• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime Against Women

Police IIC
ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଦୋକାନ ଘରେ ମହିଳା IIC ଙ୍କୁ ନିର୍ଘାତ ମାଡ଼ !

ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ।

Crime Against Women
ନିଷ୍ଠୁର ପାଲଟିଲା ସାଙ୍ଗ; କଲା ଦୁଷ୍କର୍ମ, ଢାଳିଲା ଗରମ ଡ଼ାଲି

ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା। ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ।

Crime Against Women
ନୃଶଂସ ଭାଇ !! ଅଶ୍ଲୀଳ ଭିଡିଓ ଦେଖିବା ପରେ ଉଭଣୀକୁ କଲା ଦୁଷ୍କର୍ମ

ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି।

Spy Camera
ବନ୍ଧା ହେଲେ ଡାକ୍ତରୀ ଛାତ୍ର; ମହିଳାଙ୍କ ବେଡରୁମ୍‌ରେ ଲଗାଇଥିଲେ ସ୍ପାଏ କ୍ୟାମେରା..

ମହିଳାଙ୍କ ବେଡରୁମ୍‌ରେ ସ୍ପାଏ କ୍ୟାମେରା ଲଗାଇଥିଲେ ଡାକ୍ତରୀ ଛାତ୍ର। ରେକର୍ଡ କରୁଥିଲେ ଅଶ୍ଲୀଳ ଭିଡିଓ। ଚେନ୍ନାଇରେ ସାମ୍ନାକୁ ଆସିଛି ଏଭଳି ଘଟଣା।

Ninth Class Student
ନବମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଛୁଆ, ହଷ୍ଟେଲ ୱାଡେନ୍‌ ସସ୍‌ପେଣ୍ଡ

ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ ଜରିଆରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Crime Against Women
ହସ୍ପିଟାଲ୍‌ ବେଡ୍‌ରେ ମାଆ-ପୁଅଙ୍କୁ ଛାଡ଼ି ଫେରାର୍‌ ସ୍ୱାମୀ

ହସ୍ପିଟାଲରେ ୧୦ ଦିନର ଶିଶୁପୁତ୍ର ଓ ସ୍ତ୍ରୀକୁ ଛାଡ଼ି ପଳାଇଛି ସ୍ୱାମୀ। ମେଡିକାଲ ବେଡ୍‌ରେ ୧୦ ଦିନ ହେବ ସ୍ୱାମୀର ବାଟକୁ ଅନାଇ ବସିଛି ସ୍ତ୍ରୀ।

Crime
ନୃଶଂସ ପ୍ରେମିକ !! ପ୍ରେମିକାକୁ ବୁଲିବାକୁ ଡାକି ନେଇ ଛୁରୀ ଭୁଷିଲା..

ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ତେଜିବାରୁ ପୂର୍ବ ଯୋଜନା ମୁତାବକ ନିବେଦିତାଙ୍କୁ ଏକ ଛୁରୀରେ ୧୦ରୁ ଅଧିକ ଥର ଭୁଷିଥିବା ଅଭିଯୋଗ ହୋଇଛି ।

Rape
ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ନାବାଳିକା, ୧୩ ଜଣ କଲେ ଦୁଷ୍କର୍ମ...

ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । 

Crime Against Women
ଘରୁ ପଳାଇଥିବା ମହିଳାଙ୍କୁ ଗଣଦୁର୍ଷ୍କମ !

ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଅଭିଯୋଗ ହୋଇଛି ।

Crime Against Women
ଯୌନ ଶୋଷଣର ନୂଆ ତରିକା; ପ୍ରାଇଭେଟ୍‌ ସେକ୍ରେଟାରୀଙ୍କ ସହ ଶାରୀରିକ ସମ୍ପର୍କ ପାଇଁ କଣ୍ଟ୍ରାକ୍ଟ

ସଫ୍ଟୱେୟାର କମ୍ପାନୀ CEO ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସାଇନ୍‌ କରାଇଲେ କଣ୍ଟ୍ରାକ୍ଟ ।

Crime Against Women
ରୁମ୍‌ ଲାଇଟ୍‌ ବନ୍ଦ କରିବାରୁ ଶାଶୂକୁ ରଡ୍‌ରେ ପିଟିପିଟି ମାରିଦେଲା ବୋହୂ !

ବାରଙ୍ଗ ଥାନା ମଧୁପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ବନ୍ଦ ଘରେ ଶାଶୁଙ୍କୁ ହତ୍ୟା କରିଥିବା ବୋହୂ ଗିରଫ ।

Kidnap cases
ବଢୁଛି ଅପରାଧ: ପ୍ରତି ୩ ଘଣ୍ଟାରେ ୨ ଜଣଙ୍କୁ ଅପହରଣ

ପ୍ରତିଦିନ ରାଜ୍ୟରେ ୧୬ ଜଣ ଅପହରଣ ହେଉଛନ୍ତି, ଆଉ ନିଖୋଜ ହେଉଛନ୍ତି ୫୧ ଜଣ। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ- NCRBରୁ ମିଳିଛି ଏଭଳି ଆଖି ତରାଟିଲା ଭଳି ତଥ୍ୟ।

Crime Against Women
ସାଧାରଣ ମଣିଷ ପାଲଟିଛି ରକ୍ତ ପିପାଷୁ ! ମହିଳା ଅସଦାଚରଣରେ ଓଡ଼ିଶା ୪ର୍ଥ

ନର ହତ୍ୟା..ଶିଶୁ ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମ୍ । ଦେଶ ହେଉ କି ରାଜ୍ୟ, ସବୁଠି ଘାଇଁ ଘାଇଁ ବଢି ଚାଲିଛି ଏ ସଂଖ୍ୟା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟରୁ ଆସିଛି ଏ ସମ୍ପର୍କିତ ଆଖି ତରାଟିଲା ଭଳି ତଥ୍ୟ ।

Boyfriend Kill Girlfriend
ନୃଶଂସ ପ୍ରେମିକ !! ପ୍ରେମିକାକୁ ଜୀବନରୁ ମାରି ହ୍ୱାଟ୍ସଆପ୍‌ରେ ଷ୍ଟୋରୀ ରଖିଲା..

୫ ବର୍ଷର ଭଲ ପାଇବାକୁ କେଇ ମିନିଟ୍‌ରେ ଶେଷ କରିଦେଲା ପ୍ରେମିକ । ଯାହାକୁ ବାହା ହେବା ପାଇଁ ସ୍ୱପ୍ନ ଦେଖାଇଥିଲା ତାକୁ ହିଁ ଜୀବନରୁ ମାରିଦେଲା । ହ୍ୱାଟ୍ସଆପ୍‌ ଷ୍ଟୋରୀ ଧରାପକାଇଦେଲା ପ୍ରେମିକକୁ ।

Crime Against Women
ରାଜଧାନୀରେ ରହିପାରିବେ ତ ମହିଳା ? ଘରୁ ବାହାରିଲେ ଜୀବନ ଯିବାର ଡ଼ର !

ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ ।

Crime Against Women
ମହିଳା ରହିପାରିବେ ତ ରାଜଧାନୀରେ ? ଘରୁ ବାହାରିଲେ ଜୀବନ ଯିବାର ଡ଼ର !

ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ ।

Crimes In Odisha
କୁତ୍ସିତ ମାନସିକତା; ସ୍ୱାମୀ ପାଖରୁ ଟାଣିନେଲେ, ଗଣଦୁଷ୍କର୍ମ କଲେ

ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ।

took women
ନୃଶଂସ ଭାବେ ମାରିଲେ, ସ୍ତ୍ରୀକୁ ନେଇ ଗଣଦୁଷ୍କର୍ମ କଲେ

ସ୍ବାମୀଙ୍କୁ ମାଡ଼ ମାରିଲେ, ସ୍ତ୍ରୀକୁ ଗଣଦୁଷ୍କର୍ମ କଲେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଦଶହରା ଛୁଟିରେ ସ୍ବାମୀଙ୍କ ସହ ବାଇକରେ ଘରକୁ ଫେରୁଥିଲେ । 

Ladies ASI Death
ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣା: ମାଡ଼ରୁ ନୁହେଁ, ରୋଗ ଯୋଗୁଁ ମୃତ୍ୟୁ

ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ ।

Boyfriend Attack Girlfriend
ଫୋନ୍‌ ନଂ ବ୍ଲକ୍‌ କରିଦେଲା ପ୍ରେମିକା; ରାଗିଯାଇ ୧୩ ଥର ଛୁରୀ ଭୁସିଦେଲା ପ୍ରେମିକ

ହସ୍ପିଟାଲ ବେଡ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପ୍ରେମିକା ।

ASI Death
ମହିଳା ASIଙ୍କ ମୃତ୍ୟୁପୂର୍ବର ଗଣ୍ଡଗୋଳ ଭିଡିଓ; ସୁସ୍ଥ ଥାଇ ବି କେମିତି ହେଲା ମୃତ୍ୟୁ ?

ରାଉରକେଲା ଉଦିତନଗର ଥାନା ମହିଳା ASI ମୃତ୍ୟୁ ମାମଲା । ୨ ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ । ସାମ୍ନାକୁ ଆସିଲା ମହିଳା ASIଙ୍କ ମୃତ୍ୟୁପୂର୍ବରୁ ଗଣ୍ଡଗୋଳର ଚିତ୍ର ।

children in dispair
ମାଆ ଛେଉଣ୍ତ କରିଦେଲା ବାପା; ଏବେ ଭାଗ୍ୟ ଭରସାରେ ୬ ଶିଶୁ

ପାରିବାରିକ କଳହକୁ ନେଇ ନିଶାଗ୍ରସ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା । ସ୍ତ୍ରୀ ସୁବୁନି ଗଲା ଆରପାରିକୁ ଆଉ ହତ୍ୟାକାରୀ ସ୍ଵାମୀ ସନା ଗଲା ଜେଲ ।

man hangs wife in well
ରାକ୍ଷାସ ସ୍ୱାମୀ ! ୫ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଦେଲା

ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା ।

Crime Against Women
ବିମାନରେ ମହିଳାଙ୍କ ସହ କଲେ ଦୋସ୍ତି, ଗୋଆର ଏକ ହୋଟେଲ୍‌ରେ କଲେ ଦୁଷ୍କର୍ମ !

ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।

Crime Against Women
ସାଙ୍ଗର ଝିଅକୁ ବି ଛାଡ଼ିଲେନି ! ସ୍ୱାମୀ ଗର୍ଭବତୀ କରାଇଲେ, ଆଉ ପତ୍ନୀ ଗର୍ଭପାତ !

ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା’ଙ୍କୁ କହିଥିଲେ।