୍ ସ୍କଲାରସିପରେ ବଡ଼ ଦୁର୍ନୀତି, ଆତ୍ମସାତ୍ ହୋଇଛି କୋଟି କୋଟି ଟଙ୍କା

ଜାଲ୍ ଜାତି ଓ ଆୟ ପ୍ରମାଣପତ୍ର ମାଧ୍ୟମରେ ଛାତ୍ରବୃତ୍ତି ହଡପ୍ । ନକଲି ବା ଭୂତ ଛାତ୍ରଛାତ୍ରୀଙ୍କ ନାଁ ରେ ସମଗ୍ର ରାଜ୍ୟରେ 3 କୋଟି 42 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି।