• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lover

Murder
ଦଳିତଙ୍କୁ ପ୍ରେମ କରିବାରୁ ଗଲା ଜୀବନ...ଭାଇ କାଟିଲା ଭଉଣୀର ବେକ

ଦିନେ ରକ୍ଷା କରିବାକୁ ଦେଇଥିଲା ଶପଥ, ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲା ଭଉଣୀ... ସେହି ହାତରେ ମାରିଦେଲା ଭାଇ । ରକ୍ଷାର କବଚ ସାଜିବା ଜାଗାରେ ପାଲଟିଲା ହତ୍ୟାକାରୀ ।

Girl severely injured as lover tries to mow down her in murderous attack in Maharashtra
ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଚଢ଼ାଇଦେଲା ଗାଡ଼ି

ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେରେ । ବିଡମ୍ବନାର କଥା, ଘଟଣା ଗତ ସୋମବାରର ହୋଇଥିଲେ ମଧ୍ୟ ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରି ପାରିନାହିଁ ।

Bihar woman sells daughter
ଝିଅକୁ ବିକ୍ରିକଲା, ପୁଅକୁ ହଷ୍ଟେଲରେ ଛାଡ଼ିଲା, ପରେ ପ୍ରେମିକ ସହ ଫେରାର ମାରିଲା ମା’

ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ । ହେଲେ ପୁରୁଷ ଜଣକ ମହିଳାଙ୍କ ପିଲା ଦୁଇଟିକୁ ଗ୍ରହଣ କରିବାକୁ ମନା କରିଥିଲେ ।

Special story
ରକ୍ଷକ ସାଜିଲା ଭକ୍ଷକ ! ପ୍ରେମିକାକୁ ବାହା ହେବାକୁ ଏଟିଏମ୍‌ରୁ ୨୦ ଲକ୍ଷ ଲୁଟିନେଲା ସିକ୍ୟୁରିଟି ଗାର୍ଡ

ନିଜେ ଜଗୁଆଳୀ ହିଁ ଲୁଟିନେଲେ ଟଙ୍କା । ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭.୫୦ରୁ ୮.୨୦ ମଧ୍ୟରେ ଅଭିଯୁକ୍ତ ଏଟିଏମରୁ ଟଙ୍କା ଚୋରି କରି ନେଇଛି ।

lootera arrest in bolangir
ଡିକି ଭାଙ୍ଗି ପ୍ରେମିକାକୁ ଗିପ୍ଟ ଦେଉଥିଲା ଚୋର !

ଗତ ଜୁଲାଇ ୧୭ ତାରିଖର ଏକ ଲୁଟ ଅଭିଯୋଗର ଖୋଲତାଡ କରୁକରୁ ପୋଲିସ ହାତରେ ଲାଗିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ବଲାଙ୍ଗିର ଓ ସୋନପୁର ଜିଲ୍କାର ବିଭିନ୍ନ ଅଂଚଳରେ ଡିକି ଭାଙ୍ଗି ଲୁଟ କରିଥିବା ଲୁଟେରା ମାନେ ସ୍ୱୀକାର କରିଛନ୍ତି।