୨୦୦୦ ବ୍ୟାଚ୍ର ଝାଡ଼ଖଣ୍ଡ କ୍ୟାଡର IAS ପୂଜା ସିଙ୍ଘଲଙ୍କ ନାଁରେ ମନରେଗା ଅର୍ଥ ହେରଫେର ନେଇ ଅଭିଯୋଗ ଥିଲା ।
୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଆଗକୁ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ ।
କେନ୍ଦ୍ରୀୟ ଡେପୁଟେସନ୍ରେ ଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ଦେଖିବାକୁ ବାକି ରହିଲା ଯେ, କ୍ରିଷନ କୁମାର ଓଡ଼ିଶା ଛାଡ଼ି ଯାଉଛନ୍ତି ନା ନାହିଁ ।
ପ୍ରଶାସନିକ ଆବଶ୍ୟକ ଓ ଅଫିସରଙ୍କ ସଂଖ୍ୟାକୁ ଦେଖି ରାଜ୍ୟମାନେ ଏହା ନିର୍ଦ୍ଧାରଣ କରିଥାଆନ୍ତି । ତେବେ କେନ୍ଦ୍ରରେ ଦକ୍ଷ ଅଫିସରଙ୍କ ଅଭାବ ଓ ଅଫିସରଙ୍କୁ ଛାଡିବା ଲାଗି ରାଜ୍ୟମାନଙ୍କ ଅନିଚ୍ଛା ପ୍ରରୀପ୍ରେକ୍ଷୀରେ କେନ୍ଦ୍ର ଆଇଏଏସ କ୍ୟାଡର୍ ରୁଲ୍ରେ ପରିବର୍ତ୍ତନ କରିବାକୁ ଯାଉଛି ।
ହରିୟାଣାର ଜଣେ ଆଇଏସ୍ ଅଧିକାରୀ ଅଶୋକ ଖେମକା ପୁଣି ଥରେ ନିଜ ବଦଳିକୁ ନେଇ ଚର୍ଚ୍ଚାରେ । ନିଜ ଟ୍ୱିଟ୍ ଓ କାର୍ଯ୍ୟଶୈଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଖେମ୍କାଙ୍କର ଏହା ହେଉଛି ୫୪ ତମ ବଦଳି ।
ଠକ ସାର ଦୋକାନୀକୁ ପାନେ ମିଳିଲା । ଦୁର୍ନୀତିଗ୍ରସ୍ତ ଦୋକାନୀଙ୍କ ଉପରେ ସରକାରୀ ଛାଟ । ଚାଷୀ ହୋଇଆସିଥିଲେ, ଚୋରି ଧରି ପକାଇଲେ ଆଇଏଏସ୍ । ସାର ଦୁର୍ନୀତି ସମ୍ପର୍କରେ ଖବର ପାଇ ବିଜୟୱାଡାର ସବ୍ କଲେକ୍ଟର ଉପଜିଲ୍ଲାପାଳ ସୂର୍ଯ୍ୟା ପରବୀନ ଚାନ୍ଦ ସାଧାରଣ ଚାଷୀ ବେଶରେ ସାର କିଣିବା ବାହାନାରେ ଦୋକାନରେ ପହଞ୍ଚିଥିଲେ
ଭୁବନେଶ୍ୱର: ରାଜ୍ୟର ଆଇପିଏସ୍ ସ୍ତରରେ ଅଦଳବଦଳ । ଏନେଇ ବୁଧବାର ସନ୍ଧ୍ୟାରେ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ଭାବେ…