ଭାଇରାଲ ହେଉଥିବା ଭିଡିଓରେ ଶିଶୁର ଏଭଳି ସମ୍ମାନ ଦେଖି ପୁଲିସ ଅଧିକାରୀ ଶିଶୁ ସ୍ୟାଲୁଟର ପ୍ରତି ସ୍ୟାଲୁଟ ବି ଦେଇଥିଲେ । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ପୁଲିସ ଅଧିକାରୀ ଓ ଶିଶୁଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓକୁ କ୍ୟାମେରାରେ କଏଦ କରିଥିଲେ । ପରେ ଏହାକୁ ସୋସିଆଲ ମିଡିଆ ସାଇଟ୍ରେ ଅପଲୋଡ୍ କରାଯାଇଥିଲା । ଯାହା ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
ସାମ୍ନାକୁ ଆସିଛି ଏକ ଚମତ୍କାର ଦୃଶ୍ୟ। ଚୁଲିରେ ନିଆଁ ହୁ… ହୁ… ହୋଇ ଜଳୁଛି। ଉପରେ ପଡିଛି ଲୁହା ପ୍ଲେଟ୍। ଏହା ଉପରେ ଆରାମରେ ବସିଛନ୍ତି ବାବା। ଲୋକେ ଆସୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ଆଶୀର୍ବାଦ ନେଉଛନ୍ତି।
ସପିଂ ସାଇଟ୍ରୁ ଜିନିଷ ମଗାଇବା ସମୟରେ ସାବଧାନ୍ . . ଏପରି ହେଲେ ଲୋକେ ଅନଲାଇନ୍ ସାଇଟ୍ରୁ କିଛି ବି ଅର୍ଡର କରିବା ପାଇଁ ଭୟ କରିବେ ।
ହସ୍ପିଟାଲ ବେଡ୍ରେ ସ୍ତ୍ରୀକୁ ଦେଖି ମଦୁଆ ସ୍ୱାମୀର ନିଶା ଛାଡ଼ିଗଲା । ନିଜର ଭୁଲ ବୁଝି ପାରି କ୍ଷମା ମାଗିବା ସହ ମଦ ନପିଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପପୁ ।
ବଦଳୁଛି ଯୁଗ ଆଉ ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ। ଏବେ ଆଧୁନିକତା ଛାଡି ଆଧ୍ୟାତ୍ମିକ ଆଢ଼କୁ ଢ଼ଳୁଛନ୍ତି ଯୁବପିଢ଼ି। ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ ।
ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ଲାଇକ୍ କମେଣ୍ଟ ସହ ଅନେକ ଳୋକ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି ।
ମାତ୍ର ଦୁଇ ମିନିଟ ମଧ୍ୟରେ ସେହି ଶୁଖିଲା ଧନିଆପତ୍ର ସମ୍ପୂର୍ଣ୍ଣ ତାଜା ହୋଇଯାଉଛି ।
ଯୁବତୀ ଜଣକ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ । ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି ।
ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍ ଡେଟ୍ରେ ଯିବା। ରାସ୍ତାକଡ଼ରେ ଚେୟାରରେ ବସି ଅନ୍ୟ ଯୁବତୀଙ୍କ ସହ ଖାଉଥିବା ବେଳେ ଧରି ପକାଇଥିଲେ ଗର୍ଲଫ୍ରେଣ୍ଡ୍।
ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲମେଟ ମ୍ୟାନ ବୋଲି ଡାକୁଛନ୍ତି । କାରଣ ସେ ସମସ୍ତଙ୍କୁ ବୁଲିବୁଲି ଦେଉଛନ୍ତି ହେଲମେଟ୍ ।
ଭିଡିଓଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି ।
ଏହା ବାହାଘର ନଥିଲେ ବି ବର କନ୍ୟା ବେଶରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଛି ।
ଗୁରୁ ନାଁରେ କଳଙ୍କ। ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଜଣେ ଶିକ୍ଷକ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ବୋହୂକୁ ଚାକିରି କରିବା ପାଇଁ ପ୍ରେରଣା ଦେବା ବଦଳରେ ପ୍ରତିବାଦ କରି ମରଣାତ୍ମକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦିଲ୍ଲୀର ଜଣେ ବୟସ୍କ ଲୋକ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଟ୍ରାକ୍ଟରଟି ଏକ ଉଠାଣି ରାସ୍ତାରେ ଉଠିବାକୁ ଚେଷ୍ଟା କରୁଛି । ଟ୍ରାକ୍ଟରଟିକୁ ଚଳାଉଥିବା ଡ୍ରାଇଭର ଜଣକ ଧୀରେ ଧୀରେ ଟ୍ରାକ୍ଟରଟିକୁ ଉପରକୁ ଉଠାଉଛନ୍ତି ।
ବରର ଆଖି ମାଡ଼ି ବସୁଥିଲା । ଆଉ ଶେଷରେ ନିଜକୁ ସମ୍ଭାଳି ନପାରି ବେଦୀରେ ଶୋଇପଡ଼ିଲା ।
ନିଜ ପୁଅ କିମ୍ବା ଝିଅକୁ ଯେତିକି ଯତ୍ନ ନିଆଯାଇଥାଏ, ଘରେ ପୋଷାଯାଇଥିବା କୁକୁରର ବି ସେତିକି ଯତ୍ନ ନିଆଯାଏ ।
ବୃଦ୍ଧାଙ୍କ ୧୦ ବର୍ଷର ନାତୁଣୀ ଲୁଟେରାଙ୍କୁ ମାଡ଼ ମାରିବା ସହ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ଶେଷରେ ଜେଜେ ମା’ଙ୍କୁ ରକ୍ଷା କରିବା ସହ ଲୁଟେରାକୁ ତାର ଯୋଜନାରେ ବିଫଳ କରିବାରେ ସକ୍ଷମ ହେଉଛି ନାତୁଣୀ ।
ସସ୍ପେଣ୍ଡ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଏସ୍ଆଇ ଏବଂ ୩ ଜଣ କନଷ୍ଟେବଲ ରହିଛନ୍ତି ।
ସୌଭାଗ୍ୟବଶତଃ ହାତୀଟି ଦୋକାନ ସମ୍ମୁଖରେ ଥିବା ଗୋଟିଏ ସ୍କୁଟର ଓ ଗୋଟିଏ ସାଇକେଲକୁ ରାଗରେ ତଳେ ପକାଇଦେଇ ସେଠାରୁ ଚାଲିଯାଉଛି । ଏ ଦୃଶ୍ୟ ଦେଖି ଲୋକେ ଜୀବନବିକଳରେ ଚାଲିଯାଉଛନ୍ତି।
ଚେନ୍ ଲୁଟେରା ଉପରେ ଝାମ୍ପି ପଡ଼ିଲା କୁନି ଝିଅ । ଉତ୍ତମ ମଧ୍ୟମ ଖାଇବା ପରେ ଦୁର୍ବୃତ୍ତ ଫେରାର୍ ।
ଏମିତି କିଛି ରଙ୍ଗ ଥାଏ, ଯାହା ଧୋଇଦେଲେ ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଏମିତି ବି କିଛି ରଙ୍ଗ ଅଛି ଯାହାକୁ ଯେତେ ଧୋଇଲେ ବି ଛାଡ଼ିବନି ।
ବିବାହ ସରିବା ପରେ କନ୍ୟାର ବିଦାୟୀ ପାଇଁ ଏକ ଡୋଲିର ବ୍ୟବସ୍ଥା ମଧ୍ୟ ହୋଇଥିଲା । ବିବାହ କାର୍ଯ୍ୟକ୍ରମରେ ଗୀତ ନାଚର ବି ଆୟୋଜନ କରାଯାଇଥିଲା ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭୟଙ୍କର ଭିଡିଓ। ଯେତେବେଳେ ବାପା ଫୋନ୍ ଏବଂ ଆଇପ୍ୟାଡ୍ ଛଡ଼ାଇ ନେଇଥିଲେ, ପିଲାଟି ଏତେ ରାଗିଗଲା ଯେ ସେ ୧୭ ମହଲାରୁ ଡେଇଁବାକୁ ପ୍ରସ୍ତୁତ ହୋଇଗଲା। ତା’ପରେ କ’ଣ ଦେଲା ଦେଖନ୍ତୁ…