• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bengaluru

Rahul Dravid's Viral Video
Rahul Dravid Car Accident: ବିଜୁଳି ବେଗରେ ଭାଇରାଲ ହେଉଛି ଦ୍ରାବିଡଙ୍କ ଭିଡିଓ,କାହିଁକି ରାଗିଗଲେ ଦ୍ରାବିଡ଼ ?

ଗୋଟିଏ ମାଲବାହୀ ଅଟୋ ଏବଂ ରାହୁଲ ଦ୍ରାବିଡଙ୍କ କାର ମଧ୍ୟରେ ଧକ୍କା ହେବା ଫଳରେ ଏମିତି ଘଟଣା ଘଟିଥିବା ଜଣାପଡିଛି । ଘଟଣା ସମୟରେ ଦ୍ରାବିଡ ନିଜେ ଡ୍ରାଇଭିଂ କରୁଥିଲେ ନା ଡ୍ରାଇଭର ଗାଡି ଚଳାଉଥିଲେ ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।

break up
Break UP Job Oppertunity: ବେଙ୍ଗାଲୁରୁରେ ଅଜବ ଚାକିରି, ବ୍ରେକ ଅପ ହେଇଥିଲେ କରିବେ ଆପ୍ଲାଇ

ବେଙ୍ଗାଲୁରୁର ଏକ କମ୍ପାନୀରେ ଚାକିରି ସୁଯୋଗ ବାହାରିଛି। ତେବେ ଏହି ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଜଣଙ୍କର ଅନ୍ୟୁନ ଥରେ ବ୍ରକ ଅପ ହୋଇଥିବା ଆବଶ୍ୟକ। ବେଙ୍ଗାଲୁରୁର କମ୍ପାନୀ ଟପ ମେଟ ନିଜ ପାଇଁ ଜଣେ କର୍ମଚାରୀ ଖୋଜୁଛି।

SC Grants Custody Of Minor Son To Estranged Wife
Atul Subhas Case: କାହିଁକି ସୁପ୍ରିମକୋର୍ଟ କହିଲେ, ଅତୁଲଙ୍କ ପୁଅ ରହିବ…

ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁଅ ତା’ ର ମାଆ ପାଖରେ ରହିବ । ଅତୁଲଙ୍କ ଆତ୍ମହତ୍ୟା ପରେ ନିକିତା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ କେସ୍ ଚାଲିଛି । ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ବି ଭି ନାଗରତ୍ନା ଓ ଜଷ୍ଟିସ୍ ଏସ ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ବାସ୍ତବରେ ନାତି ପାଇଁ ତାଙ୍କ ଜେଜେ ମାଆ ଅପରିଚିତ । ଦୁଇ ଜଣଙ୍କ ମଧ୍ୟରେ ଏତେ ଜଣାଶୁଣା ନାହିଁ ।

Bengaluru Techie Duped of Rs 11 Crore by Fraudsters
Fake Ed Officer loots Techie In Bengaluru: ଫୋନ କଲ୍ ମାଧ୍ୟମରେ ୧୧ କୋଟି ଲୁଟିନେଲେ ସାଇବର ଲୁଟେରା...

ହଠାତ୍ ଏକ ଧମକପୂର୍ଣ୍ଣ ଫୋନ କଲ୍ ଆସିବା ସହ ଗିରଫ ହେବାର ଭୟ ଦେଖାଗଲେ ଆଉ ତାପରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେଲା ଲୁଟ୍ ।

Mueder
Man Poisoned Lover: ବିଶ୍ୱାସରେ ବିଷ ଦେଲା ପ୍ରେମିକା, ଖାଦ୍ୟରେ ବିଷ ଦେଇ ମାରିଲା ପ୍ରେମିକ

ପରିସ୍ଥିତି ସେମାନଙ୍କୁ ଏକାଠି ରହିବାକୁ ଅନୁମତି ଦେଉ ନଥିବାରୁ ସେମାନେ ଦୁହେଁ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସମସ୍ତେ ଧରି ନେଇଥିଲେ। କିନ୍ତୁ ଉଜମାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ କିଛି ଅଲଗା ଥିଲା। ଉଜମାଙ୍କ ଫୋନ୍‌ରୁ ଯେଉଁ ସମୟରେ ମେସେଜ୍ ପଠାଯାଇଥିଲା ଏହାର ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପୋଲିସର ସନ୍ଦେହ ବଢିଥିଲା।

ଅତୁଲ ସୁଭାଷଙ୍କ ବାପାଙ୍କ କୋହ
Atul Subhash Case: ମୋ ପୁଅକୁ ଏଟିଏମ୍ ଭଳି ବ୍ୟବହାର କରୁଥିଲେ, ଜଣେ ବାପାର କୋହଭରା କଥା

ବୋହୂ ନିକିତା ଓ ତାଙ୍କ ମାଆ ମୋ ପୁଅକୁ ଏଟିଏମ ଭଳି ବ୍ୟବହାର କରୁଥିଲେ । ଖାଲି ଟଙ୍କା ଟାଣୁଥିଲେ । ବୋହୂ ଓ ତାଙ୍କ ପରିବାର ଲୋକ ଅତୁଲକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ।

Bengaluru Techie Suicide Case
AI ଇଞ୍ଜିନିୟରଙ୍କ ଆତ୍ମହତ୍ୟା ମାମଲା; ଜେଲ୍ ଗଲେ ପତ୍ନୀ

AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ।

Bengaluru Techie Suicide Case
Bengaluru Techie Suicide Case: AI ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ମାମଲା; ଜେଲ୍ ଗଲେ ପତ୍ନୀ ନିକିତା-ଶାଶୁ-ଶାଳକ

ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ।

Atul Subhash Suicide Case
Atul Subhash Suicide Case: ନିକିତାଙ୍କୁ ଚାକିରିରୁ ବିଦା ପାଇଁ ଉଠିଲା ଦାବି; ଟୁଇଟର ହ୍ୟାଣ୍ଡେଲ ଲକ୍ କଲା ଆସେଞ୍ଚର

ପତ୍ନୀଙ୍କ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ଏବଂ କୋର୍ଟଙ୍କ ତାରିଖ ପରେ ତାରିଖ, ମାନସିକ ଚାପ ଶେଷ ସୀମା ଡେଇଁବା ପରେ ଜୀବନ ହାରିବା ଛଡା ଅତୁଲଙ୍କ ପାଖରେ ବୋଧହୁଏ ଆଉ କିଛି ବାଟ ନଥିଲା ।

Bengaluru AI Engineer
Video: ଦେଶବ୍ୟାପୀ ଚର୍ଚ୍ଚାରେ IT ଇଂଜିନିୟର ଅତୁଲ ସୁଭାଷ ମୃତ୍ୟୁ ଘଟଣା

ବେଙ୍ଗଳୁରୁରେ ଅତୁଲଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏଭିତରେ ମହିଳାଙ୍କ ଦ୍ୱାରା ଆଇନର ଦୁରୁପଯୋଗ ବଢ଼ିଚାଲିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

Bengaluru AI Engineer
Bengaluru AI Engineer: ଅତୁଲ ସୁଭାଷ ମୃତ୍ୟୁ ଘଟଣା, ଆଇନର ଦୁରୁପଯୋଗ ନେଇ ସର୍ବୋଚ୍ଚ ଅଦାଲତଙ୍କ ଉଦବେଗ

ବେଙ୍ଗଳୁରୁରେ ଅତୁଲଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏଭିତରେ ମହିଳାଙ୍କ ଦ୍ୱାରା ଆଇନର ଦୁରୁପଯୋଗ ବଢ଼ିଚାଲିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

Man Dies By Suicide
Video: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା

ମୋ ମରଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ଦେବନି । କୋର୍ଟ ବାହାର ନାଳରେ ଭସାଇଦେବ ମୋ ଅସ୍ଥି । ଜୀବନ ହାରିବା ପୂର୍ବରୁ ବେଙ୍ଗାଳୁରୁର AI ଇଞ୍ଜିନିୟର ୩୮ ବର୍ଷୀୟ ଅତୁଲ ସୁଭାଷ ଛାଡିଯାଇଛନ୍ତି ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ।

Milk Theft
Robbing Milk Packages: ଆରମ୍ଭ ହେଲାଣି ନୂଆ କ୍ରାଇମ୍; ଦୁଆର ମୁହଁରୁ ଚୋରି ହେଉଛି କ୍ଷୀର ପ୍ୟାକେଟ୍

ବେଙ୍ଗାଲୁରରେ ଲଗାତାର ଦୁଗ୍ଧ ଦର ବୃଦ୍ଧି ପାଉଥିବା ବେଳେ ଏବେ ଦୁଗ୍ଧ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରମାନେ ଲୋକଙ୍କ ଗେଟ୍‌ରେ ଟଙ୍ଗାଯାଇଥିବା କ୍ଷୀର ଓ ଦୁଗ୍ଧ କ୍ରେଟକୁ ଟାର୍ଗେଟ କରୁଛନ୍ତି। ସିସିଟିଭି ଫୁଟେଜରେ ଏହି ଭିଡିଓ ରେକର୍ଡ ହୋଇଛି।

Bus Driver Dies Of Heart Attack While Driving
Bengaluru Bus Driver Death Viral Video: ବସ୍‌ ଚଳାଉଥିବା ବେଳେ ହାର୍ଟ ଆଟାକ୍‌ରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ...

ଚଳାଉଥିଲେ ବସ୍‌, ହଠାତ୍‌ ଚାଲିଗଲା ଜୀବନ । ବସ୍‌ ଚଳାଉଥିବା ବେଳେ ହଠାତ୍‌ ହାର୍ଟ ଆଟାକ୍‌ରେ ବେଙ୍ଗାଲୁରୁ ବିଏମଟିସିର ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି ।

Bengaluru Hotel
ଏତେ ବଡ଼ ହୋଟେଲ୍, କର୍ମଚାରୀ ମାତ୍ର ଦୁଇଜଣ ! ଭର୍ଚୁଆଲ୍ ରିସେପ୍ସନିଷ୍ଟକୁ ନେଇ ଭିନ୍ନମତ

ବେଙ୍ଗାଲୁରୁ .. ଭାରତର ଆଇଟି ହବ୍ । ଅର୍ଥାତ୍ ଏଠି ବିଜ୍ଞାନ କଥା କୁହେ .. ଦୁନିଆର ଆଇଟି ସେକ୍ଟରର ସବୁ ବଡ଼ ବଡ଼ କମ୍ପାନୀ ଏଠାରେ ଆଡ୍ଡା ଜମାଇଛନ୍ତି । ଟେକ୍ନୋଲୋଜି ଏଠି ମୁଣ୍ତ ନୁଆଁଏ ।

Sleeping Contest
ଶୋଇ ଶୋଇ ବେଙ୍ଗାଲୁରୁର ମହିଳା ପାଆନ୍ତି ଏତିକି ଟଙ୍କା, ଜାଣନ୍ତୁ କିପରି ..

ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।

Biker Attacks Car
ଭିତରେ ଛୁଆ ଅଛି ଆମକୁ ଛାଡ଼ିଦିଅ..ଦମ୍ପତ୍ତିଙ୍କ ଗୁହାରି ଶୁଣିଲେନି ବାଇକ୍ ଚାଳକ

କାର୍ ଭିତରେ ଥିବା ଦମ୍ପତ୍ତି ଗୁହାରି କରୁଛନ୍ତି କିନ୍ତୁ ଜଣେ ଉତ୍ତ୍ୟକ୍ତ ବ୍ୟକ୍ତି ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଆକ୍ରମଣ କରିବାରେ ଲାଗିଛନ୍ତି ।

Son missing in Bengaluru
ଶୁଖୁନି ମା’ର ଲୁହ, ଦାଦନ ଯାଇ ଫେରୁନି ପୁଅ

ପୁଅର ଫେରିବା ବାଟକୁ ଅନାଇ ବସିଛି ପରିବାର । କାନ୍ଦି କାନ୍ଦି ବାପା-ମା’ ଓ କୁନି ଭଉଣୀ ଆଖିରୁ ଲୁହ ଶୁଖିଲାଣି ।

Rameswaram Cafe Blast
ରାମେଶ୍ୱରମ କାଫେ ବିସ୍ଫୋରଣ; ପୁଣେରେ ଲୁଚିଛି ସନ୍ଦିଗ୍ଧ ଅପରାଧି ! ଚିହ୍ନଟ କଲେ ମିଳିବ ୧୦ ଲକ୍ଷ ଟଙ୍କା

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍‌ରେ ପଳାଇଥିଲା। ଏହାପରେ ଭଟକଲ୍‌, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି।

Bengaluru likely to face scheduled power cuts on Jan 18, 19
ଦୁଇଦିନ ହେବ ବିଦ୍ୟୁତ୍‌ କାଟ୍‌; ସକାଳ ୧୦ରୁ ସଂଧ୍ୟା ୫ଟା ଯାଏଁ କଟିବ ଲାଇନ୍‌

ବିଦ୍ୟୁତ୍‌ କାଟ୍‌ ସମୟରେ ବିଦ୍ୟୁତ୍‌ ଉପକରଣ ଗୁଡ଼ିକର ନବୀକରଣ, ଆଧୁନିକୀକରଣ, ଲାଇନ ରକ୍ଷଣାବେକ୍ଷଣ, ଓ ପୋଲ ସ୍ଥାନାନ୍ତର ଭଳି ଅନେକ କିଛି କାର୍ଯ୍ୟ କରାଯିବ ।

CEO mother
ଫିଟୁଛି ନୃଶଂସ ସିଇଓ ମା’ର ଗୁମର; ତକିଆରେ ଚାପି ୪ ବର୍ଷର ପୁଅକୁ କରିଥିଲା ହତ୍ୟା !

ପୁଅକୁ ମାରିବା ପାଇଁ ହିଁ ସେ ଗୋଆକୁ ଆସିଥିଲେ । ହୋଟେଲ ରୁମରୁ ୨ଟି କଫ୍ ସିରପ୍ ବୋତଲ ମଧ୍ୟ ମିଳିଛି । ପିଲାର ବେକରେ ହାତ କିମ୍ବା ଆଙ୍ଗୁଠି ଚିହ୍ନ ନାହିଁ ।

Traffic police
ପୁଅକୁ କୋଳରେ ବସାଇ ଗାଡ଼ି ଶିଖାଉଥିଲେ ବାପା; ଭାଇରାଲ ହେଲା ଭିଡିଓ, ଗଣିଲେ ଜରିମାନା

ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍‌ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ ।

Delivery Boy
ପିଠିରେ ସ୍ୱିଗି, କାନ୍ଧରେ ଜୋମାଟୋ; ପ୍ରକୃତରେ କାହା ପାଇଁ କାମ କରୁଛନ୍ତି ଏହି ଡେଲିଭରି ବୟ ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ଫୁଡ୍‌ ଡେଲିଭରି ବୟ ଯିଏକି ଦୁଇଟି ଭିନ୍ନ କମ୍ପାନୀର ଲୋଗୋରେ ଖାଦ୍ୟ ଡେଲିଭରି କରୁଛନ୍ତି ।

Bengaluru CEO Kills Her 4-Year-Old Son
ପିଶାଚିନୀ ପାଲଟିଗଲା ଉଚ୍ଚ ଶିକ୍ଷିତା ମା’ ! ୪ ବର୍ଷର ପୁଅକୁ ହତ୍ୟା କରି ବ୍ୟାଗରେ ରଖିଲା

କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ ।

Security guard
ଜଣାପଡ଼ୁନି କାରଣ, କାହିଁକି ବାପାଙ୍କ ପିସ୍ତଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲା ପୁଅ

ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପା ନିଜ ବାପାଙ୍କ ବନ୍ଦୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।