• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhopal

Narendra Modi
କଂଗ୍ରେସ ପାଖରେ ନଥିଲା ଚାରା, ବାଧ୍ୟ ହୋଇ ମହିଳା ସଂରକ୍ଷଣ ବିଲ୍‌କୁ କଲା ସର୍ମଥନ : ମୋଦି

କଂଗ୍ରେସ ଉପରେ ଆହୁରି ବର୍ଷି ମୋଦି କହିଛନ୍ତି ଦଳର ତୃଣମୂଳ ସ୍ତରର ନେତାଙ୍କ ମୁହଁ ଖୋଲୁନାହିଁ । ଦଳ ଏବେ ଏତେ ଦେବାଳିଆ ହୋଇଯାଇଛି ଯେ ଏହା ଏବେ ନିଜ ନେତାଙ୍କ ଦ୍ବାରା ନୁହେଁ, କିଛି ଅର୍ବାନ ନକ୍ସଲଙ୍କ ଦ୍ବାରା ପରିଚାଳିତ ହେଉଛି ।

Mass suicide
ଋଣ ଉଜାଡ଼ି ଦେଲା ପରିବାର; ପିଲାଙ୍କୁ ବିଷ ଦେଇ ଝୁଲିପଡ଼ିଲେ ବାପା-ମା’...ସୁଇସାଇଡ୍ ନୋଟ୍‌କୁ ନେଇ ଚର୍ଚ୍ଚା

ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ ମୃତ୍ୟୁର କାରଣକୁ ନେଇ ଲାଗି ରହିଛି ସସ୍‌ପେନ୍ସ । କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ଦମ୍ପତି ? ମା’ ହୋଇ କିପରି ତାଙ୍କର ଦୁଇ ପୁଅଙ୍କୁ ଦେଇଦେଲେ ବିଷ ?

DOG
କୁନି ଝିଅକୁ ରାସ୍ତା ଉପରେ ଝୁଣି ଦେଲେ କୁକୁର, ଭାଇରାଲ ହେଉଛି ଭିଡ଼ିଓ

କୁକୁର କାମୁଡ଼ାରେ ଶିଶୁଟି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।

Four Newborns Killed In Bhopal Hospital Fire
ହସ୍ପିଟାଲରେ ନିଆଁ ଲାଗି ୪ ଶିଶୁ ମୃତ

ମଧ୍ୟପ୍ରଦେଶ ଭୋପାଳରେ ଦୁଃଖଦ ଘଟଣା। କମଳା ନେହରୁ ହସ୍ପିଟାଲ ଶିଶୁ ବିଭାଗରେ ଅଗ୍ନିକାଣ୍ଡ । ସର୍ଟ ସର୍କିର୍ଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

fire at Hospital
ହସ୍ପିଟାଲରେ ନିଆଁ ଲାଗି ୪ ଶିଶୁ ମୃତ

୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ବାକି ୩୬ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏସ୍ଏନସିୟୁ ଓ୍ୱାର୍ଡରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Car Accident
ଭସାଣ ଶୋଭାଯାତ୍ରା ବେଳେ ପୁଣି ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ଭିଡିଓ ଭାଇରାଲ୍‌

ଶନିବାର ରାତିରେ ଦୁର୍ଗା ମେଢ଼ ଭସାଣ ବେଳେ ଦ୍ରୁତ ଗତିରେ ଥିବା ଏକ କାର୍‌ ହଠାତ୍‌ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୩ ଜଣ ଯୁବକ ଆହତ ହୋଇଛନ୍ତି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Lota Race
ହାତରେ ଲୋଟା ଧରି ଦୌଡ଼ିଲେ ବୟସ୍କା ମହିଳା, ଜୋରଦାର ହେଲା ରେସ୍‌

୫୦ରୁ ୬୦ ବର୍ଷ ବୟସର ମହିଳାମାନେ ‘ଲୋଟା ଦୌଡ଼’ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏମାନେ ୫୦ ମିଟର ପର୍ଯ୍ୟନ୍ତ ଲୋଟା ଧରି ଦୌଡ଼ିବା ପରେ ୱିନିଙ୍ଗ ପଏଣ୍ଟରେ ପାଣିରେ ଭର୍ତ୍ତି ଲୋଟାକୁ ଫୋପାଡ଼ି ଦେଇଥିଲେ।

Snake
ଦୋକାନରେ ମୋବାଇଲ ଦେଖୁଥିଲେ ଦୋକାନୀ, ଉପରକୁ ଡ଼େଇଁଲା କଳାନାଗ...

ବେଳେ ବେଳେ ମଣିଷ ଜୀବନ ସହ ଅଜବ ଘଟଣା ଘଟିଥାଏ । ଯାହାକୁ ସେମାନେ କେବେ ହେଲେ ଭାବି ନଥାନ୍ତି । ଏପରି ଏକ ଘଟଣା ଜଣେ ପାନ ଦୋକାନୀଙ୍କ ସହ ଘଟିଥିଲା । ଆଉ ସେହି ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି

Love in Bike
ବିଚ୍ ରାସ୍ତାରେ ଚଳନ୍ତା ବାଇକ୍‌ରେ ରୋମାନ୍ସ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ଯୁବକ-ଯୁବତୀ ଚଳନ୍ତା ବାଇକରେ କରୁଥିଲେ ପ୍ରେମ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓ ଭୋପାଲର ଜଣାଶୁଣା ସହର ଭିଆଇପି ରୋଡର। ଏହି ଭିଡିଓରେ ଜଣେ ଯୁବତୀ ବାଇକର ଟାଙ୍କି ଉପରେ ବସିଥିବା ବେଳେ ବାଇକ୍ ଚଲଉଥିବା ଯୁବକ ଆଡକୁ ମୁହଁ କରିଛି।

Get Married in Just Rs 500
ମାତ୍ର ୫୦୦ ଟଙ୍କାରେ ବିବାହ କଲେ ମାଜିଷ୍ଟ୍ରେଟ୍‌

ମାତ୍ର ୫୦୦ ଟଙ୍କାରେ ହେଲା ବାହାଘର । ୫୦୦ ଟଙ୍କାର ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । ମଧ୍ୟପ୍ରଦେଶର ଭୋପାଲ ନିବାସୀ ମାଜିଷ୍ଟ୍ରେଟ୍‌ ଶିବାଙ୍ଗୀ ଜୋଶୀ ସ୍ଥାନୀୟ ଅଞ୍ଚଳର ସେନା ମେଜର ଅନିକେତ ଚର୍ତୁବେଦୀଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି ।