• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Malkangiri

ହାତ ବୁଲାଇଲେ ପୁଳା ପୁଳା ଟଙ୍କା
Hidden Wealth Discovery: ବଞ୍ଚୁଥିଲେ ଭିକାରି ପରି, ମଲା ପରେ ଜଣା ପଡ଼ିଲା କୋଟିପତି

ବଞ୍ଚିଥିବା ବେଳେ ଦୀନ ଦରିଦ୍ର ଭଳି ଜିଉଁଥିଲେ । ମଲାପରେ ଜଣାପଡ଼ିଲା ସେ ଥିଲେ କୋଟିପତି । ନା କିଛି ଭୋଗ କରିପାରିଲେ, ନା କଲେ ଦାନ ଧର୍ମ । ନା ଥିଲେ ସ୍ତ୍ରୀ ପିଲାଛୁଆ, ନା କେହି ଉତ୍ତରାଧିକାରୀ ।

Love
Young Woman Murdered in Malkangiri: ଶାରୀରିକ ସଂପର୍କ ରଖିଲା; ପ୍ରେମିକା ଗର୍ଭବତୀ ହେବାରୁ ମାରିଦେଲା

ମର୍ତ୍ତୃଣ୍ଡା ଗାଁର ଯୁବତୀ ମଙ୍ଗଳ ଦେଈ ନାଗ ଛତିଶଗଡ଼ ପଣ୍ଡୁମ୍ ଗାଁର ଯୁବକ ଉମେଶ ନାଗଙ୍କୁ ଭଲ ପାଉଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହୋଇଥିଲା। ଉମେଶ ମଙ୍ଗଳଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

'ଯନ୍ତ୍ରୀ' ଯନ୍ତ୍ରଣାର ଗ୍ରାଉଣ୍ଡ ରିପୋର୍ଟ ।
Road Connectivity Problem: ଓଡ଼ିଶା ଗାଁରେ ପହଞ୍ଚିବାକୁ ଆନ୍ଧ୍ର ରାସ୍ତା ଭରସା; କେବେ ଦୂରହେବ ଉପାନ୍ତବାସୀଙ୍କ ଦୁଃଖ

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର 'ଯନ୍ତ୍ରୀ' ପଞ୍ଚାୟତ । ବଣ ପାହାଡ ଘେରା ଏହି ଅପହଞ୍ଚ ଜାଗାରେ ପହଞ୍ଚିବା କାଠିକର ପାଠ । ଗାଁ ଓଡ଼ିଶାରେ, ହେଲେ ବିନା ଆନ୍ଧ୍ରରେ ବାଟ ନାହିଁ ।

Chhattisgarh encounter
Chhattisgarh Encounter: ଲାଲବାହିନୀକୁ ଆଉ ନିସ୍ତାର ନାହିଁ; ପୁଣି ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର...

ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଏନକାଉଣ୍ଟରରେ ଏକାଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି ।

Encounter
Gunfire Exchange: ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର୍, ୧୬ ମାଓବାଦୀ ମୃତ

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି । ସୁକମା ପୋଲିସଏହି ସୂଚନା ଦେଇଛି। DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ବି ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି।

Water Crisis At Malkangiri
Water Crisis In Malkangiri: ପାଣି ଟୋପେ ପାଇଁ ଡହଳ ବିକଳ; ଅଳିଆ ପାଣି ଛାଣି ପିଉଛନ୍ତି ଉପାନ୍ତର ଅଧିବାସୀ

ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ଭରସା ପାଲଟିଛି ଚୁଆ ପାଣି । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଖରା ହେଉ ବା ଶୀତ ପିଉଛନ୍ତି ସେହି ଗୋଳିଆ ଚୁଆ ପାଣି । କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ସେହି ଗୋଟିଏ ସ୍ଥାନର ଚୁଆ ପାଣି ଉପରେ ଭରସା କରନ୍ତି ।

Road Accident
Matric Student Dies: ଅଧା ରହିଲା ମାଟ୍ରିକ ପରୀକ୍ଷା; କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

ଆଜି ସକାଳେ ୨ ଜଣ ଛାତ୍ର ଏକ ବାଇକ୍‌ରେ ପରୀକ୍ଷା ଦେବାକୁ ଯାଉଥିଲେ। ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

MInor Student
Minor Student Pregnant: ମାଲକାନଗିରି ଦଶମ ଛାତ୍ରୀ ପ୍ରସବ ଘଟଣା: ଗିରଫହେଲା ମୁଖ୍ୟ ଅଭିଯୁକ୍ତ

ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଛାତ୍ରୀ ପ୍ରସବ ଘଟଣାକୁ ନେଇ ଆକ୍ସନ ମୋଡ୍‌ରେ ପୋଲିସ୍ । ଏହି ଲଜ୍ଜାଜନକ ଘଟଣାର ତନାଘନା ଜାରି ରଖିଛି ପୋଲିସ୍ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି ।

student
Minor Student Pregnant: ପୁଣି ଲଜ୍ଜା: କନ୍ୟା ସନ୍ତାନର ମା’ ହେଲେ ଦଶମଶ୍ରେଣୀ ଛାତ୍ରୀ

ସ୍କୁଲ ଚାରି କାନ୍ଥ ଭିତରେ ଏତେ ବଡ଼ ଘଟଣା କେମିତି ଘଟିଲା ବୋଲି ପ୍ରଶ୍ନ କରିବା ସହ ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ଛାତ୍ରୀଙ୍କ ବାପା ମା’।

Ration Card E-KYC Problem
Ration Card E-KYC: ଇ-କେୱାଇସି ଗୋଲକ ଧନ୍ଦାରେ ବଣ୍ଡାଘାଟିର ଅପାଠୁଆ ମଣିଷ

ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ ।

Farmers Problem
Farmers Struggle : ଉତ୍କଟ ହେଉଛି ମଣ୍ଡି ସମସ୍ୟା। ; କେଉଁଠି ଧାନ ପଡ଼ିରହିଛି , କେଉଁଠି ବିନା କଟନୀ ଛଟନୀରେ ଉଠୁନି ଧାନ

ଚାଷୀଙ୍କୁ ଅତିଷ୍ଠ କଲାଣି ମିଲରଙ୍କ ମନମାନି । କେଉଁଠି ଧାନ ପଡିରହିଥିଲେ ମଧ୍ୟ ମିଲର ଆସୁନାହାନ୍ତି ତ କେଉଁଠି ବିନା କଟନୀ ଛଟନୀରେ ଉଠୁନି ଧାନ ।

Vigilance
Vigilance Raid: ବାବୁଙ୍କ ଘରେ ଟଙ୍କାର ଭଣ୍ଡାର; PD ବାବୁଙ୍କ ସହ ୪ ସହଯୋଗୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଦୁଇ ଦିନର ରେଡ୍ ବେଳେ ଶାନ୍ତନୁଙ୍କ ଘରୁ ନଗଦ ୨.୬ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ଏଥିସହ ତାଙ୍କ ସହଯୋଗୀଙ୍କ ନିକଟରୁ ୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି।

Vigilance
Vigilance Raid: ଯେତେ ଖୋଳିଲେ ସେତେ ବାହାରୁଛି, ଯେଉଁଠି ହାତ ମାରିବ ସେଠୁ ବାହାରୁଛି ଟଙ୍କା

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।

Vigilance Raid
Vigilance Raid: ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ, ବାବୁଙ୍କ ଘରେ ଟଙ୍କାର ଭଣ୍ଡାର ଦେଖି ତାଜୁବ ହେଲା ଭିଜିଲାନ୍ସ

ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ । ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜୟପୁର ବାସଭବନରୁ ପାଖାପାଖି ୨ କୋଟିର ନଗଦ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ ହୋଇଛି ।

ବଦଳୁଛି ବଣ୍ଡାଘାଟି ଭାଗ୍ୟ
Bonda Ghati: ବଦଳୁଛି ବଣ୍ଡାଘାଟି ମଣିଷଙ୍କ ଭାଗ୍ୟ; ଆଉ ଛପର କି କୁଡ଼ିଆ ନୁହେଁ, ରହିବେ କଂକ୍ରିଟ୍ ଘରେ

ସିମେଣ୍ଟ...ବାଲି...ଗୋଡ଼ି...ଲୁହା ଛଡ଼ ସହ ନିଅଁ ପଡୁଛି... ବଣ ପାହାଡ଼ ଇଲାକାର ମଣିଷଙ୍କ ପାଇଁ ଆଉ ଚାଳ ଛପର କି କୁଡ଼ିଆ ନୁହେଁ, ତିଆରି ହେଉଛି ପକ୍କା ଘର । ନା ଆଉ ଝଡ଼ବତାସର ଡର ଥିବ ନା ଖରା-ଶୀତର ପ୍ରକୋପ ରହିବ। ଏବେ ବଣ୍ଡାଘାଟିର ମଣିଷ ରହିବେ ପକ୍କା ଘରେ ।

Water Supply Project
Water Supply Project: କେବେ ଦୂରହେବ ଉପାନ୍ତ ଅଞ୍ଚଳର ଜଳ କଷ୍ଟ; କୋରାପୁଟ ଏବଂ ମାଲକାନଗିରିରେ ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ

ଶୀତ ଲେଉଟିଗଲାଣି ଖରା ଆରମ୍ଭ ହୋଇଗଲାଣି । ଏହାସହ ଆରମ୍ଭ ହୋଇଗଲାଣି ପାଣି ଚିନ୍ତା । ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ହୋଇପାରୁନି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ।

ଟାର୍ଗେଟ୍‌ ଗଡ଼ୁଛି, ପ୍ରକଳ୍ପ ସରୁନି
Drinking Water Project: ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ, ଅଧାରେ ଅଟକିଛି ୧୦ରୁ ଅଧିକ ପ୍ରକଳ୍ପ

ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ମାରିଓ୍ୱାଡାର ମେଗା ପାନୀୟ ଜଳ ପ୍ରକଳ୍ପ । ୨୦୨୧ ଯାଇ ୨୦୨୩ ଅବଧିକୁ ୨ ବର୍ଷ ବିତିଲାଣି । ଟାର୍ଗେଟ୍ ପରେ ଟାର୍ଗେଟ୍ ଗଡୁଛି ହେଲେ କାମ ସେମିତି ଆଣ୍ଠେଇଛି ।

strawberry
Success Story in Strawberry Farming: ସ୍ବାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ, ବଣ୍ଡା ଘାଟିରେ ଆର୍ଥିକ ପ୍ରଗତିର ନୂଆ କାହାଣୀ

ସାଧାରଣତଃ ଶୀତ ପ୍ରଧାନ ଅଞ୍ଚଳର ଷ୍ଟ୍ରବେରୀ ଚାଷ ଏଠି ଯେ ସମ୍ଭବ, କିଛି ବର୍ଷ ତଳେ କାହାର ବି ଧାରଣା ନଥିଲା। ହେଲେ ବିଗତ ପ୍ରାୟ ଦୁଇ ବର୍ଷ ହେବ ଏ ଦୁଇ ଜିଲ୍ଲାର ଚାଷୀଙ୍କ ଆର୍ଥିକ ପ୍ରଗତିର ନୂଆ ଆଶା ଓ ଦିଶା ଦେଇଛି ଷ୍ଟ୍ରବେରୀ ଚାଷ।

Road Accident
Accident: ଦଇବ ଦେଲା ଦୁଃଖ; ଚୁରମାର ହେଲା ସୁନାର ସଂସାର

ମହିଳାଙ୍କ ଆଖି ଆଗରେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ ଓ ଅଢ଼େଇ ବର୍ଷ ଝିଅର ଜୀବନ।

Medical
Medical infrastructure: ଉପାନ୍ତ ଅଂଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ସାତସପନ; ଲୋକେ ହନ୍ତସନ୍ତ

ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ।

କେବେ ଫିଟିବ ବିକାଶ ରାସ୍ତା ?
Development Plans in Chitrakonda: ନାଁ ବଦଳିଲା, ହେଲେ ବଦଳୁନି ଭାଗ୍ୟ...ବିଚ୍ଛିନ୍ନାଞ୍ଚଳକୁ ଫିଟୁନି ବିକାଶର ରାସ୍ତା

ପାହାଡ଼ ବୁକୁରେ ପଥର ଚିରି ବସତି । ଏଠି ବାଟ ଶେଷ, ବିକାଶ ବି ଯେମିତି ଶେଷ । ଅପହଞ୍ଚ ଏତେ, ସହାୟତାର ହାତ ଚାହିଁଲେ ବି ବଢ଼ାଇ ହେଉନି କିମ୍ବା ଇଚ୍ଛାଶକ୍ତିର ଅଭାବ ସହାୟତାକୁ ପହଞ୍ଚାଇ ଦେଉନି ।

Weather Updates:
Weather Updates: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ।

Subhadra Scheme
Subhadra Yojana: ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଡେଡଲାଇନ୍

୮ ତାରିଖରେ ମିଳିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା । ମିଡିଆ ରିପୋର୍ଟ ପରେ ବଣ୍ଡା ଘାଟି ନେଇ ଚେତିଲା ପ୍ରଶାସନ ।

Bonda Ghati
Subhadra Yojana: ଏଠି ବିକାଶ ତ ଅପହଞ୍ଚ! ସୁଭଦ୍ରା ଯୋଜନାର ଗତି ମଧ୍ୟ ମନ୍ଥର ..

ସୁଭଦ୍ରାରେ ସାମିଲ ହେବାକୁ ୧୫ଶହ ୨୨ ଜଣ ଆବେଦନ କରିଥିଲେ ବି ସେ ଭିତରୁ ଅଧାରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଯାଇନଥିବା ଅଭିଯୋଗ ହୋଇଛି ।

NGT on Illegal Encroach
Illegal Encroach: NGT ଆଖିରେ ଜମି କେଳେଙ୍କାରୀ, ଶହେ ଏକର ଜଙ୍ଗଲ ଜମିରେ କୁଆଡୁ ଆସିଲା ଜନବସତି ?

ମାଲକାନଗିରିର ମୋଟୁରେ ଶହେ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ NGTଙ୍କ ରିପୋର୍ଟ ତଲବ । ନିଜ ଆଡୁ ମାମଲା କରି PCCF ଓ ସେଠିକା ଜିଲ୍ଲାପାଳଙ୍କୁ କରିଛନ୍ତି ନୋଟିସ୍ ।