• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mohan Majhi

ପ୍ରଶାନ୍ତଙ୍କୁ ଲୁହ ଓ କୋହରେ ବିଦାୟ ।
Odisha’s Prashant Satpathy: ପ୍ରଶାନ୍ତ ଶତପଥୀଙ୍କୁ ବିଦାୟ; ଶବାଧାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୂକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିବା ସହ ଆତଙ୍କୀଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।

mohan
ମୁଁ ବି ଦିନେ ସରପଞ୍ଚ ଥିଲି

\'#ମୁଁ_ବି_ଦିନେ_ସରପଞ୍ଚ_ଥିଲି\' \'ମୁଁ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଦିନେ ସରପଞ୍ଚ ଥିଲି। ତୃଣମୂଳ ସ୍ତରରୁ ଲୋକଙ୍କ ପାଇଁ କାମ କରୁଥିଲି। ସେଇଠୁ ହିଁ ସମସ୍ତେ  ରାଜନୀତି କଣ ଶିଖିଥାନ୍ତି।\' -ମୁଖ୍ୟମନ୍ତ୍ରୀ

subhadra
ସୁଭଦ୍ରା ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

#ସୁଭଦ୍ରା_ଟଙ୍କା_ପ୍ରଦାନ_କଲେ_ମୁଖ୍ୟମନ୍ତ୍ରୀ ପୁରୀରେ ଆୟୋଜିତ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା
Odisha Cabinet Approves Six Key Proposals: ୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ

ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯିବ ।

Government Transformation in Odisha
Government Transformation in Odisha: ୨୪ ବର୍ଷରେ ଯାହା ହୋଇ ନଥିଲା, ୧୦ ମାସରେ କରି ଦେଖାଇଲେ ମୋହନ ସରକାର...

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଯାହା ଲୋକଙ୍କ ପାଇଁ ସାତ ସପନ ଥିଲା ଆଜି ତାହା ସତ ହେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ଲୋକେ ନିଜ ଦୁଃଖକୁ ବାହୁନି ବାହୁନି କହିପାରୁଛନ୍ତି।

Mohan Majhi
CM Hears Public Grievances: ଭୁବନେଶ୍ବର ବଦଳରେ ସମ୍ବଲପୁରରେ ହେଲା ଜନ ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମ୍ବେଦନଶୀଳ ସରକାର ଭୁବନେଶ୍ବରରୁ ସମ୍ବଲପୁର ଆସିଛନ୍ତି । ଏଯାଏଁ ସରକାର ଶୁଣିଥିବା ସମସ୍ୟାର ୮୮ ପ୍ରତିଶତ ସମାଧାନ ହୋଇସାରିଛି ।' ଭୁବନେଶ୍ବର ବାହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସଭା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭରପୁର ଉତ୍ସାହ ।

Mohan Majhi
CM Public Grievance Hearing: ସମ୍ବଲପୁରରେ ୧୪୦୦ ଜଣଙ୍କର ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମ୍ବେଦନଶୀଳ ସରକାର ଭୁବନେଶ୍ବରରୁ ସମ୍ବଲପୁର ଆସିଛନ୍ତି । ଏଯାଏଁ ସରକାର ଶୁଣିଥିବା ସମସ୍ୟାର ୮୮ ପ୍ରତିଶତ ସମାଧାନ ହୋଇସାରିଛି ।' ଭୁବନେଶ୍ବର ବାହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସଭା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭରପୁର ଉତ୍ସାହ ।

IAS ମରୁଡ଼ି ବେଳେ କାହିଁକି ଡେପୁଟେସନ୍‌ ?
IAS Nikunja Dhal sent on deputation: ତୃତୀୟ ମହଲାରୁ କାହିଁକି ଅପସାରଣ ହେଲେ ନିକୁଞ୍ଜ ଧଳ ?

ଦିଲ୍ଲୀ ଗଲେ ନିକୁଞ୍ଜ ଧଳ । ହଠାତ୍ ତୃତୀୟ ମହଲାରୁ ଅପସାରଣର କାରଣ କ’ଣ ? ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଏ ତୁଲାଇବେ ଦାୟିତ୍ୱ ?

I Was a Guruji at Saraswati Shishu Mandir: Odisha CM Mohan Majhi
ମୁଁ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଜୀ ଥିଲି : ମୁଖ୍ୟମନ୍ତ୍ରୀ

ମୁଁ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଜୀ ଥିଲି : ମୁଖ୍ୟମନ୍ତ୍ରୀ

Odisha CM Mohan Majhi at State-Level Nutrition Week 2025 Celebration
ପୋଷଣ ପକ୍ଷ 2025 ପାଳନ ସମାରୋହରେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ 2025 ପାଳନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଏବଂ ପାଠାଗାରର ଶୁଭ ଉଦ୍ଘାଟନ କଲେ ।

ration
New Ration Cards Distribution in Odisha: ୫ ଲକ୍ଷ ୯୦ ହଜାର ନୂଆ ରାସନ୍ କାର୍ଡ, ଢେଙ୍କାନାଳରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ନିର୍ବାଚିତ ବିଧାୟକ କିମ୍ବା ସାଂସଦ ମାନଙ୍କ ଜରିଆରେ ଏହି ରାସନ କାର୍ଡ ବଣ୍ଟାଯିବାକୁ ଚିଠିରେ ଲେଖାଯାଇଛି। ୨୨ ତାରିଖ ସୁଦ୍ଧା ଯେମିତି ସବୁ ପ୍ରସ୍ତୁତି ଶେଷ ହୁଏ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

traffic
New Post Created: ପୁଣି ସୃଷ୍ଟି ହେଲା ନୂଆ ପଦବୀ, ସୁଧୁରିବ ଟ୍ରାଫିକ୍ ସମସ୍ୟା

New Post Created: ସରକାର ପୁଣି ଘୋଷଣା କରିଛନ୍ତି ନୂଆ ପଦବୀ । ଟ୍ରାଫିକ ଦାୟିତ୍ୱରେ ରହିବେ ଜଣେ ଆଡିସନାଲ୍ ଡିଜିପି । ତାଙ୍କ ଅଧିନରେ ରହିବେ ଜଣେ ଡିଆଇଜି ଓ ଦୁଇଜଣ ଏସପି । ସୃଷ୍ଟି ହେଲା ୨ ହଜାର ନୂତନ ପଦବୀ ।

Mohan Charan Majhi
Biju Statue Arson in Odisha: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, କହିଲେ...

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି ଓ ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି ।

ପାଠ ପଢ଼ିବେ ବିଧାୟକ ଓ ସାଂସଦ
BJP Training Workshop in Puri: ପୁରୀରେ ଚାଲିଛି ବିଜେପିର ପାଠଶାଳା, ଆଜି ୪ଟି ସେସନ୍‌ରେ ନେତା ପଢ଼ିବେ ପାଠ

ବିଜେପି ସହ ସଂଗଠନ ମହାମନ୍ତ୍ରୀ ବି.ସତୀଶ, ସୁନୀଲ ବଂଶଲ ଏବଂ ବିଏଲ୍ ସନ୍ତୋଷ ଯୋଗ ଦେଇ ଗୋଟିଏ ଗୋଟିଏ ସେସନ୍‌ ନେବେ ।

ଆୟୁଷ୍ମାନ ପାଇଁ ବାଟ ଜଗିଥିଲେ ନବୀନ
Ayushman Bharat: ଓଡ଼ିଶା ସ୍ବାସ୍ଥ୍ୟସେବା ଇତିହାସରେ ନୂଆ ଫର୍ଦ୍ଦ

ଆଜିଠୁ ଓଡ଼ିଶା ହେଲା ଆୟୁଷ୍ମାନ। ଲାଗୁ ହେଲା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପ୍ରଣୟନ ସାଙ୍ଗକୁ ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ବି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।

ଆୟୁଷ୍ମାନ ପାଇଁ ବାଟ ଜଗିଥିଲେ ନବୀନ
Ayushman Bharat Scheme: ଓଡ଼ିଶା ସ୍ବାସ୍ଥ୍ୟସେବା ଇତିହାସରେ ନୂଆ ଫର୍ଦ୍ଦ, କଟକରେ ବହୁ ପ୍ରତୀକ୍ଷିତ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ

ଆଜିଠୁ ଓଡ଼ିଶା ହେଲା ଆୟୁଷ୍ମାନ। ଲାଗୁ ହେଲା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପ୍ରଣୟନ ସାଙ୍ଗକୁ ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ବି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।

J P Nadda
Ayushman Bharat Yojana Implementation in Odisha: ଓଡ଼ିଶାରେ 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ

ରାଜ୍ୟର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ । ୭୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ବୟୋ ବନ୍ଦନା ଯୋଜନାରେ ଏଥିରେ ସାମିଲ ହେବେ । ଦେଶର ବିଭିନ୍ନ ସ୍ଥାନରେ ୨୯ ହଜାର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ସୁବିଧା ମିଳିବ ।

DA
State Government Staff DA Hike 2025: ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

ଏହା ଜାନୁଆରୀ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ।

ଖାଲି ପଦବୀ ପୂରଣ ହେବ
Mohan Majhi Meets Amit Shah: ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ହେଲା ଆଲୋଚନା

ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଶାହଙ୍କୁ ଭେଟିବା ପରେ ରାଜ୍ୟରେ ଖାଲି ପଡିଥିବା ୧୨ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ ହେବ ବୋଲି କହିଛନ୍ତି । ସଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବୁଧବାର ନର୍ଥ ବ୍ଲକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ।

CM Mohan Majhi Shares Full List of Companies Set to Invest in Odisha
Invest In Odisha: ଓଡ଼ିଶାକୁ ଆସିବ ନିବେଶ ! ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର...

ଆଜି ଦିଲ୍ଲୀ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନରେ ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର ହୋଇଛି । ଓଡ଼ିଶା ସରକାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନରେ ଥିବା ଆଇଓସିଏଲ୍ ସମେତ ବିଭିନ୍ନ ସଂସ୍ଥା ସହିତ ଏମଓୟୁ ହୋଇଛି । 

Odisha Legislative Assembly
Odisha Assembly: ବିଧାନସଭାରେ କେମିତି ରାତି କାଟିଲେ ମନ୍ତ୍ରୀ ଓ ବିଧାୟକ, ଚା' ପିଇ ନିଦ ଭାଙ୍ଗୁଥିଲେ..

ଚାଲିଥିଲା ଘମାଘୋଟ ଆଲୋଚନା। ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କେହି କାହାରିକୁ ଛାଡିବା ଅବସ୍ଥାରେ ନଥିଲେ। ବେଶ୍ ଗମ୍ଭୀର ଜଣାପଡୁଥିଲା ବିଧାନସଭା କକ୍ଷ। ବିଧାନସଭାର ସଦସ୍ୟ ଓ ଉପସ୍ଥିତ ଥିବା କର୍ମଚାରୀଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା। ରାତିସାରା ଖୋଲା ଥିଲା ବିଧାନସଭା କ୍ୟାଣ୍ଟିନ୍। ସଦସ୍ୟମାନେ ଲବିରେ କିଛି ସମୟ ବିଶ୍ରାମ ନେଇ ପୁଣି ଗୃହକୁ ଫେରିଆସୁଥିଲେ। ମଝିରେ ମଝିରେ ଚା' ପିଇ ନିଦକୁ ଦୂରେଇ ଦେଉଥିଲେ।

ମୋହନଙ୍କ ସମୃଦ୍ଧ ଓଡ଼ିଶା ।
Odisha Dibasa: ପ୍ରଥମଥର ଲାଗି ଓଡ଼ିଶା ଦିବସଠାରୁ ୧୪ ଦିନ ଧରି ପାଳନ ହେଉଛି ଓଡ଼ିଆ ପକ୍ଷ

ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ । ଏହି ୩ଟି ଶକ୍ତିର ଉପଯୋଗରେ ହିଁ ବିକଶିତ ଓଡ଼ିଶା ନିର୍ମାଣ ସମ୍ଭବ । କଟକ ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Ayushman Bharat Yojana
Ayushman Bharat Yojana: ‘୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା’

ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍‌ରେ ମିଳିବ ଚିକିତ୍ସା ସୁବିଧା । 

Antyodaya Housing Scheme
Antyodaya Housing Scheme: ଥିଲେ କଚ୍ଚା, ଏବେ ହେବ ପକ୍କା: ଗରିବଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ...

ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

Odisha Chief Minister Mohan Majhi criticizes Congress in Assembly 
Odisha CM criticizes Congress: କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌; ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? 

ମିଛ କହିବାର ଗୋଟେ ସୀମା ଅଛି। ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? ଏହା କି ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ? ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।