ଜବରଦସ୍ତ ଲୁକ୍ସ...ହାଇପ୍ରୋଫାଇଲ୍ ଗେଟଅପ୍...ଚହଟ ଚିକ୍କଣ ଚେହେରାଧାରୀ କେତେ ଲୋକଙ୍କୁ ବାୟା କରିଛନ୍ତି, ତା’ର ହିସାବ ଖୋଜୁଛି ପୋଲିସ। ଯାହାଙ୍କ ନାଁ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି।
ଅନୀଲ ଓ ହଂସିତା ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠକିବା। କୋଟି କୋଟି ଟଙ୍କା ଲୁଟୁଥିଲେ। ନାମୀଦାମୀ ଗାଡ଼ି ଚଢି ବୁଲୁଥିଲେ। ଠକେଇ ଟଙ୍କାରେ କରୁଥିଲେ ମଉଜ।
ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡ଼ିନି । ଏକ ଘରୋଇ କମ୍ପାନୀରେ ସଂପୃକ୍ତ ଯୁବତୀ କାମ କରୁଥିଲେ ।
ଧର୍ମୁ ଗାଁର ଦୁଇଜଣ ଯୁବକଙ୍କ ଯୋଗାଯୋଗ କ୍ରମେ ଉଦଳା ଉପଖଣ୍ଡ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ଜଣେ ନିଃସନ୍ତାନ ଦମ୍ପତିଙ୍କୁ ୬୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସେହି ଟଙ୍କାରେ ସେହିଦିନ ଏକ ନୂଆ ବାଇକ କିଣିଥିବା ଅଭିଯୋଗ ହୋଇଛି ।
ପାଖରେ ଟଙ୍କା ନଥିଲେ ବି ମାଗଣା ଯିବାକୁ ଯୁବକ ଜଣକ ଯେଉଁ ଉପାୟ ଚିନ୍ତା କଲେ, ସେକଥା ଶୁଣିଲେ ଆପଣଙ୍କ ଦେହ ଥରି ଉଠିବ। ଟ୍ରେନ୍ର ବଗି ତଳେ ଲୁଚି ସେ ଆରମ୍ଭ କଲେ ତାଙ୍କ ଯାତ୍ରା। ଏମିତି ଝୁଲି ଝୁଲି ସେ ଯାତ୍ରା କଲେ ମଧ୍ୟପ୍ରଦେଶର ଇଟାରିସରୁ ଜବଲପୁର। ଟ୍ରେନ୍ର ବିକଟାଳ ଶବ୍ଦକୁ ତାଙ୍କର ଟିକିଏ ବି ଖାତିର ନଥିଲା। ସାମାନ୍ୟ ଅସାବଧାନତା ଯେକୌଣସି ସମୟରେ ଜୀବନ ନେଇପାରେ।
ଭୁବନେଶ୍ୱର ଖାରବେଳନଗର ଥାନାରେ ଏକ ଅପହରଣ ମାମଲା ହୋଇଥିଲା। ଏହାର ସନ୍ଧାନ କରି ପୋଲିସ ହତ୍ୟା ରହସ୍ୟ ପଯ୍ୟନ୍ତ ପହଞ୍ଚି ପାରିଛି ।ଏହି ଘଟଣାରେ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ଚନ୍ଦନ ଏବଂ ତା'ର କିଛି ସାଙ୍ଗ ବାଙ୍ଗାଲୋର ରେ କାମ କରୁଥିବା ବେଳେ ସେମାନେ ଏକ ସଙ୍ଗେ ଭୁବନେଶ୍ଵର ଫେରିଥିଲେ । ଏହି ସମୟରେ ଚନ୍ଦନଙ୍କ ପରିବାରକୁ ଫୋନ୍ ଯୋଗେ କେହି ଜଣେ ଧମକ ଦେଇ କହିଲା ପଚାଶ ଲକ୍ଷ ଟଙ୍କା ଦିଅ, ନଦେଲେ ତୁମ ପୁଅକୁ ମାରି ଦେବୁ ।
ଠିକା ଚାକିରି, ପୋଷ୍ଟ କଂପ୍ୟୁଟର ଅପରେଟର୍, ଦରମା ମାତ୍ର ୧୩ ହଜାର । ହେଲେ ଜଣେ ଯୁବକ ନିଜେ ଚାକିରି କରିଥିବା ସଂସ୍ଥାରୁ କେତେ ଠକିଛନ୍ତି ଜାଣିଛନ୍ତି ?
୧୮ ମାସରେ ୧୧ଜଣଙ୍କୁ ହତ୍ୟା କରିଥିବା ମାନିଲା ସିରିଏଲ୍ କିଲର୍ । ଖାଲି ଏତିକି ନୁହେଁ। ସିରିଏଲ୍ କିଲିଂର ପୂରା କାହାଣୀ ଶୁଣିଲେ ରୁମ ଟାଙ୍କୁରି ଉଠିବ।
ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୂଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।
ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପଞ୍ଜାବରେ ଆକ୍ରମଣ କଲେ ଖଲିସ୍ତାନୀ ଆତଙ୍କବାଦୀ । ଉତ୍ତର ପ୍ରଦେଶରେ ଏନକାଉଣ୍ଟରରେ ପ୍ରାଣ ହରାଇଲେ । ଏହା ସମ୍ଭବ ହେଲା ଦୁଇ ରାଜ୍ୟର ପୋଲିସ୍ ମଧ୍ୟରେ ଉତ୍ତମ ସମନ୍ୱୟ କାରଣରୁ ।
ତନ୍ତ ସରଞ୍ଜାମ ଅନୁଦାନ ଟଙ୍କା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟରେ ଦସ୍ତଖତ କରିବାକୁ ବୁଣାକାର ସମିତି ସମ୍ପାଦକଙ୍କଠାରୁ ଏମାନେ ଲାଞ୍ଚ ନେଉଥିଲେ। ଦସ୍ତଖତ କରିବା ପାଇଁ ସେମାନେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଗୁରୁବାର ରାତିରେ ଜଣେ ବ୍ୟକ୍ତି ତାଙ୍କ ଦୁଆରେ ଏକ ପାର୍ସଲ ରଖି କହିଥିଲେ ଏଥିରେ ବୈଦ୍ୟୁତିକ ଉପକରଣ ରହିଛି। ତୁଳସୀ ପାର୍ସଲ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାକ୍ସରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଥିଲା ।
ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତିକୁ ବୋହୂ ଓ ତାଙ୍କ ପରିବାର ଲୋକ ଜୋର୍ ଜବରଦସ୍ତ ରଖିଛନ୍ତି। ତେବେ ତାଙ୍କ ନାତି ଏବେ କେଉଁଠାରେ ଅଛି ତାହା କେହି ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।
ବାପାଙ୍କ ମୃତ୍ୟୁପରେ ଅନୁକମ୍ପାମୂଳକ ସରକାରୀ ଚାକିରି । ମାତ୍ର ୧୨ ବର୍ଷ କନଷ୍ଟେବଲ୍ ଚାକିରି କରି କମାଇଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ଚାକିରି ଛାଡି କରୁଥିଲେ ଜମି ବେପାର । ଚଢାଉ ପରେ ସଂପତ୍ତି ଦେଖି ଟେରା ହୋଇଗଲେ ଅଧିକାରୀ ।
ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ ।
ଜେଲରୁ ବାହାରିବା ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଗ୍ରୁପ୍ ଜେନରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ସହ ଷଡ଼ଯନ୍ତ୍ର ହୋଇଛି । ସମୟ ଆସିଲେ ସତ ସାମ୍ନାକୁ ଆସିବ ।
ଠକେଇ ରାକେଟରେ ମାଆ ମାଷ୍ଟର ମାଇଣ୍ଡ । ପୂରା ପରିବାରକୁ କରିଥିଲା ସାମିଲ୍ । ନିଜକୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପରିଚୟ ଦେଇ ଠକେଇ କରୁଥିଲା । ଏହି ରାକେଟରେ ନିଜ ପୁଅ ଓ ଝିଅଙ୍କୁ ବି ସାମିଲ୍ କରିଥିବାର ପୋଲିସ୍ କହିଛି । ମାଆ ପୁଅ ଓ ଝିଅ ମିଶି ସାରା ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ ସାର୍ଥକ ସଞ୍ଜୟ ନାମକ ଓଡ଼ିଶାର ଜଣେ ବ୍ୟକ୍ତି ତାଙ୍କ ହୋଟେଲରେ ଅକ୍ଟୋବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରହିଥିଲେ । ୪ ଦିନ ପାଇଁ ରୁମ୍ ବାବଦକୁ ଲକ୍ଷେ ୭୦ ହଜାର ଟଙ୍କା ହୋଇଥିବା ବେଳେ ଖାଇବା ବାବଦ ଅର୍ଥ ୩୬ ହଜାର ଟଙ୍କା ।
ବ୍ରିଟେନରେ ପ୍ରେମିକାକୁ ହତ୍ୟା କଲା, ଏବେ ଭାରତରେ ଭୋଗିବ ସଜା ।
ମତେ ବାହାହୋ, ନହେଲେ ମୁଁ ମରିଯିବି । ମୋ ଛାତିରେ ନିଆଁ ଲଗାନା, ନହେଲେ ସବୁ ଜାଳିଦେବି ।
ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆର ପାର୍ ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ । । ୧୫୦ ବଛାବଛା ପୋଲିସଙ୍କୁ ନେଇ ଗଠନ ହୋଇଛି ଟିମ ।
ସି.ସି.ଟିଭି ଫୁଟେଜରେ ଯୁବକ ଜଣକ ଟିକେଟ ଧରି ଏକା ଆଉଟଡୋର ଆଗରେ ଘୁରି ବୁଲୁଥିବା ଜଣାପଡିଛି । ଯଦି ରୋଗୀଙ୍କ ଆଟେଣ୍ଡାନସ ନଥିବେ , ତାହେଲେ ଆମ୍ବୁଲାନସ କର୍ମଚାରୀ ତଥା ହେଲ୍ପଡେକ୍ସର କର୍ମଚାରୀ, ରୋଗୀକୁ ୱାର୍ଡରେ ଭର୍ତ୍ତି କରିବା କଥା । କିନ୍ତୁ ସେସବୁ କରାଯାଇନାହିଁ ।
ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି ।
ବୋହୂ ନିକିତା ଓ ତାଙ୍କ ମାଆ ମୋ ପୁଅକୁ ଏଟିଏମ ଭଳି ବ୍ୟବହାର କରୁଥିଲେ । ଖାଲି ଟଙ୍କା ଟାଣୁଥିଲେ । ବୋହୂ ଓ ତାଙ୍କ ପରିବାର ଲୋକ ଅତୁଲକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ।