• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Job Scam

Job Scam In Cuttack
Job Scam In Cuttack: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ

ଠକେଇ ରାକେଟରେ ମାଆ ମାଷ୍ଟର ମାଇଣ୍ଡ । ପୂରା ପରିବାରକୁ କରିଥିଲା ସାମିଲ୍ । ନିଜକୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପରିଚୟ ଦେଇ ଠକେଇ କରୁଥିଲା । ଏହି ରାକେଟରେ ନିଜ ପୁଅ ଓ ଝିଅଙ୍କୁ ବି ସାମିଲ୍ କରିଥିବାର ପୋଲିସ୍ କହିଛି । ମାଆ ପୁଅ ଓ ଝିଅ ମିଶି ସାରା ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି ।

OSSSC
OSSSC ପରିଚାଳିତ ପରୀକ୍ଷା କେଁ, ନିଷ୍ପତ୍ତି ନେବେ ରାଜ୍ୟ ସରକାର !

ପରୀକ୍ଷାର୍ଥୀଙ୍କ ପାଇଁ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ନେଇ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତର୍ଜମା କରୁଛନ୍ତି। ଏନେଇ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

OSSSC
OSSSC ପରୀକ୍ଷା ବିଭ୍ରାଟ, ଆଶାୟୀଙ୍କ ଗର୍ଜନ; ସରକାର ବଦଳିଥିଲେ ବି ବଦଳୁନି ବ୍ୟବସ୍ଥା !

ଅଯୋଗ୍ୟ ସଂସ୍ଥାକୁ ଦାୟିତ୍ୱରୁ ହଟାଇ ପୁନଃ ପରୀକ୍ଷା ଦାବି । କାଲି ସରକାରଙ୍କ ସହ ଉଚ୍ଚସ୍ତରୀୟ ବୈଠକ ।

Scam
OSSSC ନିଯୁକ୍ତି ପରୀକ୍ଷାରେ ଘୋଟାଲା

ଅନଲାଇନ୍ ପରୀକ୍ଷାର ମେରିଟ୍ ଲିଷ୍ଟ ବାତିଲ ସହ ଆଉ ଥରେ ଅଫଲାଇନ୍ ପରୀକ୍ଷା କରାଇବାକୁ ଜୋରଦାର ଦାବି। ଏହି ଦାବିରେ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ ବା OSSSC କାର୍ଯ୍ୟାଳୟ ଆଗରେ ଆଶାୟୀଙ୍କ ବିଶାଳ ବିକ୍ଷୋଭ।

Scam
​​​​​​​OSSSC ପରୀକ୍ଷାରେ ଘୋଟାଲା ! ଅଫିସ୍ ଆଗରେ ଚାକିରି ଆଶାୟୀଙ୍କ ଗର୍ଜନ

ରେଜଲ୍ଟ ସ୍ୱଚ୍ଛତାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଲା ବିଜେପି ।

Job Scam
ବଡ଼ବଡ଼ିଆଙ୍କୁ ହାତରେ ରଖି ପିଲାଙ୍କୁ ଠକୁଥିଲା ! ଚାକିରି ପାଇଁ ଟଙ୍କା ନେଇ ଛୁ’ ମାରୁଥିଲା

ଖୋଲିବାରେ ଲାଗିଛି ‘କମ୍ପ ଭାଇ’ର ସ୍କାମ୍ । କେମିତି ପିଲାଙ୍କଠୁ ଟଙ୍କା ଆଦାୟ କରୁଥିଲା, ଆଉ ତାକୁ ଚଳୁ କରୁଥିଲା ।

job fraud
ଚାକିରି କରେଇ ଦେବାକୁ କହି ଠକିଦେଲେ,୨ କୋଟିରୁ ଅଧିକ ଟଙ୍କାର ଠକେଇ

ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ଠକିଦେଲେ । ଚାକିରି ଲୋଭ ଦେଖାଇ ଠକି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା। ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଠକିଛନ୍ତି ବ୍ୟବସାୟୀ ।

job scam
ଅଡୁଆରେ ସରକାର ଜବ୍ ସ୍କାମ ଅଭିଯୋଗକୁ ନେଇ ବଢ଼ୁଛି ସରକାରଙ୍କ ଅଡୁଆ

ବର୍ଷାରେ ଭିଜି ଭୁବନେଶ୍ୱର ଲୋୟର ପିଏମଜି ଓ OSSC ଅଫିସରେ ପରୀକ୍ଷାର୍ଥୀଙ୍କ ପ୍ରତିବାଦ, ଭେଟିବାକୁ ନଆସି ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।

job scam
ଜବ୍ ସ୍କାମକୁ ନେଇ ଅଡୁଆରେ ସରକାର, ହରଡ଼ଘଣାରେ OSSC

ଜବ୍ ସ୍କାମ ଅଭିଯୋଗକୁ ନେଇ ବଢ଼ୁଛି ସରକାରଙ୍କ ଅଡୁଆ । ତେଜିଲା ସିବିଆଇ ତଦନ୍ତ ଦାବି । ବର୍ଷାରେ ଭିଜି ପରୀକ୍ଷାର୍ଥୀଙ୍କ ପ୍ରତିବାଦ । ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।