• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Yusuf Will Not Go Abroad
Yusuf Pathan Refuses Foreign Tour: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ

ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବେନି TMC ସାଂସଦ ୟୁସୁଫ ପଠାନ । ବିଦେଶ ଗସ୍ତ କରି ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଯୋଜନା କରାଯାଇଥିଲା । ତେଣୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ଟିମ୍ ଗଠନ କରିଥିଲେ । ଏଥିରୁ ନିବୃତ ରହିଛନ୍ତି ୟୁସୁଫ ।

Himanta Biswasarma Targets Congress MP
Himanta Biswa's Political Stir: କଂଗ୍ରେସ ସାଂସଦଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍, ପାକିସ୍ତାନ ଲିଙ୍କ ଦର୍ଶାଇ କଲେ ସମାଲୋଚନା

ହିମନ୍ତଙ୍କ ନିଶାନାରେ କଂଗ୍ରେସ ସାଂସଦ । ପାକିସ୍ତାନ ଲିଙ୍କ ଥିବା ଅଭିଯୋଗ ଆଣି ଲିଷ୍ଟରୁ ନାଁ କାଟିବାକୁ ରାହୁଲ ଗାନ୍ଧୀଙ୍କୁ ନିବେଦନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସାଂସଦଙ୍କ ପତ୍ନୀ ଭାରତରେ ରହି ପାକିସ୍ତାନ NGOରୁ ଦରମା ନେଉଥିବା ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

sashi
BJD Internal Discord: ବିଜେଡିରେ ଅବହେଳିତ ବରିଷ୍ଠ, ଶଶୀଭୂଷଣ ଆଣିଲେ ସଙ୍ଗୀନ ଅଭିଯୋଗ

ବିଜେଡିରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ ବେହେରା। ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡ଼ା, କିନ୍ତୁ ତାଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି। ଫଳରେ ଗତ ବିଧାନସଭା ନିର୍ବାଚନରେ ଫଳ ଭୋଗିଲା ବିଜେଡି ବୋଲି ଶଶିଭୂଷଣ ବେହେରା କହିଛନ୍ତି।

ଶଶିଙ୍କୁ ନେଇ କଂଗ୍ରେସରେ କେଁ
Congress Shashi Tharoor Controversy: ଶଶିଙ୍କୁ ନେଇ କଂଗ୍ରେସ ଦୁଇ ଫାଳ, ଜୟରାମ ରମେଶଙ୍କ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା

ଦଳର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ୍ ମିଡିଆ ସାଇଟ୍ X ରେ ଲେଖିଛନ୍ତି କି, ଗତକାଲି କେନ୍ଦ୍ର ସରକାରଙ୍କୁ ୪ କଂଗ୍ରେସ ସାଂସଦଙ୍କ ନାଁ ପଠାଯାଇଥିଲା। ଯେଉଁମାନେ ହେଲେ ଆନନ୍ଦ ଶର୍ମା, ଗୌରବ ଗୋଗୋଇ, ସୟଦ୍ ନାସିର୍ ହୁସେନ୍ ଏବଂ ରାଜା ବ୍ରାର୍ ।

Bhupinder Singh Hints at Return to Congress After BJD Exit
ମୁଁ ଜଣେ ଭଲ ପ୍ଲେୟର

‘ମୁଁ ଜଣେ ଭଲ ପ୍ଲେୟର, ତେଣୁ… ’ ମୁଁ ଜଣେ ଭଲ ପ୍ଲେୟର। ସବୁ ଦଳ ଏହା ଜାଣିଛନ୍ତି । ଆଇପିଏଲରେ ଖେଳାଳିଙ୍କ ଡିମାଣ୍ଡ ପରି ମୋର ବି ଖୁବ୍ ଡିମାଣ୍ଡ ରହିଛି। ସବୁ ଦଳ ମୋତେ ନେବାକୁ ଚାହୁଁଛନ୍ତି। ସବୁଦଳ ମୋ’ ଘର। ଭଲ ପ୍ଲେୟାରକୁ ସବୁ ଦଳ ଅଫର କରିବେ । ସବୁ ଦଳ ମୋ’ ଘର। ତେଣୁ ଯେଉଁ ଦଳକୁ ଇଚ୍ଛା କରିବି ଯିବି।’ ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ । ତେଣୁ ସେ ଅନ୍ୟ ଦଳ ପ୍ରତି ଢଳୁଥିବା ଚର୍ଚ୍ଚା ଜୋର ଧରିଛି।

  • Saturday, 17 May 2025
କଂଗ୍ରେସ ଆଡକୁ ଢଳୁଛନ୍ତି କି ଭୂପିନ୍ଦର ?
BJD's Internal Conflicts: ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ; କହିଲେ, ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା ବିଜେଡି

ମୁନା ଖାନ୍‌ଙ୍କ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଭୂପିନ୍ଦର ସିଂ । ସେ କହିଛନ୍ତି, ମୁନା ଖାନ୍ ନିଜ ପଦକୁ ନେଇ ଖୁସିନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଅନେକ ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖେ ଖବର ଅଛି ।

ପଲିଟିକାଲ ଆଫେୟାର୍ସ କମିଟି
BJD Political Affairs Committee: ରାଜନୈତିକ ବ୍ୟାପାର କମିଟିରେ ପ୍ୟାରୀ, ନବୀନ ଓ ପାଣ୍ଡିଆନଙ୍କ ଅନୁଗତ, ବରିଷ୍ଠ ଉଭାନ୍

ରାଜନୈତିକ ବ୍ୟାପାର କମିଟି ସଦସ୍ୟମାନଙ୍କ ନାମକୁ ଦେଖିଲେ ଏଥିରେ ଗୋଟିଏ କଥା ଦେଖାଯାଏ । ତାହା ହେଲା ‘ପି’ ବା ‘ପ’ ଫ୍ୟାକ୍ଟରର ପ୍ରଭାବ । କ’ଣ ଏହି ‘ପି’ ବା ‘ପ’ ଫ୍ୟାକ୍ଟର? ନବୀନଙ୍କର ଡାକ ନାମ ପପୁ ।

Special Story: Internal Discord in BJD: Munna Khan Challenges Party\'s Shift on Waqf Bill
ନବୀନଙ୍କୁ ମାନିଲେନି ମୁନା

#ନବୀନଙ୍କୁ_ମାନିଲେନି_ମୁନା ବିଜେଡି ମୁଖିଆ ନବୀନଙ୍କ ନିଷ୍ପତ୍ତିକୁ ମାନିଲେନି କି ମୁନା ଖାଁ ? ଦକ୍ଷିଣ ଓଡିଶା ସଂଖ୍ୟାଲଘୁ ସଂଯୋଜକ ପଦରୁ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି କି? ପୂର୍ବରୁ ଓଡିଶା ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଥିଲେ ମୁନା ।

BJD Senior Leader Mahesh Sahu Speaks Out on Party Organisation Functioning
କେମିତି ଚାଲିଛି ବିଜୁ ଜନତା ଦଳର ବିଭିନ୍ନ ସଂଗଠନ

ବିଜୁ ଜନତା ଦଳର ବିଭିନ୍ନ ସଂଗଠନ କେମିତି ଚାଲିଛି। ମୁହଁ ଖୋଲିଲେ ବରିଷ୍ଠ ବିଜେଡ଼ି ନେତା ମହେଶ ସାହୁ !

“How Are They Called Senior?”: Mahesh Sahu Critiques BJD’s Candidate Selection
ସମସ୍ତେ କ’ଣ ପଦବୀ ପାଇବେ?

#ସମସ୍ତେ_କ’ଣ_ପଦବୀ_ପାଇବେ? ’  ‘ସମସ୍ତେ କ’ଣ ପଦବୀ ପାଇବେ? ଯେଉଁମାନେ ବ୍ଲକ ଯାଇପାରୁନାହାନ୍ତି ସେ ନିଜକୁ ବରିଷ୍ଠ କେମିତି କହୁଛନ୍ତି। ଦିନେ ନିର୍ବାଚନ ମଣ୍ଡଳୀ ଯାଇନଥିବା ଲୋକଙ୍କୁ ବି ସାଂସଦ ଟିକେଟ୍ ମିଳିଗଲା ।’ ବିଜେଡି  ରାଜ୍ୟସଭା ସାଂସଦ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏପରି କହିଛନ୍ତି ଦଳର ବରିଷ୍ଠ ନେତା ମହେଶ ସାହୁ ।

  • Thursday, 15 May 2025
ନୂଆ ତାଲିକାରେ ପାଣ୍ଡିଆନ ଛାପ
Political Crisis in Odisha: ମିଳେଇଗଲା ପାଣ୍ଡିଆନ ବିରୋଧୀ ନାରା...ଅବସ୍ଥା ଯଥା ପୂର୍ବଂ ତଥା ପରଂ

ଏବେ ଦଳର ନୂଆ ସାଂଗଠନିକ ତାଲିକାରେ ପାଣ୍ଡିଆନଙ୍କ ଛାପ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ପ୍ରତିଷ୍ଠାରୁ ଯେଉଁ ବରିଷ୍ଠ ନେତାମାନେ ଦଳରେ ରହିଛନ୍ତି, ଦଳର କ୍ରାଇସିସ ବେଳେ ଠିଆ ହୋଇଛନ୍ତି, ଦଳୀୟ ବ୍ୟାପାରରେ ସେମାନେ ମୁଣ୍ଡ ପୁରାଇ ପାରିବେ ନାହିଁ ।

CMO
Odisha CM Warns Officials:ସିଡିଓ, ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ; ପୁରୁଣା ଅଭ୍ୟାସ ନ ଛାଡିଲେ କ୍ଷମା ଦିଆଯିବ ନାହିଁ

ବିଜେଡି ପ୍ରୀତି ଛାଡ଼ିବା ପାଇଁ ପରୋକ୍ଷରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ। ଅନେକ ଅଧିକାରୀ ବିଧାୟକ ଏବଂ ବିଧାୟିକା ମାନଙ୍କ ସହ ଭଲ ସମ୍ପର୍କ ରଖୁ ନଥିବା କହିଛନ୍ତି ସିଏମ।

BJD Leader Muna Khan Resigns
BJD Leader Muna Khan Resigns: ନବୀନ ନିବାସରେ ମୁନା ଖାନ୍; BJD ସଂଖ୍ୟାଲଘୁ ସେଲ୍‌ରୁ ଇସ୍ତଫା ଦେଇଥିବା ଚର୍ଚ୍ଚା !

ନବୀନଙ୍କ ଘନିଷ୍ଠ ଥିଲେ ମୁନ୍ନା। ୱାକଅଫ୍‌ ବିଲ୍‌ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ବେଶ ଚର୍ଚ୍ଚାକୁ ଆସିଥିଲେ ମୁନ୍ନା। ଏପରିକି ଯେଉଁ ବିଜେଡି ସାଂସଦମାନେ ୱାକଅଫ୍‌କୁ ସମର୍ଥନ କରିଥିଲେ, ନୀବନ ନିବାସ ଆସି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ପାଣ୍ଡିଆନ ମାର୍କା ନେତାଙ୍କୁ ଗୁରୁତ୍ୱ
ସମାଲୋଚନାରେ ମୁଖର ନେତାଙ୍କ ପକ୍ଷଛେଦନ

କାହା ଗୁଡ୍ ବୁକ୍ ? ଗୁଡ୍ ବୁକ୍‌ରେ ରହିବାର ମାପ ଦଣ୍ଡ କ’ଣ ? କାହାକୁ ଇଙ୍ଗିତ କଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ? ୨୫ ବର୍ଷ ପରେ ବିଜେଡି ପଲିଟିକାଲ ଆଫେୟାର୍ସ କମିଟି ବା ପିଏସି ଗଢିଛି ।

ପାଣ୍ଡିଆନ ମାର୍କା ନେତାଙ୍କୁ ଗୁରୁତ୍ୱ
BJD Political Affairs Committee Formation: ସମାଲୋଚନାରେ ମୁଖର ନେତାଙ୍କ ପକ୍ଷଛେଦନ, ପାଣ୍ଡିଆନ୍ ମାର୍କା ନେତାଙ୍କୁ ପ୍ରାଧାନ୍ୟ

କାହା ଗୁଡ୍ ବୁକ୍ ? ଗୁଡ୍ ବୁକ୍‌ରେ ରହିବାର ମାପ ଦଣ୍ଡ କ’ଣ ? କାହାକୁ ଇଙ୍ଗିତ କଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ? ୨୫ ବର୍ଷ ପରେ ବିଜେଡି ପଲିଟିକାଲ ଆଫେୟାର୍ସ କମିଟି ବା ପିଏସି ଗଢିଛି ।

Special Story: Naveen Patnaik Reshapes BJD: Loyalists Elevated, Dissenters Sidelined
ଯିଏ ପାଟି ଖୋଲିଥିଲେ, ତାଙ୍କ ପାଇଁ ନାହିଁ ବଡ଼ ପଦବୀ

ନବୀନଙ୍କ ଗୋଚ୍ଛି କଟା ପଲିଟିକ୍ସ । ଯିଏ ପାଟି ଖୋଲିଥିଲେ, ତାଙ୍କ ପାଇଁ ନାହିଁ ବଡ଼ ପଦବୀ । ଯିଏ ଚୁପ୍‌ ତାଙ୍କୁ ଦଳରେ ମିଳିଲା ଗୁରତ୍ୱ । ମୁହଁ ଖୋଲୁଥିବା ବାପାଙ୍କ ପାଇଁ ପୁଅ ପଡ଼ିଲେ ବଳି । ଆଉ କିଏ ନିଜ ପାଇଁ ପାଟି ଖୋଲି ନବୀନଙ୍କ ଗୁଡବୁକ୍‌ରେ ହଟାଇଲେ ନାଁ । ନିଜର ପକାନ୍ତୁ ଏ ସବୁ ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକାକୁ । କେଉଁଥିରେ ୧୦ଜଣ, କେଉଁଥିରେ ୧୫ ଜଣ ଏବଂ ଆଉ ପୁଣି କେଉଁ ତାଲିକାରେ ରହିଛି ୭୧ ବରିଷ୍ଠ ଓ କନିଷ୍ଠ ନେତାଙ୍କ ନାଁ ।

Naveens New Team
ନବୀନ ଘୋଷଣା କଲେ ଟିମ୍

ସଭାପତି ଭାବେ ନିର୍ବାଚିତ ହେବାର ପ୍ରାୟ 15 ଦିନ ପରେ ଆଜି ନିଜ ଟିମ ଗଢିଛନ୍ତି ନବୀନ । ଗଢିଲେ ପଲିଟିକାଲ୍ ଆଫାୟାର୍ସ କମିଟି । ଅସନ୍ତୁଷ୍ଟ ବରିଷ୍ଠଙ୍କୁ କଲେ ଥଇଥାନ । ସଂଗଠନ ସଂପାଦକ ପଦବୀ ଉଚ୍ଛେଦ କରି ବିଦ୍ରୋହୀଙ୍କ ମନ ଜିଣିବାକୁ ପ୍ରୟାସ ।

  • Monday, 05 May 2025
  • BJD
Naveen's New Team
Naveen's New Team: ବିଜେଡିର ନୂଆ ଟିମ୍; ମୁହଁ ଖୋଲିଥିବା ନେତା ଆଉଟ୍‌, ପାଣ୍ଡିଆନା ମାର୍କାଙ୍କୁ ଥଇଥାନ

ସଭାପତି ଭାବେ ନିର୍ବାଚିତ ହେବାର ପ୍ରାୟ 15 ଦିନ ପରେ ଆଜି ନିଜ ଟିମ ଗଢିଛନ୍ତି ନବୀନ । ଗଢିଲେ ପଲିଟିକାଲ୍ ଆଫାୟାର୍ସ କମିଟି । ଅସନ୍ତୁଷ୍ଟ ବରିଷ୍ଠଙ୍କୁ କଲେ ଥଇଥାନ । ସଂଗଠନ ସଂପାଦକ ପଦବୀ ଉଚ୍ଛେଦ କରି ବିଦ୍ରୋହୀଙ୍କ ମନ ଜିଣିବାକୁ ପ୍ରୟାସ ।

  • Monday, 05 May 2025
ମହିଳା ବିରୋଧୀ ହିଂସା
Violence Against Women in Odisha: ବଢୁଛି ମହିଳା ବିରୋଧୀ ହିଂସା... ସରକାରଙ୍କୁ ଅଡୁଆରେ ପକାଉଛନ୍ତି ବିରୋଧୀ

ରାଜ୍ୟରେ ଘଟିଚାଲିଥିବା ଦୁଷ୍କର୍ମ ତଥା ନାବାଳିକାମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ବଢିଚାଲିଥିବାବେଳେ ସ୍ଥାନୀୟ ଗ୍ରାମ ଓ ଜିଲ୍ଲାବାସୀଙ୍କୁ ମର୍ମାହତ କରୁଛି । ଅନ୍ୟପକ୍ଷେ ସରକାରଙ୍କ ବିରୋଧରେ ବିରୋଧୀଦଳମାନଙ୍କ ମନ୍ତବ୍ୟ ଲୋକଙ୍କୁ ସୁହାଉଛି । ଯଦ୍ୱାରା ସରକାରଙ୍କ ଭାବମୂର୍ତ୍ତି ପ୍ରତି ବିପଦ ସୃଷ୍ଟି କରୁଛି ।  

BJD
BJD Organizational Restructuring Responsibilities: ବିଜେଡିକୁ ପୁଣି ଫେରିଲା ରାଜନୈତିକ ବ୍ୟାପାର କମିଟି, ନିଜେ ଦଳ ସଭାପତି ଅଧ୍ୟକ୍ଷ

ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

BJP to Announce Odisha State President Before Government\'s Anniversary
ବର୍ଷେ ପୂରିଲେ ସଭାପତି ଘୋଷଣା

‘#ସରକାରକୁ_ବର୍ଷେ_ପୂରିଲେ_ସଭାପତି_ଘୋଷଣା’ ସରକାର ନିଜର ବର୍ଷ ପୂର୍ତ୍ତି ପାଳନ ପୂର୍ବର ରାଜ୍ୟ ସଭାପତି ନାମ ଘୋଷଣା ହେବ। ଏହା ସହ ସମସ୍ତ ନିଗମ ଏବଂ ବୋର୍ଡ ମଧ୍ୟ ଗଠନ ମଧ୍ୟ ଶେଷ ହେବ।ଆମେ ତରବରିଆ ଭାବରେ କୌଣସି ନିଷ୍ପତି ନେଉନାହୁଁ। ଠିକ ଏବଂ ଯୋଗ୍ୟ ଲୋକଙ୍କୁ ଆମେ ଦାୟିତ୍ୱ ଦେବୁ। ବିଜେପି ଏକ ରାଷ୍ଟ୍ରୀୟ ଦଳ, ଆମର ସସଂଦିୟ ବୋର୍ଡରେ ଖୁବ ଶୀଘ୍ର ଘୋଷଣା ହେବ।

  • Monday, 05 May 2025
BJP, BJD, and Congress in Odisha Struggle to Form State Committees Amid Leadership Vacuums
କିଏ ମଙ୍ଗୁଆଳ ଖୋଜୁଛି ତ ଆଉ କାହାର ଛାମୁଆ ସଂଗଠନ ହୋଇପାରୁନି

କିଏ ମଙ୍ଗୁଆଳ ଖୋଜୁଛି ତ ଆଉ କାହାର ଛାମୁଆ ସଂଗଠନ ହୋଇପାରୁନି। ବିଜେପି, ବିଜେଡି ଓ କଂଗ୍ରେସର ରାଜ୍ୟରେ ଏବେ ଏଭଳି ସ୍ଥିତି। ସବୁଠାରୁ ଚର୍ଚ୍ଚାରେ ବିଜୁ ଜନତା ଦଳ। ଏପ୍ରିଲ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ବିଜେଡି, ନିର୍ବାଚନ କମିଶନଙ୍କ ଠାରୁ ସମୟରେ ମାଗିଥିଲା। କିନ୍ତୁ ଡେଡ୍ ଲାଇନ୍ ସରିଥିଲେ ବି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇପାରୁ ନାହିଁ। ଯେଉଥିପାଇଁ ଗୋଷ୍ଠୀ କନ୍ଦଳ ଆହୁରି ତେଜୁଛି। ଓଡ଼ିଶା କଂଗ୍ରେସରେ ବି କମିଟି ଅଙ୍କ ଛିଡି ପାରୁନଥିବା ବେଳେ ରାଜ୍ୟ ବିଜେପିର ନୂଆ ସଭାପତି ମଧ୍ୟ ଏଯାଏଁ ଚୟନ ହୋଇପାରିନି।

BJP BJD Congress in Odisha Struggle to Form State Committees
BJD Faces Internal Jitters: ଅକଳରେ ବିଜେଡି; ସରିଲାଣି ଡେଡଲାଇନ୍, ଘୋଷଣା ହୋଇପାରୁନି କାର୍ଯ୍ୟକାରଣୀ... 

ବିଜେଡି ସଭାପତି ନିର୍ବାଚନ ସରିଲା। ହେଲେ ଏଯାଏ ଘୋଷଣା ହୋଇପାରିଲାନି ରାଜ୍ୟ କାର୍ଯ୍ୟକାରିଣୀ। ବଢୁଛି ଅସନ୍ତୋଷ, ବଢୁଛି କନ୍ଦଳ !

mohan
Bjp Govt one Year: ମାସକ ପରେ ମୋହନ ସରକାରର ପ୍ରଥମ ବର୍ଷ ପୂରାଣି, ଅକଳରେ ପକାଇଛି ବିଜେଡି ଉପରେ ନୋ-ଆକ୍ସନ ନୀତି

ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ଏବଂ ବିଭାଗମାନଙ୍କୁ ବାର୍ଷିକ ରିପୋର୍ଟ ତିଆରି କରିବାକୁ ନିର୍ଦ୍ଦେଶ। ସରକାରଙ୍କ ସଫଳତାର ଦସ୍ତାବିଜ ପ୍ରସ୍ତୁତ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ କମିଟି। ଗ୍ରାଉଣ୍ଡ ଜିରୋକୁ ଯାଇ ରଖାଯିବ ରିପୋର୍ଟ କାର୍ଡ। କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର?

Raja Chakra Lawyer Faces Defamation Suit Over Fund Allegation Against BJP Leader
ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା

ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା । ମାନହାନୀ ମକଦ୍ଦମା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜା ଚକ୍ରଙ୍କ ଓକିଲ ସିତାଂଶୁ ଦ୍ୱିବେଦୀଙ୍କ ବିରୋଧରେ ସେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି ।