• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suicide Case

Women jumps into river
ପାରିବାରିକ କଳହର କରୁଣ ପରିଣତି, ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।

Crime
ମୁଁ ଆଉ ବଞ୍ଚିପାରିବିନି, କଲେଜର କିଛି ଛାତ୍ର ଓ ଶିକ୍ଷକ ମୋ ସହ...

ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

Schoolgirl Suicide
ଚୋରି ଅଭିଯୋଗ ଆଣିଲେ, ବିବସ୍ତ୍ର କରି ସର୍ଚ୍ଚ କଲେ; ଅପମାନ ସହି ନପାରି ଜୀବନ ହାରିଲେ ଛାତ୍ରୀ

ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ସେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ସେମାନଙ୍କୁ ନିକଟସ୍ଥ ମନ୍ଦିରକୁ ନେବା ପୂର୍ବରୁ ବିବସ୍ତ୍ର କରାଇ ସର୍ଚ୍ଚ ବି କରିଥିଲେ।

YS Jagan Mohan Reddy
ସରକାରଙ୍କୁ ପ୍ରଶଂସା ପଡ଼ିଲା ମହଙ୍ଗା, ନିନ୍ଦା ସହିନପାରି ଜୀବନ ହାରିଲେ ମହିଳା

ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ।

 Man Dies After Heart Attack
ସାଙ୍ଗ ହୋଇ ଯାଇଥିଲେ ବୁଲି; ସ୍ୱାମୀଙ୍କୁ ହେଲା ହାର୍ଟ ଆଟାକ୍‌, ଆତ୍ମହତ୍ୟା କଲା ସ୍ତ୍ରୀ...

ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ତିନିମାସ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ସ୍ୱାମୀର ମୃତ୍ୟୁପରେ ଜୀବନ ହାରିଦେଲା ସ୍ତ୍ରୀ ।

Student Suicide
ପରୀକ୍ଷା ଚାପରେ ଛାତ୍ରଙ୍କ ଆତ୍ମହତ୍ୟା...୨୨ମହଲାରୁ ଡେଇଁ ପଡ଼ିଲେ

ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।

Suicide
କପି କରି ଧରାପଡ଼ିଥିଲେ, ଘରେ ରଶି ଲଗାଇ ଝୁଲିପଡ଼ିଲେ

ଗତକାଲି ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ।

Model Dies By Suicide
ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣା: ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା

ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ ମଡେଲ୍ ତାନିଆ । ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୋମବାର ସକାଳୁ ପରିବାର ଲୋକ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ ।

mother jumps from 4th floor of building in Noida
ସଂସାର ଉଜାଡ଼ିଦେଲା ଜନ୍ମକଲା ମା’... ଦୁଇ ଝିଅଙ୍କୁ ଧରି ୪ ମହଲା ଛାତରୁ ଡେଇଁପଡ଼ିଲା

୩୨ ବର୍ଷୀୟ ମହିଳା କାହିଁକି ଏପରି କଲେ ତାହା ଜଣାପଡ଼ିନାହିଁ । ପାରିବାରିକ କଳହ ନା ଅନ୍ୟ କେଉଁ କାରଣରୁ ମହିଳା ଜଣକ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ ।

Suicide
୨୯ମହଲାରୁ ଡେଇଁ ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ

ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।

Nitin Desai Dies Of Suicide
ଆତ୍ମହତ୍ୟା କଲେ ଦେବଦାସ୍‌ ଫେମ୍‌ କଳା ନିର୍ଦ୍ଦେଶକ ନିତିନ ଦେଶାଇ

ଅଗଷ୍ଟ ୯ରେ ଥିଲା ନିତିନଙ୍କ ଜନ୍ମଦିନ..ହେଲେ ଜନ୍ମଦିନ ପାଳନ ପୂର୍ବରୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ।

Engineering Student Death
କିଲର୍‌ ଚାଇନିଜ୍‌ ଆପ୍‌; ‘ଟଙ୍କା ଦିଅ ନହେଲେ ଭାଇରାଲ ହେବ ଅନ୍ତରଙ୍ଗ ଫଟୋ’

ପ୍ରତିଦିନର ନିର୍ଯାତନାକୁ ସହିପାରିଲେନି ତେଜସ୍‌ । ଶେଷରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ।

girl dies by suicide after father scolds her for using phone
ବାପା କହିଲେ- ‘ମୋବାଇଲ୍‌ ବନ୍ଦ’...ଟେରାସ୍‌ରୁ ଡେଇଁ ଆତ୍ମହତ୍ୟା କଲା ଝିଅ

ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍‌ ବ୍ୟବହାର କରୁଥିଲା ଝିଅ। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।

Ayodhya priest kills self on Facebook live
ଫେସବୁକ୍‌ରେ Live କଲେ ପୁରୋହିତ, ପୋଲିସକୁ ଦାୟୀ କରି ଝୁଲିପଡ଼ିଲେ...

ଜଣେ ମନ୍ଦିର ପୁରୋହିତ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁରୋହିତଙ୍କ ନାଁ ରାମ ଶଙ୍କର ଦାସ । ତାଙ୍କ ବୟସ ୨୮ ବର୍ଷ ହୋଇଥିବାବେଳେ, ସେ ତାଙ୍କ ଆତ୍ମହତ୍ୟାର ଭିଡିଓ ଫେସବୁକରେ ଲାଇଭ୍‌ କରିଥିଲେ ।

traffic volunteer kills self in Bhubaneswar
ପୋଲିସ୍ ଚାକିରି ପାଇଁ ଦେଖୁଥିଲେ ସ୍ୱପ୍ନ, ଜୀବନ ହାରିଦେଲେ

ରାତିରେ ଖାଇ ସାରିବା ପରେ ଘରେ ଶୋଇବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି ଅତୁଲ। ହେଲେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Nursing Girl Student Found Hanging From College Hostel Room In Jajpur
ଫ୍ୟାନ୍‌ରେ ଗାମୁଛା ଲଗାଇ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହଷ୍ଟେଲରୁ ମିଳିଲା ମୃତଦେହ...

କଲେଜ ହଷ୍ଟେଲ ରୁମ୍‌ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍‌ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

RAYAGADA NEWS
ରାୟଗଡ଼ା କ୍ୟାମ୍ପ ଅଫିସରେ CRPF ଅଫିସରଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ରାୟଗଡ଼ା SP ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ସିଆରପିଏଫ୍ କ୍ୟାମ୍ପ ଭିତରକୁ ଏବେ କାହାରିକୁ ଯିବାକୁ ଅନୁମତି ନଥିବାରୁ ସେଠାରୁ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।

suicide
ସ୍ତ୍ରୀକୁ ବାପଘର ପଠାଇବା ପରେ ଝୁଲିପଡ଼ିଲେ ଯୁବକ ! ୬ ମାସ ପୂର୍ବରୁ ହୋଇଥିଲା ବିବାହ

କାହଁକି ଏପରି ନିଷ୍ପତ୍ତି ନେଲେ ମୃତକ ? ଛାନଭିନ୍‌ ଆରମ୍ଭ କରିଛି ପୋଲିସ୍‌ ।

IIT Madras Student Found Dead In Room
‘ମୋ ପାଇଁ କାହା ପାଖରେ ସମୟ ନାହିଁ, ସମସ୍ତେ ବ୍ୟସ୍ତ’...ଘରୁ ମିଳିଲା ଆଇଆଇଟି ଛାତ୍ରଙ୍କ ମୃତଦେହ

ଆଇଆଇଟି ଚେନ୍ନାଇରେ ପଢ଼ୁଥିବା ୨୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଗତକାଲି ଘର ଭିତରୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଏହି ଦ୍ୱିତୀୟ ବର୍ଷ ଛାତ୍ର କେମିକାଲ୍‌ ଇଞ୍ଜିନିୟରିଂ ପଢ଼ୁଥିଲେ।

suicide
ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା : ଶାଢ଼ୀରେ ଝୁଲି ପଡ଼ିଲେ ବିଏସସି ଛାତ୍ରୀ

ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ

Suicide
ବିଷ ପିଇଦେଲେ ଦୁଇ ନାବାଳିକା, ହେଲେ କାହିଁକି ?

ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ ବିଷ ପିଇ ଥାଇପାରନ୍ତି ।

Train
ଏମିତି କ’ଣ ହେଲା ଟ୍ରେନ୍‌ରେ ? ନିଜକୁ ଗୁଳି କଲେ ଯାତ୍ରୀ, ତା’ପରେ...

ଯାତ୍ରୀ ଜଣକ ଟ୍ରେନ୍‌ରେ ଆତ୍ମହତ୍ୟା କରିଥିବା ଆରପିଏଫ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ କହିଛି କି, ଯାତ୍ରୀ ଜଣକ ନିଜେ ନିଜକୁ ଗୁଳିକରିଛନ୍ତି । ଗତକାଲି ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି ।

Minor Girl Dies By Suicide For Not Being Allowed To Use Mobile Phone In Mumbai
ଫୋନ୍‌ ନେଇଗଲେ ଘର ଲୋକ, ୭ ମହଲାରୁ ଡେଇଁଲେ ନାବାଳିକା...

ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ଘର ଲୋକ ମନା କରିବାରୁ ୧୫ ବର୍ଷୀୟା ନାବାଳିକା ୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

IIT Madras Student Dies By Suicide
‘Sorry, ମୁଁ ସେତେଟା ଭଲ ନୁହେଁ’... ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ଷ୍ଟାଟସ୍‌

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ଛାତ୍ର ଜଣକ ଏକ ଷ୍ଟାଟସ୍‌ ପୋଷ୍ଟ କରିଥିଲେ। ଏହି ଷ୍ଟାଟସ୍‌ ଦେଖି ଜଣେ ସାଙ୍ଗ ତାଙ୍କ ରୁମ୍‌ରେ ପହଞ୍ଚିବା ପରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।