• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Sonnalli  Seygall vacation sizzling look in monokini
Sonnalli Seygall: ଭ୍ୟାକେସନ୍ ମଜ୍ଜା ନେଉଛନ୍ତି ‘ପ୍ୟାର୍‌ କା ପଞ୍ଚନାମା’ ଅଭିନେତ୍ରୀ ସୋନାଲି ସେଗଲ

‘ପ୍ୟାର୍‌ କା ପଞ୍ଚନାମା’ ଅଭିନେତ୍ରୀ ସୋନାଲି ସେଗଲ ତାଙ୍କ ପିଲା ଏବଂ ସ୍ୱାମୀଙ୍କ ସହ ଭ୍ୟାକେସନ୍ ମଜ୍ଜା ନେଉଛନ୍ତି। ସୋନାଲି ଏହି ସ୍ୱତନ୍ତ୍ର ଛୁଟିର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସମସ୍ତେ ସୋନାଲିଙ୍କ ଏହି ଅବତାରକୁ ପସନ୍ଦ କରୁଛନ୍ତି।

  • Friday, 13 June 2025
Javed Akhtar compared alcohol to religion says both are fine
Javed Akhtar : ମଦ ସହ ଧର୍ମକୁ ତୁଳନା କଲେ ଜାଭେଦ ଅଖତର; କହିଲେ ଉଭୟ ସୀମା ଭିତରେ ଠିକ୍

ଜାଭେଦ ଅଖତାର ସମ୍ପ୍ରତି ଆଜି ଏକ ସାକ୍ଷାତକାରରେ ଧର୍ମ ବିଷୟରେ ଏକ ଆଲୋଚନାରେ ଧର୍ମକୁ ମଦ୍ୟପାନ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଉଭୟ ସେପର୍ଯ୍ୟନ୍ତ ଠିକ୍ ଯେପର୍ଯ୍ୟନ୍ତ ଏହାକୁ ସୀମିତ ପରିମାଣରେ ସେବନ କରାଯାଏ।

Shilpa Shetty flaunts her curves and figure in her latest photoshoot
Shilpa Shetty: ଧଳା ବ୍ରାଲେଟ୍-ହାଇ ୱେଷ୍ଟ୍‌ ସ୍କର୍ଟ ପିନ୍ଧି ଲୋକଙ୍କ ଦିଲ୍ ଲୁଟିଲେ ଧଡ୍‌କନ୍ ଗାର୍ଲ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କର ଲାଟେଷ୍ଟ ଫଟୋସୁଟ୍‌ରେ ଧଳା ବ୍ରାଲେଟ୍ ଏବଂ ହାଇ ୱେଷ୍ଟ୍‌ ସ୍କର୍ଟ ପିନ୍ଧି ବହୁତ ଚମତ୍କାର ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ଚମତ୍କାର ପୋଷାକ ଏବଂ ଫ୍ରିଞ୍ଜ୍‌ ଡିଟେଲିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Smriti Irani Net worth:
Smriti Irani Net worth: କୋଟି କୋଟି ଟଙ୍କାର ମାଲିକାଣୀ ସ୍ମୃତି ଇରାନୀ; ସମ୍ପତ୍ତି ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ

ସ୍ମୃତି ଇରାନୀ ଖୁବ୍ ଶୀଘ୍ର "କ୍ୟୁଁକୀ ଶାଶା ଭି କଭି ବହୁ ଥି ୨" ରେ ନଜର ଆସିବେ। ସେ ଏହି ଶୋ' ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି। ସ୍ମୃତି ତାଙ୍କ କଠିନ ପରିଶ୍ରମ ଦ୍ୱାରା କୋଟି କୋଟି ଟଙ୍କାର ସମ୍ପତ୍ତି ସୃଷ୍ଟି କରିଛନ୍ତି। ଜାଣନ୍ତୁ କିପରି ସ୍ମୃତି ଇରାନୀ ତାଙ୍କ ସମର୍ପଣ ଏବଂ ପ୍ରତିଭା ଦ୍ୱାରା କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ହୋଇଛନ୍ତି।

Sanjay Kapur Passes Away
Sanjay Kapur Passes Away: କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ଦେହାନ୍ତ; କାଳ ହେଲା ମହୁମାଛି !

ବ୍ୟବସାୟୀ ସଞ୍ଜୟ କପୁରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଏପର୍ଯ୍ୟନ୍ତ ଆସିଥିବା ରିପୋର୍ଟ ଅନୁସାରେ, ପୋଲୋ ଖେଳୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଖେଳୁଥିବା ସମୟରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା ଏବଂ ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

Salman on rumours
Salman on rumours : ସୁଟିଂ ସେଟକୁ କାହିଁକି ଡେରିରେ ଆସନ୍ତି ସଲମାନ, ସାକ୍ଷାତକାରରେ କହୁ କହୁ କହିଦେଲେ

ସଲମାନ କହିଛନ୍ତି ସବୁ ଷ୍ଟାରଙ୍କ କାମ କରିବାର ସମୟ ଅଲଗା । ମୁଁ ୧୨ଟା ପରେ ସୁଟିଂ କାମ ଆରମ୍ଭ କରେ । ଦବଙ୍ଗ ଖାନ ଆହୁରି କହିଛନ୍ତି ଫିଲ୍ମର ସଫଳତା ପାଇଁ ମୁଁ କେବେ ପ୍ରାର୍ଥନା କରେନି ।

 The India House
Water Tank Bursts on Shooting set: କୃତ୍ରିମ ବନ୍ୟାରେ ଭାସିଲା ସିନେମା ସୁଟିଂ ସେଟ୍, ୭ରୁ ଅଧିକ କର୍ମଚାରୀ ଆହତ

ହାଇଦ୍ରାବାଦର ସମସାବାଦ ନିକଟରେ ଥିବା "ଦି ଇଣ୍ଡିଆ ହାଉସ" ଫିଲ୍ମ ସୁଟିଂ ସେଟରେ ପାଣି ଟାଙ୍କି ଫାଟିଯିବାରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସିନେମାର ଅଭିନେତା ବର୍ତ୍ତି ଯାଇଥିବା ବେଳେ ୭ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି।

 Yatra
ମୁଁ ବି ଥିଲି ଯାତ୍ରା ମାଲିକ

ଯାତ୍ରା କଳାକାର, ମାଲିକ ଓ ମ୍ୟାନେଜରଙ୍କ ଭିତରେ ସମନ୍ବୟର ଅଭାବ ରହିଛି । କିଏ ବଡ଼ କି କିଏ ସାନ ନୁହଁନ୍ତି । ଯାତ୍ରାରେ ଦେଖାଦେଇଥିବା ବିବାଦ ସାଧାରଣ ନୁହଁ । ଏହି ବିବାଦ ଦୁଷ୍ଟ ପଣ ବୋଲି ଭାବିବା ଉଚିତ ।

Jollywood Controversy
Jollywood Controversy: ଯାତ୍ରା ବିବାଦରେ ମୁହଁ ଖୋଲିଲେ ସୌମ୍ୟ, କହିଲେ- 'ମୁଁ ବି ଥିଲି ଯାତ୍ରା ମାଲିକ'

ଯଲିଉଡ୍‌ ବିବାଦ ଭିତରେ ଜନ୍ମ ନେଇଥିବା ନୂଆ ଯାତ୍ରା ପାର୍ଟି 'ପ୍ରମୋଦିନୀ'ର ଶୁଭାରମ୍ଭ କରି ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସମସ୍ତେ ଭାବିବା ଦରକାର ଯାତ୍ରା ପାଇଁ ଦର୍ଶକ ହିଁ ବଡ଼ । କିଏ ବଡ଼ କି କିଏ ସାନ ନୁହଁନ୍ତି ।

Tom Cruise surprised everyone
Tom Cruise surprised everyone: ଫିଲ୍ମରେ ଟମ୍ କ୍ରୁଜଙ୍କ ଷ୍ଟଣ୍ଟ୍ , ପାଣିରେ ୬ମିନିଟ ପାଇଁ ବନ୍ଦ କଲେ ନିଶ୍ବାସ

ଚର୍ଚ୍ଚାରେ ମିଶନ ଇମ୍ପସିବଲ୍ ଷ୍ଟାର ଟମ୍ କ୍ରୁଜ୍ । ଫିଲ୍ମର ଏକ ଷ୍ଟଣ୍ଟରେ ୬ ମିନିଟ ୬ ସେକେଣ୍ଡ ପାଇଁ ନିଶ୍ବାସ ବନ୍ଦ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସାଧାରଣତଃ ୧୦ରୁ ୧୫ ସେକେଣ୍ଡ ଯାଏ ଜଣେ ମଣିଷ ନିଜର ନିଶ୍ବାସ ଅଟକାଇ ପାରିବ ।

Isha Malviya wants to become cool mother
Isha Malviya: ବୟସ ଜମା ୨୩; ଦେଖୁଛନ୍ତି ବିବାହ ସ୍ୱପ୍ନ, କହିଲେ କିଏ ହେବ ସ୍ୱାମୀ

ଟିଭି ଅଭିନେତ୍ରୀ ଈଶା ମାଲବ୍ୟ ଇଣ୍ଟର୍‌ନେଟ୍‌ରେ ରାଜ କରୁଛନ୍ତି। ତାଙ୍କର ଗୀତ ‘ଶେକ୍’ ଭାଇରାଲ ହେଉଛି। ଏହି ଗୀତରେ ସମସ୍ତେ ରିଲ୍ ତିଆରି କରୁଛନ୍ତି। ଈଶା ନିକଟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି।

Tannishtha Chatterjee
Tannishtha Chatterjee: ଚତୁର୍ଥ ଷ୍ଟେଜ୍ କର୍କଟ ରୋଗରେ ପୀଡିତ ‘ଗୁଲାବ ଗ୍ୟାଙ୍ଗ୍’ ଅଭିନେତ୍ରୀ; ଏହି ରୋଗରେ ବାପା ଚାଲିଯାଇଥିଲେ

ତନିଷ୍ଠା ଚାଟାର୍ଜୀ ଚତୁର୍ଥ ଷ୍ଟେଜ୍ ସ୍ତନ କର୍କଟ ରୋଗରେ ପୀଡିତ। ଏହି ଖରାପ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ହୋଇଯାଇଛନ୍ତି। କିନ୍ତୁ ଏହି ଦୁଃଖଦ ସମୟରେ ମଧ୍ୟ, ତନିଷ୍ଠା ନିଜକୁ ଭାଙ୍ଗିବାକୁ ଦେଇ ନାହାଁନ୍ତି।

Salman khan look at 59 goes viral
Salman Khan: ଆଉ ନାହିଁ ସେହି ଚମକ; ପାଚିଗଲାଣି ଦାଢ଼ି, ମଳିନ ପଡ଼ିଗଲାଣି ଚେହେରା

ବର୍ତ୍ତମାନ ସଲମାନ ଖାନଙ୍କର କିଛି ଏପରି ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇ ପଡିଛନ୍ତି। ଏହି ଫଟୋଗୁଡ଼ିକ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

salman
Arbaaz khan Become Father: ଶୌରା ଦେଲେ ଖୁସି ଖବର; ପୁଣି ବାପା ହେବେ ଅରବାଜ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଦାଦା ହେବାକୁ ଯାଉଛନ୍ତି। କାହିଁକି ନା ତାଙ୍କ ବଡ଼ ଭାଇ ଅରବାଜ ଖାନ୍‌ ବାପା ହେବାକୁ ଯାଉଛନ୍ତି। ଅରବାଜଙ୍କ ପତ୍ନୀ ଶୌରା ମା’ ହେବାକୁ ଯାଉଛନ୍ତି। ଶୌରା ଗର୍ଭବତୀ ଥିବା ଖବର ନିଜେ ଅରବାଜ ନିଶ୍ଚିତ କରିଛନ୍ତି।

Nia Sharma opened up about her marriage plan
Nia Sharma: ବିବାହକୁ ନେଇ ଖୁଲାସା କଲେ ନିଆ ଶର୍ମା; ଜାଣନ୍ତୁ କ’ଣ କହିଲେ

ନିଆ ଶର୍ମା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଖବରରେ ରହିଥାନ୍ତି। ଏହି ଅଭିନେତ୍ରୀ ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ତଥାପି, ବେଳେବେଳେ ସେ ତାଙ୍କ ଲୁକ୍ ପାଇଁ ଟ୍ରୋଲ୍ ହୋଇଥାଆନ୍ତି।

Dalljiet Kaur and Nikhil patel marriage unknown facts
Dalljiet Kaur: କଲେ ୨ ଥର ବିବାହ; ଭାଙ୍ଗିଲା ବନ୍ଧନ; ଏବେ ଏକାକୀ ଜୀବନ

ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଥରେ ନୁହେଁ ବରଂ ଦୁଇଥର ବିବାହ କରିଛନ୍ତି। କେତେକ ଦ୍ୱିତୀୟ ବିବାହରେ ପ୍ରେମ ପାଇଛନ୍ତି ତ ଆଉ କେତେକଙ୍କ ଦ୍ୱିତୀୟ ବିବାହ ଭାଙ୍ଗି କେବଳ ଯନ୍ତ୍ରଣା ପାଇଛନ୍ତି। ଉଭୟ ଥର ସେମାନଙ୍କର ହୃଦୟ ଭାଙ୍ଗିଛି ଏବଂ ଏବେ ସେମାନେ ଏକାକୀ ଜୀବନ ବିତାଉଛନ୍ତି।

  • Wednesday, 11 June 2025
Janhvi Kapoor gives a glimpse of her Mumbai home
Janhvi Kapoor: ଦେଖିଛନ୍ତି କି ଜାହ୍ନବୀ କପୁରଙ୍କ ଘର… ଦେଖିଲେ ଆଖି ଟେରା ହୋଇଯିବ

ଜାହ୍ନବୀ କପୁର ତାଙ୍କ ମୁମ୍ବାଇ ଘରର ଏକ ଝଲକ ଦେଖାଇଛନ୍ତି। ତାଙ୍କ ଘର ବହୁତ ବିଳାସପୂର୍ଣ୍ଣ ଏବଂ ଚମତ୍କାର। ଘର ବୁଲି ଦେଖିବା ସମୟରେ ସେ ତାଙ୍କ ମା’ଙ୍କୁ ମଧ୍ୟ ମନେପକାଇଛନ୍ତି। ଆପଣ ମଧ୍ୟ ଜାହ୍ନବୀଙ୍କ ଏହି ବିଳାସପୂର୍ଣ୍ଣ ଘରର ଏକ ଝଲକ ଦେଖିପାରିବେ।

Nitesh Tiwari Ramayana
Nitesh Tiwari Ramayana: ନିତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ'ର ପୂରା ଷ୍ଟାର୍ କାଷ୍ଟ୍; ଜାଣନ୍ତୁ କିଏ କରିବେ କେଉଁ ଭୂମିକା

ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାର୍‌କାଷ୍ଟ୍‌ ବିଷୟରେ ସୂଚନା ଏବେ ସାମ୍ନାକୁ ଆସିଯାଇଛି। ରଣବୀର କପୁର ପ୍ରଭୁ ରାମ ଭୂମିକାରେ ଏବଂ ସାଇ ପଲ୍ଲବୀ ମାତା ସୀତା ଭୂମିକାରେ ନଜର ଆସିବେ। ଦକ୍ଷିଣ ଅଭିନେତା ୟଶ୍‌ ଫିଲ୍ମରେ ରାବଣ ଭୂମିକାରେ ନଜର ଆସିବେ। ଜାଣନ୍ତୁ ଆଉ କିଏ କେଉଁ ଭୂମିକାରେ ଅଛନ୍ତି।

Special Story: Jatra Actress Pooja Alleges Threat, Forced Signatures by jatra Owner Nandu Dhal
ନାଣ୍ଡୁଙ୍କ ଉପରେ ମନ୍ତ୍ରୀଙ୍କ ହାତ!

ଯାତ୍ରା ଅଭିନେତ୍ରୀ ମନୋରମା ଦାସ ଓରଫ ପୂଜା ଭୁବନେଶ୍ବର ଲିଙ୍ଗରାଜ ଥାନାରେ ଯାତ୍ରା ମାଲିକ ନାଣ୍ଦୁ ଧଳଙ୍କ ନାଁରେ ଏଫଆଇଆର ଦେଇଛନ୍ତି।  ମୋ ସହିତ କମ୍ପ୍ରମାଇଜ ନ କଲେ ଯାତ୍ରାରେ ସୁଯୋଗ ଦେବି ନାହିଁ ବୋଲି ଧମକ ଦେଇଛନ୍ତି ନାଣ୍ଡୁ ଧଳ। ବ୍ଲାଙ୍କ ପେପରେ ମୋ ଠାରୁ ଜର ଜବରଦସ୍ତ ଦସ୍ତଖତ ନେଇ କୋର୍ଟରେ କେଶ ଦେଇଛନ୍ତି।

Akhanda 2 teaser release
Akhanda 2 Teaser: ତାଣ୍ଡବ ରଚିଲା ‘ଅଖଣ୍ଡା ୨’ ଟିଜର୍; ଆଧ୍ୟାତ୍ମିକତା-ଆକ୍ସନର ଦମଦାର ପଞ୍ଚିଂ

ଶେଷରେ, ‘ଅଖଣ୍ଡା ୨’ର ଟିଜର ଏବେ ଆସିଛି। ୭୭ ସେକେଣ୍ଡର ‘ଅଖଣ୍ଡା ୨’ ଟିଜରରେ, ବାଳକୃଷ୍ଣଙ୍କୁ ଏକ ଭୟଙ୍କର ରୂପରେ ଦେଖିବାକୁ ମିଳିଛି। କେତେବେଳେ ସେ ଯଜ୍ଞ କୁଣ୍ଡର ଅଗ୍ନିକୁ ଡେଉଁଛନ୍ତି ତ ପୁଣି କେତେବେଳେ ସେ ତ୍ରିଶୂଳରେ ଶତ୍ରୁମାନଙ୍କୁ ନିପାତ କରୁଛନ୍ତି।

Nandu Babu
FIR against Nandu Babu: ଥାନାରେ ଏତଲା ଦେଲେ ଅଭିନେତ୍ରୀ, ଏଥର ବନ୍ଧା ହେବେ କି ନାଣ୍ଡୁ ବାବୁ ?

ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କୁ ନେଇ ଥମୁନି ବିବାଦ । ନାଣ୍ଡୁଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଅଭିନେତ୍ରୀ । ଜୀବନ ପ୍ରତି ବିପଦ ଦର୍ଶାଇ ଭୁବନେଶ୍ୱର ଲିଙ୍ଗରାଜ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପୂଜା ଦାସ ।

Malaika Arora flaunts backless halter neck wet gown
Malaika Arora: ମଲାଇକା ଅରୋରା ପିନ୍ଧିଲେ ଏମିତି ଡ୍ରେସ୍; ଲୋକେ କଲେ ଟ୍ରୋଲ୍

ଫ୍ୟାଶନ କ୍ଷେତ୍ରରେ ୫୧ ବର୍ଷୀୟା ମଲାଇକା ଅରୋରାଙ୍କ ଆଗରେ ପ୍ରାୟ ସମସ୍ତେ ଫିକା। ହଙ୍ଗାମା ପୁରସ୍କାରରେ ମଲାଇକାଙ୍କ ଧଳା ଗାଉନ୍ ଲୁକ୍ ଭାଇରାଲ ହେଉଛି। ମଲାଇକା ଗ୍ଲୋଭସ୍ ସହିତ ଏକ ହଲ୍ଟର ନେକ୍ ଗାଉନ୍ ପିନ୍ଧିଛନ୍ତି। ତାଙ୍କର ଏହି ଲୁକ୍ ପାଇଁ ଟ୍ରୋଲ୍ ମଧ୍ୟ କରାଯାଉଛି।

Anushka Shetty
Anushka Shetty: ଏହି ସୁନ୍ଦରୀଙ୍କ ଚକ୍କରରେ ପଡିଯାଇଥିଲେ ପ୍ରଶଂସକ; ଫଟୋ ଦେଖି ହୋଇଥିଲା ୪୦ ଦୁର୍ଘଟଣା

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କ ପ୍ରତି ଲୋକଙ୍କ ମଧ୍ୟରେ କ୍ରେଜ୍ ବହୁତ ଅଧିକ। ଏହା ସେମାନଙ୍କ ଫିଲ୍ମରୁ ଅନୁମାନ କରାଯାଇପାରେ। କିଛି ପ୍ରଶଂସକ ଏପରି ଯେ ସେମାନେ ନିଜ ପ୍ରିୟ ଅଭିନେତ୍ରୀଙ୍କ ପାଇଁ କିଛି ମଧ୍ୟ କରିପାରନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ଜଣେ ଅଭିନେତ୍ରୀଙ୍କ ଫଟୋ ସାରା ସହରକୁ ଥରାଇ ଦେଉଥିଲା।

Sonam Kapoor reveals molestation at age 14
Sonam Kapoor: ଅସଦାଚରଣର କଳା କାହାଣୀ କହିଲେ ସୋନମ; ଜଣେ ପୁଅ ପଛରୁ ଆସି ମୋ ଛାତିକୁ…

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅସଦାଚରଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅନିଲ କପୁରଙ୍କ ଝିଅ ସୋନମ କପୁର। ଆସନ୍ତୁ ଜାଣିବା ସେହି କାହାଣୀ ବିଷୟରେ।

Director Partho Ghosh passed away in the age of 75
Director Passed Away: ଆରପାରିରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜ୍ୟାକି ଶ୍ରଫ୍, ମନୀଷା କୋଇରାଲାଙ୍କ ସହ ଦେଇଥିଲେ ହୀଟ୍

ବଲିଉଡ୍ ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। କୁହାଯାଉଛି ଯେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଏହି ଖବରକୁ ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍‌ଗୁପ୍ତା ନିଶ୍ଚିତ କରିଛନ୍ତି, ଯାହାଙ୍କ ପୋଷ୍ଟ୍‌ ପରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।