• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Smartphones

What is expiry date of smartphones know details
Technology: ସ୍ମାର୍ଟଫୋନର ବି ଥାଏ ଏକ୍ସପାୟରୀ ଡେଟ୍; ଜାଣନ୍ତୁ କେବେ ଗୁରୁତ୍ୱ ହରେଇବ ଆପଣଙ୍କ ଫୋନ୍

ଆପଣ ଜାଣନ୍ତି କି ସ୍ମାର୍ଟଫୋନର ମଧ୍ୟ ଏକ ଏକ୍ସପାୟରୀ ଡେଟ୍ ଥାଏ। ଏ କଥା ଶୁଣି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେଣି। ଏହା କିନ୍ତୁ ସତ। ବହୁତ କମ୍ ଲୋକ ଏହା ବିଷୟରେ ଜାଣିଥିବେ। ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ନିମ୍ନରେ ଏହାର ସମ୍ପୂର୍ଣ୍ଣ ସୂଚନା ଜାଣନ୍ତୁ।

Do not make these five mistakes while charging your smartphone
Technology: ସ୍ମାର୍ଟଫୋନ୍ ଚାର୍ଜ କରିବା ବେଳେ ଏହି ୭ ଭୁଲ୍ କରୁଛନ୍ତି କି; ହୋଇପାରେ ବଡ କ୍ଷତି

ଆମେ ଯଦି ଆପଣଙ୍କୁ କହିବୁ ଯେ ଆପଣ ନିଜ ସ୍ମାର୍ଟଫୋନ୍‌କୁ ଭୁଲ୍ ଚାର୍ଜ କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବିବେ ଥଟ୍ଟା କରୁଛନ୍ତି। ଆପଣ କହିବେ ‘ମୁଁ ଏତେ ବର୍ଷ ଧରି ମୋବାଇଲ୍ ବ୍ୟବହାର କରୁଛି ଏବଂ ଆପଣ ମୋତେ କହିବେ ଫୋନ୍ କିପରି ଚାର୍ଜ କରିଯାଏ? ତେବେ ସମସ୍ୟା ଏପରି ଯେ ଅଧିକାଂଶ ଲୋକ ଏହା ବିଷୟରେ ଅବଗତ ନୁହଁନ୍ତି।

Smartphone fingerprint scanner not working try these tips
Tips and Tricks: ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ସ୍କାନର କାମ କରୁନି କି; ଏହି ଉପାୟରେ ଘରେ ବସି କରନ୍ତୁ ଠିକ୍

ବେଳେବେଳେ ଫିଙ୍ଗର ପ୍ରିଣ୍ଟ ସେନ୍ସରଗୁଡ଼ିକ ପୂର୍ବପରି କାମ କରେ ନାହିଁ। ଏଭଳି ପରିସ୍ଥିତିରେ ଅନେକ ସମସ୍ୟା ଉପୁଜେ। ଆଜି ଆମେ ଆପଣଙ୍କୁ ପାଞ୍ଚଟି ଟିପ୍ସ ବିଷୟରେ କହୁଛୁ ଯାହା ସାହାଯ୍ୟରେ ଆପଣ ଘରେ ଫିଙ୍ଗର ପ୍ରିଣ୍ଟ ସ୍କାନରକୁ ଠିକ୍ କରିପାରିବେ।

How to know your phone is original or fake
Technology: ଆପଣ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ କିଣୁଛନ୍ତି କି… ଜାଣନ୍ତୁ ଏହା ଚୋରି ମୋବାଇଲ୍ ନୁହେଁ ତ…

ଦେଶରେ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ ବିକ୍ରି ବୃଦ୍ଧି ପାଉଛି। ଲୋକମାନେ ବିନା ସଂକୋଚରେ ଆରାମରେ ସେକେଣ୍ଡ ହ୍ୟାଣ୍ଡ୍‌ ଫୋନ୍ କିଣୁଛନ୍ତି। ତେବେ ଆପଣ ଯଦି ସେକେଣ୍ଡ ହ୍ୟାଣ୍ଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହା ନକଲି କିମ୍ବା ଚୋରି ହୋଇଥିବାର ମଧ୍ୟ ସମ୍ଭାବନା ଥାଏ।

How to control air conditioner with smartphone
Technology: ଆପଣଙ୍କ AC ରିମୋଟ୍‌ ହଜିଯାଇଛି କି ଭାଙ୍ଗିଯାଇଛି; ମୋବାଇଲ୍ ଦ୍ୱାରା ଏମିତି କରନ୍ତୁ କଣ୍ଟ୍ରୋଲ୍

ବେଳେବେଳେ ଏମିତି ହୁଏ ଏସିର ରିମୋଟ୍‌ ହଜିଯାଏ କିମ୍ବା ପଡିକି ଭାଙ୍ଗିଯାଇଥାଏ। ଏହି ସମୟରେ ଯେ କେହି ବି ଚିନ୍ତାରେ ପଡିଯିବ। କିନ୍ତୁ ଏହାକୁ ଏଡାଇବା ପାଇଁ, ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜ ସ୍ମାର୍ଟଫୋନ୍‌ରୁ କିପରି ଆପଣଙ୍କ ଘର କିମ୍ବା ଅଫିସ୍‌ର ACକୁ ନିୟନ୍ତ୍ରଣ କରିପାରିବେ।

Smartphone
ସ୍ମାର୍ଟ ଫୋନ ମାୟାରେ ବାୟା; ପରିବା ବଦଳରେ ଫ୍ରିଜରେ ପିଲାକୁ ରଖିଦେଲା ମା’...ଦେଖନ୍ତୁ ଭିଡିଓ

ପଛରୁ କିଛି ଶବ୍ଦ ଶୁଣି ବ୍ୟକ୍ତି ଜଣକ ଫ୍ରିଜ ଖୋଲିବା ପରେ ପିଲାଟି ଫ୍ରିଜରେ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଫ୍ରିଜରୁ ପିଲାଟିକୁ କାଢିଥିଲେ। ତେବେ ପିଲାଟିର କୌଣସି ଅସୁବିଧା ବା କ୍ଷତି ହୋଇନାହିଁ।

your android smartphone and tablet may be at risk
ବିପଦରେ ପକାଇପାରେ ସ୍ମାର୍ଟଫୋନ୍ ଓ ଟାବଲେଟ୍ ! ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିଲେ ସାବଧାନ...ବିପଦରେ ପକାଇପାରେ ସ୍ମାର୍ଟଫୋନ୍ ଓ ଟାବଲେଟ୍ ! ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

Rajasthan to give women phones with 3 years internet free of cost
ମହିଳାଙ୍କୁ ମାଗଣାରେ ମିଳିବ ଫୋନ୍‌, ୩ ବର୍ଷ ଯାଏ ଫ୍ରି ଇଣ୍ଟରନେଟ୍‌...ଏହି ସରକାର କଲେ ଘୋଷଣା

ମହିଳାଙ୍କୁ ସ୍ମାର୍ଟଫୋନ୍‌ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଇଣ୍ଟରନେଟ୍‌ ଦେବେ ସରକାର। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି।

tragic incident
ମୋବାଇଲ୍‌ ଭାଙ୍ଗୁଛି ସମ୍ପର୍କ : ସ୍ମାର୍ଟଫୋନ୍‌ ପାଇଁ ସ୍ୱାମୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ସ୍ତ୍ରୀ

ମୋବାଇଲ୍ ଥିଲେ ମୋର ସ୍ୱାମୀ ଦରକାର ନାହିଁ . . ଝଗଡ଼ା ହେବାରୁ ରୋକଠୋକ୍‌ ଶୁଣାଇଦେଲେ ସ୍ତ୍ରୀ . . .ଏକଥା ଶୁଣି . . .

minor Tries To Sell Blood To Buy Smartphone
ଯୁବପୀଢୀଙ୍କ ମୋବାଇଲ ନିଶା: ସ୍ମାର୍ଟଫୋନ କିଣିବା ପାଇଁ ରକ୍ତ ଦେବାକୁ ପ୍ରସ୍ତୁତ

ଆଜିକାଲି କାହା ହାତରେ ସ୍ମାର୍ଟଫୋନ ନାହଁ ? ପାଖରେ ଖାଇବାକୁ ନ ଥାଉ, କିନ୍ତୁ  ସ୍ମାର୍ଟଫୋନଟିଏ ଥିବା ନିହାତି ଜରୁରୀ। ବିଶେଷକରି ଯୁବପୀଢି ତ ସ୍ମାର୍ଟଫୋନ ପାଇଁ ଏକ ପ୍ରକାର ପାଗଳ। ହେଲେ ଏଇ ସ୍ମାର୍ଟଫୋନ ନିଶା କେତେ ସାଂଘାତିକ ହୋଇ ପାରେ ଏହି ଘଟଣାକୁ ପଢି ଆପଣ ବୁଝିପାରିବେ।

kids engaged in mobile
ଏଇ ୧୧ଟି ଟିପ୍ସ ଆପଣାନ୍ତୁ; ପିଲାଙ୍କଠାରୁ ମୋବାଇଲ ଦୂରେଇ ରଖନ୍ତୁ

କୋଭିଡ କଟକଣା ହଟିଛି। କିନ୍ତୁ ବଦଳିନି କୋଭିଡ ସମୟର ସେଇ ଜୀବନଶୈଳୀ। ବିଶେଷକରି କୋଭିଡ କଟକଣା ପିଲାଙ୍କ ଜୀବନକୁ ବେଶି ପ୍ରଭାବିତ କରିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାମାନେ ଅନଲାଇନରେ ପଢିବାକୁ ବାଧ୍ୟ ହୋଇଥିଲେ। ଦୁଇବର୍ଷର ଏଇ ଅନଲାଇନ ପାଠପଢା ପିଲାଙ୍କର ୧୦ ବର୍ଷର ଅଭ୍ୟାସକୁ ବଦଳେଇ ଦେଇଛି।

school kids missing whole nights sleep due to social media
ସର୍ଭେ କହୁଛି ସୋସିଆଲ ମିଡିଆ ପାଇଁ ରାତିରେ ଶୋଉ ନାହାଁନ୍ତି ଛାତ୍ରଛାତ୍ରୀ

କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଗୋଟିଏ ମୁହୂର୍ତ୍ତ ବିନା ସ୍ମାର୍ଟ ଫୋନରେ ରହିବା ତାଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡ଼ୁଛି।

Forgot your smartphone password? know how to reset at home
ଭୁଲି ଯାଇଛନ୍ତି କି ଫୋନ୍‌ ପାସ୍‌ୱାର୍ଡ ? ଜାଣନ୍ତୁ, ଘରେ ବସି କେମିତି କରିବେ ରିସେଟ୍‌...

ଯଦି ଆପଣ ଫୋନ୍‌ ପାସ୍‌ୱାର୍ଡ, ପିନ୍‌ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍‌ଲକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍‌ ସେଣ୍ଟର ଯିବାକୁ ପଡ଼ିବନି।

Special Story | Vivo Diwali Offer : You Cab Buy Smartphone for Just Rs 101
ମାତ୍ର ୧୦୧ ଟଙ୍କାରେ ମିଳୁଛି ସ୍ମାର୍ଟ ଫୋନ୍‌, ଏତିକି ଦିନ ମଧ୍ୟରେ କିଣି ନିଅନ୍ତୁ, ନଚେତ୍‌...

ଶସ୍ତାରେ ମିଳିବ ମୋବାଇଲ। ମାତ୍ର ୧୦୧ ଟଙ୍କାରେ ସ୍ମାର୍ଟ ଫୋନ୍‌। ଦୀପାବଳୀ ପାଇଁ ମିଳୁଛି ଏମିତି ଦମ୍‌ଦାର ଅଫର୍‌। କେବଳ ଏତିକି ଦିନ ମଧ୍ୟରେ କିଣିବାକୁ ପଡ଼ିବ ଏହି ଫୋନ୍‌...

Special Story | Whatsapp To Seize Providing Support To These Smartphones - Check Out
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର, ୧ରୁ ଏହିସବୁ ମୋବାଇଲରେ ଚାଲି ନପାରେ ହ୍ୱାଟ୍ସଆପ୍ !

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ନଭେମ୍ବର ୧ ତାରିଖରୁ ଏହି ସବୁ ମୋବାଇଲ୍‌ରେ କାମ କରିନପାରେ ହ୍ୱାଟ୍ସଆପ୍‌। ତେବେ କଣ ଏହାର କାରଣ? କାହିଁକି ଏମିତି ହୋଇପାରେ?

WhatsApp will stop working on these phones after some days - Check full list here
ଏଣିକି ଏହି ସ୍ମାର୍ଟଫୋନ୍‌ରେ ଆଉ ଚାଲିବନି ହ୍ୱାଟ୍ସଆପ

ସ୍ମାର୍ଟଫୋନ୍‌ରେ ଆଉ ଚାଲି ନ ପାରେ ହ୍ୱାଟ୍ସଆପ । ଆସନ୍ତା ନଭେମ୍ୱର ୧ ତାରିଖରୁ କିଛି ସ୍ମାର୍ଟଫୋନ୍‌ରେ ହ୍ୱାଟ୍ସଆପ୍‌ ଅଚଳ ହୋଇଯିବ। ଅଚଳ ପରେ ୟୁଜର୍ସମାନେ ହ୍ୱାଟ୍ସଆପରେ କୌଣସି ମେସେଜ୍‌ ଦେଖିପାରିବେ ନାହିଁ କି ଅନ୍ୟ ସହ ଚାଟ୍‌ କରିପାରିବେ ନାହିଁ। ଏମିତି କିଛି ସ୍ମାର୍ଟଫୋନ ରହିଛି ଯେଉଁଥିରେ ହ୍ୱାଟ୍ସଆପ୍‌କୁ ବନ୍ଦ କରାଯିବ। ଯାହାର ତାଲିକା ପାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Special Story | Alert! China Mobile Users At Risk Of Data Breach
ଚାଇନା ଫୋନ୍ କରୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି?

ଆପଣଙ୍କ ଫୋନ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ, ଭିଡ଼ିଓ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ନେଉଛି ଚାଇନା। ଯଦି ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ତେବେ, ନିଶ୍ଚିତ ଦେଖନ୍ତୁ ଏହି ଭିଡ଼ିଓ...

 WhatsApp
ବନ୍ଦ ହୋଇଯିବ ହ୍ୱାଟସ୍ଆପ ।

ବନ୍ଦ ହୋଇଯିବ ହ୍ୱାଟସ୍ଆପ । ପୁରୁଣା ସ୍ମାର୍ଟ ଫୋନରେ ଚାଲିବନି ହ୍ୱାଟସ୍ଆପ ।