Rs 2 Bribe Case: ୧୦ ଟଙ୍କାର ଷ୍ଟାମ୍ପ ପେପରକୁ ୧୨ ଟଙ୍କାରେ ବିକ୍ରି କରିଥିଲେ । ସେ କେମିକାଲ ବୋଳା ଟଙ୍କା ନେବା ବେଳେ ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀଙ୍କ ଦ୍ୱାରା ଧରାପଡିଥିଲେ । ୨ ଟଙ୍କାର ଦୁର୍ନୀତିକୁ ନେଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନ୍ୟାୟପାଳିକାକୁ କସରତ କରିବାକୁ ପଡିଛି । ଷ୍ଟାମ୍ପ ଭେଣ୍ଡରମାନେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ‘ପବ୍ଲିକ ସର୍ଭାଣ୍ଟ’ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ପ୍ରଥମେ ସୁପ୍ରିମକୋର୍ଟ ଜଜଙ୍କ କଥା କହିଲ । ସେମାନେ ତଦନ୍ତ କରିପାରିବେନି । ପରେ ଗାଇଡଲାଇନ୍, କ୍ଷତିପୂରଣ ଓ ପ୍ରେସ କାଉନସିଲକୁ ଆଦେଶ କଥା ଉଠାଇଲ । ଏ ସବୁ ରାତିରେ ପଢ଼ିବାକୁ ପଡିବ । ଏବେ ପୁଣି କହିଲଣି, ଛାତ୍ରଙ୍କ ସୁରକ୍ଷା କଥା । ସୁପ୍ରିମକୋର୍ଟଙ୍କ ଠାରୁ ଏହା ଶୁଣିବା ପରେ ଆବେଦନକାରୀଙ୍କ ଓକିଲ କେଶ୍ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ । ଏଥିପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ।
କିନ୍ତୁ PIL ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ୍ କରିବା ସହ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ କହିଥିଲେ ।
ଏବେ ପିଟିସନ୍ କରିବାର ସମୟ ନୁହେଁ । ଏବେ ଆତଙ୍କବାଦ ବିରୋଧରେ ଲଢ଼ିବା ସମୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
କାଶ୍ମୀରର ନିବାସୀ ମହମ୍ମଦ ଜୁନୈଦ, ଫତେଶ କୁମାର ସାହୁ ଏବଂ ବିକି କୁମାରଙ୍କ ଦ୍ୱାରା ଆବେଦନ କରାଯାଇଛି। ପହଲଗାମ ଆକ୍ରମଣ ପରେ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ ବିରୁଦ୍ଧରେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି।
ଏହି ଧାରା ନ୍ୟାୟପାଳିକାକୁ ବିବେକାଧିକାର କ୍ଷମତା ପ୍ରଦାନ କରିଥାଏ ଯାହାର ଅର୍ଥ ହେଉଛି କୋର୍ଟ ଯେ କୌଣସି ମାମଲାରେ ତାର ବିଚାରବୋଧ ଅନୁସାରେ ନିଷ୍ପତ୍ତି ନେଇପାରିବେ । ଏହି ଧାରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ନ୍ୟାୟ ସୁନିଶ୍ଚିତ କରିବା। ଏହି ଧାରା ବିଭିନ୍ନ ପରିସ୍ଥିତିରେ କୋର୍ଟକୁ ନମନୀୟ କରାଇଥାଏ ।
ମୁସଲିମଙ୍କ ପ୍ରତି ଭେଦଭାବ କରି ଏହି ଆଇନ ଅଣାଯାଇଥିବା କୋର୍ଟରେ ଆବେଦନ କରାଯାଇଛି । ଅନ୍ୟପକ୍ଷରେ ୱକଫ ନୂଆ ଆଇନ ଦ୍ୱାରା ସ୍ୱଚ୍ଛତା ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଭାରତକୁ ପ୍ରତ୍ୟର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି ଆମେରିକାର ସର୍ବୋଚ୍ଚ ଅଦାଲତ। ଏହା ପୂର୍ବରୁ ଫେବ୍ରୁଆରୀରେ ତହୱର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲିନା କଗନଙ୍କୁ ଆବେଦନ କରାଯାଇଥିଲା
ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା। ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ୱେବସାଇଟ୍ ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ। ଏନେଇ ଗତ ୧ରେ ଫୁଲ୍ କୋର୍ଟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
ପୁଣି ଚର୍ଚ୍ଚାକୁ ଆସିଛନ୍ତି ସନ୍ତୋଷ ରାଉଳ ଓରଫ୍ ସାରଥି । କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ମିଳିଛି ।
ରଣବୀର ଆହ୍ଲାବାଦିଆ ନିଜ ବିରୋଧରେ ଦାଏର ହୋଇଥିବା ଏକାଧିକ ମାମଲା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରିଥିଲେ ।
ସାଂସଦ ଓ ବିଧାୟକମାନେ ପ୍ରଭାବଶାଳୀ ହୋଇଥିବାରୁ ମାମଲାଗୁଡିକର ଶୀଘ୍ର ବିଚାର ହୋଇପାରୁନାହିଁ । ତାରିଖ ପରେ ତାରିଖ ଗଡ଼ୁଛି । ଏ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କ’ଣ କରାଗଲେ ତ୍ୱରିତ ବିଚାର ହୋଇପାରିବ, ସେ ସଂପର୍କରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆମିକସ୍ କ୍ୟୁରି ।
କର୍ଣ୍ଣାଟକରେ ସ୍ଥାନୀୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ରାଇଟ ଟୁ ଡାଏ ଆକ୍ଟ ୱିଥ ଡିଗନିଟି ତଥା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାରକୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର।
ଅଭିଯୁକ୍ତ ପୁଞ୍ଜିଲାଲ ମେହର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଜାମିନ ପିଟିସନ ଉପରେ ଶୁଣାଣି କରି ୪ ସପ୍ତାହ ଭିତରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୁଣି ଖୋଲିବ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଫାଇଲ୍। ମାମଲାର ପୁନଃ ବିଚାର ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ। ଏହା ସହ ତଦନ୍ତ ସଂପର୍କରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାୟ ୪ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ମାହାଙ୍ଗାରେ ହୋଇଥିଲା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଯେଉଁଥିରେ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା।
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ ।
ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁଅ ତା’ ର ମାଆ ପାଖରେ ରହିବ । ଅତୁଲଙ୍କ ଆତ୍ମହତ୍ୟା ପରେ ନିକିତା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ କେସ୍ ଚାଲିଛି । ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ବି ଭି ନାଗରତ୍ନା ଓ ଜଷ୍ଟିସ୍ ଏସ ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ବାସ୍ତବରେ ନାତି ପାଇଁ ତାଙ୍କ ଜେଜେ ମାଆ ଅପରିଚିତ । ଦୁଇ ଜଣଙ୍କ ମଧ୍ୟରେ ଏତେ ଜଣାଶୁଣା ନାହିଁ ।
୨୦୦୧ ମସିହାରେ ଏକ ହତ୍ୟା ମାମଲାରେ ଜଣେ୧୪ ବର୍ଷୀୟ ବାଳକ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ମୃତ୍ୟୁଦଣ୍ଡ ମିଳିଥିଲା । ତେବେ ଜଣେ ବାଳ ଅପରାଧୀ ଭାବେ ତା'ର ଯୁକ୍ତିକୁ କୋର୍ଟ ଏପରିକି ସୁପ୍ରିମକୋର୍ଟ ପୂର୍ବରୁ ଅଣଦେଖା କରିଥିଲେ । ସୁପ୍ରିମକୋର୍ଟ ଏହି ମତ ଦେବା ସହ ୨୫ ବର୍ଷ ଧରି ଜେଲରେ ଥିବା ଏହି ଅପରାଧୀକୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ତାକୁ ଥଇଥାନ କରିବାକୁ ମଧ୍ୟ କହିଛନ୍ତି ।
ନିର୍ଯାତିତ ପୁରୁଷଙ୍କୁ ନ୍ୟାୟ ସପକ୍ଷରେ ପଦ୍ମଶ୍ରୀ ବାବା ବଳିଆ । ମହିଳା କମିଶନ୍ର ନାଲି ଆଖି ଦେଖାଇ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନା ମାମଲାରେ ବ୍ରେକ୍ ଦେବାକୁ ହେଲେ ପୁରୁଷ କମିଶନ ଗଠନ ନିହାତି ଦରକାର ବୋଲି କହିଛନ୍ତି ବାବା ।
ମୋହମ୍ମଦ ହିଦାୟତୁଲ୍ଲାହ ଦେଶର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି । ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ସେ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ତାଙ୍କୁ ସେ ବିବାହ କରିଥିଲେ । ଭିନ୍ନ ଧର୍ମରେ ବିବାହ କରିଥିଲେ ହେଁ ଖୁବ ଭଲରେ କଟିଥିଲା ତାଙ୍କର ଦାମ୍ପତ୍ୟ ଜୀବନ । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା ।
ଏକ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ୫୦୦ କୋଟି ଦେଇଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସମାନ ପରିମାଣର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାମୀଙ୍କ ସଂପତ୍ତି ସହ ସମାନ କରିବା ପାଇଁ ନୁହେଁ ବରଂ ବେସାହାରା ହେବାରୁ ରକ୍ଷା କରିବା ପାଇଁ ଭରଣପୋଷଣ ଦିଆଯାଏ ବୋଲି କହିଛନ୍ତି।
ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାତିକୁ ବୋହୂ ଓ ତାଙ୍କ ପରିବାର ଲୋକ ଜୋର୍ ଜବରଦସ୍ତ ରଖିଛନ୍ତି। ତେବେ ତାଙ୍କ ନାତି ଏବେ କେଉଁଠାରେ ଅଛି ତାହା କେହି ଜାଣନ୍ତି ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।
ବେଆଇନ୍ ନିର୍ମାଣ କରୁଥିଲେ ମାଟିରେ ମିଶିବ କୋଠା । ଅକ୍ୟୁପାନ୍ସି ସାର୍ଟିଫିକେଟ୍ ନଥିଲେ ମିଳିବନି ପାଣି, ବିଜୁଳି ସଂଯୋଗ । OC ନଥିଲେ ସ୍ୱରେଜ୍ ସଂଯୋଗ କି ମିଳିବନି ବ୍ୟାଙ୍କ ଲୋନ୍ । ସୁପ୍ରିମକୋର୍ଟଙ୍କ କଡ଼ା ରାୟ ପରେ ବିଲଡର ଛାନିଆ ।
ବେଆଇନ ନିର୍ମାଣକୁ 'ସୁପ୍ରିମ' ଝଟ୍କା। ମାଟିବେ ମିଶିବ ଅନଧିକୃତ ନିର୍ମାଣ। OC ନଥିଲେ ମିଳିବନି ପାଣି, ବିଜୁଳି ଓ ସ୍ବେରେଜ ସଂଯୋଗ। ବ୍ୟାଙ୍କ ଲୋନ୍ ବି ମିଳିବନି।