ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତିକୁ ବୋହୂ ଓ ତାଙ୍କ ପରିବାର ଲୋକ ଜୋର୍ ଜବରଦସ୍ତ ରଖିଛନ୍ତି। ତେବେ ତାଙ୍କ ନାତି ଏବେ କେଉଁଠାରେ ଅଛି ତାହା କେହି ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।
ବୋହୂ ନିକିତା ଓ ତାଙ୍କ ମାଆ ମୋ ପୁଅକୁ ଏଟିଏମ ଭଳି ବ୍ୟବହାର କରୁଥିଲେ । ଖାଲି ଟଙ୍କା ଟାଣୁଥିଲେ । ବୋହୂ ଓ ତାଙ୍କ ପରିବାର ଲୋକ ଅତୁଲକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ।
ପତ୍ନୀଙ୍କ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ଏବଂ କୋର୍ଟଙ୍କ ତାରିଖ ପରେ ତାରିଖ, ମାନସିକ ଚାପ ଶେଷ ସୀମା ଡେଇଁବା ପରେ ଜୀବନ ହାରିବା ଛଡା ଅତୁଲଙ୍କ ପାଖରେ ବୋଧହୁଏ ଆଉ କିଛି ବାଟ ନଥିଲା ।
ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା ।
ଅନ୍ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ତାରତୋଲ ଗାଁ ଆମ୍ବତୋଟାରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଏହି ଖବର ପାଇବା ପରେ ସଂପୃକ୍ତ ଯୁବତୀ ନଦୀକୁ ଡେଇଁପଡିଥିବା ସୂଚନା ମିଳିଛି ।
ଡେଲି ମିରର୍ ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍ଟି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟରେ ସାହାଯ୍ୟ କରୁଥିଲା। ଟିମ୍ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ୍ ଗୁମି ସହରର ବାସିନ୍ଦାଙ୍କୁ ପ୍ରାୟ ଏକ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା।
ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମଧ୍ୟପ୍ରଦେଶ ଅଲ୍ଲିରାଜପୁର ଥାନା ସେଣ୍ଡୱା ଗାଁରେ ଅଞ୍ଚଳରେ ଘଟିଛି ଏହି ଘଟଣା ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।
ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।
ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ସେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ସେମାନଙ୍କୁ ନିକଟସ୍ଥ ମନ୍ଦିରକୁ ନେବା ପୂର୍ବରୁ ବିବସ୍ତ୍ର କରାଇ ସର୍ଚ୍ଚ ବି କରିଥିଲେ।
ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ।
ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ତିନିମାସ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ସ୍ୱାମୀର ମୃତ୍ୟୁପରେ ଜୀବନ ହାରିଦେଲା ସ୍ତ୍ରୀ ।
ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।
ଗତକାଲି ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ।
ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ ମଡେଲ୍ ତାନିଆ । ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୋମବାର ସକାଳୁ ପରିବାର ଲୋକ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ ।
୩୨ ବର୍ଷୀୟ ମହିଳା କାହିଁକି ଏପରି କଲେ ତାହା ଜଣାପଡ଼ିନାହିଁ । ପାରିବାରିକ କଳହ ନା ଅନ୍ୟ କେଉଁ କାରଣରୁ ମହିଳା ଜଣକ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ ।
ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।
ଅସହ୍ୟ ହେଲା ଋଣ ବୋଝ...ଶେଷରେ ଫାଶୀ ଲଗାଇ ଜୀବନ ହାରିଦେଲେ...
ଅଗଷ୍ଟ ୯ରେ ଥିଲା ନିତିନଙ୍କ ଜନ୍ମଦିନ..ହେଲେ ଜନ୍ମଦିନ ପାଳନ ପୂର୍ବରୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ।
ପ୍ରତିଦିନର ନିର୍ଯାତନାକୁ ସହିପାରିଲେନି ତେଜସ୍ । ଶେଷରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ।
ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍ ବ୍ୟବହାର କରୁଥିଲା ଝିଅ। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।
ଜଣେ ମନ୍ଦିର ପୁରୋହିତ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁରୋହିତଙ୍କ ନାଁ ରାମ ଶଙ୍କର ଦାସ । ତାଙ୍କ ବୟସ ୨୮ ବର୍ଷ ହୋଇଥିବାବେଳେ, ସେ ତାଙ୍କ ଆତ୍ମହତ୍ୟାର ଭିଡିଓ ଫେସବୁକରେ ଲାଇଭ୍ କରିଥିଲେ ।
ରାତିରେ ଖାଇ ସାରିବା ପରେ ଘରେ ଶୋଇବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି ଅତୁଲ। ହେଲେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
କଲେଜ ହଷ୍ଟେଲ ରୁମ୍ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।