କୁମାରୀ ହୋଇ କେମିତି ପୁଅ ଜନ୍ମ କଲେ ରାଜକୁମାରୀ ମାଧବୀ? କ'ଣ ପାଇଁ ରାଜା ଯଯାତିଙ୍କୁ ସ୍ୱର୍ଗ ରାଜ୍ୟରେ ସ୍ଥାନ ମିଳିଲାନି? ପୁଣି ସ୍ୱର୍ଗକୁ କେମିତି ଫେରିଲେ ସେ? ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଅନ୍ୟ ନାରୀ ସହ ସମ୍ପର୍କ ପାଇଁ ରାଜାଙ୍କୁ ଅକାଳ ବାର୍ଦ୍ଧକ୍ୟର ଅଭିଶାପ ମିଳିଲା, କିନ୍ତୁ ସେ ଅଭିଶପରୁ ମୁକ୍ତିର ବାଟ ବିଷୟରେ କ'ଣ କହିଲେ ଶୁକ୍ରଚାର୍ଯ୍ୟ ? ବିବାହ ନକରି ଗୋପନରେ କେମିତି ମା ହେଲେ ରାଜକୁମାରୀ ଶର୍ମିଷ୍ଠା ?
ଦୁଇ ବାନ୍ଧବୀଙ୍କ ଭିତରେ କାହିଁକି ଲାଗିଲା କଳି । କାହିଁକି ରାଜକୁମାରୀ ହୋଇ ବି ଦାସୀ ହେଲେ ଶର୍ମିଷ୍ଠା? କାହିଁକି ଗୁରୁକନ୍ୟା ଦେବଯାନୀଙ୍କ ଜିଦି ଆଗରେ ଅସହାୟ ହେଲେ ଜଣେ ରାଜା ।
ଦେବ ଓ ଦାନଵଙ୍କ ଲଢେଇରେ ଦେବତାମାନେ କାହିଁକି ହାରୁଥିଲେ? ଏକ ଗୋପନ ମନ୍ତ୍ର ପାଇଁ ଜଣେ ଯୁବକ ଦାନଵମାନଙ୍କ ଦେଶରେ ପହଞ୍ଚିଛନ୍ତି ଏବଂ କାହିଁକି ଦୁଇ ଥର ମରିଛନ୍ତି ଓ ପୁଣି କେମିତି ଦୁଇ ଥର ଜୀବନକୁ ଫେରିଛନ୍ତି? କାହିଁକି ବୃହସ୍ପତିଙ୍କ ପୁଅ କଚ, ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବଯାନୀଙ୍କ ପ୍ରେମକୁ ଏଡ଼ାଇ ଯାଇଛନ୍ତି ?
ନଈ କୂଳରେ ଏକ ଶିଶୁ କନ୍ୟାକୁ ଅସହାୟ କରି କାହିଁକି ଛାଡିଲେ ତା'ର ବାପ ମା ? ଜଣେ ଋଷି କନ୍ୟାକୁ ଗୋପନରେ ବିବାହ କରି ଜଣେ ରାଜା କାହିଁକି ପରେ ଅସ୍ବୀକାର କଲେ? ଜାଣନ୍ତି କି କେମିତି ହେଲା ଆମ ଭାରତ ଦେଶର ନାମକରଣ ?
ଯମଲୋକରୁ ଆଉଥରେ ମୃତ ଶରୀରକୁ ଫେରି ହୁଏନି। କିନ୍ତୁ ଅସମ୍ଭବ ଲାଗୁଥିଲେ ବି କେମିତି ରୁରୁ ମୃତ୍ୟୁଲୋକରୁ ଫେରାଇ ଆଣିଲେ ତାଙ୍କ ବାଗଦତ୍ତା ପ୍ରମଦବରାଙ୍କୁ ଓ କେଉଁ କାରଣରୁ ତପସ୍ବୀ ସହସ୍ରପାତ ପାଲଟିଲେ ବିଷହୀନ ସର୍ପ ଦୁନ୍ଦୁଭା ?
କାହିଁକି ଭୃଗୁ ପତ୍ନୀ ପୋଲୋମାଙ୍କୁ ଅପହରଣ କଲା ପୁଲମାନ ଦାନଵ? କାହିଁକି ଭୃଗୁ ଅଭିଶାପ ଦେଲେ ଅଗ୍ନି ଦେବଙ୍କୁ ସର୍ବଗ୍ରାସୀ ହେବାକୁ ଓ ଅସମୟରେ କାହିଁକି ହଠାତ ମା ଗର୍ଭରୁ ଜନ୍ମ ନେଲେ ଚ୍ୟବନ?
ଆଜି ଜାଣିବା ସ୍ୱର୍ଗର ଅପ୍ସରୀ ଉର୍ବଶୀ କାହିଁକି ଆସିଥିଲେ ପୃଥିବୀକୁ ଓ କଣ ପାଇଁ ସେ ସବୁବେଳେ ମେଣ୍ଢା ଛୁଆ ଗୋଟେ ସାଙ୍ଗରେ ରଖୁଥିଲେ ଏବଂ କେମିତି ରାଜା ପୁରୁ୍ରବା ପ୍ରେମପାଇଁ ଶେଷକୁ ଗନ୍ଧର୍ବ ହେଲେ ।
ବୃହସ୍ପତିଙ୍କ ଅଭିଶାପ ଯୋଗୁଁ ବୁଧ ନା ପୁରୁଷ ହେଇପାରିଲେ ନା ନାରୀ । ପୁଣି କେମିତି ଓ କାହା ସହ ତାଙ୍କର ବିବାହ ହେଲା ? ରାଜା ସୁଦ୍ୟୁମ୍ନ କେମିତି ପାଲଟିଲେ ନାରୀ?