• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mahabharat Story

ମହାଭାରତ କଥା
Mahabharat Story: ତୃଷ୍ଣାର୍ଥ ପାଣ୍ଡବ ଓ ଅଜଣା ଶୂନ୍ୟବାଣୀ

କାହିଁକି ପାଣ୍ଡବମାନେ ଘୋର ଜଙ୍ଗଲରେ ଗୋଟେ ମୃଗର ସନ୍ଧାନ କରୁଥିଲେ? ଶୋଷରେ ଆଉଟୁ ପାଉଟୁ ହୋଇ କ'ଣ କଲେ ସେମାନେ? ଅରଣ୍ୟ ଭିତରେ ଥିବା ସରୋବରରୁ ଜଳ ଆଣିବାକୁ ଯାଇ କାହିଁକି ପାଣ୍ଡବ ଚାରି ଭାଇ ଆଉ ଯୁଧିଷ୍ଠିରଙ୍କ ପାଖକୁ ଫେରିଲେନି? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story: ଦାନବୀର କର୍ଣ୍ଣ ଓ ଛଦ୍ମବେଶୀ ଦେବରାଜ

କାହିଁକି ସୂର୍ଯ୍ୟ ଦେବ କର୍ଣ୍ଣଙ୍କ ସ୍ବପ୍ନରେ ଆସିଲେ? ଆସି କ'ଣ କହିଲେ ସେ? ସବୁ ଜାଣି ନିଜ ଦେହ କାଟି ଇନ୍ଦ୍ରଙ୍କୁ ପୁଣି କାହିଁକି ନିଜ ଦେବଦତ୍ତ କବଚ କୁଣ୍ଡଳ ଦାନ କଲେ କର୍ଣ୍ଣ? ଇନ୍ଦ୍ରଦେବଙ୍କୁ କବଚ କୁଣ୍ଡଳ ବଦଳରେ କ'ଣ ମାଗିଲେ କର୍ଣ୍ଣ? ମହାଭାରତ ମହାକାବ୍ୟ ଭିତରେ ଥିବା ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Savitri
Sabitri's Penance and Devotion: ଜ୍ଞାନ ଓ ତପ ବଳରେ ମୃତ ସ୍ୱାମୀକୁ ଜୀବନ୍ୟାସ ଦେଇଥିବା ସତୀ ସାବିତ୍ରୀଙ୍କ କଥା

କ'ଣ କହି ଯମରାଜଙ୍କ ପାଖରୁ ମରିଯାଇଥିବା ନିଜ ସ୍ୱାମୀଙ୍କ ପ୍ରାଣକୁ ଫେରାଇଆଣିପାରିଲେ ସାବିତ୍ରୀ? ସତ୍ୟବାନଙ୍କ ପାଇଁ କ'ଣ ଥିଲା ମୃତ୍ୟୁ ଓ ମୃତ୍ୟୁଲୋକରୁ ଫେରି ଆସିବାର ଅନୁଭବ? ରାତି ପର୍ଯ୍ୟନ୍ତ ଆଶ୍ରମକୁ ଫେରି ନଥିବାରୁ କ'ଣ ଭାବୁଥିଲେ ସତ୍ୟବାନଙ୍କ ପିତାମାତା? ଯମଙ୍କ ବରଦାନ ପରେ କ'ଣ ହେଲା ଶେଷରେ? ମହାଭାରତ ଭିତରର ଏଇସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story: ସାବିତ୍ରୀ ଓ ଯମରାଜଙ୍କ ଭେଟ କଥା 

କେବେବି ଜଙ୍ଗଲ ଯାଉନଥିବା ସାବିତ୍ରୀ କାହିଁକି ସତ୍ୟବାନଙ୍କ ସହ ବାହାରିଲେ? କାହିଁକି ନିର୍ଜଳା ଉପବାସ ଥିଲେ ସାବିତ୍ରୀ? ସତ୍ୟବାନଙ୍କ ପ୍ରାଣ ନେଇଯାଉଥିବା ଯମରାଜଙ୍କୁ କାହିଁକି ଅନୁସରଣ କରୁଥିଲେ ସାବିତ୍ରୀ? ମହାଭାରତ ମହାକାବ୍ୟ ଭିତରେ ଥିବା ସତୀ ସାବିତ୍ରୀଙ୍କ କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story: ରାଜକୁମାରୀ ଓ ନାରଦଙ୍କ ଦାରୁଣ ଭବିଷ୍ୟବାଣୀ 

କେମିତି ଜନ୍ମ ନେଲେ ତେଜମୟୀ ସାବିତ୍ରୀ ? କ'ଣ କହିଲେ ଦେବର୍ଷି ନାରଦ ଯେ ରାଜା ଅଶ୍ୱପତି ସାବିତ୍ରୀ ସତ୍ୟବାନଙ୍କୁ ଛାଡି ଅନ୍ୟ କାହାକୁ ବର ଭାବରେ ନିର୍ବାଚନ କରନ୍ତୁ କହୁଥିଲେ ? କ'ଣ କଲେ ସାବିତ୍ରୀ ? ବଦଳାଇଲେ କି ନିଷ୍ପତି ? ପୁରା କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat Story
Mahabharat Story: ଦୁର୍ବାସାଙ୍କ ଭୟ ଓ କୃଷ୍ଣଙ୍କ ମାୟା କଥା

ପାଣ୍ଡବମାନଙ୍କୁ ହଇରାଣ କରିବାକୁ କ'ଣ ଯୋଜନା କରିଥିଲେ ଦୁର୍ଯ୍ୟୋଧନ? ଦୁର୍ବାସା ଅତିଥି ଭାବରେ ପହଞ୍ଚିଲା ପରେ ତାଙ୍କୁ ଖାଇବାକୁ ଦେବାକୁ କ'ଣ ଉପାୟ କଲେ ଦ୍ରୌପଦୀ? କିଛି ନଖାଇ ନପିଇ ଗାଧୁଆ ତୁଠରୁ ପୁଣି କାହିଁକି ଫେରିଗଲେ ଦୁର୍ବାସା ଓ ତାଙ୍କ ଶିଷ୍ୟମାନେ? ମହାଭାରତ ମହାକାବ୍ୟ ଭିତରୁ ଏମିତି ଅନେକ ଅଜଣା କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

ମହାଭାରତ କଥା
Mahabharat Story: କୌରବଙ୍କ ଯଜ୍ଞ ଓ ମୁଦୁଗଲ ଋଷିଙ୍କ ବୃତ୍ତାନ୍ତ

କାହିଁକି ଜଙ୍ଗଲର ମୃଗମାନେ ଆସି ଯୁଧିଷ୍ଠିରଙ୍କୁ ଅନୁରୋଧ କଲେ ଅନ୍ୟ ଏକ ଜଙ୍ଗଲକୁ ଚାଲିଯିବାକୁ? କାହିଁକି କର୍ଣ୍ଣ ଦିଗବିଜୟରେ ବାହାରିଲେ ଓ ଦୁର୍ଯ୍ୟୋଧନ ଚାହିଁଲେ ବଡ ଯଜ୍ଞ ଆୟୋଜନ କରିବାକୁ ? କାହିଁକି ମୁଦୁଗଲ ଋଷି ସ୍ୱର୍ଗବାସକୁ ଏଡାଇଦେଲେ ? ମହାକାବ୍ୟ ମହାଭାରତ ଭିତରେ ଥିବା ଏମିତି ଆହୁରି ଅନେକ କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story : ରାଜାଙ୍କ ଗର୍ବ ଖର୍ବ ଓ ଗନ୍ଧର୍ବଙ୍କ ହାତରେ ବନ୍ଦୀ ହେବା କଥା

କାହିଁକି ଗନ୍ଧର୍ବ ଓ ଦୁର୍ଯ୍ୟୋଧନଙ୍କ ଭିତରେ ଯୁଦ୍ଧ ହେଲା? ପରାଜିତ ଦୁର୍ଯ୍ୟୋଧନଙ୍କୁ ଗନ୍ଧର୍ବ ରାଜା ଚିତ୍ରସେନଙ୍କ ପାଖରୁ କିଏ ମୁକ୍ତ କଲା? କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଦୁର୍ଯ୍ୟୋଧନ? ତାଙ୍କୁ କ'ଣ କହି ବୁଝାଇଲେ ଶକୁନି ଓ କର୍ଣ୍ଣ? ମହାଭାରତ ମହାକାବ୍ୟରେ ଥିବା ଏମିତି ଅନେକ ଅଜଣା କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

Mahabharat
Dhritarashtra's Fear and The Kauravas' Jealousy: ଧୃତରାଷ୍ଟ୍ରଙ୍କ ଆଶଙ୍କା ଓ କୌରବଙ୍କ ଈର୍ଷା କଥା

ବନବାସରେ ଥିବା ପାଣ୍ଡବମାନଙ୍କ ପାଖକୁ ଯିବାକୁ କର୍ଣ୍ଣ ଓ ଶକୁନି କାହିଁକି ଚାହୁଁଥିଲେ? କାହିଁକି ସେମାନଙ୍କୁ ବଣକୁ ଯିବାକୁ ମନା କରୁଥଲେ ରାଜା ଧୃତରାଷ୍ଟ୍ର? କାହିଁକି ଭୟ କରୁଥିଲେ ସେ? କାହିଁକି ପୁଣି ପାଣ୍ଡବମାନେ ରହୁଥିବା ସରୋବର ପାଖରେ ଶିବିର ପକାଇବାକୁ ବାହାରିଲେ ଦୁର୍ଯ୍ୟୋଧନ? ସବୁ ପ୍ରଶ୍ନର ଉତ୍ତର ପାଇଁ ପଢ଼ନ୍ତୁ ମହାଭାରତ ମହାକାବ୍ୟର ଆଜିର ଅଧ୍ୟାୟ ।

Mahabharat
Kartikeya: ଅଗ୍ନିଙ୍କ ପ୍ରଣୟ ଓ ଦେବତାଙ୍କ ସେନାପତି ପ୍ରାପ୍ତି କଥା

କେମିତି ଜନ୍ମ ହେଲେ କାର୍ତ୍ତିକେୟ? କିଏ ତାଙ୍କର ପ୍ରକୃତ ବାପା ମାଆ ? ସପ୍ତଋଷିଙ୍କ ପତ୍ନୀମାନଙ୍କ ରୂପ ଧରି ଅଗ୍ନିଦେବଙ୍କ ସହ କିଏ ମିଶିଥିଲା? କାହିଁକି ବାଳକ କାର୍ତ୍ତିକେୟଙ୍କୁ ଇନ୍ଦ୍ରପଦ ଯାଚିଥିଲେ ସ୍ୱୟଂ ଦେବରାଜ? କାହିଁକି ଯଜ୍ଞ ଆହୁତି ସମୟରେ ‘ସ୍ୱାହା’ କୁହାଯାଏ? କିଏ ଏହି ସ୍ୱାହା? ମହାଭାରତ ମହାକାବ୍ୟ ଭିତରେ ଥିବା ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Mahabharat
Odia Mythology Legend: ବାଲି ତଳେ ଶୋଇଥିବା ଦାନବ ଓ ବ୍ୟାଧର ତତ୍ତ୍ୱ ଜ୍ଞାନ କଥା

ମଧୁ କୈଟଭ କିଏ? ବିଷ୍ଣୁଙ୍କୁ ସେମାନେ କ'ଣ ବର ଦେଲେ? ବାଲି ତଳେ ଶୋଇ ରହୁଥିଲା କେଉଁ ଅସୁର? ନିଆଁ ବାହାର କରୁଥିବା ସେ ଦାନବ ମଲା କେମିତି? ବେଦଜ୍ଞ ବ୍ରାହ୍ମଣ ମାଂସ କାଟି ବିକୁଥିବା ବ୍ୟାଧ ପାଖରୁ କେମିତି ପାଇଲେ ତତ୍ତ୍ୱ ଜ୍ଞାନ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

mahabharat
Indradyumna's Quest: ସ୍ବର୍ଗରୁ ଆସିଥିବା ଜଣେ ରାଜା ଓ ସବୁଠାରୁ ବୟସ୍କ ବୁଢ଼ା ଖୋଜିବାର କାହାଣୀ

କ'ଣ ପାଇଁ ରାଜର୍ଷି ଇନ୍ଦ୍ରଦୁମ୍ନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫେରିବାକୁ ହେଲା? ସଂସାରରେ ମାର୍କଣ୍ଡେୟ ଋଷିଙ୍କ ଠାରୁ କିଏ ଅଧିକ ବୟସ୍କ ଥିଲେ? ବିଷ୍ଣୁଙ୍କୁ ଦର୍ଶନ କରି ବି ଜଣେ ଋଷି କିଛି ମାଗିଲେନି କାହିଁକି? କିଏ ସେଇ ରାକ୍ଷସ ଯିଏ ବାଲି ତଳେ ଶୋଇ ରୁହେ? ମହାଭାରତ ଭିତରେ ଏମିତି ଅନେକ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।

Mahabharat Story
Mahabharat Story : ବେଙ୍ଗ ରାଜାଙ୍କ ଅଭିଶାପ ଓ ଘୋଡ଼ା ପାଇଁ ରାଜାଙ୍କ ଜୀବନ ଯିବା କଥା 

କାହିଁକି ରାଜାଙ୍କ ନୂଆ ରାଣୀ କହିଲେ ସେ ପାଣି ପାଖକୁ ଯିବେନି? କେମିତି ପୋଖରୀ ଭିତରୁ ଗାୟବ ହେଲେ ରାଣୀ? କାହିଁକି ରାଜା ଦେଶରୁ ବେଙ୍ଗ ବଂଶ ଲୋପ କରିବାକୁ ଆଦେଶ ଦେଲେ? କାହିଁକି ଜାଣେ ରାଜା ଋଷିଙ୍କ ପାଖରୁ ଧାର୍ କରିଥିବା ଘୋଡ଼ା ନଫେରାଇ ମୃତ୍ୟୁ ଲାଭ କଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

କିଏ କରିଥିଲେ କୌରବଙ୍କ ଦାହ-ସଂସ୍କାର
Mahabharat Katha: କିଏ କରିଥିଲେ କୌରବଙ୍କ ଦାହ-ସଂସ୍କାର; ସେ ମଧ୍ୟ ଥିଲେ ତାଙ୍କ ଭାଇ, ଜାଣନ୍ତୁ କିଏ…

ସମସ୍ତ କୌରବମାନଙ୍କର ଶେଷକୃତ୍ୟ ଏପରି ଜଣେ ବ୍ୟକ୍ତି ଦ୍ୱାରା କରାଯାଇଥିଲା, ସିଏ ମଧ୍ୟ ଜଣରେ କୌରବ ଥିଲେ କିନ୍ତୁ ତାଙ୍କୁ ସେମାନେ ସାରା ଜୀବନ ଘୃଣା କରୁଥିଲେ। ଏହି କାରଣରୁ ସେ ପାଣ୍ଡବମାନଙ୍କ ଶିବିରକୁ ଯାଇଥିଲେ। ତା’ପରେ ସେ ସେମାନଙ୍କ ପକ୍ଷରୁ ମଧ୍ୟ ଲଢ଼ିଥିଲେ।

ମହାଭାରତ କଥା
Mahabharat Story: ମନୁ, ମାଛ, ଡଙ୍ଗା ଓ ପ୍ରଳୟ ବୃତ୍ତାନ୍ତ 

କେମିତି ଆସେ ପ୍ରଳୟ? କେଉଁ ଯୁଗ କେତେ ବର୍ଷ ଭୋଗ ହୁଏ? କିଏ ସେହି ବିଶାଳ ମାଛ ଯିଏ ମନୁଙ୍କ ଡଙ୍ଗାକୁ ଟାଣି ଟାଣି ନେଲା? ମାର୍କଣ୍ଡେୟ କଳି ଯୁଗର କ'ଣ ବର୍ଣ୍ଣନା କଲେ? ବଟ ପତ୍ର ଉପରେ ଶୋଇଥିବା ପିଲାଟି କିଏ? ସୃଷ୍ଟି ଓ ପ୍ରଳୟ ବିଷୟରେ ଆହୁରି ଅନେକ କଥା ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat
Markandeya Sage's Tale: ଜୀବନ୍ୟାସ ପାଇଥିବା ଋଷି କୁମାର ଓ ଦୁଇ ଋଷିଙ୍କ ବିବାଦ କାହାଣୀ

କାହିଁକି ମାର୍କଣ୍ଡ ଋଷି ପୁରାଣର କାହାଣୀ ସବୁ ପାଣ୍ଡବମାନଙ୍କୁ କହିଲେ? କ'ଣ ଥିଲା ସେ କାହାଣୀମାନଙ୍କର ବିଷୟ? ମରିଯାଇଥିବା ଋଷି ପୁତ୍ର ଜୀବନ୍ୟାସ ପାଇଲେ କେମିତି? କାହିଁକି ଗୋଟେ ଛୋଟ ମାଛ ମନୁଙ୍କୁ ଅନୁରୋଧ କଲା ତାକୁ ନଦୀରୁ ଉଦ୍ଧାର କରିବାକୁ? ମହାକାବ୍ୟ ମହାଭାରତ ଭିତରୁ ଏମିତି ଆହୁରି କିଛି ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Mahabharat Story
Mahabharat Story: ସାପ କବଳରୁ ମୁକ୍ତି ଓ ହିମାଳୟରୁ ପାଣ୍ଡବମାନଙ୍କ ପ୍ରସ୍ଥାନ ବୃତ୍ତାନ୍ତ

ଭୀମସେନଙ୍କ ଦେହରେ ଗୁଡେଇ ହୋଇଥିବା ସାପ ତାଙ୍କୁ ଛାଡିଲା କେମିତି? ସାପକୁ କ'ଣ ସବୁ କହିଲେ ଯୁଧିଷ୍ଠିର? କାହିଁକି ଅର୍ଜୁନଙ୍କୁ ଦିବ୍ୟ ଅସ୍ତ୍ରର ପ୍ରଦର୍ଶନ କରିବାକୁ ମନା କଲା ଦୈବବାଣୀ? କେଉଁ ଯୋଜନାରେ ପାଣ୍ଡବମାନେ ହିମାଳୟରୁ ବନବାସର ଶେଷ ଦୁଇ ବର୍ଷ କାଟିବାକୁ ହସ୍ତିନାପୁର ପାଖ ଜଙ୍ଗଲକୁ ଫେରିଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ଅଭିଶପ୍ତ ରାଜା
Mahabharat Story : ଭୀମଙ୍କ ପଦ୍ମବନ ସନ୍ଧାନ ଓ ସାପ ରୂପୀ ରାଜାଙ୍କ କାହାଣୀ

ଶେଷରେ ଭୀମ ପଦ୍ମବନର ସନ୍ଧାନ ପାଇଲେ କେମିତି ? କାହିଁକି ପଦ୍ମ ବନର ଜଗୁଆଳି ରାକ୍ଷସ ମାନଙ୍କୁ ଭୀମ ମରି ଗୋଡ଼େଇଲେ? କାହିଁକି ପୁଣି ଘୋର ଜଙ୍ଗଲରେ ଭୀମଙ୍କୁ ସାପ କବଳିତ କଲା ? କିଏ ସେଇ ସାପ ? ଏମିତି ଆହୁରି ଅନେକ ନୂଆ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat Katha
Mahabharat Katha: ଦ୍ରୌପଦୀ କାହିଁକି ଥିଲେ ଏତେ ସୁନ୍ଦରୀ; ଜାଣନ୍ତୁ କିପରି ଥିଲା ରଙ୍ଗ-ଆଖି-ଚୁଟି

ମହାଭାରତ ଯୁଗର ଅନେକ ମହିଳାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରାଯାଏ କିନ୍ତୁ ଯେତେବେଳେ ଦ୍ରୌପଦୀଙ୍କ କଥା ଆସେ, ସେତେବେଳେ ମତ ଏକ ହୋଇଯାଏ ଯେ ଦ୍ରୌପଦୀଙ୍କ ପରି ସୁନ୍ଦରୀ ଆଉ କେହି ନଥିଲେ। ତେବେ ଆସନ୍ତୁ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ଜାଣିନେବା।

ମହାଭାରତ କଥା
Mahabharat Story : ଶତଦଳ ପଦ୍ମର ସନ୍ଧାନ ଓ ଭୀମଙ୍କ ଗର୍ବ ଭଙ୍ଗ କଥା

କାହିଁକି ଦ୍ରୌପଦୀଙ୍କ କଥାରେ ଭୀମ ଏକା ଏକା ଜଙ୍ଗଲ ରାସ୍ତାରେ କୁଆଡେ ଯାଉଥିଲେ? ହିମାଳୟର କଦଳୀ ବନରେ ସେ କୋଉ ବାନରକୁ ଭେଟିଲେ ? କାହିଁକି ସେ ବୁଢା ବାନର ଭୀମଙ୍କୁ ଆଗକୁ ଯିବାକୁ ମନା କରୁଥିଲେ? ଭୀମ ଆଗକୁ ଗଲେ ନା ଫେରିଆସିଲେ? କ'ଣ ହେଲା ତାପରେ? ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story : ଜ୍ଞାନ ପ୍ରାପ୍ତିର ସରଳ ରାସ୍ତା ଖୋଜୁଥିବା ଋଷିପୁତ୍ରର କାହାଣୀ 

କଠୋର ଅଧ୍ୟୟନ ଓ ଅଧ୍ୟବସାୟ ଦ୍ୱାରା ଜ୍ଞାନ ପ୍ରାପ୍ତ ହୁଏ । ଜ୍ଞାନ ପ୍ରାପ୍ତି ପାଇଁ କୌଣସି ସରଳ ସହଜ ରାସ୍ତା ନାହିଁ । ଏଇ କଥାଟି ବୁଝିନପାରି କେଉଁ ସହଜ ରାସ୍ତା ଧରିଥିଲେ ଋଷିପୁତ୍ର? କ'ଣ ହେଲା ତା'ର ଶେଷ ପରିଣାମ? କାହିଁକି ଜଣେ ବୁଢାଲୋକ ଗଙ୍ଗା ନଦୀରେ ବାଲି ମୁଠା ପକାଉଥିଲେ? ଏମିତି ଆହୁରି ଅନେକ ପ୍ରଶ୍ନ ପଛର କାହାଣୀ ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat
Tragic Story of Rishis and Sons: ବିଦ୍ୟା ଶିକ୍ଷାର ଦୁଇ ରାସ୍ତା ଓ ଋଷି ପୁତ୍ରମାନଙ୍କର ନିର୍ବୋଧତାର କାହାଣୀ | A Tale of Sorrow Involving Rishis Bharadwaj and Raibhya's Families

ବିନା ଅଧ୍ୟବସାୟ ଓ ବିନା ଗୁରୁରେ ବିଦ୍ୟା ଶିକ୍ଷା ଅସମ୍ଭବ । ଦେବତାଙ୍କ ଠାରୁ ବର ପାଇ ଅସମ୍ଭବକୁ ସମ୍ଭବ କରିଥିବା ଜଣେ ଋଷିପୁତ୍ର ନିଜର ବିନାଶ ଡାକି ଆଣିଲେ।ଆଉ ଜଣେ ବିଜ୍ଞ ଋଷି ପୁତ୍ର କାମନାରେ ପୀଡିତ ହୋଇ ଅବିବେକୀ କାମ କଲେ । ବ୍ରହ୍ମ ହତ୍ୟା ଓ ପିତୃ ହତ୍ୟା ପାପରେ ଦୋଷୀ ହେଲେ । କ'ଣ ହେଲା ସେ ଋଷି ପୁତ୍ରମାନଙ୍କର? ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story: ତର୍କ କରି ବାପାକୁ ଉଦ୍ଧାର କରିଥିବା ପୁଅର କାହାଣୀ

କାହିଁକି ଜନକ ରାଜାଙ୍କ ଯଜ୍ଞ ସ୍ଥଳକୁ ଯିବାକୁ ଚାହୁଁ ଥିଲେ ଅଷ୍ଟାବକ୍ର ? କାହିଁକି ଦ୍ୱାରପାଳ ତାଙ୍କୁ ଭିତରକୁ ଯିବାକୁ ଦେଉନଥିଲେ ? ସଭାରେ କ'ଣ ଥିଲା ଦୁଇ ଜ୍ଞାନୀ ମଣିଷଙ୍କ ତର୍କର ବିଷୟ ? ତର୍କରେ ହରି ଜଳ ସମାଧି ନେଇଥିବା ବ୍ରାହ୍ମଣମାନେ ଥିଲେ କୋଉଠି ? ଏଇ ସବୁ କଥା ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

ମହାଭାରତ କଥା
Mahabharat Story: ନିଜ ଦେହର ମାଂସ କାଟି ଅନ୍ୟକୁ ଦାନ ଦେଉଥିବା ରାଜା ଓ ଅଷ୍ଟାବକ୍ର ଋଷି ପୁତ୍ରଙ୍କ କାହାଣୀ 

କାହିଁକି ନିଜ ଦେହର ମାଂସ କାଟି ନିକିତିରେ ତଉଲୁଥିଲେ ରାଜା ? କୋଉ ଦେବତା ଆସିଥିଲେ ଚଢ଼େଇ ବେଶରେ ? ମା ପେଟରେ ଥିବା ଶିଶୁପୁତ୍ରକୁ କାହିଁକି ଆଠ ବାଙ୍କ ହେବାକୁ ଅଭିଶାପ ଦେଲେ ତା'ର ବାପ ? ସେଇ ବାପର ମୃତ୍ୟୁର ପ୍ରତିଶୋଧ ନେବାକୁ ବାଳକ ପୁତ୍ର ପୁଣି କୁଆଡେ ଯାଇଥିଲେ ? ଏଇ ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

Mahabharat Story
Mahabharat Story: ଶହେ ପୁଅର ଆଶାରେ ଏକମାତ୍ର ପୁଅକୁ ଯଜ୍ଞ କୁଣ୍ଡରେ ପକାଇ ଦେଇଥିବା ରାଜାଙ୍କ କଥା

ଧର୍ମ ଅଧର୍ମ ଓ ପାପ ପୁଣ୍ୟର ବିଚାର ବଡ ବିଚିତ୍ର। କାହିଁକି ଜଣେ ରାଜା ଶହେ ପୁଅ ଆଶାରେ ନିଜର ଏକମାତ୍ର ପୁଅକୁ ଯଜ୍ଞ କୁଣ୍ଡରେ ବଳି ଦେଲେ? ତାପରେ ରାଜା ଶହେ ପୁଅ ପାଇଲେ ନା ନାହିଁ? କାହିଁକି ଇନ୍ଦ୍ରଦେବ ଓ ଅଗ୍ନିଦେବ ପକ୍ଷୀରୂପ ଧରି ଜଣେ ରାଜାଙ୍କ ଦରବାରକୁ ଆସିଥିଲେ? ଏମିତି ଆହୁରି ଅନେକ ଅଜଣା ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।